ଚାକିରି ନାହିଁ, ସୁଯୋଗ ନାହିଁ, ଭାଗ୍ୟ ଖରାପ ଏମିତି ଅନେକ କିଛି ବାହାନା କରି ପଢୁଆ, ବେରୋଜଗାର କର୍ମକୁଢ ଯୁବକଯୁବତୀଙ୍କୁ ତ ଆପଣମାନେ ଦେଖିଥିବେ.. ହେଲେ ଏମିତି ଜଣେ ସ୍ୱାଭିମାନୀ କର୍ମଠ ଦିବ୍ୟାଙ୍ଗ ଯୁବକଙ୍କୁ ଆପଣ କେବେ ଦେଖିନଥିବେ.. ଯିଏ ଗୋଟିଏ ଗୋଡ଼ରେ ଏ ସବୁ ସୁନାର ଫସଲ ଫଳାଇଛନ୍ତି, ଗ୍ୟାସ ସିଲିଣ୍ଡର ଡେଲିଭରି କାମ କରୁଛନ୍ତି, ପରିବାର ଚଳାଉଛନ୍ତି ଆଉ ସମାଜ ସେବା ବି କରୁଛନ୍ତି.
Published By: Pallipuspa Samal
Last updated: 23 May 2023, 02:45 PM IST
ନୂଆ ବର୍ଷରୁ ମହଙ୍ଗା ହେବ କାର । ବିଭିନ୍ନ ନାମୀଦାମୀ କାର ନିର୍ମାତା ନିଜର କାରର ଦାମ ବଢ଼ାଇବାକୁ ଯୋଜନା କରୁଛନ୍ତି । ବଢ଼ୁଥିବା ମୁଦ୍ରାସ୍ପୀତି ପାଇଁ କାରର ଦାମ ବଢ଼ାଇବାକୁ ବିଚାର କରାଯାଉଛି । ଏହା ସହ କଞ୍ଚାମାଲର ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟୀ ।