ଚାକିରି ନାହିଁ, ସୁଯୋଗ ନାହିଁ, ଭାଗ୍ୟ ଖରାପ ଏମିତି ଅନେକ କିଛି ବାହାନା କରି ପଢୁଆ, ବେରୋଜଗାର କର୍ମକୁଢ ଯୁବକଯୁବତୀଙ୍କୁ ତ ଆପଣମାନେ ଦେଖିଥିବେ.. ହେଲେ ଏମିତି ଜଣେ ସ୍ୱାଭିମାନୀ କର୍ମଠ ଦିବ୍ୟାଙ୍ଗ ଯୁବକଙ୍କୁ ଆପଣ କେବେ ଦେଖିନଥିବେ.. ଯିଏ ଗୋଟିଏ ଗୋଡ଼ରେ ଏ ସବୁ ସୁନାର ଫସଲ ଫଳାଇଛନ୍ତି, ଗ୍ୟାସ ସିଲିଣ୍ଡର ଡେଲିଭରି କାମ କରୁଛନ୍ତି, ପରିବାର ଚଳାଉଛନ୍ତି ଆଉ ସମାଜ ସେବା ବି କରୁଛନ୍ତି.
Published By: Pallipuspa Samal
Last updated: 23 May 2023, 02:45 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।