• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Fake certificate
ଟଙ୍କା ହଡ଼ପ୍‌ ପାଇଁ ନୂଆପଡ଼ାରେ ନକଲି ସାର୍ଟିଫିକେଟ୍‌

ସରକାରୀ ଟଙ୍କା ହଡପ୍‌ ଲାଗି..ନୂଆପଡାରେ ମାଳମାଳ ନକଲି ସାର୍ଟିଫିକେଟ୍‌ ଛପାଉଛି କିଏ? ପ୍ରଶାସନ ଅବଗତ ଅଛି ତ ?

LIC announces relaxations for victims of Odisha Train Tragedy
ଓଡ଼ିଶାରେ ଛାତିଥରା ଟ୍ରେନ୍‌ ଦୁର୍ଘଟଣା: ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା କଲା LIC

ଟ୍ରେନ୍‌ ଟ୍ରାଜେଡିକୁ ନେଇ LIC ରିହାତି ଘୋଷଣା କରିଛି। ପିଏମ୍‌ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା ହୋଇଛି। 

  • Sunday, 04 June 2023
BMC
BMC ୱେବସାଇଟ୍‌ରେ ମୃତକଙ୍କ ଫଟୋ ଓ ବିବରଣୀ

ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍‌ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି ।

Over 50 people fall sick after reportedly eating ice creams in koraput
ଆଇସକ୍ରିମ୍ ଖାଇ ୫୦ରୁ ଅଧିକ ଅସୁସ୍ଥ

ଆଇସକ୍ରିମ୍ ଖାଇ ୩ ଗାଁର ୫୦ରୁ ଅଧିକ ଅସୁସ୍ଥ। କାଲି ରାତି ପ୍ରାୟ ୨ଟା ପରେ ପ୍ରାୟ ଆଇସକ୍ରିମ୍ ଖାଇଥିବା ସମସ୍ତଙ୍କୁ ଝାଡ଼ା ଓ ପ୍ରବଳ ବାନ୍ତି ହୋଇଥିଲା।

  • Sunday, 04 June 2023
migrating
ମେସିନ୍‌ କରୁଛି ମନରେଗା : ଦାଦନ ଯାଉଛନ୍ତି ଯୁବକ

ଦୁର୍ନୀତି ଏମିତି ବି ହୁଏ ! ମଣିଷ ବଦଳରେ ମେସିନ୍‌ କରୁଛି ମନରେଗା କାମ...କାମ ନପାଇ ହତାଶ ହେଲେଣି ଲୋକେ । ଏବେ ଦାଦନ ଯିବାକୁ ହେଉଛନ୍ତି ବାଧ୍ୟ

  • Sunday, 04 June 2023
Odisha Train Tragedy
‘କାହା କଥା ଶୁଣିଲାନି, ୩ ମାସର ଛୁଆ ମୁହଁକୁ ବି ଚାହିଁଲାନି...ଆଜି ସବୁଦିନ ପାଇଁ ଆମକୁ ଛାଡ଼ି ଚାଲିଗଲା’

ଏମିତି ହୃଦୟ ବିଦାରକ ଘଟଣା ମଧ୍ୟରେ କିଏ କେଉଁଠି ହଜି ଯାଇଛି, କୌଣସି ପତ୍ତା ମିଳିପାରୁ ନାହିଁ। କାହାର ଭାଇ ହଜି ଯାଇଛି ତ ଆଉ କେଉଁଠି ବାପାମା’ଙ୍କ ପାଖରୁ ପିଲା ଅଲଗା ହୋଇଯାଇଛି।

  • Saturday, 03 June 2023
What is Anti Collision System; How can it prevent rail accidents
ଆଣ୍ଟି କୋଲିଜିଅନ୍ ସିଷ୍ଟମ କ’ଣ; ଏହା କିପରି ରୋକିବ ରେଳ ଦୁର୍ଘଟଣା

କୁହାଯାଉଛିଯେ, “ଆଣ୍ଟି କୋଲିଜିଅନ୍ ସିଷ୍ଟମ ଥିଲେ ଦୁର୍ଘଟଣା ଘଟି ନଥାନ୍ତା”। ତେବେ ଏହି ଆଣ୍ଟି କୋଲିଜିଅନ୍ ସିଷ୍ଟମ ବା ରେଳ ସୁରକ୍ଷା ‘କବଚ’ କ’ଣ? ଏହା କିପରି କାମ କରେ ଜାଣିବା ପାଇଁ ପଢନ୍ତୁ।

Odisha Train Mishap
‘ଭଗବାନ ମୋ ଭାଇକୁ ଫେରାଇ ଦିଅ’...୧୪ ବର୍ଷ ପରେ ଘରକୁ ଆସିଥିଲା ପୁଅ, ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲା

ଦୀର୍ଘ ୧୪ ବର୍ଷ ପରେ ମା’ର ଶେଷକୃତ୍ୟରେ ଯୋଗଦେବା ପାଇଁ ଘରକୁ ପୁଅ ଆସିଥିଲା। ହେଲେ ସେ ଜାଣିନଥିଲେ ଏହି ଶେଷକୃତ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଶେଷକୃତ୍ୟ ପାଲଟିଯିବ।

  • Saturday, 03 June 2023
Train Accident In Odisha
ଓଡ଼ିଶାରେ ଛାତିଥରା ଟ୍ରେନ୍‌ ଟ୍ରାଜେଡି: ଉଦ୍ଧାର କାର୍ଯ୍ୟ ପାଇଁ ନିଜ ହେଲିକପ୍ଟର ଅଫର କଲେ ବୈଜୟନ୍ତ

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମର୍ମାହତ ହୋଇଛନ୍ତି।  ଏଭଳି ଦୁଃଖଦ ସମୟରେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ  ସେ ତାଙ୍କର ହେଲିକପ୍ଟର ଅଫର କରିଛନ୍ତି।

  • Saturday, 03 June 2023
Swimming training
ପୋଖରୀରେ ବୁଡିବେନି ପିଲା : ଦିଆଯାଉଛି ଟ୍ରେନିଂ

ଏଣିକି ପୋଖରୀରେ କି ନଈରେ ବୁଡିବେନି ପିଲା । ଦିଆଯାଉଛି ପହଁରା ତାଲିମ୍‌....ଯେତେ ପାଣି ଥିଲେ ବି ପହଁରିପାରିବେ ପିଲା

Postmaster
ଇଏ ପୋଷ୍ଟ ମାଷ୍ଟର : ଡ୍ୟୁଟି କମ୍‌ କରୁଛନ୍ତି, ଅଧିକ ରାଗୁଛନ୍ତି

ଯିଏ ଯାଉଛି, ସିଏ ଶୁଣୁଛି । ପୋଷ୍ଟ ମାଷ୍ଟରଙ୍କ ଗାଳିଗୁଲଜରେ ଅତିଷ୍ଠ ହେଲେଣି ଗ୍ରାହକ । ଯାହାକୁ ଦେଖୁଛନ୍ତି ଗାଳି ଦେବା ସହିତ କହୁଛନ୍ତି ପାସୱାର୍ଡ ମତେ ଜଣାନାହିଁ, କାମ କେମିତି କରିବି ?

DASPALLA POST OFFICE
ଇଏ ପୋଷ୍ଟ ମାଷ୍ଟର : ଡ୍ୟୁଟି କମ୍‌ କରୁଛନ୍ତି, ଅଧିକ ରାଗୁଛନ୍ତି

ଯିଏ ଯାଉଛି, ସିଏ ଶୁଣୁଛି । ପୋଷ୍ଟ ମାଷ୍ଟରଙ୍କ ଗାଳିଗୁଲଜରେ ଅତିଷ୍ଠ ହେଲେଣି ଗ୍ରାହକ । ଯାହାକୁ ଦେଖୁଛନ୍ତି ଗାଳି ଦେବା ସହିତ କହୁଛନ୍ତି ପାସୱାର୍ଡ ମତେ ଜଣାନାହିଁ, କାମ କେମିତି କରିବି?

spreads awareness
ଗୁଟଖା ଖାଅନି...ଲୋକଙ୍କୁ ସଚେତନ କରୁଛି ବହୁରୂପୀ

ସାଇକେଲ୍‌ରେ ପ୍ଲା କାର୍ଡ...ବହୁରୂପୀର ବେଶ । ଗାଁ କୁ ଗାଁ ବୁଲିବୁଲି ଲୋକଙ୍କୁ ତମାଖୁ ନଖାଇବାକୁ ଦେଉଛନ୍ତି ପରାମର୍ଶ

Couple rob locals
ଛେନାପୋଡ ସହ ଥଣ୍ଡା ଦେଲେ...୧୫ ଲକ୍ଷ ନେଇ ପଳେଇଲେ

୪୨୦ ସ୍ୱାମୀ-ସ୍ତ୍ରୀ…ଗାଁ ସ୍ତ୍ରୀଲୋକଙ୍କୁ ଛେନାପୋଡ ସହ ଥଣ୍ଡା ଦେଲେ । ୧୫ ଲକ୍ଷ ନେଇ ଫେରାର ହୋଇଗଲେ । ଏବେ ଟଙ୍କା ଆଦାୟ ଲାଗି ଫାଇନାନ୍ସ କର୍ମଚାରୀ ଘରେ ପହଞ୍ଚିବା ପରେ ଆତ୍ମହତ୍ୟା କରିବାକୁ କହୁଛନ୍ତି ମହିଳା

Woman sleep
ରୋଡ୍‌ରେ ହାଇଡ୍ରାମା : ସ୍ୱାମୀ ଗାଡ଼ି ଆଗରେ ଶୋଇଲେ ସ୍ତ୍ରୀ

ବିଚ୍‌ ରାସ୍ତାରେ ହାଇଡ୍ରାମା । ସ୍ୱାମୀ ମଦ ପିଇବାକୁ ବାଧ୍ୟ କରିବା ସହିତ ପର ପୁରୁଷଠୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ ...ବାସ୍‌ ୩୦ ବର୍ଷ ଅତିଷ୍ଠ ହେବା ପରେ ଏବେ ଏମିତି ପ୍ରତିବାଦ କରୁଛନ୍ତି ସ୍ତ୍ରୀ।

  • Friday, 02 June 2023
Puri Srimandir for Rath Yatra
ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଶଗଡ଼ରେ ଯାଉଛି ବଉଳ କାଠ

ବାଟ ଛାଡ...ବାଟ ଛାଡ...ଯାଉଛି ଜଗା ପାଇଁ ବଉଳ କାଠ । ଦିନକ ପରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଦଇତାଙ୍କ କାନ୍ଧରେ ଝୁଲିବେ...ଶ୍ରୀଅଙ୍ଗର ସୁରକ୍ଷା ଲାଗି ବଉଳକାଠ ହିଁ ଦରକାର

Youth testifies against father
ବାପା ହତ୍ୟାକାଣ୍ଡର ଗୁମର ଖୋଲିଦେଲା ପୁଅ !

ଜେଜେ ମାଆଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା ପୁଅ । ସବୁ ଦେଖିଥିଲା ପୁଅ...ପୋଲିସକୁ ଫୋନ୍‌ କଲା, ସବୁ ସତ ଓଗାଳି ଦେଲା । ଏବେ କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ସାକ୍ଷୀ ଦେବା ପରେ ୧୦ ବର୍ଷ ହେଲା ଦଣ୍ଡାଦେଶ

Mumbai’s chaiwalas
ଅଡି କାର୍‌ରେ ଚା’ବେପାର

ରାସ୍ତା କଡରେ ନୁହେଁ ବରଂ ଅଡି କାର୍‌ରେ...ବୁଲିବୁଲି ବିକୁଛନ୍ତି ଚା’...ଟେଷ୍ଟ ଏତେ ଯେ ପିଇବା ପରେ ଜାଣିବେ

awareness
ଗୁଟଖା ଖାଅନି...ଲୋକଙ୍କୁ ସଚେତନ କରୁଛି ବହୁରୂପୀ

ସାଇକେଲ୍‌ରେ ପ୍ଲା କାର୍ଡ...ବହୁରୂପୀର ବେଶ । ଗାଁ କୁ ଗାଁ ବୁଲିବୁଲି ଲୋକଙ୍କୁ ତମାଖୁ ନଖାଇବାକୁ ଦେଉଛନ୍ତି ପରାମର୍ଶ

kalashi
ଗାଁରେ ଲାଗିଛି କାଳଶି; ଆଶ୍ଚର୍ଯ୍ୟ କରୁଛି ନିଆଁ ଗିଳା ସହ ନିଆଁରେ ଚାଲିବା ଦୃଶ୍ୟ

ବେକରେ ମନ୍ଦାର ମାଳ ପକାଇ କାଳସି ରୂପରେ ଉଭା ହୁଅନ୍ତି ପ୍ରତାପ । ସେପଟେ ବିଭିନ୍ନ ମନୋସ୍କାମନା ନେଇ ବହୁ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ବହୁ ଲୋକ। ସେମାନଙ୍କ ବିଶ୍ୱାସ ଯେ, ପ୍ରତାପଙ୍କ ଦେହରେ ମାଆ ମଙ୍ଗଳା ସବାର ହେଉଥିବାରୁ ସେ ସବୁ ସମସ୍ୟାର ସମାଧାନ କରିପାରନ୍ତି ।

  • Thursday, 01 June 2023
  • Women
plus two result 2023
କୃତୀ ଛାତ୍ରଛାତ୍ରୀଙ୍କ କାହାଣୀ; ବସ୍ତିରେ ରହି ବିଜେବି ଟପ୍ପର

ପଙ୍କରୁ ପଦ୍ମ, ବସ୍ତିର ବର୍ଷା । ଏକାଗ୍ରତା ଓ କଠିନ ପରିଶ୍ରମ ପାଇଁ ଚମକିଛନ୍ତି । ରାଜଧାନୀରେ ତାଙ୍କ ନାଁ ଏବେ ଚର୍ଚ୍ଚାରେ । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେ ୬୦୦ରୁ ୫୬୪ ନମ୍ୱର ରଖି ବିଜେବି କଲେଜ ଟପ୍ପର ହୋଇଛନ୍ତି ।

  • Thursday, 01 June 2023
cuttack box drain
କେବେ ପଶିବ ଚେତା ? କଟକ ସହରରେ ବେପରୱା ଢଙ୍ଗରେ ଚାଲିଛି ନିର୍ମାଣ କାମ

ନା ବିପଦଶଙ୍କୁଳ ଅବସ୍ଥାରେ ଥିବା ଏ ଡ୍ରେନ୍ କଡ଼ରେ ଅସ୍ଥାୟୀ ବାଡ଼ଟିଏ ଦିଆ ହେଲା, ନା ସୂଚନା ଫଳକ ଲାଗିଲା । କେଉଁଠି ରାସ୍ତାର ଅଧା ଡ୍ରେନ୍ ଆଡ଼କୁ ଧସି ଆସିଛି ତ କେଉଁଠି ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମ୍ୟାନହୋଲ୍ ।

Amala Sangha
ସରକାରୀ ଦପ୍ତର ଶୂନଶାନ୍, ଧାରଣାରେ ରାଜ୍ୟବ୍ୟାପୀ ଅମଲା

ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ...୩୦ ଜିଲ୍ଲାର ସରକାରୀ ଦପ୍ତରରେ କାମ ଠପ୍, ଧାରଣାରେ ୫୦ ହଜାର ଅମଲା...ସରକାର ଆଲୋଚନାକୁ ଆସୁନଥିବାରୁ ଆଗକୁ ଆନ୍ଦୋଳନ ଉଗ୍ର ହେବା ଆଶଙ୍କା...

boat
ସତୀଗୁଡ଼ା ଡ୍ୟାମ୍‌ରେ ୨ ଡଙ୍ଗା ବୁଡ଼ି ୨ ନିଖୋଜ

ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିଲେ

Rain fury in Odisha's Malkangiri
କାଳବୈଶାଖୀ ତାଣ୍ଡବ; ଭାଙ୍ଗିଲା ଏୟାରଷ୍ଟ୍ରିପ୍ କାନ୍ଥ, ୨ ଗୁରୁତର

ବିଭିନ୍ନ ସ୍ଥାନରେ ବିଶାଳ କାୟ ଗଛ ଉପୁଡ଼ିପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଗୁଡ଼ିକ ଅଟକି ରହିଛି । ସେହିପରି ଟିଣ ଛପର ଗୁଡ଼ିକ ଉଡ଼ିଯାଇଥିବା ଦେଖିବାକୁ ମିଳିଛି ।

  • Thursday, 01 June 2023