କୁଚିଣ୍ଡାର ଦୁଇ ନଦୀ ଖର୍ଲା ଓ ଭେଡେନରେ ପାଣି ଶୁଖିବା ପ୍ରଥମ ଘଟଣା ହୋଇଥିବା ବେଳେ ସହରରେ ଲୋକେ ପାଣି କିଭଳି ପାଇବେ ଓ ଆଗକୁ କିଭଳି ସମସ୍ୟା ଦେଖା ନଯିବ ସେଥି ପାଇଁ ପ୍ରଶାସନ ସଜାଗ ରହିବା ଉଚିତ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।
ହୋମଗାର୍ଡ ସଂଘ ସଭାପତି ମାଗିଲେ ଇଛାମୃତ୍ୟୁ , ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ
ଗୟାଧର ୨୦୧୫ ମସିହାରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରିଥିଲେ । ଗୟାଧରଙ୍କ କହିବା ଅନୁଯାୟୀ ପୂର୍ବରୁ ସେ ପ୍ରତିଦିନ ଗୋଟିଏ ସିଗାରେଟ ଟାଣୁଥିଲେ । ଏହାପରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ।
ପାଖେଇ ଆସୁଛି ଘୋଷଯାତ୍ରା । ଖଣ୍ଡୁଆ ପାଟ ବୁଣିବାରେ ବ୍ୟସ୍ତ କାରିଗର । ଅରୁଆ ଅନ୍ନ ଖାଇ..ପିଲାଠୁ ବୁଢା ସମସ୍ତେ ଏକ ହୋଇ ବୁଣୁଛନ୍ତି ପାଟ।
ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
୨୪ ବିଧାୟକ ହେବା ପାଇଁ ନୁହେଁ ବରଂ ଲୋକଙ୍କ ଭଲ ପାଇବା ପାଇଁ...ମୋ ବୋଉଲୋ...ନେତାଙ୍କ ମୁହଁରେ କାନ୍ଦ ଦେଖିଲେ ଏବେ ଲାଭ କଣ? ମନ୍ତ୍ରୀ ପରେ...
ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା
ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା
ପ୍ରଥମ ସ୍ତ୍ରୀ ପଳେଇଲା । ଦ୍ୱିତୀୟ ମରିଗଲା...ଏବେ ପୁଣି ତୃତୀୟ ସ୍ତ୍ରୀର ଦେହ ଖରାପ । ଡାକ୍ତର ଲେଖିଥିବା ଔଷଧ ଆଣିବାକୁ ସ୍ୱାମୀ ପାଖରେ ପଇସା ନାହିଁ । ଔଷଧ ଆଣିବା ଲାଗି ଛୁଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଲା ବାପା । ଦ୍ୱାରଦ୍ୱାର ବୁଲି ପଚାରିଲା ଛୁଆ କିଏ ନେବ?
ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନୋଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?
ନିଆରା ସରପଂଚ । ଦୁଇଦୁଇ ଥର ନିର୍ବାଚିତ ହୋଇଛନ୍ତି । ହେଲେ ନିଜ ଲାଗି କିଛି କରିନାହାନ୍ତି...ଏବେ ସମ୍ପତ୍ତି କହିଲେ ଝାଟିମାଟି ଚାଳଘର । ଖଣ୍ଡେ ସାଇକେଲ୍ ସହ ଦୁଇହଳ ପୋଷାକ
ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ପିନ୍ଧିବେ ସାତ୍ତ୍ବିକ ଖଣ୍ଡୁଆ ପାଟ। ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଉଭୟ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କୁ ବି ଆନନ୍ଦିତ କରିଛି। ତେବେ କଣ ସେ ସାତ୍ତ୍ବିକ ପାଟ ? କାହିଁକି ଏଭଳି ନାମକରଣ ? ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏ ସଂପର୍କରେ ବିସ୍ତୃତ ଭାବେ ବୁଝାଇଛନ୍ତି ବୁଣାକାର ଓ ରେଶମ ଶିଳ୍ପ ବିଭାଗ ଅଧିକାରୀ...
ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଆଜି ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ।
ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଆଜି ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ।
ଏଭଳି ସାତ୍ତ୍ୱିକ ଗୀତଗୋବିନ୍ଦ ଖଣ୍ଡୁଆକୁ ଦେଖି ବେଶ୍ ଖୁସି ହୋଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ। ବିନା ଦ୍ୱିଧାରେ ବି ଠାକୁରଙ୍କୁ ଲାଗି ପାଇଁ ସହମତି ଦେଇଛନ୍ତି।
ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍ ଟ୍ରେନ୍ ମଧ୍ୟ ଚଳାଚଳ କଲାଣି । ଯାହାଦ୍ୱାରା ଯାତ୍ରୀମାନେ ଖୁବ୍ କମ୍ ସମୟ ମଧ୍ୟରେ ଯାତ୍ରା କରିପାରୁଛନ୍ତି ।
ଜଗତସିଂହପୁର ଜିଲ୍ଲାର ସବୁ ପଞ୍ଚାୟତରେ ଖୋଳତାଡ଼ କରାଯାଏ, ତେବେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ ହୋଇଥିବା ସାମ୍ନାକୁ ଆସିବ।
ଶୁଖିଲା ପଡ଼ିଛି ଚନ୍ଦନ ପୋଖରୀ, ୧୨ ବର୍ଷ ହେଲା ବନ୍ଦ କୋରାପୁଟ ନନ୍ଦପୁର ଜଗନ୍ନାଥ ମନ୍ଦିରର ଚନ୍ଦନ ଯାତ୍ରା
ଓଡ଼ିଶା ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି ହୋଇଛି। ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ।
ମେଧାବୀ ଛାତ୍ରଙ୍କ ପାଠପଢାରେ ଅର୍ଥ ସାଜିଛି ବାଧକ, ୟୁଟୁବ୍ ଦେଖି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଢୁଛନ୍ତି ପାଠ
ହୃଦୟ ଜିତିଲେ ଯୁବ ସମାଜସେବୀ, କନ୍ୟାଶ୍ରମର ଝିଅକୁ ବାଛିଲେ ଜୀବନ ସାଥୀ
ଜୁଆଖେଳକୁ ବିରୋଧ କରିବାକୁ ବାସନ୍ଦାଦେଶ ଭୋଗିଲେ ୨୫ ପରିବାର, ନ୍ୟାୟ ପାଇଁ ତହସିଲଦାରଙ୍କୁ ଗୁହାରୀ
ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ। ମାଲାକାନଗିରିର ବାଣିଜ୍ୟ ଟପ୍ପର ଛାତ୍ରୀ ଦିନ ମଜୁରିଆ କାମ କରୁଥିବା ଖବର ପରେ ପ୍ରଶାସନ ଚେତିଛି।
ଖାଲି କର୍ମା ନୁହଁନ୍ତି, ତାଙ୍କ ପରି ଅନ୍ୟ କିଛି ଯୁବତୀଙ୍କର ମଧ୍ୟ ସମାନ ଅବସ୍ଥା । +୩ ପ୍ରଥମ ବର୍ଷରେ ପଢ଼ୁଥିବା ବଣ୍ଡାଘାଟିର ସମିତା ମୁଦୁଲି ମଧ୍ୟ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବି କର୍ମାଙ୍କ ହାତରେ ହାତ ମିଶାଇ ବାଲି ମୁଣ୍ଡେଇ ଦେଉଛନ୍ତି ।
କାହିଁକି ଓଡ଼ିଶା ବଜାରରେ ଏବର୍ଷ ଘାଟା ଖାଇଲା ବାଇଗଣ ପଲେଇ ଆମ୍ବ ? ଦର ଅଧିକ ନା ଅଧିକ ଆମଦାନୀ ଅଧିକ ?