• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Srimandir heritage corridor project
ବଢୁଛି ଡେଡଲାଇନ୍, ସରୁନି ଐତିହ୍ୟ କରିଡ଼ର କାମ

ମନ୍ଦିର କଡ଼ରେ ଅପରିସ୍କାର ପାଣି ଭାସୁଥିବାରୁ ବିଜେ ଠାକୁରମାନେ ତାରି ଉପରେ ଯାଉଛନ୍ତି । ଯାହାକୁ ନେଇ ଭକ୍ତ ଓ ସେବାୟତ କ୍ଷୁବ୍ଧ ହେବା ସହ ସିଧା ପ୍ରଶାସନକୁ ଦାୟୀ କରିଛନ୍ତି ।

Malkangiri +2 topper girl works as daily wage worker to fulfill her dreams
ଦିନେ ଥିଲେ ଜିଲ୍ଲା ଟପ୍ପର, ଏବେ ଦିନ ମଜୁରିଆ: ପାଠପଢ଼ିବା ପାଇଁ ଗୋଡ଼ି-ବାଲି ଉଠାଉଛନ୍ତି

ଦିନେ ଜିଲ୍ଲା ଟପ୍ପର ଥିଲେ, ଏବେ ଦିନ ମଜୁରିଆ। ପାଠ ପଢ଼ିବାକୁ ଏହି ଟପ୍ପର ଛାତ୍ରୀ ଦିନ ମଜୁରିଆ ସାଜିଛନ୍ତି। । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ଜିଲ୍ଲା ଟପ୍ପର ଥିଲେ, ଭାଗ୍ୟର ବିଡ଼ମ୍ବନା ଏବେ ସେ ଦିନ ମଜୁରିଆ ଭାବେ ଗୋଡ଼ି-ବାଲି ଉଠାଉଛନ୍ତି।

  • Tuesday, 30 May 2023
 heat wave
‘ଏମିତି ତାତି.. ଜୀବନରେ ଦେଖିନୁ’

‘ସକାଳୁ ସକାଳୁ ଖରା ତାତି.. ବିଲକୁ ଯାଇ ଚାଷ କରିବା ଅସହ୍ୟ ହୋଇଯାଉଛି.. ବାହାରେ ନିଆଁ ବର୍ଷା.. ଘରେ ପାଓ୍ୱାର୍ କଟ୍’

Prerana
କଳାକୁ କଲେ କାରିଗରୀ, ଡିମାଣ୍ଡରେ ସସ୍ମିତାଙ୍କ ପଟ୍ଟଚିତ୍ର ଡିଜାଇନ୍ ଶାଢି

ବିନା କୌଣସି ତାଲିମରେ ଆଖି ଲାଖିଗଲା ଭଳି କାରୁକାର୍ଯ୍ୟ.. ଯାହା ଶାଢିର ଚାହିଦା ବଢାଇଦେଲା..

delay in inauguration of bridge
ତିଆରି କରିଦେଇ ଭୁଲିଗଲେ

ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ତିଆରି ହେଲା ବ୍ରିଜ୍.. ହେଲେ ଲୋକାର୍ପଣ ହୋଇପାରୁନି କି ଲୋକଙ୍କ କାମରେ ଲାଗୁନି.. ଆଉ ବନ୍ୟା ଆସିଲେ କଥା ସରିଗଲା.. ବିଚ୍ଛିନ୍ନ ହୋଇଯିବେ ୫ ୫ଟି ପଞ୍ଚାୟତର ଲୋକେ

Nilamadhab Temple
ପୋଲିସ-ସେବାୟତଙ୍କ କଳିରେ ଦୁଇ ଦିନ ଧରି ଉପବାସରେ ପ୍ରଭୁ ନୀଳମାଧବ

ଦୁଇ ଦିନ ଧରି ଖାଡ଼ା ଉପବାସରେ ରହିଛନ୍ତି ନୟାଗଡ଼ କଣ୍ଟିଲୋ ନୀଳମାଧବ ।

Odisha farmer
ବିଦେଶୀ ଆମ୍ବ ଚାଷ କରି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ଚାଷୀ

ଧାନ ଚାଷ କରୁଥିଲେ ହେଲେ ସେମିତି କିଛି ଆୟ ନଥିଲା । ଶେଷରେ ବିଦେଶୀ ଆମ୍ବ ଓ ରକମ ରକମର ଫଳ ଚାଷ କରି ବେଶ୍ ସଫଳ ହୋଇଛନ୍ତି ପଦ୍ମପୁର ପାଇକମାଳ ନିଲାଥର ଗାଁର ଫଳ ଚାଷୀ ଚନ୍ଦ୍ରବାବୁ ସତ୍ୟନାରାୟଣ....

Locals seek financial
ବାପା ବି ଦେଇପାରେ ମମତା..

ଜୀବନ ଡଙ୍ଗାକୁ ପାର କରିବାକୁ ସ୍ତ୍ରୀର ମହତ୍ୱ କେତେ ଯେ ରହିଛି.. ଆଜି ମହାଦେବ ଆହୁରି ଭଲରେ ବୁଝିପାରୁଛନ୍ତି.. ଯେତେବେଳେ ତିନି ତିନିଟି ଛୁଆର ମାଆ ସାଜି ତାଙ୍କୁ ପାଳନ କରିବାକୁ ପଡ଼ୁଛି, ଆଉ ବାପା ସାଜି ଭୋକିଲା ପେଟକୁ ଦାନା ଯୋଗାଡ଼ିବାକୁ ପଡ଼ୁଛି..

Sarpanch distributes rice
ଭୋଟ୍ ବେଳର ପ୍ରତିଶ୍ରୁତି ପୂରା କଲେ ସରପଞ୍ଚ, ନିଜ ଦରମା ଟଙ୍କା ଖର୍ଚ୍ଚ କରି ଘରେ ଘରେ ଚାଉଳ ପହଞ୍ଚାଇଲେ

କଥା ଦେଇ କଥା ରଖିଲେ ସରପଞ୍ଚ ବାବୁ.. ୩ ଗାଁର ଘରେ ଘରେ ପହଞ୍ଚିଲା ଚାଉଳ.. ବୁଢା ବୁଢୀ, ଅକ୍ଷମଙ୍କ ପାଇଁ ନିଜେ ଚାଉଳ ବୋହି ଘରେ ଦେଇଆସୁଛନ୍ତି.. ଲୋକେ କହୁଛନ୍ତି ସରପଞ୍ଚ ହେବ ତ ଏମିତି..

Odisha Apartment Ownership And Management Ordinance gets cabinet nod
ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଆପାର୍ଟମେଣ୍ଟ ମାଲିକାନା ଆଇନ୍

ଆପାର୍ଟମେଣ୍ଟ ମାଲିକାନା ଅଧ୍ୟାଦେଶକୁ ବାସଗୃହ କ୍ରେତାଙ୍କ ବିଜୟ ବୋଲି କହିଛନ୍ତି ରିଅଲ ଇଷ୍ଟେଟ୍ କର୍ମୀ। ସେମାନଙ୍କ ମତରେ, ୪୦ ବର୍ଷ ପରେ ଏବେ ଘରକ୍ରେତା ସେମାନଙ୍କ ବାସ୍ତବ ଅଧିକାର ପାଇବେ।

Tribal museum
ନାଁକୁ ଆଦିବାସୀ ସଂଗ୍ରହାଳୟ, ହେଲେ ନାହିଁ ଆକର୍ଷଣ

ସଂଗ୍ରହାଳୟ ପରିସରରେ ପଡ଼ିଛି ମଦ ବୋତଲ

Bridge construction
ଶିଳାନ୍ୟାସ କରି ଭୁଲିଗଲେ କି ସରକାର? ୫ ବର୍ଷ ହେବ ଉଦଘାଟନ ହୋଇପାରୁନି ସେତୁ !

ଖୋଦ୍‌ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ଗୋଟେ ନିର୍ବାଚନ ସରି ଆଉ ଗୋଟେ ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..

News Fuse
ବରଗଛରୁ ବିୟର ବାହାରୁଛି !

ସେଇଟା କଣ ଟ୍ରଙ୍କ୍‌? ଆଲୋ ଆଲୋ... ମଉସା ଟଣା ପାଟି, ଇଏ ନାଲିପାଣି ପାଟି । ମୋ ବୋଉଲୋ... ପଳେଇ ଚାଲ୍‌ରେ ନାରଣ । ନିଶା ହୋଇଯିବରେ

Housing Schemes In Odisha
ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ମୋ ଘର’କୁ କ୍ୟାବିନେଟ ମୋହର

ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ ।

Drying up of Brahmani River
ମେ'ରେ ବ୍ରାହ୍ଣଣୀ ସ୍ଥିତି ସଙ୍ଗୀନ : ଅଣ୍ଟାଏ ବି ପାଣି ନାହିଁ

ଜୁଲାଇ ପର୍ଯ୍ୟନ୍ତ ନଦୀରେ ବେକ ଯାଏଁ ପାଣି ରହିବା କଥା । କିନ୍ତୁ ଏବେ ସଂପୂର୍ଣ୍ଣ ଶୁଖିଲା ପଡିଛି । ମେ' ମାସରୁ ଯଦି ଏପରି ସ୍ଥିତି ଆଗକୁ ନଦୀରେ ପାଣି ରହିବ କି ନାହିଁ ଆଶଙ୍କା ଦେଖାଦେଇଛି । ଆଗରୁ କେବେ ଏପରି ନଦୀରୁ ପାଣି ଶୁଖେନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ନଦୀରେ ନୁହେଁ ବରଂ ଆଖପାଖ ଅଂଚଳରେ ଥିବା ନଳକୂଅର ମଧ୍ୟ ଜଳସ୍ତର କମୁଥିବା ଅଭିଯୋଗ ହୋଇଛି।

Migrant labourer
ପୁଅକୁ ହରାଇ ପାଗେଳି ମାଆ, ଚେତାଶୂନ୍ୟ ସ୍ତ୍ରୀ

ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...

Rairakhol Water Problem
ଭୟଙ୍କର ସ୍ଥିତି ! କାମ କରୁନି ପାନୀୟ ଜଳ ପ୍ରକଳ୍ପ, ନାଳ ପାଣି ପିଉଛନ୍ତି ଲୋକେ

ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ବଡ଼ ଡହକବିକଳ ହେଉଛନ୍ତି  । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ ସାନ ପିଲା ବି ବୋତଲରେ ପାଣି ଭରିନେଉଛନ୍ତି।

Indira Canteen
ଖୋଲିବ ଇନ୍ଦିରା କ୍ୟାଣ୍ଟିନ୍‌ : ୫ଟଙ୍କାରେ ଜଳଖିଆ, ୧୦ରେ ଲଂଚ୍‌ ସହ ଡିନର୍‌

ପୁଣି ଖୋଲିବାକୁ ଯାଉଛି ଇନ୍ଦିରା କ୍ୟାଣ୍ଟିନ୍‌ । ମାତ୍ର ୫ ଟଙ୍କାରେ ମିଳିବ ଜଳଖିଆ... ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ସହ ରାତ୍ରୀ ଭୋଜନ୍‌ । ଜାଣନ୍ତୁ ମେନୁ ଚାର୍ଟ

Elderly man seeks financial assistance
କଲେକ୍ଟର ବାବୁ ମତେ ସାହାଯ୍ୟ କର, ମୋ ୨ ନାତୁଣୀଙ୍କୁ ମଣିଷ କର

ଦୁଃଖ ଶୁଣ କଲେକ୍ଟର ବାବୁ... ମୁଁ କେତେ ନେହୁରା ହେଲିଣି, ଦୌଡି ଦୌଡି ହତାଶ ହେଲିଣି । ପୁଅ-ବୋହୂ ଯିବା ପରେ ୨ ନାତୁଣୀଙ୍କୁ ମଣିଷ କରିବା ଲାଗି କିଛି ଏମିତି ଢଙ୍ଗରେ ସହାୟତା ମାଗୁଛନ୍ତି ଜଣେ ବୃଦ୍ଧ

Locals allege corruption
ଚାଉଳ ନେଇଯାଉଛନ୍ତି ଭୂତ !

ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?

Bridge construction
ଶିଳାନ୍ୟାସ କରି ଭୁଲିଗଲେ ନବୀନ?

ଖୋଦ୍‌ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ନିର୍ବାଚନ ସରି ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..

New Parliament building
ନୂଆ ସଂସଦ ଭବନ : କେଉଁଠୁ ଆସିଛି କେଉଁ ଜିନିଷ?

ଦେଶକୁ ମିଳିଲା ନୂଆ ସଂସଦ ଭବନ । ଗଣତନ୍ତ୍ରର ଭବ୍ୟ ମନ୍ଦିର ଲାଗି ଜାଣନ୍ତୁ କେଉଁଠୁ ଆସିଛି କେଉଁ ସାମଗ୍ରୀ?

Odisha prisoners
ଦିନେ ଜେଲର ଅନ୍ଧାର ଘରେ ଦିନ କାଟୁଥିଲେ, ହେଲେ ଏବେ ଜେଲରୁ ମୁକୁଳିବା ପରେ

ଦିନେ ଜେଲର ଅନ୍ଧାର ଘରେ ଦିନ କାଟୁଥିଲେ, ହେଲେ ଏବେ ଜେଲରୁ ମୁକୁଳିବା ପରେ

Odisha prisoners express happiness after being released
ଛୋଟ ଭୁଲ ଓ କ୍ଷଣିକ ରାଗ ପାଇଁ ବଡ଼ ଅପରାଧ, ଆଜୀବନ ସଜ୍ଜା ପରେ ଦେଖିଲେ ବାହାର ଦୁନିଆ

ଏତେ ଦିନ ପରେ ପିଲା. ଛୁଆ, ନାତି ନାତୁଣୀଙ୍କୁ ପାଖରେ ପାଇ ଭୁଲି ଯାଇଛନ୍ତି ତାଙ୍କ ଅତୀତର କାହାଣୀ।

ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର
ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର

ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର । ଅହେତୁକ ନୀତି ବିଳମ୍ବ ଯୋଗୁଁ ଡହ ଡହ ଖରାରେ ଘଣ୍ଟା ଘଣ୍ଟା ଲାଇନରେ ଡହଳବିକଳ ବୃଦ୍ଧ ଓ ଶିଶୁ