ଟଙ୍କା ଟିଏ ବି ଇନକମ୍ ନାହିଁ.. ହେଲେ ସ୍ୱାମୀଙ୍କୁ ବଞ୍ଚାଇ ରଖିବାକୁ ପ୍ରତିଦିନ ଅକ୍ସିଜେନ୍ ପିଛା ୧୫ ଶହ ଟଙ୍କା ଆଉ ମାସକୁ ୪ ହଜାର ଟଙ୍କାର ମେଡିସିନ୍.. କୋଳରେ କୁନି ଛୁଆ.. ଅସହାୟତାର ଲୁହ ଝରାଇ ସହାୟତା ପାଇଁ ଗୁହାରି କରୁଛି ସ୍ତ୍ରୀ..
Published By: Pallipuspa Samal
Last updated: 23 May 2023, 02:55 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।