ଋଣ ହେଉଥିଲା କର୍ମଚାରୀଙ୍କ ନାଁରେ, ଟଙ୍କା ପଶୁଥିଲା ମାଲିକଙ୍କ ପକେଟରେ ! ଚାକିରି ଖାଇଯିବାର ଧମକ ଦେଇ ବ୍ଲାଙ୍କ ଚେକରେ ନିଆଯାଉଥିଲା ଦସ୍ତଖତ ! ସିଧାସଳଖ ଏଚ୍.ଆର୍. ଡିପାର୍ଟମେଣ୍ଟରୁ ଆସୁଥିଲା ଧମକପୂର୍ଣ୍ଣ ଫୋନ୍କଲ୍ !
ଘରେ ଘରେ ହସଖୁସିର ମାହୋଲ । ସମସ୍ତେ ନୂଆ ଜାମା ପିନ୍ଧି ନବାନ୍ନ ଖାଇ ବଡ଼ ମାନଙ୍କର ଆର୍ଶୀବାଦ ନେଇଛନ୍ତି ।
ଏଇଟା ରାସ୍ତା ନୁହେଁ ଗୋ-ଶାଳା । ସକାଳୁ ସଂଜ ବୁଲା ଗାଈଙ୍କ କବଜାରେ ଢେଙ୍କାନାଳ ମେଡିକାଲ ରାସ୍ତା । ସ୍ଥିତି ଏମିତି ହେଲାଣି ଯେ ଆମ୍ବୁଲାନ୍ସରୁ ହେଲପର ବାହାରି ଗାଈ ସାଇଡ୍ କଲେ ଗାଡି ଆଗକୁ ବଢୁଛି
ବିରୋଧୀ ନୁହେଁ ଶାସକ ଦଳ ନେତା ଖୋଲିଦେଲେ ତହସିଲ ଅଫିସ୍ର ଗୁମର । ସିଧାସିଧା କହିଲେ ତଳିଆଠୁ ଉପର...ବିନା ଲାଞ୍ଚିରେ ଅଫିସ୍ରେ ହଲୁନି ପତ୍ର । ଆଉ ତହସିଲଦାର କହୁଛନ୍ତି ତୁମ କ୍ୟାମେରାକୁ ମୋର ବିଶ୍ୱାସ ନାହିଁ, ସିସିଟିଭି ଦେଖି...
ପାନ ଚାଷୀଙ୍କ ଦୁଃଖ କାହାଣୀ । ବାରମ୍ବାର ଦାବି କରିବା ପରେ ବି ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ଋଣ ଦେବା ନାଁରେ ଲଲିପପ୍ ଦିଆଯିବା ପରି ଆଣିଲେ ସାଙ୍ଘାତିକ ଅଭିଯୋଗ
ଦିନେ ଏଇ ଡାକବଙ୍ଗଳାରେ ରହିବା ବାବୁଙ୍କ ସ୍ନପ୍ନ ଥିଲା । ଛୁଟି ହେବା ମାତ୍ରେ ପୁରା ପରିବାର ସହ ଦୌଡୁଥିଲେ ଏଠାରେ ରହିବାକୁ । ହେଲେ ଏବେ ଏଠାକୁ ଆସିବାକୁ କେହି ରାଜି ହେଉନାହାନ୍ତି । ମଦୁଆ ଘଅ କଲେଣି ଡାକବଙ୍ଗଳାରେ
ରାସ୍ତା ନୁହେଁ ତ ଗୋ-ଶାଳା । ସକାଳୁ ସଞ୍ଜ ବୁଲା ଗାଈଙ୍କ କବଜାରେ ଢେଙ୍କାନାଳ ମେଡିକାଲ ରାସ୍ତା । ସ୍ଥିତି ଏମିତି ହେଲାଣି ଯେ ଆମ୍ବୁଲାନ୍ସରୁ ହେଲ୍ପର୍ ବାହାରି ଗାଈଙ୍କୁ ସାଇଡ୍ କଲେ ଗାଡି ଆଗକୁ ବଢୁଛି...
ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଗଡ଼ିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍।
ଶହ ଶହ ଜୀବନ ଯିବା ପରେ ସରକାରଙ୍କୁ ନଦୀଘାଟ ଚିନ୍ତା । କୁମ୍ଭୀର ଆକ୍ରମଣ ଓ ନଦୀବୁଡ଼ି ଦୁର୍ଘଟଣା ରୋକିବାକୁ ଉଦ୍ୟମ । ନଦୀ ଘାଟରେ ସୁରକ୍ଷା ବାଡ଼ ଲଗାଇବାକୁ ବ୍ଲୁ ପ୍ରିଣ୍ଟ । ପ୍ରଥମ ପର୍ଯ୍ୟାୟରେ ୧୦୦ ଘାଟରେ ଲାଗିବ ଫେନସିଂ ନେଟ୍
ଖଣ୍ଡେ ରାସ୍ତା, ଟୋପେ ପାଣି ଆଉ ଟିକିଏ ବିଜୁଳି ପାଇଁ ବାବୁଙ୍କୁ ଗୁହାରି କରି କରି ଥକିଗଲେଣି । ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ମୌଳିକ ସୁବିଧାରୁ ଏବେ ବି ବଂଚିତ ଏମାନେ...ଆଉ କେବେ ଶୁଣିବେ ସରକାର?
କୁମ୍ଭୀର ଆକ୍ରମଣ ଓ ନଦୀରେ ବୁଡ଼ି ପ୍ରତିବର୍ଷ ଶହ ଶହ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଛି । ନଦୀଘାଟ ସୁରକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ।
ଫଳକ ମାରିଲେ, ଗଛ ପୋତିଲେ । ଆଶା ଥିଲା ଭଲ ଲିଚୁ ଫଳିବ...ହେଲେ ଚାରା ଲାଗିଥିବା ସ୍ଥାନରେ ଏବେ ଗାଈ ଚରୁଛନ୍ତି । ଚାଷୀଙ୍କ ନାଁରେ ଟଙ୍କା ଆଣି ଖାଇଲେ ବାବୁ, ଜଳକ ହୋଇ ଚାହିଁଲେ ଚାଷୀ । ବାବୁ କହୁଛନ୍ତି, ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ
ବିଜୁଳି ନେଉଛି ଜୀବନ । ଆକାଶରେ ମେଘ ଆସିଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି..କାରଣ ପ୍ରତି ମୁହୂର୍ତ୍ତରେ ଜୀବନ ଯିବାର ଭୟ ରହୁଛି । ହେଲେ ଆଉ ଡରନ୍ତୁନି...ବରଂ ଏହି ଗଛ ଲଗାଇଲେ ବଜ୍ରଘାତରୁ ଦେବ ସୁରକ୍ଷା
ଦିନେ ଏହି ଘାଟି ନା ଶୁଣିଲେ ଲୋକେ ଯିବାକୁ ଡରୁଥିଲେ । ମନରେ ଶଙ୍କା ଥିବାରୁ ନା ହୋଇଥିଲା ‘ସୁଙ୍କି’ । ସମୟ ବଦଳିଛି, ସ୍ଥିତି ବି ବଦଳିଛି । ରାଜ୍ୟର ପ୍ରଥମ ୬ ଥାକିଆ ଟନେଲ ହେଉଛି କୋରାପୁଟ୍ରେ । ଏବେ ସୁଙ୍କି ଦେଇ ଗଲେ ଲୋକେ ଡରିବେନି ବରଂ ମଜା ଉଠାଇବେ
ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ଦନ୍ତେୱାଡ଼ାର ନାହାଡ଼ି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ମାଓ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ। ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ ନକ୍ସଲ।
୨୦୦ ଛୁଇଁଲା ସ୍କ୍ରବ୍ ଟାଇଫସ୍। ସୁନ୍ଦରଗଡ଼ରେ ଆଉ ୭ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ। ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।
ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା।
ଶିକ୍ଷକ ଆନ୍ଦୋଳନ, ଫିକା ପଡ଼ିଲା ସ୍କୁଲରେ ଗଣେଶ ପୂଜା..କେଉଁଠି ତାଲା ତ ଆଉ କେଉଁଠି ଫଟୋରେ ବିଦ୍ୟାଦାତାଙ୍କୁ କରାଗଲା ଆରାଧନା। ଶିକ୍ଷକ ଆନ୍ଦୋଳନ ସ୍ଥଳରେ ବି ଗଜାନନଙ୍କ ପୂଜା ସମାପନ କରାଯାଇଛି..
ନୟାଗଡ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଗମେଣ୍ଟ ହାଇସ୍କୁଲ । ଯେଉଁଠାରେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମଠାରୁ ଚତୁର୍ଥ ଶ୍ରେଣୀର ପ୍ରାୟ ୭୫ ଜଣ ପିଲା ପାଠ ପଢୁଛନ୍ତି । ଖାଲି ଏତିକି ନୁହେଁ ବରଂ ଗୋଟିଏ କ୍ଲାସ୍ରେ ୪-୪ ଜଣ ଶିକ୍ଷୟିତ୍ରୀ ଦୁଇଟି ବ୍ଲାକବୋର୍ଡରେ ପାଠ ପଢାଉଛନ୍ତି । ଯେଉଁଥି ଲାଗି କୌଣସି ଗୋଟିଏ ଶ୍ରେଣୀର ପିଲା ଠିକ୍ରେ ପାଠ ପଢିପାରୁନଥିବା ଅଭିଯୋଗ ହୋଇଛି
ସଂସ୍ଥା ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ବୈଜୟନ୍ତୀ । ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଏହି ଋଣ ଜାଲିଆତି ଅଭିଯୋଗ ମାମଲାରେ ସମ୍ପାଦକ ସୌମ୍ୟ ପଟ୍ଟନାୟକ ଓ ବୈଜୟନ୍ତୀଙ୍କ ନାଁରେ ମାମଲା ହୋଇଛି ।
ଏମିତି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ । କ୍ୟାନସର ରୋଗରେ ଘାଣ୍ଟି ହେଉଛନ୍ତି ସ୍ୱାମୀ । ନାକରେ ନଳି ଲଗାଇ ଖାଇବାକୁ ଦେବା ସହିତ ଦିନରାତି ସେବା କରୁଛି ସ୍ତ୍ରୀ । ଚିକିତ୍ସା ପାଇଁ କାନ୍ଦି କାନ୍ଦି ମାଗୁଛି ସାହାଯ୍ୟ...
ରହିବାକୁ ଘର ନାହିଁ । ଜୀବନ କଟୁଛି ଯାତ୍ରୀ ବିଶ୍ରମଗାରାରେ । ବୃଦ୍ଧ ଅବସ୍ଥାରେ ତାଙ୍କର ଯତ୍ନ ନେବାକୁ ନାହାନ୍ତି କେହି । ସିଧା ହୋଇ ଛିଡ଼ା ହେବାକୁ ବଳ ନାହିଁ ସତ ହେଲେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଜୀବନ ଯୁଦ୍ଧରେ ହାରିଯାଇନାହାନ୍ତି ସେ ।
ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୧୯୩କୁ ବୃଦ୍ଧି..ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଯାଇଛି ସ୍ୱତନ୍ତ୍ର ଟିମ୍
ଆଜି ସକାଳେ ହଠାତ୍ ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ଇସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ବଉଳ ଗଛ ଉପରୁ ଗୋଟେ ପରେ ଗୋଟେ ସାପ ଛୁଆ ତଳକୁ ପଡ଼ିବାରେ ଲାଗିଲା । ହଠାତ୍ ଏତେ ମାତ୍ରାରେ ସାପ ମନ୍ଦିରକୁ କେମିତି ଆସିଲେ ତାହାକୁ ନେଇ ଚହଳ ପଡ଼ିଗଲା । ଘଟଣା ଜଣାପଡିବା ପରେ ସାଙ୍ଗେସଙ୍ଗେ ମନ୍ଦିର କମିଟି ସମ୍ପାଦକ, ଚେୟାରମ୍ୟାନ ଆଦି ଘଟଣା ସ୍ଥଳକୁ ବାଉଁଶ ବାରିକେଡ କରି ବନ୍ଦ କରିଦେଲେ । ଭକ୍ତଙ୍କୁ ସେଇ ରାସ୍ତା ଦେଇ ଯିବା ପାଇଁ ବାରଣ କରାଗଲା ।
ଶିଳ୍ପୀଙ୍କ ଦୀର୍ଘ ୧୫ ଦିନର ଅକ୍ଳାନ୍ତ ପରିଶ୍ରମରେ ତିଆରି ହୋଇଛି ଏହି ସୁନ୍ଦର ରୁଦ୍ରାକ୍ଷ ଗଣେଷ ମୂର୍ତ୍ତି । ମୂର୍ତ୍ତି ତିଆରି ପାଇଁ ପଶ୍ଚିମବଙ୍ଗରୁ ଆସିଥିଲେ କୁଶଳୀ କାରିଗର । କଲିକତାରୁ ଏସବୁ ରୁଦ୍ରାକ୍ଷକୁ ସଂଗ୍ରହ କରାଯାଇଥିବାବେଳେ କିଛି ପ୍ଲାଷ୍ଟିକର ରୁଦ୍ରାକ୍ଷ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି ।