Advertisment

ସରକାରଙ୍କୁ ନଦୀଘାଟ ଚିନ୍ତା

ଶହ ଶହ ଜୀବନ ଯିବା ପରେ ସରକାରଙ୍କୁ ନଦୀଘାଟ ଚିନ୍ତା । କୁମ୍ଭୀର ଆକ୍ରମଣ ଓ ନଦୀବୁଡ଼ି ଦୁର୍ଘଟଣା ରୋକିବାକୁ ଉଦ୍ୟମ । ନଦୀ ଘାଟରେ ସୁରକ୍ଷା ବାଡ଼ ଲଗାଇବାକୁ ବ୍ଲୁ ପ୍ରିଣ୍ଟ । ପ୍ରଥମ ପର୍ଯ୍ୟାୟରେ ୧୦୦ ଘାଟରେ ଲାଗିବ ଫେନସିଂ ନେଟ୍

author-image
Manoranjan Behera

ଶହ ଶହ ଜୀବନ ଯିବା ପରେ ସରକାରଙ୍କୁ ନଦୀଘାଟ ଚିନ୍ତା । କୁମ୍ଭୀର ଆକ୍ରମଣ ଓ ନଦୀବୁଡ଼ି ଦୁର୍ଘଟଣା ରୋକିବାକୁ ଉଦ୍ୟମ । ନଦୀ ଘାଟରେ ସୁରକ୍ଷା ବାଡ଼ ଲଗାଇବାକୁ ବ୍ଲୁ ପ୍ରିଣ୍ଟ । ପ୍ରଥମ ପର୍ଯ୍ୟାୟରେ ୧୦୦ ଘାଟରେ ଲାଗିବ ଫେନସିଂ ନେଟ୍

Advertisment
River Tragedy Crocodile Attack
Advertisment
Advertisment