ଆସିଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ତ କିଏ ଘରକୁ ଫେରୁଥିଲେ ଖୁସି ମନରେ, ତ ଆଉ କିଏ ବେପାର ଆଶାରେ କୋଲକାତାରୁ ଫେରୁଥିଲେ ପସରା ଧରି। ରାତି ପାହିଥିଲେ ଯିଏ ଯାହା ବାଟରେ ପହଞ୍ଚିଯାଇଥାନ୍ତେ। କିନ୍ତୁ ଦୁର୍ଭାଗ୍ୟ, ସର୍ବଗିଳା ନିଆଁ କେଉଁଠି ଲୁଚିଥିଲା କେଜାଣି, ହଠାତ୍ ବ୍ୟାପିଯାଇଥିଲା ବସରେ। ଯେଉଁଥିରେ କେନ୍ଦ୍ରାପଡ଼ାର ଜଣେ ମହିଳା ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବାବେଳେ ମରଣମୁହଁରୁ ଫେରିଆସିଥିଲେ ବସର ଅନ୍ୟ ସମସ୍ତ ଯାତ୍ରୀ..
Published By: Manoranjan Behera
Last updated: 11 November 2023, 11:15 PM IST
ଜାନୁଆରୀ 22ରେ ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଏବେ ଯେମିତି ସବୁଦିନ ଉତ୍ସବ। ସପ୍ତମ ଦୀପୋତ୍ସବରେ ସରଜୁ ନଦୀତଟରେ ଆଜି ଏକକାଳିନ 24 ଲକ୍ଷ ଦୀପ ଜଳିଛି। ଉତ୍ସବରେ ବୁଡ଼ିଛି ଅଯୋଧ୍ୟା..