/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699948600.jpg)
Fire Mishap at Puri Station Coaching Depot
ପୁରୀ ଷ୍ଟେସନ କୋଚିଂ ଡିପୋରେ ଲାଗିଲା ନିଆଁ । ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନରେ ନିଆଁ ଲାଗିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗର ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି ।
Advertisment
ଦିନ ୧୨ଟା ୨୫ ପରେ ନିଆଁ ଲାଗିଥିବା ସୂଚନା । ୱେଲଡିଂ ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରା ଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ କଣ କ୍ଷୟକ୍ଷତି ହୋଇଛି ଜଣା ପଡ଼ିନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)