ମାଆକୁ ସମ୍ମାନ ନାରାର ଉଡ଼ିଲା ଧଜ୍ଜିଆ । ଭାରରେ ବୁହା ହେଲେ ଗର୍ଭବତୀ ।
ଭଦ୍ରକ ଭଣ୍ଡାରୀପୋଖରୀରେ ଅଭାବନୀୟ ଘଟଣା । ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ।
ଗର୍ଭାବସ୍ଥାରେ ହିଁ ଶିଶୁର ମସ୍ତିଷ୍କର ବିକାଶ ଆରମ୍ଭ ହୁଏ। ତେଣୁ ଏହି ସମୟରେ ଆପଣ ଏପରି କିଛି ଖାଦ୍ୟ ବାଛିବା ଉଚିତ୍, ଯାହା ଆପଣଙ୍କ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। କାରଣ ମା’ର ଖାଦ୍ୟ ଏବଂ ପାନୀୟର ପ୍ରତ୍ୟକ୍ଷ ପ୍ରଭାବ ଶିଶୁର ମନ ଉପରେ ପଡିଥାଏ।
ଥାନାରେ ଏତଲା, ଅଭିଯୁକ୍ତ ପ୍ରେମିକ ଫେରାର
ଛଅ ମାସର ଛୁଆକୁ ଗର୍ଭରେ ଧରି ଷ୍ଟେଜ୍ରେ ଗୀତ ଗାଉଥିବା ମହିଳାଙ୍କୁ ଶେଷରେ ଗୁଳି ଚୋଟରେ ଟଳିବାକୁ ପଡ଼ିଛି। ତାଙ୍କର ଦୋଷ ହେଉଛି ସେ ଠିଆ ହୋଇ ଗୀତ ଗାଇ ପାରି ନ ଥିଲେ। ଏଭଳି ଏକ ଅଭାବନୀୟ, ଅବିଶ୍ୱସନୀୟ ଓ ହୃଦୟବିଦାରକ ଘଟଣା ଘଟିଛି ପାକିସ୍ତାନରେ। ଏହି ଘଟଣା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ପାକିସ୍ତାନ ପୁଲିସ୍ ଏହି କାଣ୍ଡ ଘଟାଇଥିବା ବ୍ୟକ୍ତିକୁ ଗିରଫ କରିଛି। ସୂଚନା ଅନୁସାରେ, ଏପ୍ରିଲ୍୧୦ତାରିଖ ସନ୍ଧ୍ୟାରେ ସିନ୍ଧ୍ ଅନ୍ତର୍ଗତ ଲାର୍କାଣ […]