• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

russia VS ukraine
ୟୁକ୍ରେନ୍‌ ତୁଳନାରେ ରୁଷିଆ କେତେ ଶକ୍ତିଶାଳୀ, ଜାଣଛନ୍ତି କି?

ଏବେ ନଜର ପକାନ୍ତୁ ଦୁଇ ଦେଶର ସାମରିକ ଶକ୍ତିର ତୁଳନାତ୍ମକ ଚିତ୍ର ଉପରେ।

russia ukraine war
ୟୁକ୍ରେନ-ଋଷିଆ ଯୁଦ୍ଧରେ ଲାଗିବ କି ବିରାମ?

ୟୁକ୍ରେନର ସାଧାରଣ ନାଗରିକ କିନ୍ତୁ ତ୍ରାହି ତ୍ରାହି ଡାକିଲେଣି।

  • Friday, 25 February 2022
President of China Xi-Jinping speaks his Russian counterpart Vladimir Putin
ପୁଟିନ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ଜିନ୍‌ପିଙ୍ଗ୍‌

ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଶୁକ୍ରବାର ଦିନ ଫୋନ୍ ମାଧ୍ୟମରେ ନିଜ ଋଷ୍‌ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ ପୁଟିନଙ୍କୁ ଆଲୋଚନା ମାଧ୍ୟମରେ ୟୁକ୍ରେନ୍‌ ସଙ୍କଟର ସମାଧାନ ପାଇଁ ସମର୍ଥନ କରିଛନ୍ତି।

Evacuation Plan
ଭାରତୀୟଙ୍କୁ ଆଣିବ ସ୍ୱତନ୍ତ୍ର ବିମାନ, ଖର୍ଚ୍ଚ ବହନ କରିବ କେନ୍ଦ୍ର

ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି।

Ukrainian Uniform
ସୈନିକଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଯୁଦ୍ଧକୁ ଓହ୍ଲାଇଲେ ଯୁକ୍ରେନ ରାଷ୍ଟ୍ରପତି

ଋଷ ସେନା କିଭ୍ ଅଭିମୂଖା ହେଉଥିବା ବେଳେ ଏହାର କଡ଼ା ଜବାବ ଦେଇଛି ୟୁକ୍ରେନ ସେନା । କିଭ୍ ସହର ନିକଟରେ ଋଷ ସେନାର ଏକ ଲଢୁଆ ହେଲିକପ୍ଟର କ୍ରାସ ହୋଇଛି । ଯୁକ୍ରେନ ସେନା ଏହି ହେଲିକପଟରକୁ ମାରି ତଳେ ପକାଇଥିବା ଦାବି କରିଛି ।

russia ukraine war
ଆଲୋଚନା ପାଇଁ ରାଜି ହେଲା ରୁଷିଆ

ଲଙ୍ଗ୍ରେଂଜ ମିସାଇଲ୍ ଜରିଆରେ ରୁଷର ଏୟାର ବେସ୍ ଟାର୍ଗେଟ କରିଛି ୟୁକ୍ରେନ୍।

President Zelensky
ଯୁଦ୍ଧ ବେଳେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି: କହିଲେ, ଆମକୁ ସମସ୍ତେ ଏକା କରିଦେଲେ

ଋଷିଆର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରିପାରୁନି ୟୁକ୍ରେନ। କିନ୍ତୁ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ ସ୍ପଷଟ କରିଛି। ଗୋଟିଏ ପଟେ ଆକ୍ରମଣର ସାମ୍ନା କରିପାରୁନି ସତ କିନ୍ତୁ ଋଷିଆକୁ କଡ଼ା ଜବାବ ଦେବାକୁ ଚେଷ୍ଟା କରୁଛି ୟୁକ୍ରେନ

Nuclear Weapons
ଋଷିଆ ଉପରେ ପରମାଣୁ ଆକ୍ରମଣ କରିଦେବ କି ଫ୍ରାନ୍ସ?

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମଗ୍ର ୟୁରୋପ ପ୍ରତି ବିପଦ ସୃଷ୍ଟି ହୋଇଛି। ଯଦି କୌଣସି ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଛନ୍ତି।

Ukraine
ଯୁଦ୍ଧ ବେଳେ ୟୁକ୍ରେନକୁ ଧୋକା ଦେଲା ଆମେରିକା !!

ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣର ପୂର୍ବ ନିର୍ଦ୍ଧାରିତ। ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଋଷିଆ ଚାହୁଁଛି। ଏଥିପାଇଁ ସାରା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ

Ukraine Russia War
ଆକାଶରେ ଉଡ଼ୁଛି ମୃତ୍ୟୁ, କାହା ଉପରେ କେତେବେଳେ ଖସି ପଡ଼ିବ କେହି ଜାଣନ୍ତି ନାହିଁ...

ଯେତେଶୀଘ୍ର ପାରୁଛ, ତମେ ସୁରକ୍ଷିତ ସ୍ଥାନକୁ ଚାଲିଯାଅ ମାଆ। ଏଠି କେତେବେଳେ ବି କିଛି ହୋଇପାରେ। ମୋ କଥା ଆଦୌ ଚିନ୍ତା କରିବ ନାହିଁ। ଜୀବନ ଥିଲେ ପୁଣି ଦେଖାହେବ।… ନିଜ ବାପା ମାଆଙ୍କ ଉଦ୍ଦେଶ୍ୟରେ ୟୁକ୍ରେନୀୟ ସୈନିକ ପଠେଇଥିବା ଭିଡିଓ ବାର୍ତ୍ତା ଆଖିରୁ ଲୁହ ଦୁଇଟୋପା ଖସେଇ ଦେବାକୁ ଯଥେଷ୍ଟ।

Kyiv airport
କିଭ୍ ବିମାନବନ୍ଦର ବନ୍ଦ: କେମିତି ସ୍ୱଦେଶ ଫେରିବେ ୟୁକ୍ରେନରେ ଫସିଥିବା ୨୦ ହଜାର ଭାରତୀୟ ?

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନ୍‌ର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସେଠାରେ ଫସି ରହିଥିବା ୨୦ ହଜାର ଭାରତୀୟ ମାନଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।   

Ukraine Shoots Down 5 Russian Planes, 1 Helicopter
ୟୁକ୍ରେନର ଦାବି- ଯୁଦ୍ଧରେ ଆମେ ଋଷିଆର ୫୦ ଜଣ ସୈନିକଙ୍କୁ ମାରି ଦେଇଛୁ

ୟୁକ୍ରେନ ପକ୍ଷରୁ ମଧ୍ୟ ରୁଷିଆ ଉପରେ ପ୍ରତିଆକ୍ରମଣ ହେଉଥିବା ଦାବି ହୋଇଛି। ଖାର୍କିଭ୍ ନିକଟରେ ଋଷିଆର ୫ଟି ଟ୍ୟାଙ୍କ ସହ ୫୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Russia Attacks Ukraine
ୟୁକ୍ରେନକୁ ତିନିପଟୁ ଘେରି ଆକ୍ରମଣ କରୁଛି ଋଷିଆ: ଆକ୍ରମଣରେ ୧୩୭ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ

ୟୁକ୍ରେନକୁ ତିନିପଟୁ ଘେରିଯାଇ ଋଷିଆ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି। ଋଷିଆର ଆକ୍ରମଣରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ ଘଟିଛି।

How Could Russia Ukraine Conflict Affect Europe
ୟୁକ୍ରେନ୍-ଋଷିଆ ଯୁଦ୍ଧ ହେଲା କାହିଁକି? ଏଥି ପାଇଁ ଦାୟୀ କିଏ?

କାହିଁକି ହେଲା ୟୁକ୍ରେନ-ଋଷିଆ ମଧ୍ୟରେ ଯୁଦ୍ଧ? ଉଭୟଙ୍କ ମଧ୍ୟରେ କେଉଁ କାରଣ ପାଇଁ ବଢିଥିଲା ତିକ୍ତତା? କ’ଣ ଥିଲା ପୂରା ଘଟଣା? ଦେଖନ୍ତୁ ଏହି ରିପୋର୍ଟ...

Pak PM Imran Faces Backlash After Meeting Russia Hours After Ukraine Invasion
ୟୁକ୍ରେନ ସହ ଲଢେଇରେ ବ୍ୟସ୍ତ ପୁଟିନ୍, ଋଷ ରାଷ୍ଟ୍ରପତିଙ୍କୁ ଭେଟି ଖାଲି ହାତରେ ଫେରିଲେ ଇମ୍ରାନ

ସାହାର୍ଯ୍ୟ ମାଗିବା ପାଇଁ ଋଷ ଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏତିକି ବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ। ଯୁଦ୍ଧ ବ୍ୟସ୍ତତା ଭିତରେ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ ବି ଆଲୋଚନା କରି ପାରି ନଥିଲେ ପୁଟିନ୍। ଶେଷରେ ସବୁ ଇଛା ଫସର ଫାଟିଗଲା। ଭାଣ୍ଡିଆ ହୋଇ ଖାଲି ହାତରେ ଫେରିଲେ ଇମ୍ରାନ୍...

Will Russia Use \'Father Of All Bombs\' On Ukraine, World\'s Most Largest Conventional Bomb
ଋଷିଆ ପାଖରେ ଅଛି ‘ଫାଦର ଅଫ୍ ଅଲ୍‌ ବମ୍‌’... ଯଦି ୟୁକ୍ରେନ ଉପରେ ପକାଇ ଦିଏ, ତେବେ....

‘ଫାଦର ଅଫ୍ ଅଲ୍‌ ବମ୍‌’। ଋଷିଆ ପାଖରେ ରହିଛି ବିଶ୍ୱର ଏହି ଶକ୍ତିଶାଳୀ ବୋମା। ଯଦି ୟୁକ୍ରେନ ଉପରେ ପକାଇବ ତେବେ...

President Joe Biden Addresses The Nation
ଆମେରିକାର ଚେତାବନୀ- ପରିଣାମ ଭୋଗିବେ ଋଷିଆ ରାଷ୍ଟ୍ରପତି

ଋଷିଆ ବିପକ୍ଷରେ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ଋଷିଆକୁ ଚେତାବନୀ ଦେଇଛନ୍ତି।

Heartwrenching Scenes Of War Devastation From Russian Invasion On Ukraine
ଯୁଦ୍ଧବିଧ୍ୱସ୍ତ ୟୁକ୍ରେନର ବିକଳ ଦୃଶ୍ଯ, ଆକାଶରୁ ପଡୁଛି ମୃତ୍ଯୁ, ବରଫରେ ଈଶ୍ୱରଙ୍କୁ ଡାକୁଛି ମଣିଷ

ୟୁକ୍ରେନ୍-ଋଷ୍ ଯୁଦ୍ଧର ଆତଙ୍କ ଭିତରେ କିଛି ଦୃଶ୍ୟ ସତରେ ଖୁବ୍ ହୃଦୟ ବିଦାରକ। ସୋସିଆଲ୍ ମିଡିଆରେ ଆସୁଥିବା ସେଠାକାର କିଛି ଛବି ଆପଣଙ୍କ ଆଖିରୁ ଲୁହ ଖସେଇ ଦେବ। ୟୁକ୍ରେନ୍ ଆକାଶରେ ଶାଗୁଣା ପରି ଉଡୁଛନ୍ତି ଶହଶହ ଋଷୀୟ ଯୁଦ୍ଧ ବିମାନ। ଆତଙ୍କ ଭିତରେ ଚାଲିଛି ଶାନ୍ତି ପାଇଁ ପ୍ରାର୍ଥନା।

What is wiper malware cyber attacks
ୟୁକ୍ରେନ୍‌ ଉପରେ ଋଷ୍‌ର ୱାଇପର୍ ମାଲ୍‌ୱେୟାର୍‌ ଆକ୍ରମଣ

ଋଷ୍ ୟୁକ୍ରେନ୍ ଉପରେ ସାଇବର ଆକ୍ରମଣ ନେଇ ହ୍ୟାକିଂ ଟୁଲ୍ ବିକଶିତ କରିଛି। ୱାଇପର୍‌ ମାଲ୍‌ୱେୟାର୍ ଚିନ୍ତାର ବିଷୟ ହୋଇଛି ଯାହା ଦ୍ୱାରା ଋଷ୍ ଆକ୍ରମଣ କରୁଛି। ତେବେ କ’ଣ ଏହି ୱାଇପର୍‌ ମାଲ୍‌ୱେୟାର୍, କିପରି କରୁଛି ଆକ୍ରମଣ, ଏଥିରୁ କିପରି ମିଳିବ ରକ୍ଷା ଆସନ୍ତୁ ଜାଣିବା।

Ukrainian frightened in Russia attack
ଋଷ୍‌ର ଆକ୍ରମଣରେ ଏବେ ଥରହର ୟୁକ୍ରେନ୍‌ବାସୀ

ପଡ଼ୋଶୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ବିଶ୍ୱର ଅନ୍ୟତମ ମହାଶକ୍ତି ଋଷ୍‌। ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ଅନ୍ୟ କିଛି ସହର ଉପରେ ଆକ୍ରମଣ ପରେ ଏବେ ଥରହର ହେଉଛନ୍ତି ୟୁକ୍ରେନ୍‌ବାସୀ। ଏନେଇ ଋଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ଶାନ୍ତି ଓ ଆଲୋଚନାର ପଥ ବାଛିବାକୁ ବିଶ୍ୱ ସମୁଦାୟ ଅନୁରୋଧ କରିଛନ୍ତି।

Hitler-Putin cartoon amid war
ଯୁଦ୍ଧ ସମୟରେ ୟୁକ୍ରେନ୍‌ ଜାରି କଲା ହିଟ୍‌ଲର୍‌-ପୁଟିନ୍‌ କାର୍ଟୁନ୍

ଯୁଦ୍ଧ କେବଳ ଯୁଦ୍ଧକ୍ଷେତ୍ରରେ ନୁହେଁ ସୋସିଆଲ ମିଡିଆରେ ବି ଖେଳାଯାଉଛି। ୟୁକ୍ରେନ୍ ଉପରେ ଋଷ୍ ବୋମା ବର୍ଷଣ କରୁଥିବା ବେଳେ କାର୍ଟୁନ୍ ଚିତ୍ରରେ ଜବାବ ଦେଉଛି ୟୁକ୍ରେନ୍।

Ukraine Russia War
ପୁରୁଣା ବିବାଦକୁ ନେଇ ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ, ଗୋଟିଏ ସଂଘ ଅଧୀନରେ ଥାଇ ବି ପାଲଟିଲେ ପରସ୍ପରର ଶତ୍ରୁ

୨୦୦୧ରେ ଜର୍ଜିଆ, ଆଜରବାଇଜାନ୍ ଓ ମାଲଡୋଭା ପ୍ରଭୃତି ଦେଶକୁ ନେଇ ୟୁକ୍ରେନ GUAM ମେଣ୍ଟ ଗଠନ କରିବା ପରେ ଋଷିଆ କ୍ରୋଧିତ ହୋଇଥିଲା । ଏହା ପୂର୍ବତନ ସୋଭିଏତ୍ ରିପବ୍ଲିକକୁ ନେଇ ଗଠିତ CIS ପ୍ରତି ସିଧାସଳଖ ବିପଦ ଭାବେ ବିବେଚନା କରାଯାଇଥିଲା ।

Ukraine Crisis
ୟୁକ୍ରେନ୍ ଉପରେ ଆକ୍ରମଣ ପୂର୍ବରୁ କାହାକୁ କଲ୍‌ କରିଥିଲେ ପୁଟିନ ?

ପାହାନ୍ତାରେ ଫୋନ୍‌ କଲେ, ପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ । ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ପୁଟିନ୍‌ ପ୍ରଥମେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେ‌ଙ୍କୋଙ୍କୁ ଫୋନ୍‌ କରି ସୂଚନା ଦେଇଥିଲେ

Odia student Barsharani stranded in Ukraine
ୟୁକ୍ରେନ୍‌ରେ ଫସିଛନ୍ତି ଓଡିଆ ଛାତ୍ରୀ ; ଏମିତି ଆକ୍ଟିଭ ରହିବାକୁ ଦିଆଯାଇଛି ପରାମର୍ଶ

ୟୁକ୍ରେନ୍ ଉପରେ ଋଷିଆ ଆକ୍ରମଣ କରିବା ପରେ ଆଶଙ୍କାରେ ଅଛନ୍ତି ୟୁକ୍ରେନରେ ରହୁଥିବା ବିଦେଶୀ ନାଗରିକ । ଅନେକ ଓଡିଆ ବି ଫସି ରହିଛନ୍ତି । ଏଭଳି ଜଣେ ଛାତ୍ରୀ ହେଉଛନ୍ତି ବର୍ଷାରାଣୀ ଦଳାଇ। ସେଠାକାର ସ୍ଥିତି କ’ଣ ରହିଛି? ସ୍ଥାନୀୟ ସରକାର ତରଫରୁ କି କି ପଦକ୍ଷେପ ନିଆଯାଇଛି ଓଟିଭିକୁ କହିଛନ୍ତି ବର୍ଷା।

Russia-Ukraine Crisis
ଆରମ୍ଭ ହୋଇଯାଇଛି ଋଷ୍-ୟୁକ୍ରେନ ମହାଯୁଦ୍ଧ। ଦେଖନ୍ତୁ ଯୁଦ୍ଧ ସମୟର କିଛି ଦୃଶ୍ୟ...

ଆରମ୍ଭ ହୋଇଯାଇଛି ଋଷ୍-ୟୁକ୍ରେନ ମହାଯୁଦ୍ଧ। ଦେଖନ୍ତୁ ଯୁଦ୍ଧ ସମୟର କିଛି ଦୃଶ୍ୟ...