• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

war
ୟୁକ୍ରେନ-ରୁଷିଆ ଯୁଦ୍ଧର ଏକାଦଶ ଦିନ : ୟୁକ୍ରେନର ବିଭିନ୍ନ ସହର ଉପରେ ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଜାରି

ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ୍ ନସୁଧୁରିଲେ ତାର ଭବିଷ୍ୟତ ବିପଦରେ ବୋଲି ପୁଣିଥରେ ପୁଟିନ୍ ଚେତାବନୀ ଦେଇଛନ୍ତି ।

Refugee Crisis
ୟୁକ୍ରେନ୍ ଛାଡ଼ି ଚାଲିଯାଉଛନ୍ତି ଲକ୍ଷଲକ୍ଷ ୟୁକ୍ରେନବାସୀ...

ଘର ଗଲା, ବ୍ୟବସାୟ ଗଲା। ଜୀବନ ସାରା ଯାହା ଅର୍ଜି ଥିଲେ ତାହା ବି ଗଲା। ପରିସ୍ଥିତି ଏପରି ହୋଇଛି କି, ପରିଚୟ ବି ବଦଳି ଯାଇଛି ୟୁକ୍ରେନ୍। ନାଗରିକରୁ ପାଲଟି ଯାଇଛନ୍ତି ଶରଣାର୍ଥୀ। ଜନବସତିପୂର୍ଣ୍ଣ ଅଞ୍ଚଳରେ ଋଷର ଆକ୍ରମଣ ବଢୁଥିବାରୁ ପ୍ରାଣ ବିକଳରେ ଦେଶ ଛାଡି ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି ହଜାର ହଜାର ୟୁକ୍ରେନ୍ ନାଗରିକ।

Russia Ukraine War
ନାଟୋର ନିଷ୍ପତ୍ତିକୁ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି କ୍ଷୁବ୍ଧ

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପ୍ରୟୋଗ ଲାଗି ପୁତିନ ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ନେଇଚାଲିଛନ୍ତିି।

Ukraine Russia War
"ଆମେ ରିସ୍କ ନେଉଛୁ, ଯଦି କିଛି ହୁଏ ତ ଏଥିପାଇଁ ସରକାର ଦାୟୀ"

ସୁମି ଷ୍ଟେଟ ୟୁନିଭର୍ସିଟି କ୍ୟାମ୍ପସରୁ ଆସିଥିବା ଏହି ଭିଡିଓରେ, ଛାତ୍ରମାନେ ବରଫରେ ଛିଡ଼ା ହୋଇ ଋଷିଆ ସୀମା ଆଡକୁ ଯିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ପତାକା ଧରିଛନ୍ତି ।

 ୟୁକ୍ରେନ୍-ରୋମାନିଆ ସୀମାର ଦୃଶ୍ୟ
ନାଗରିକରୁ ଏବେ ଶରଣାର୍ଥୀ ପାଲଟିଗଲେ ୟୁକ୍ରେନ୍‌ବାସୀ

ଗୋଟିଏ ପଟେ ଯୁଦ୍ଧ ବିଭୀଷିକା, ଅନ୍ୟପଟେ ଆତ୍ମୀୟ ସ୍ୱଜନଙ୍କୁ ଫେରି ପାଇବାର ତୃପ୍ତି। 

putin
ପୁଟିନଙ୍କ ପ୍ଲାନ : ଟାର୍ଗେଟରେ ଜେଲେନସ୍କି, ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଚାଲିଛି ମସୁଧା

ଭୟଙ୍କର ପ୍ଲାନ କରୁଛନ୍ତି ପୁଟିନ୍‌। ଜେଲେନସ୍କିଙ୍କ ମୁଣ୍ଡ ଗଡ଼ାଇବା ସହ ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ମହାଖୁଲାସା ହେବା ପରେ....

Russia Ukraine Crisis
ପୂରା ବିଶ୍ୱ ଉପରେ ଋଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ : ବନ୍ଦ ହୋଇଯାଇପାରେ କାର ଓ ମୋବାଇଲ ଉତ୍ପାଦନ

ଏବେଠୁ ମହାଯୁଦ୍ଧର ପଡ଼ିଲାଣି ପ୍ରଭାବ। ଚିପ୍‌ ମିଳୁନଥିବାରୁ ବିଶ୍ୱରେ ବନ୍ଦ ହୋଇପାରେ କାର ଓ ମୋବାଇଲ ଉତ୍ପାଦନ। ସେପଟେ ୩୦ ଟଙ୍କା ଉପରେ ବଢିଲା ତୈଳ ଦର

Cyber Attack
ୟୁରୋପରେ ବଡ଼ ଧରଣର ‘ସାଇବର ଆଟାକ୍‌’ ଆଶଙ୍କା, ହଜାର ହଜାର ସଂଖ୍ୟକ ୟୁଜର୍ସ ହେଲେ ଅଫ୍‌ଲାଇନ୍‌

ୟୁରୋପରେ ‘ସାଇବର ଆଟାକ୍‌’ ନେଇ ଆଶଙ୍କା କରାଯାଉଛି। ଏହାଦ୍ୱାରା ଅନେକ ଦେଶର ହଜାର ହଜାର ସଂଖ୍ୟକ ଇଣ୍ଟରନେଟ୍‌ ୟୁଜର୍ସ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

medical student
ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି : ଭାରତରେ କରିପାରିବେ ଇଣ୍ଟର୍ନସିପ୍‌

ବର୍ତ୍ତମାନ ନିମୟ ଅନୁସାରେ ବିଦେଶର ମେଡିକାଲ୍ କଲେଜରୁ ପଢ଼ା ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଭାରତ ବାହାରେ ତାଲିମ ନେବା ସହ ଇଣ୍ଟର୍ନସିପ୍ କରିବାକୁ ପଡ଼ିଥାଏ

Russia-Ukraine War
ଋଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ବଡ଼ ଖବର

ଋଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁକ୍ରେନର ଖାରକିଭ୍ ଏବଂ ଅନ୍ୟ ଏକ ସହରରେ ସାମୟିକ ଅସ୍ତ୍ରବିରତି ନେଇ ଋଷିଆ ଘୋଷଣା କରିଛି। 

Russia Ukraine war photos people take shelter in school infant in bunker
ୟୁକ୍ରେନ-ଋଷିଆ ଯୁଦ୍ଧରେ ବଳି ପଡୁଛନ୍ତି ସାଧାରଣ ଜନତା

ବିଗତ ୯ ଦିନ ହେଲାଣି ଋଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଆଜିକୁ ଦଶମ ଦିନରେ ପହଞ୍ଚିଛି ଏହି ଯୁଦ୍ଧ ହେଲେ ସ୍ଥିତି ସୁଧୁରିବାର ନାଁ ଧରୁନି । ଫଳରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଚାରା ପେଷି ହେଉଛନ୍ତି ସାଧାରଣ ଜନତା । ଦେଖନ୍ତୁ ଯୁଦ୍ଧ ସମୟର କିଛି ବିକଳ ଚିତ୍ର...

Mass resignation
ରୁଷିଆ ମାଟିରେ ମଧ୍ୟ ପ୍ରତିବାଦର ସ୍ୱର, ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀଙ୍କ ସାମୂହିକ ଇସ୍ତଫା

ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ରୁଷିଆ ମାଟିରେ ମଧ୍ୟ ପ୍ରତିବାଦର ସ୍ୱର । ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ରୁଷିଆର ଏକ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀଙ୍କ ସାମୂହିକ ଇସ୍ତଫା । କାର୍ଯ୍ୟକ୍ରମ ପ୍ରସାରଣ ଚାଲୁଥିବା ବେଳେ ଲାଇଭ୍ ଇସ୍ତଫା ଦେଲେ ସମସ୍ତେ ।

Russia Ukraine Crisis
ୟୁକ୍ରେନର ସମସ୍ତ କ୍ଷତି ଭରଣା କରିବେ ପୁଟିନ୍‌ ସରକାର

ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ଆଜି ପର୍ଯ୍ୟନ୍ତ ଯାହା ବି କ୍ଷତି ହୋଇଛି ସବୁର କ୍ଷତି ପୂରଣ ଦେବ ଋଷିଆ ! ଯୁଦ୍ଧ ସମୟରେ ଏମିତି ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଜାଣନ୍ତୁ କଣ ରହିଛି ପୂରା ଘଟଣା

Ukrainian president Volodymyr Zelenskyy
ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଠିକଣାର ଖୁଲାସା : ବଙ୍କର ଭିତରେ ଅଛନ୍ତି ଜେଲେନସ୍କି, ପ୍ରଭାବ ପକାଇ ପାରିବନି ପରମାଣୁ ଆକ୍ରମଣ

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଜାରି ରହିଥିବା ବେଳେ ଋଷିଆ କ୍ରମାଗତ ଭାବରେ ଦାବି କରୁଛି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶ ଛାଡି ପୋଲାଣ୍ଡକୁ ପଳାୟଳ କରିଛନ୍ତି । ଅନ୍ୟପଟେ ଜେଲେନସ୍କି ଏକଥାକୁ ଖଣ୍ଡନ କରିବା ସହ ୟୁକ୍ରେନରେ ଥିବା କଥା କହିଛନ୍ତି

Ukraine Russia War
ଦାବି ମାନିଲେ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ, ପୁଟିନ ରଖିଲେ ଏମିତି ସର୍ତ୍ତ...

ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଅଭିଯୋଗକୁ ପୁଟିନ ଖଣ୍ଡନ କରିଛନ୍ତି। ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଖବର ମିଥ୍ୟା। ଏନେଇ ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

2 American space scientists are imprisoned in Russ
ଋଷ୍‌ରେ ଫସିଯାଇଛନ୍ତି ଦୁଇ ଆମେରିକୀୟ ବୈଜ୍ଞାନିକ

ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱ ବର୍ତ୍ତମାନ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଉଛି। ଏହି ବିପଦ ମଧ୍ୟରେ ଦୁଇ ଜଣ ଆମେରିକୀୟ ବୈଜ୍ଞାନିକ ଋଷ୍‌ର ରାଜଧାନୀ ମସ୍କୋରେ ଏକ କ୍ୟାପ୍‌ସୁଲ୍‌ରେ ଫସି ଯାଇଛନ୍ତି।

Ukraine-Russia War- Zelensky Says Putin Will Reimburse Damages In Ukraine
ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ୟୁକ୍ରେନର ସବୁ କ୍ଷତି ଭରଣା କରିବ ଋଷିଆ !

ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ଆଜି ପର୍ଯ୍ୟନ୍ତ ଯାହା ବି କ୍ଷତି ହୋଇଛି ସବୁର କ୍ଷତି ପୂରଣ ଦେବ ଋଷିଆ ! ଯୁଦ୍ଧ ସମୟରେ ଏମିତି ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଜାଣନ୍ତୁ କଣ ରହିଛି ପୂରା ଘଟଣା

Ukraine-Russia War- China Was Aware About Russia\'s Invasion Plan
ଚୀନ ଇସାରା ପରେ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କଲା ଋଷିଆ !

ଚୀନର ଇସାରା ପରେ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କଲା ଋଷିଆ ! ୟୁକ୍ରେନ-ଋଷିଆ ମହାଯୁଦ୍ଧ ନେଇ ପୂର୍ବରୁ ସବୁ ପ୍ଲାନ ଜାଣିଥିଲା ବେଜିଂ? କେବଳ ଏହି ଦିନ ପରେ ଆକ୍ରମଣ କରିବାକୁ ପୁଟିନ୍‌ଙ୍କୁ ଅନୁରୋଧ କରିଥିଲେ ଜିନପିଙ୍ଗ୍‌

Ukraine-Russia War Crisis- Will Production Of Cars & Mobile Chips Get Affected ?
ପୂରା ବିଶ୍ୱ ଉପରେ ମହାଯୁଦ୍ଧର ପ୍ରଭାବ। ବନ୍ଦ ହୋଇଯାଇପାରେ କାର ଓ ମୋବାଇଲ ଉତ୍ପାଦନ

ଏବେଠୁ ମହାଯୁଦ୍ଧର ପଡ଼ିଲାଣି ପ୍ରଭାବ। ଚିପ୍‌ ମିଳୁନଥିବାରୁ ବିଶ୍ୱରେ ବନ୍ଦ ହୋଇପାରେ କାର ଓ ମୋବାଇଲ ଉତ୍ପାଦନ। ସେପଟେ ୩୦ ଟଙ୍କା ଉପରେ ବଢିଲା ତୈଳ ଦର

Ukraine-Russia War- Britain\'s Spy Agency Discloses Vladimir Putin\'s Secret Plan
ପୁଟିନ୍‌ କରୁଛନ୍ତି ଭୟଙ୍କର ପ୍ଲାନ୍‌: ଜେଲେନସ୍କିଙ୍କ ମୁଣ୍ଡ ଗଡ଼ାଇବେ, ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବେ !

ଭୟଙ୍କର ପ୍ଲାନ କରୁଛନ୍ତି ପୁଟିନ୍‌। ଜେଲେନସ୍କିଙ୍କ ମୁଣ୍ଡ ଗଡ଼ାଇବା ସହ ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ମହାଖୁଲାସା ହେବା ପରେ....

Russia-Ukraine War
Russia-Ukraine War: ଯୁଦ୍ଧ ବିରତି ପାଇଁ ଦାବି କଲା ଭାରତ

ଯୁଦ୍ଧଭୂମିରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ  ଭାରତ କୂଟନୈତିକ ଚାପ ପକାଉଛି। ଯୁଦ୍ଧ ବିରତି ପାଇଁ ୟୁକ୍ରେନ ଏବଂ ଋଷିଆ ନିକଟରେ ଭାରତ ଦାବି ଉପସ୍ଥାପନ କରିଛି।

Ukraine soldiers win heart feeding Russian-prisoners
ହୃଦୟ ଜିତିଲେ ୟୁକ୍ରେନ୍ ସେନା; ଶତ୍ରୁଙ୍କୁ ଖାଇବାକୁ ଦେଲେ, ମା’ଙ୍କ ସହ କଥା କରେଇଲେ

ଋଷ୍ ୟୁକ୍ରେନ୍ ଉପରେ ଉଗ୍ର ହେବାରେ ଲାଗିଛି। ୟୁକ୍ରେନର ଅନେକ ସହର ସମେତ ମାନବ ସମ୍ବଳକୁ ନଷ୍ଟ କରିସାରିଲାଣି। କିନ୍ତୁ ଏହାରି ଭିତରେ ୟୁକ୍ରେନ ସେନାର ଶତ୍ରୁ ପ୍ରତି ଦରଦକୁ ଦେଖି ସମସ୍ତଙ୍କ ହୃଦୟ ତରଳି ଯାଉଛି।

ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି
ୟୁକ୍ରେନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଜେଲେନସ୍କି !

ନିକଟରେ ଋଷ ସରକାର ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ଜେଲେନସ୍କି କହିଥିଲେ।

Ukraine Crisis
ୟୁକ୍ରେନ୍‌ରେ ଋଷିଆର ହମଲା ଜାରି: ପାୱାରପ୍ଲାଣ୍ଟ ପରିସରରେ ଅଗ୍ନିକାଣ୍ତ ଦେଖି ବିଶ୍ୱବାସୀ ଛାନିଆ

ରାଜଧାନୀ କିଭ୍ ଉପକଣ୍ଠରେ ଏକ ଜନବସତି ଉପରେ ବୋମାବର୍ଷିବା ପରେ ବାହାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । ଘର ଆଉ ଘର ହୋଇ ନାହିଁ, ଭୂତକୋଠି ଭଳି ଲାଗୁଛି ।

Zaporizhzhia Nuclear Plant
ଋଷ ଟାର୍ଗେଟରେ ୟୁକ୍ରେନର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ

ପ୍ରଥମେ ଚନବିଲ୍, ଆଉ ଏବେ ଜୋପାର୍ଜିଆ । ଋଷ ଟାର୍ଗେଟ୍‌ରେ ୟୁକ୍ରେନ୍‌ର ନ୍ୟୁକ୍ଲିୟର୍ ପାୱାରପ୍ଲାଣ୍ଟ୍ । ଗତରାତିରେ ଦେଶର ଦକ୍ଷିଣ ପୂର୍ବରେ ଥିବା ଜୋପାର୍ଜିଆ ନ୍ୟୁକ୍ଲିୟର୍ ପାୱାରପ୍ଲାଣ୍ଟକୁ ଆକ୍ରମଣ କରି କବ୍ଜା କରିଛି ଋଷୀୟ ସେନା ।