ୟୁକ୍ରେନର ରାଜଧାନୀ କିଭ୍ ନିକଟ ବୁଚା ସହରରେ ଗଣହତ୍ୟା କରିଥିବା ଅଭିଯୋଗରେ ରୁଷ୍ ବିରୋଧରେ ଅଧିକରୁ ଅଧିକ କଟକଣା ଲଗାଇବାକୁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହର ଦାବି କରିଛି ।
ରୁଷ ବିରୋଧରେ ୟୁକ୍ରେନ୍ ଆଣିଲା ସାଂଘାତିକ ଅଭିଯୋଗ । ରୁଷ-ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ସମୟରେ କିଭ୍ ଦଖଲ ବେଳେ ବୁଚାରେ ରୁଷ ସେନା ୪୧୦ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବାର ୟୁକ୍ରେନ ଅଭିଯୋଗ କରିଛି ।
ରଷିଆ-ୟୁକ୍ରେନ୍ ଯୁଦ୍ଧକୁ ବିତିଲାଣି ୩୫ ଦିନ । ତଥାପି ଏବେ ଯାଏଁ ବାହାରି ପାରିନି କୌଣସି ନିଷ୍କର୍ସ । ଗୋଟେପଟେ ୟୁକ୍ରେନ୍ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍ରେ ହମଲା କରିଛି ।
ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ପ୍ରେମର ବାର୍ତ୍ତା। ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ଅନୁଭବ-ଆନ୍ନା। ଋଷିଆର ଭୟଙ୍କର ଆକ୍ରମଣରେ ବଙ୍କର ଭିତରେ ଲୁଚି ରହିଥିଲେ, ଏବେ ନୂଆଦିଲ୍ଲୀରେ ପରସ୍ପରର ହେବେ ଜୀବନସାଥୀ...ଜାଣନ୍ତୁ ବିବାହର ପୂରା ସ୍କେଡ୍ୟୁଲ ।
ୟୁକ୍ରେନକୁ ଘାରିଲାଣି ବିଷ ଭୟ। ଋଷ୍-ୟୁକ୍ରେନ ମଧ୍ୟରେ ହେବାକୁ ଥିବା ବୈଠକରେ କୌଣସି ଖାଦ୍ୟ ଗ୍ରହଣ ନକରିବାକୁ ୟୁକ୍ରେନ ପ୍ରତିନିଧିଙ୍କୁ ଜାରି ହେଲା ନିର୍ଦ୍ଦେଶ। ମନ୍ତ୍ରୀ କହିଲେ, ପୂର୍ବ ବୈଠକରେ ଖାଇଥିବାରୁ ବିଗିଡ଼ିଥିଲା ସ୍ୱାସ୍ଥ୍ୟାବସ୍ଥା ।
ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣର ପୂର୍ବ ନିର୍ଦ୍ଧାରିତ। ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଋଷିଆ ଚାହୁଁଛି। ଏଥିପାଇଁ ସାରା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ