• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Russiaukraineconflict

International community demands more curbs on russia
ଅଡ଼ୁଆରେ ପଡିପାରେ ରୁଷ୍‌; ଗଣହତ୍ୟା ଅଭିଯୋଗ ଆଣିଲା ପାଶ୍ଚାତ୍ୟ ରାଷ୍ଟ୍ର ସମୂହ

ୟୁକ୍ରେନର ରାଜଧାନୀ କିଭ୍ ନିକଟ ବୁଚା ସହରରେ ଗଣହତ୍ୟା କରିଥିବା ଅଭିଯୋଗରେ ରୁଷ୍ ବିରୋଧରେ ଅଧିକରୁ ଅଧିକ କଟକଣା ଲଗାଇବାକୁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହର ଦାବି କରିଛି ।

410 Civilian Bodies Found In Kyiv Region, Says Ukraine; Russia Denies Allegations
‘୪୧୦ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି ରୁଷ୍’: ୟୁକ୍ରେନ୍‌

ରୁଷ ବିରୋଧରେ ୟୁକ୍ରେନ୍‌ ଆଣିଲା ସାଂଘାତିକ ଅଭିଯୋଗ । ରୁଷ-ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ସମୟରେ କିଭ୍ ଦଖଲ ବେଳେ ବୁଚାରେ ରୁଷ ସେନା ୪୧୦ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବାର ୟୁକ୍ରେନ ଅଭିଯୋଗ କରିଛି ।

Ukrainian Missile Hits Military Camp In Russia, Vladimir Putin's Troops Withdrawing From Chernobyl
୩୫ ଦିନ ପରେ ବି ଥମୁନି ଯୁଦ୍ଧ; ରଷିଆ ଉପରେ ୟୁକ୍ରେନ୍‌ର ମିଶାଇଲ୍ ମାଡ଼

ରଷିଆ-ୟୁକ୍ରେନ୍ ଯୁଦ୍ଧକୁ ବିତିଲାଣି ୩୫ ଦିନ । ତଥାପି ଏବେ ଯାଏଁ ବାହାରି ପାରିନି କୌଣସି ନିଷ୍କର୍ସ । ଗୋଟେପଟେ ୟୁକ୍ରେନ୍‌ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍‌ରେ ହମଲା କରିଛି ।

Special Story | Love During War - Delhi Lawyer To Marry Ukrainian Girl
ମହାଯୁଦ୍ଧ ବେଳେ ଆନ୍ନାଙ୍କୁ ବିବାହ କରିବେ ଅନୁଭବ, ଜାଣନ୍ତୁ ବାହାଘର ହେବ କେଉଁଠି?

ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ପ୍ରେମର ବାର୍ତ୍ତା। ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ଅନୁଭବ-ଆନ୍ନା। ଋଷିଆର ଭୟଙ୍କର ଆକ୍ରମଣରେ ବଙ୍କର ଭିତରେ ଲୁଚି ରହିଥିଲେ, ଏବେ ନୂଆଦିଲ୍ଲୀରେ ପରସ୍ପରର ହେବେ ଜୀବନସାଥୀ...ଜାଣନ୍ତୁ ବିବାହର ପୂରା ସ୍କେଡ୍ୟୁଲ ।

Special Story | Ukraine Fears Poisoning Of Its Delegation By Russia - OTV Report
ୟୁକ୍ରେନକୁ ଘାରିଛି ବିଷ ଭୟ : ଋଷ୍‌-ୟୁକ୍ରେନ ବୈଠକରେ କିଛି ଖାଇବେନି ୟୁକ୍ରେନ ପ୍ରତିନିଧି

ୟୁକ୍ରେନକୁ ଘାରିଲାଣି ବିଷ ଭୟ। ଋଷ୍‌-ୟୁକ୍ରେନ ମଧ୍ୟରେ ହେବାକୁ ଥିବା ବୈଠକରେ କୌଣସି ଖାଦ୍ୟ ଗ୍ରହଣ ନକରିବାକୁ ୟୁକ୍ରେନ ପ୍ରତିନିଧିଙ୍କୁ ଜାରି ହେଲା ନିର୍ଦ୍ଦେଶ। ମନ୍ତ୍ରୀ କହିଲେ, ପୂର୍ବ ବୈଠକରେ ଖାଇଥିବାରୁ ବିଗିଡ଼ିଥିଲା ସ୍ୱାସ୍ଥ୍ୟାବସ୍ଥା ।

Ukraine
ଯୁଦ୍ଧ ବେଳେ ୟୁକ୍ରେନକୁ ଧୋକା ଦେଲା ଆମେରିକା !!

ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣର ପୂର୍ବ ନିର୍ଦ୍ଧାରିତ। ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଋଷିଆ ଚାହୁଁଛି। ଏଥିପାଇଁ ସାରା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ