• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Middle east dubai municipality issued advisory on misusing balconies around the city
ବାଲ୍‌କୋନିରେ ଲୁଗା ଶୁଖାଇଲେ ଫାଇନ୍‌ ; ଦେବାକୁ ପଡିବ ହଜାର ହଜାର ଟଙ୍କା

ଏଣିକି ବାଲ୍‌କୋନିରେ ପୋଷାକ ଶୁଖାଇବା ପଡିବ ମହଙ୍ଗା । ଦୁବାଇରେ କିଛି ନୂଆ ନିୟମ ଲାଗୁ କରାଯାଇଛି । ଯାହାର ଉଲ୍ଲଂଘନ କଲେ ଦେବାକୁ ପଡିବ ଜରିମାନା । ଦୁବାଇରେ ବାଲ୍‌କୋନିରେ ପୋଷାକ ଶୁଖାଇବା ନିଷେଧ କରାଯାଇଛି । ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ନଗର ପୌରପାଳିକା ପକ୍ଷରୁ ଘୋଷଣା କରାଯାଇଛି ।

China china scientists making human monkey hybrids as super soldier
‘ସୁପର ସୋଲ୍‌ଜର’ ତିଆରି କରୁଛି ଚୀନ୍‌; ଲାଗିବନି ଭୋକ, ହେବନି ନିଦ

ଚୀନ୍ ଲ୍ୟାବ ଏବେ ପୁଣି ସାରା ବିଶ୍ୱକୁ ଚମକାଇଦେବ । ମହାମାନବ ତିଆରିରେ ଲାଗିଛି ଚୀନ୍ । ମାଙ୍କଡ ଓ ମଣିଷଙ୍କୁ ଏକାଠି କରି ତିଆରି କରୁଛି ଏହି ମହାମାନବ । ଏହି ମହାମାନବଙ୍କୁ ଭୋକ ହେବନି କି ନିଦ ହେବନି । ଏମାନେ ସୁପର୍ ସୋଲଜର୍ ଭାବେ କାମ କରିବେ ।

 Flights Cancelled
ଓମିକ୍ରନ ଚିନ୍ତା, ବିମାନ ଯାତ୍ରା ଉପରେ କଟକଣା

ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍ ସଂକ୍ରମଣ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧୧, ୫୦୦ ବିମାନ ବାତିଲ୍‌ କରାଯାଇଛି।

taliban
ତାଲିବାନୀ ଶାସନର ଅସଲ ଚେହେରା : ପୁରୁଷ ସମ୍ପର୍କୀୟଙ୍କ ବିନା ଦୂର ଯାତ୍ରାରେ ଯାଇପାରିବେନି ମହିଳା

ସାଥୀରେ ପୁରୁଷ ଥିଲେ ହିଁ ମହିଳାଙ୍କୁ ଦୂର ଯାତ୍ରା କରିବାକୁ ଅନୁମତି ମିଳିବ । ୭୨ କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ମହିଳାଙ୍କ ସହ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ଯାତ୍ରା କରିବେ । ଏହା ନହେଲେ ଯାତାୟତ ପାଇଁ ଅନୁମତି ଦିଆଯିବ ନାହିଁ ।

nasa hiring priests to prepare humans for an alien discovery mission
ଅନ୍ତରୀକ୍ଷରେ ସ୍ୱତନ୍ତ୍ର ମିଶନ ପାଇଁ ପୁରୋହିତମାନଙ୍କୁ ନିଯୁକ୍ତି ଦେଉଛି ନାସା

ପୃଥିବୀର ଲୋକେ ଏଲିଏନ୍ସ କିମ୍ୱା ଏଲିଏନ୍ସ ଜଡିତ ରହସ୍ୟ ବିଷୟରେ ଜାଣିବା ପାଇଁ ସର୍ବଦା ଆଗ୍ରହୀ ଥାନ୍ତି । ତେଣୁ ଏଲିଏନ୍ସ ରସ୍ୟର ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଆମେରିକାର ସ୍ପେସ୍‌ ଏଜେନ୍ସି ପୂଜାରୀମାନଙ୍କୁ ନିଯୁକ୍ତି ଦେଉଛି ।

Australia
୫ କୋଟିରେ ନିଜର ପ୍ରଥମ ଘର କିଣିଲା ଛଅ ବର୍ଷର କୁନି ଝିଅ

କୁନି ଝିଅ କିଣିଲା ୫ କୋଟିର ଘର । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଜଣେ ଛଅ ବର୍ଷର କୁନି ଝିଅ ନିଜର ଦୁଇ ସାନ ଭାଇଭଉଣୀଙ୍କ ସହ ମିଶି ୫ କୋଟି ମୂଲ୍ୟର ପ୍ରଥମ ଘର କିଣିଛନ୍ତି ।

Afghanistan Media
ବୁଡ଼ିବାକୁ ବସିଲାଣି ଗଣମାଧ୍ୟମର ସତ୍ତା, ୪ ମାସରେ ୬ ହଜାରରୁ ଅଧିକ ସାମ୍ବାଦିକଙ୍କ ଚାକିରି ଗଲାଣି

ଦୁର୍ଦ୍ଦଶାରେ ଆଫଗାନୀ ସାମ୍ବାଦିକ ଓ ମିଡିଆ ଶିଳ୍ପ । ତାଲିବାନର କ୍ଷମତା ଦଖଲ ପରେ ଚାକିରି ହରାଇଲେଣି ୬ ହଜାର ୪ଶହରୁ ଅଧିକ ସାମ୍ବାଦିକ । ପ୍ରାୟ ୬୦ ପ୍ରତିଶତ ସାମ୍ବାଦିକ ଓ ଗଣମାଧ୍ୟମ କର୍ମଚାରୀ ଚାକିରି ହରାଇଥିବା ବେଳେ ୮୪ ପ୍ରତିଶତ ମହିଳା ସାମ୍ବାଦିକ କ୍ୟାରିୟରକୁ ବାଏ ବାଏ କରିବାକୁ ବାଧ୍ୟ ହୋଇଛନ୍ତି ।

  • Saturday, 25 December 2021
Launch Accident at Dhaka
ଲଞ୍ଚ ଦୁର୍ଘଟଣାରେ ଚାଲିଗଲା ୩୬ ଜୀବନ

ନିଆଁର ପ୍ରକୋପ ଏତେ ମାତ୍ରରେ ଥିଲା ଯେ, ଯାହାକୁ ଆୟତ୍ତ କରିବା କଷ୍ଟସାଧ୍ୟ ଥିଲା। ନିଜ ଜୀବନ ବଞ୍ଚାଇବାକୁ ଅନେକ ଯାତ୍ରୀ ବିକଳରେ ନଦୀକୁ ଡେଇଁ ପଡ଼ିଥିଲେ।

 bit coin
ପୁଅକୁ ବରବାଦ୍‌ କରିଦେଲା ମା’ : ଗୋଟିଏ ଭୁଲ ପାଇଁ ବୁଡ଼ିଗଲା ୩୦୦୦ କୋଟି

ମା’ ପାଇଁ କାଙ୍ଗାଳ ହୋଇଗଲା ପୁଅ । କୋଟି କୋଟି ଟଙ୍କା ହାତକୁ ଆସୁ ଆସୁ ଚାଲିଗଲା ।

North Korea
ଏଇଠି ୧୧ ଦିନ ହସିବା ଓ ମଦ ପିଇବା ଉପରେ ଲାଗିଲା ରୋକ୍‌, ଯଦି ନିୟମ ନମାନିନ୍ତି....

ଏଇଠି ୧୧ ଦିନ ପର୍ଯ୍ୟନ୍ତ ହସିବା ଓ ମଦ ପିଇବା ଉପରେ ରୋକ୍‌ ଲଗାଇଲେ ସରକାର। ଯଦି ଆପଣ ଏହି ନିୟମକୁ ନମାନନ୍ତି ତେବେ ଆପଣଙ୍କୁ ଦିଆଯାଇପାରେ କଠୋରରୁ କଠୋର ଦଣ୍ଡ, ଜାଣନ୍ତୁ କଣ ରହିଛି ପୂରା ଘଟଣା

Bomb Blast
ବିସ୍ଫୋରଣରେ ୧୨ ମୃତ

 ପାକିସ୍ତାନର ବନ୍ଦର ନଗରୀ କରାଚିରେ ଭୟଙ୍କର ବିସ୍ଫୋରଣ ।

Kim Jong
ପୁଣି କିମ୍‌ଙ୍କ ଅଜବ ନିୟମ ! ହସିବା-ମଦ ପିଇବା, ଏମିତିକି କେହି ମରିଗଲେ ବି କାନ୍ଦିବା ମନା..

କେତେବେଳେ ଚୁଟି କଟାକୁ ନେଇ ତ କେତେବେଳେ ଡ୍ରେସ୍ ପିନ୍ଧାକୁ ନେଇ ସେ ଅଜବ ଗଜବ ନିୟମ କାନୁନ ଆଣିଥାନ୍ତି । ଯାହାକି ଉତ୍ତର କୋରିଆବାସୀ ଚାହୁଁନଥିଲେ ମଧ୍ୟ ମାନିବାକୁ ବାଧ୍ୟ ହୋଇଥାନ୍ତି ।

full office reopening
କରୋନା ପାଇଁ ଏବେ ଖୋଲିବନି ଆପଲ୍‌ର ଅଫିସ୍‌ : କର୍ମଚାରୀଙ୍କୁ ମିଳିବ ୭୫ ହଜାର ଟଙ୍କାର ବୋନସ୍

ପ୍ରାୟ ଏକ ସପ୍ତାହ ପୂର୍ବରୁ ଆପଲ୍ କମ୍ପାନୀ କର୍ମଚାରୀମାନଙ୍କୁ ଫେବୃଆରୀ ସୁଦ୍ଧା ଅଫିସ୍ ଫେରିବାକୁ କହିଥିଲେ । ବର୍ତ୍ତମାନ ପୁଣି ଥରେ ଏହି ସମୟସୀମା ବୃଦ୍ଧି କରାଯାଇଛି ॥ କମ୍ପାନୀ ନ ଖୋଲିବା ସମ୍ପର୍କରେ ସିଇଓ ଟିମ୍ ଏକ ଇ-ମେଲ୍ କରିଛନ୍ତି ।

Earthquake
ସକାଳୁ ସକାଳୁ ବଡ଼ଧରଣର ଭୂକମ୍ପ ଝଟ୍‌କା, ଆସିପାରେ ଭୟଙ୍କର ସୁନାମି

ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ଭୂକମ୍ପ ଝଟ୍‌କା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।

Powerful Tornado Wreaks Havoc In US, Death Toll Mounts To 80
ଛିନଭିନ୍ ଆମେରିକାର କେଣ୍ଟୁକି

ଆମେରିକା ଛାତିରେ ତାଣ୍ଡବ କରିଛି ଟର୍ଣ୍ଣାଡୋ । ଭୟଙ୍କର ଟର୍ଣ୍ଣାଡ଼ୋରେ ଛିନଭିନ୍ ଆମେରିକାର କେଣ୍ଟୁକି । ଦେଖନ୍ତୁ ଏହାର ଭୟଙ୍କର ରୂପ ।

vaccine
୨୪ ଘଣ୍ଟାରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ, ଜୀବନ ପ୍ରତି ବିପଦ ଥିବା କହିଲେ ବିଶେଷଜ୍ଞ ଟିମ୍

ଆଶ୍ଚର୍ଯ୍ୟ ହେଲେ ବି ସତ । ଗୋଟିଏ ଦିନରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ ।

 tornadoes
ଭୟଙ୍କର ଟର୍ଣ୍ଣାଡୋରେ ଛିନଭିନ୍ ‌ଆମେରିକାର କେଣ୍ଟୁକି ! ପ୍ରବଳ ଜୋରରେ ପବନ ବହିବାରୁ ଧ୍ୱଂସସ୍ତୁପରେ ପରିଣତ ହୋଇଛି ମେ-ଫିଲ୍ଡ ଟାଉନ

ଆମେରିକାର କେଣ୍ଟୁକିରେ ଭୟଙ୍କର ଟର୍ଣ୍ଣାଡ଼ୋ । ଏଥିରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

omicron variant
ଓମିକ୍ରନ୍‌କୁ ନେଇ ବଢ଼ୁଛି ଚିନ୍ତା, ଆସିଲା ଚିନ୍ତାଜନକ ରିପୋର୍ଟ...

ବର୍ତ୍ତମାନ ସୁଦ୍ଧା ୫୯ଟି ଦେଶରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ବ୍ୟାପି ସାରିଥିବା ବେଳେ ଆମେରିକାରେ ଏହା ଲୋକଙ୍କ ଚିନ୍ତା ବଢ଼ାଇଛି। ବୁଷ୍ଟର ଡୋଜ୍‌ ନେବା ପରେ ମଧ୍ୟ ଲୋକମାନେ ଓମିକ୍ରନ୍‌ରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି।

plane
ଆକାଶରେ ନ ଉଡି ଗଡିଲା ବିମାନ ! ଦମ ଲଗେଇ ଠେଲିଲେ ଯାତ୍ରୀ

ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା

Women Torture
ଚୋର ଚୋର କହି ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ....

ପାକିସ୍ତାନରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ଚୋର କହି ବିଚ୍ ରାସ୍ତାରେ ନଗ୍ନ ଅବସ୍ଥାରେ ବୁଲାଯାଉଥିବାର ଦେଖିବାକୁ ମିଳିଛି ।

Thailand
ଗାଳି ଦେଲେ ବସ୍, ପ୍ରତିଶୋଧ ପରାୟଣ ହୋଇଉଠିଲେ ମହିଳା ! କୋଟି କୋଟି ଟଙ୍କାର ତେଲ ଗୋଦାମରେ ନିଆଁ ଲଗାଇଦେଲେ . .

ଗାଳି ଦେଲେ ବସ୍ , ଆଉ ବସଙ୍କୁ ପାନେ ଚଖାଇବାକୁ ତେଲ ଗୋଦାମରେ ନିଆଁ ଲଗାଇଦେଲେ ମହିଳା କର୍ମଚାରୀ

Passengers Push Aeroplane
ଆକାଶରେ ନ ଉଡି ଗଡିଲା ବିମାନ, ଦମ ଲଗେଇ ଠେଲିଲେ ଯାତ୍ରୀ

ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା...

UAE
ସପ୍ତାହରେ ସାଢ଼େ ଚାରି ଦିନ ୱର୍କିଂ ଡେ : ଏବେ କର୍ମଚାରୀଙ୍କୁ ମିଳିବ ଅଢ଼େଇ ଦିନର ଅଫ୍

ବିଶ୍ୱର ଅଧିକାଂଶ ଦେଶରେ ୫ ଦିନିଆ ସାପ୍ତାହିକ କାର୍ଯ୍ୟଦିବସ ରହିଛି । କିନ୍ତୁ କର୍ମଚାରୀଙ୍କୁ ଅଢ଼େଇ ଦିନ ଛୁଟି ଦେବାରେ ୟୁଏଇ ବିଶ୍ୱର ପ୍ରଥମ ଦେଶ ପାଲଟିଛି ।

Death Device
ଏ ମେସିନରେ ୧ ମିନିଟ୍ ରେ ଚାଲିଯିବ ଜୀବନ

ଶାନ୍ତିରେ ମରିବାକୁ ତିଆରି ହୋଇଛି ମେସିନ୍। ବିଭିନ୍ନ ଦୁରାରୋଗରେ ପୀଡ଼ିତ ଲୋକଙ୍କ ସହଜ ମୃତ୍ୟୁ ପାଇଁ ଏଭଳି ଏକ ମେସିନ ବାହାର କରିଛି ସ୍ୱିଜରଲାଣ୍ଡ। ଏହା କେଉଁ ମେସିନ ଏବଂ କିପରି କାମ କରିଥାଏ

100 Ft Long,26 Wheeler Car
କାର୍‌ ଭିତରେ ରହିଛି ସୁଇମିଂ ଫୁଲ ଓ ହେଲିପ୍ୟାଡ୍‌, ଜାଣନ୍ତୁ ଦାମ କେତେ?

ବିଶ୍ୱର ବିଳାସପୂର୍ଣ୍ଣ କାର୍‌। ଭିତରେ ରହିଛି ସୁଇମିଂ ଫୁଲ ସହ ହେଲିପ୍ୟାଡ୍‌, ଦାମ କେତେ ଜାଣିବା ଆପଣ ନିହାତି ଦରକାର...