• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Watch - Ukrainian Ammunition Depot Destroyed In Russian Missile Attack
ମିସାଇଲ ମାରି ୟୁକ୍ରେନର ଅସ୍ତ୍ରାଗାର ଉଡାଇଦେଲା ରୁଷ୍, ଦେଖନ୍ତୁ ସେହି ଭିଡିଓ…

ଯେତେ ଯାହା କଲେବି ଡରୁନାହିଁ ରୁଷ୍। ପ୍ରାୟ ମାସେ ହେଲାଣି ୟୁକ୍ରେନ୍ ଉପରେ କରି ଚାଲିଛି ଆକ୍ରମଣ। ଏବେ ମିସାଇଲ୍ ମାଡ଼ କରି ୟୁକ୍ରେନର ଅସ୍ତ୍ରାଗାରକୁ ଉଡାଇ ଦେଇଛି। ଯେଉଁ ଭିଡିଓ କେତେ ଭୟଙ୍କର ଥିଲା ଦେଖନ୍ତୁ...

'noodle crisis' in Indonesia
ଇଣ୍ଡୋନେସିଆରେ 'ନୁଡୁଲ ସଙ୍କଟ’, ମୂଲ୍ୟ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୨୮ତମ ଦିନ । ବର୍ତ୍ତମାନ ଏହ ସମୟରେ ଦୁଇ ଦେଶ ବହୁତ ଅସୁବିଧା ସହ ଯନ୍ତ୍ରଣା ଭୋଗୁଛି । ଏହା ନୁହେଁ ଯେ ଯୁଦ୍ଧ କେବଳ ଏହି ଦୁଇ ଦେଶ ଉପରେ ପଡିଛି। ୟୁକ୍ରେନ ବିବାଦର ଆଉ ଏକ ପ୍ରଭାବ ଇଣ୍ଡୋନେସିଆ ଉପରେ ମଧ୍ୟ ପଡିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଇଣ୍ଡୋନେସିଆରେ ବହୁଚର୍ଚ୍ଚିତ ‘ଇଣ୍ଡୋମି’ ନୁଡୁଲ୍ସର ସଙ୍କଟ ଦେଖାଦେଇଛି ।

Ukraine-Russia War;Russia Claims Using Hypersonic Missiles Against Ukraine
ଭୟଙ୍କର ହାଇପରସୋନିକ କ୍ଷେପଣାସ୍ତ୍ର, ୟାକୁ ଅଟକାଇ ପାରିବେନି ବିଶ୍ୱର କୌଣସି ଶକ୍ତି…

ବଡ଼ ଭୟଙ୍କର ହାଇପରସୋନିକ କ୍ଷେପଣାସ୍ତ୍ର। ବିଶ୍ୱର କୌଣସି ଶକ୍ତି ୟାକୁ ଅଟକାଇପାରିବନି….ପଡ଼ିବା ମାତ୍ରେ ସଫା ହୋଇଯିବ ପୂରା ଏରିଆ…

Russia Bans Facebook And Instagram, Here Are Details
ଆକ୍ସନ ମୋଡ୍‌ରେ ପୁଟିନ୍‌, ଋଷିଆରେ ବନ୍ଦ ହେଲା ଫେସବୁକ୍‌ ଓ ଇନଷ୍ଟା

ଯୁଦ୍ଧ ବେଳେ ଆକ୍ସନ ମୋଡ୍‌ରେ ପୁଟିନ୍‌। ଫେସବୁକ, ଇନଷ୍ଟା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ। ଏଣିକି ସୋସିଆଲ ସାଇଟ୍‌ରୁ ଦୂରେଇ ରହିବେ ଋଷିଆବାସୀ...ସୋସିଆଲ ମିଡିଆ ପ୍ଲାର୍ଟଫର୍ମକୁ ଚରମପନ୍ଥୀ ସହ ତୁଳନା କଲେ ପୁଟିନ୍‌

Vladimir Putin\'s Assassination Plot- Here\'s What Ukraine Intelligence Claims
ପୁଟିନ୍‌ଙ୍କୁ ମାରିବାକୁ ଚାଲିଛି ଷଡଯନ୍ତ୍ର, ଖାଇବାରେ ବିଷ ଦେଲା କିଏ?

ମହାଯୁଦ୍ଧ ବେଳେ ପୁଟିନ୍‌ଙ୍କୁ ମାରିବାକୁ କରାଯାଉଛି କି ବଡ଼ ଷଡଯନ୍ତ୍ର? ଖାଇବାରେ ବିଷ ଦେବାକୁ ସାହସ କଲା କିଏ? ଚମକାଇଦେଲା ଗୁଇନ୍ଦା ରିପୋର୍ଟ...

Ukraine-Russia War : Does Vladimir Putin Owns A 460ft Super Yacht ?
ଏହି ବନ୍ଦରରେ ସଜାଗ ପୁଟିନଙ୍କ ଗୁପ୍ତ ଜାହାଜ, ଯେଉଁଥିରେ ରହିଛି ଏସବୁ ସୁବିଧା...

ଯୁଦ୍ଧ ପରଠୁ ସବୁବେଳେ ଚର୍ଚ୍ଚାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍‌। କେତେବେଳେ ଝିଅକୁ ନେଇ ତ କେତେବେଳେ ରଣ କୌଶଳକୁ ନେଇ। ଆଜି ଆମେ କହୁଛୁ ପୁଟିନଙ୍କ ଗୁପ୍ତ ଜାହାଜ ବିଷୟରେ। ଯେଉଁଥିରେ ରହିଛି ହେଲିପ୍ୟାଡ୍-ସ୍ପା-ସେଲୁନ୍ ଭଳି ଅନେକ ସୁବିଧ

Russia Ukraine War
ଜେଲେନସ୍କିଙ୍କ ପ୍ରଶ୍ନ: ଋଷ୍‌କୁ ଭୟ କରୁଛି କି ନାଟୋ?

ୟୁକ୍ରେନ୍‌ରେ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍। 

India's praise on Imran's face
ଭାରତର ପ୍ରଶଂସାରେ ଶତମୁଖ ପାକ୍ ପିଏମ୍ ଇମ୍ରାନ୍

ଇସଲାମବାଦ: ଭାରତର ପ୍ରଶଂସାରେ ଶତମୁଖ ପାକ୍ ପିଏମ୍ ଇମ୍ରାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତର ସ୍ୱାଧୀନ ବିଦେଶ ନୀତିକୁ ପ୍ରଶଂସା କରିବା ସହ, ଏହା ଲୋକଙ୍କ ପାଇଁ ବୋଲି କହିଛନ୍ତି। ଖାଇବର୍ ପଖ୍ତୁଆନାରେ ଏକ ଜନସଭାକୁ ଉଦବୋଧନ ଦେଇ ଇମ୍ରାନ୍ କହିଛନ୍ତି ଯେ, ମୁଁ ହିନ୍ଦୁସ୍ତାନକୁ ସାବାସୀ ଦେଉଛି, କାରଣ ସେମାନଙ୍କର ସର୍ବଦା ସ୍ୱାଧୀନ ବିଦେଶ ନୀତି ରହିଛି।

Plane Crash In China
୧୩୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୩୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ବିମାନଟି ଦକ୍ଷିଣପଶ୍ଚିମ ଚୀନରେ କ୍ରାଶ୍‌ ହୋଇଯାଇଛି। ବିମାନ ଦୁର୍ଘଟଣାଗ୍ରସ୍ତର କାରଣ ଜଣାପଡ଼ି ନାହିଁ। 

Russia Ukraine war
ରୁଷ୍ ପାଖରେ ଆତ୍ମସମର୍ପଣ କରିବାକୁ ୟୁକ୍ରେନ ଅରାଜି

ବଡ଼ ବଡ଼ କୋଠା, ରିଲିଫ୍ କ୍ୟାଂପ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ୍।

Russian cosmonauts wear Ukraine flag colour space suits
ୟୁକ୍ରେନ୍‌କୁ ମିଳୁଛି ସମର୍ଥନ; ଋଷ୍ ମହାକାଶଚାରୀ ବି ବାଦ୍‌ ପଡିଲେ ନାହିଁ

ଋଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଋଷର ଲୋକମାନେ ମଧ୍ୟ ୟୁକ୍ରେନର ଲୋକଙ୍କୁ ସମର୍ଥନ କରୁଛନ୍ତି। ଏହି କାରଣରୁ ସେମାଙ୍କୁ ସମାଲୋଚିତ ହେବାକୁ ପଡୁଛି ଏହି ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଋଷ୍‌ର ମହାକାଶଚାରୀମାନେ ମଧ୍ୟ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଜଣାପଡିଛି।

PAK PM IMRAN KHAN
ଭାରତର ବିଦେଶୀ ନୀତିକୁ ପ୍ରଶଂସା କଲେ ପାକ୍ ପିଏମ୍ ଇମ୍ରାନ୍

ଆସନ୍ତା ୨୫ ତାରିଖରେ ପାକ୍ ସଂସଦରେ ଭୋଟିଂ ହେବ। 

Russia Ukraine War
କେବେ ଆଶ୍ୱସ୍ତି ପାଇବେ ଯୁଦ୍ଧ ଘନଘଟାରେ ଫସିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକ

କେବେ ଘଟିବ ଋଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ । କେବେ ଆଶ୍ୱସ୍ତି ପାଇବେ ଯୁଦ୍ଧ ଘନଘଟାରେ ଫସିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକ । ବାରମ୍ବାର ଆଲୋଚନା ସତ୍ତ୍ୱେ ଦୁଇ ପକ୍ଷ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିବା ବେଳେ, ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । 

Russia Ukraine War
ଥମିବାର ନାଁ ଧରୁନି ଯୁଦ୍ଧ ! ଟାର୍ଗେଟ୍‌ ପୁରଣ ନହେଉଥିବାରୁ ଅଧିକ ଉଗ୍ର ହେଉଛି ପୁଟିନ୍‌ ସେନା

ୟୁକ୍ରେନ ସେନା ଋଷିଆର ଜବରଦସ୍ତ ମୁକାବିଲା କରିବା ଓ ନିଜ ଯୋଜନା ଠିକଣାବାଟରେ ଆଗକୁ ବଢୁନଥିବାରୁ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି ପୁଟିନ ।

sri-lanka-cancels-school-exam
ଶ୍ରୀଲଙ୍କା ପାଖରେ କାଗଜ କିଣିବାକୁ ଟଙ୍କା ନାହିଁ : ପରୀକ୍ଷା ରଦ୍ଦ, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶରେ କାଗଜ କିଣିବାକୁ ମଧ୍ୟ ଟଙ୍କା ନାହିଁ

otv
ୟୁକ୍ରେନକୁ ଆତ୍ମଘାତୀ ଡ୍ରୋନ ଦେଲା ଆମେରିକା...ଋଷ୍‌ର ଗେମ୍‌ ଚେଞ୍ଜ କରିଦେବ ଏହି ଡ୍ରୋନ୍‌

ୟୁକ୍ରେନ-ଋଷିଆ ଯୁଦ୍ଧବେଳେ ୟୁକ୍ରେନକୁ ଆତ୍ମଘାତୀ ଡ୍ରୋନ ଦେଲା ଆମେରିକା। ଚିନ୍ତାରେ ପୁଟିନ୍‌ ସେନା...ଯୁଦ୍ଧରେ ଶତ୍ରୁଙ୍କୁ ସାବାଡ୍‌ କରିବା ସହ ଗେମ୍‌ ଚେଞ୍ଜ କରିଦେବ ଏହି ସ୍ୱତନ୍ତ୍ର ଡ୍ରୋନ୍‌...

Russia Ukrain War
୨୫ ଦିନରେ ପହଞ୍ଚିଛି ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ

୨୫ ଦିନର ଏହି ଯୁଦ୍ଧରେ ୮୪୭ ଜଣ ୟୁକ୍ରେନିୟ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ୟୁଏନ୍ ହ୍ୟୁମାନ ରାଇଟ୍ ଅଫିସ

  • Sunday, 20 March 2022
Russia-Ukraine War
ରାତିକ ଭିତରେ ୬୯ ସେନା ଭିତ୍ତିଭୂମି ଧ୍ୱଂସ କଲା ଋଷିଆ

ୟୁକ୍ରେନ୍ ବି ଜବାବୀ ହମ୍‌ଲା ଜୋରଦାର କରିଛି। 

Russia Ukraine War
ୟୁକ୍ରେନ ଉପରେ ରୁଷର ହାଇପରସୋନିକ୍ ମିଜାଇଲ ମାଡ଼

ରୁଷିଆର କିନଜାଲ୍ ହାଇପରସୋନିକ୍ ମିଜାଇଲର ଗତି ଶବ୍ଦ ଗତିର ୧୦ ଗୁଣା।

Imran Khan
ନିଜ ଦଳରେ ଇମ୍ରାନ୍‌ଙ୍କୁ ଝଟକା, କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସାଂସଦ 

ଟଳମଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆସନ । ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ତାଙ୍କରି ଦଳ PTIର ସାଂସଦ ।

Joe Baiden and Xi Jinping
ଯୁଦ୍ଧରେ କାହାରି ହିତସାଧନ ହେବ ନାହିଁ: ଜିନପିଙ୍ଗ୍‌

ଋଷ ୟୁକ୍ରେନ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଅଲୋଚନା ହୋଇଥିଲା ।

 Ukraine Russia War
ୟୁକ୍ରେନରେ ଦାରୁଣ ମାନବୀୟ ସଂକଟ : ବାସହରା ଲକ୍ଷ ଲକ୍ଷ ଲୋକେ

ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ । ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ । ୟୁକ୍ରେନର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ ଅତି ଦୟନୀୟ

Russia Ukraine War
୨୩ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ

ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ, ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ। ଇଏ ୟୁକ୍ରେନ୍‌ର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ।

Russia Ukraine War
୨ଟି ଜୀବନ ରକ୍ଷାକାରୀ ଔଷଧ ହିଁ ଆମକୁ ଲୋଡ଼ା: WHO

ଋଷ ବ୍ଲାକ୍ ସିରୁ ଲିଭିବ୍‌ରୁ ୬ଟି ମିଜାଇଲ୍ ଛାଡ଼ିଥିବା ବେଳେ, ସେଥିରୁ ୨ଟିକୁ ଆକାଶମାର୍ଗରେ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍। 

Ukraine-Russia War
ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି: ଦେଶ ସହ ବିଶ୍ୱାସଘାତକ କଲେ ହେବ ମୁଣ୍ଡକାଟ

ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି। ଯୁଦ୍ଧବେଳେ ଯେଉଁମାନେ ବିଶ୍ୱାସଘାତକ କରିଛନ୍ତି ସେମାନଙ୍କର ହେବ ମୁଣ୍ଡକାଟ। ଆମେରିକା ଓ ଏହି ଦେଶକୁ ନେଇ ଦେଲେ କଡ଼ା ଟିପ୍ପଣୀ