• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Russia Ukraine War
୧୧ ଦିନର ଘମାଘୋଟ ଯୁଦ୍ଧ ପରେ ବି, ଋଷୀୟ ସେନା ପାଇଁ ଅପହଞ୍ଚ ୟୁକ୍ରେନ୍ ରାଜଧାନୀ କିଭ୍

୧୧ ଦିନର ଘମାଘୋଟ ଯୁଦ୍ଧ ପରେ ବି, ଋଷୀୟ ସେନା ପାଇଁ ଅପହଞ୍ଚ ୟୁକ୍ରେନ୍ ରାଜଧାନୀ କିଭ୍ । ରାଜଧାନୀ ଦଖଲ ପୂର୍ବରୁ ପାଓ୍ୱାର୍ ପ୍ଲାଣ୍ଟ୍ ଓ ଏୟାର୍ ବେସ୍ ଉପରେ ଆକ୍ରମଣ ଜାରି ରଖିଛି ଋଷୀୟ ସେନା । 

Russia Ukraine War
ଘମାଘୋଟ୍‌ ହେଉଛି ଯୁଦ୍ଧ ! କିଭ୍‌ କବ୍‌ଜା ଋଷ ପାଇଁ ଏବେ ବି ସ୍ୱପ୍ନ, ୧୧ ହଜାର ସୈନ୍ୟ ହେଲେଣି ନିହତ

ୟୁକ୍ରେନ୍ ୧୧ ଦିନରେ ୧୧ ହଜାର ଋଷୀୟ ସୈନ୍ୟଙ୍କୁ ମାରିଥିବା ଦାବି କରିଛି । ତେବେ ବର୍ତ୍ତମାନ ସ୍ଥିତିରେ ୟୁକ୍ରେନ୍ ପାଇଁ ଚ୍ୟାଲେଞ୍ଜ ହୋଇଛି ସାଧାରଣ ନାଗରିକଙ୍କୁ ଓ୍ୱାର୍‌ଜୋନ୍‌ରୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ।

Ukraine Crisis
ଭାରତ ସରକାରଙ୍କୁ ୟୁକ୍ରେନ୍‌ର ଅପିଲ୍ : ଋଷିଆ ସହ ଭଲ ବନ୍ଧୁତା ଥିବାରୁ ଆକ୍ରମଣ ରୋକିବାକୁ କରନ୍ତୁ ନିବେଦନ

ଯୁଦ୍ଧ ବନ୍ଦ କରିବାକୁ ନିବେଦିନ । ଭାରତର ସାହାଯ୍ୟ ଭିକ୍ଷା କଲା ୟୁକ୍ରେନ୍‌ ।

russia ukrain war
ଋଷିଆର ଆକ୍ରମଣକୁ ଡରି ପୋଲାଣ୍ଡ ପଳାଇଲେ ଜେଲେନସ୍କି?

ଋଷିଆର ଭୟଙ୍କର ଆକ୍ରମଣକୁ ଦେଖି ଦେଶ ଛାଡ଼ି ପୋଲାଣ୍ଡ ପଳାଇଲେ ଜେଲେନସ୍କି? ଋଷିଆ ଗଣମାଧ୍ୟମ ଦେଲା ଚାଚଂଲ୍ୟକର ତଥ୍ୟ, ସେପଟେ ୟୁକ୍ରେନ ପ୍ରଧାନମନ୍ତ୍ରୀ କହିଲେ

ukrine
ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ପାଇଁ ମସିହା : ମୃତ୍ୟୁକୁ ଭୟ ନକରି ଲୋକଙ୍କୁ ଉଦ୍ଧାର କରୁଛନ୍ତି ରୋନକ୍‌

ରୋନକ୍‌ ୟୁକ୍ରେନ ଭିତରେ ପଶି ଜଣେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ମାସର ଶିଶୁକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି । କେବଳ ମା’ ଓ ପିଲାଙ୍କୁ ନୁହେଁ ୟୁକ୍ରେନରୁ ଅନେକ ସଂଖ୍ୟକ ଲୋକଙ୍କୁ ଉଦ୍ଧାର କରୁଛନ୍ତି ସେ ।

attack
ମରିପଲ୍ ସହର ଉପରେ ଘନଘନ ବୋମାମାଡ଼ : ବିଦ୍ୟୁତ, ଜଳ, ଖାଦ୍ୟ ଯୋଗାଣ ଓ ଗମନାଗମନ ସଂପୂର୍ଣ୍ଣ ବିଚ୍ଛିନ୍ନ

ମରିପଲ ସହର ଉପରେ ରୁଷୀୟ ସେନାଙ୍କ ନଜର । ଅସ୍ତ୍ରବିରତି ଉଲ୍ଲଂଘନ ପରେ ଋଷିଆ ଆଜି ମରିପଲ ଉପରେ ଘନ ଘନ ଆକ୍ରମଣ ହେଉଛି ।

war
ୟୁକ୍ରେନ-ରୁଷିଆ ଯୁଦ୍ଧର ଏକାଦଶ ଦିନ : ୟୁକ୍ରେନର ବିଭିନ୍ନ ସହର ଉପରେ ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଜାରି

ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ୍ ନସୁଧୁରିଲେ ତାର ଭବିଷ୍ୟତ ବିପଦରେ ବୋଲି ପୁଣିଥରେ ପୁଟିନ୍ ଚେତାବନୀ ଦେଇଛନ୍ତି ।

Refugee Crisis
ୟୁକ୍ରେନ୍ ଛାଡ଼ି ଚାଲିଯାଉଛନ୍ତି ଲକ୍ଷଲକ୍ଷ ୟୁକ୍ରେନବାସୀ...

ଘର ଗଲା, ବ୍ୟବସାୟ ଗଲା। ଜୀବନ ସାରା ଯାହା ଅର୍ଜି ଥିଲେ ତାହା ବି ଗଲା। ପରିସ୍ଥିତି ଏପରି ହୋଇଛି କି, ପରିଚୟ ବି ବଦଳି ଯାଇଛି ୟୁକ୍ରେନ୍। ନାଗରିକରୁ ପାଲଟି ଯାଇଛନ୍ତି ଶରଣାର୍ଥୀ। ଜନବସତିପୂର୍ଣ୍ଣ ଅଞ୍ଚଳରେ ଋଷର ଆକ୍ରମଣ ବଢୁଥିବାରୁ ପ୍ରାଣ ବିକଳରେ ଦେଶ ଛାଡି ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି ହଜାର ହଜାର ୟୁକ୍ରେନ୍ ନାଗରିକ।

Russia Ukraine War
ନାଟୋର ନିଷ୍ପତ୍ତିକୁ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି କ୍ଷୁବ୍ଧ

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପ୍ରୟୋଗ ଲାଗି ପୁତିନ ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ନେଇଚାଲିଛନ୍ତିି।

Ukraine Russia War
"ଆମେ ରିସ୍କ ନେଉଛୁ, ଯଦି କିଛି ହୁଏ ତ ଏଥିପାଇଁ ସରକାର ଦାୟୀ"

ସୁମି ଷ୍ଟେଟ ୟୁନିଭର୍ସିଟି କ୍ୟାମ୍ପସରୁ ଆସିଥିବା ଏହି ଭିଡିଓରେ, ଛାତ୍ରମାନେ ବରଫରେ ଛିଡ଼ା ହୋଇ ଋଷିଆ ସୀମା ଆଡକୁ ଯିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ପତାକା ଧରିଛନ୍ତି ।

 ୟୁକ୍ରେନ୍-ରୋମାନିଆ ସୀମାର ଦୃଶ୍ୟ
ନାଗରିକରୁ ଏବେ ଶରଣାର୍ଥୀ ପାଲଟିଗଲେ ୟୁକ୍ରେନ୍‌ବାସୀ

ଗୋଟିଏ ପଟେ ଯୁଦ୍ଧ ବିଭୀଷିକା, ଅନ୍ୟପଟେ ଆତ୍ମୀୟ ସ୍ୱଜନଙ୍କୁ ଫେରି ପାଇବାର ତୃପ୍ତି। 

putin
ପୁଟିନଙ୍କ ପ୍ଲାନ : ଟାର୍ଗେଟରେ ଜେଲେନସ୍କି, ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଚାଲିଛି ମସୁଧା

ଭୟଙ୍କର ପ୍ଲାନ କରୁଛନ୍ତି ପୁଟିନ୍‌। ଜେଲେନସ୍କିଙ୍କ ମୁଣ୍ଡ ଗଡ଼ାଇବା ସହ ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ମହାଖୁଲାସା ହେବା ପରେ....

Russia Ukraine Crisis
ପୂରା ବିଶ୍ୱ ଉପରେ ଋଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ : ବନ୍ଦ ହୋଇଯାଇପାରେ କାର ଓ ମୋବାଇଲ ଉତ୍ପାଦନ

ଏବେଠୁ ମହାଯୁଦ୍ଧର ପଡ଼ିଲାଣି ପ୍ରଭାବ। ଚିପ୍‌ ମିଳୁନଥିବାରୁ ବିଶ୍ୱରେ ବନ୍ଦ ହୋଇପାରେ କାର ଓ ମୋବାଇଲ ଉତ୍ପାଦନ। ସେପଟେ ୩୦ ଟଙ୍କା ଉପରେ ବଢିଲା ତୈଳ ଦର

Cyber Attack
ୟୁରୋପରେ ବଡ଼ ଧରଣର ‘ସାଇବର ଆଟାକ୍‌’ ଆଶଙ୍କା, ହଜାର ହଜାର ସଂଖ୍ୟକ ୟୁଜର୍ସ ହେଲେ ଅଫ୍‌ଲାଇନ୍‌

ୟୁରୋପରେ ‘ସାଇବର ଆଟାକ୍‌’ ନେଇ ଆଶଙ୍କା କରାଯାଉଛି। ଏହାଦ୍ୱାରା ଅନେକ ଦେଶର ହଜାର ହଜାର ସଂଖ୍ୟକ ଇଣ୍ଟରନେଟ୍‌ ୟୁଜର୍ସ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

medical student
ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି : ଭାରତରେ କରିପାରିବେ ଇଣ୍ଟର୍ନସିପ୍‌

ବର୍ତ୍ତମାନ ନିମୟ ଅନୁସାରେ ବିଦେଶର ମେଡିକାଲ୍ କଲେଜରୁ ପଢ଼ା ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଭାରତ ବାହାରେ ତାଲିମ ନେବା ସହ ଇଣ୍ଟର୍ନସିପ୍ କରିବାକୁ ପଡ଼ିଥାଏ

Russia-Ukraine War
ଋଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ବଡ଼ ଖବର

ଋଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁକ୍ରେନର ଖାରକିଭ୍ ଏବଂ ଅନ୍ୟ ଏକ ସହରରେ ସାମୟିକ ଅସ୍ତ୍ରବିରତି ନେଇ ଋଷିଆ ଘୋଷଣା କରିଛି। 

Russia Ukraine war photos people take shelter in school infant in bunker
ୟୁକ୍ରେନ-ଋଷିଆ ଯୁଦ୍ଧରେ ବଳି ପଡୁଛନ୍ତି ସାଧାରଣ ଜନତା

ବିଗତ ୯ ଦିନ ହେଲାଣି ଋଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଆଜିକୁ ଦଶମ ଦିନରେ ପହଞ୍ଚିଛି ଏହି ଯୁଦ୍ଧ ହେଲେ ସ୍ଥିତି ସୁଧୁରିବାର ନାଁ ଧରୁନି । ଫଳରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଚାରା ପେଷି ହେଉଛନ୍ତି ସାଧାରଣ ଜନତା । ଦେଖନ୍ତୁ ଯୁଦ୍ଧ ସମୟର କିଛି ବିକଳ ଚିତ୍ର...

Mass resignation
ରୁଷିଆ ମାଟିରେ ମଧ୍ୟ ପ୍ରତିବାଦର ସ୍ୱର, ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀଙ୍କ ସାମୂହିକ ଇସ୍ତଫା

ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ରୁଷିଆ ମାଟିରେ ମଧ୍ୟ ପ୍ରତିବାଦର ସ୍ୱର । ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ରୁଷିଆର ଏକ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀଙ୍କ ସାମୂହିକ ଇସ୍ତଫା । କାର୍ଯ୍ୟକ୍ରମ ପ୍ରସାରଣ ଚାଲୁଥିବା ବେଳେ ଲାଇଭ୍ ଇସ୍ତଫା ଦେଲେ ସମସ୍ତେ ।

Russia Ukraine Crisis
ୟୁକ୍ରେନର ସମସ୍ତ କ୍ଷତି ଭରଣା କରିବେ ପୁଟିନ୍‌ ସରକାର

ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ଆଜି ପର୍ଯ୍ୟନ୍ତ ଯାହା ବି କ୍ଷତି ହୋଇଛି ସବୁର କ୍ଷତି ପୂରଣ ଦେବ ଋଷିଆ ! ଯୁଦ୍ଧ ସମୟରେ ଏମିତି ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଜାଣନ୍ତୁ କଣ ରହିଛି ପୂରା ଘଟଣା

Ukrainian president Volodymyr Zelenskyy
ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଠିକଣାର ଖୁଲାସା : ବଙ୍କର ଭିତରେ ଅଛନ୍ତି ଜେଲେନସ୍କି, ପ୍ରଭାବ ପକାଇ ପାରିବନି ପରମାଣୁ ଆକ୍ରମଣ

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଜାରି ରହିଥିବା ବେଳେ ଋଷିଆ କ୍ରମାଗତ ଭାବରେ ଦାବି କରୁଛି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶ ଛାଡି ପୋଲାଣ୍ଡକୁ ପଳାୟଳ କରିଛନ୍ତି । ଅନ୍ୟପଟେ ଜେଲେନସ୍କି ଏକଥାକୁ ଖଣ୍ଡନ କରିବା ସହ ୟୁକ୍ରେନରେ ଥିବା କଥା କହିଛନ୍ତି

Ukraine Russia War
ଦାବି ମାନିଲେ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ, ପୁଟିନ ରଖିଲେ ଏମିତି ସର୍ତ୍ତ...

ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଅଭିଯୋଗକୁ ପୁଟିନ ଖଣ୍ଡନ କରିଛନ୍ତି। ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଖବର ମିଥ୍ୟା। ଏନେଇ ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

2 American space scientists are imprisoned in Russ
ଋଷ୍‌ରେ ଫସିଯାଇଛନ୍ତି ଦୁଇ ଆମେରିକୀୟ ବୈଜ୍ଞାନିକ

ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱ ବର୍ତ୍ତମାନ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଉଛି। ଏହି ବିପଦ ମଧ୍ୟରେ ଦୁଇ ଜଣ ଆମେରିକୀୟ ବୈଜ୍ଞାନିକ ଋଷ୍‌ର ରାଜଧାନୀ ମସ୍କୋରେ ଏକ କ୍ୟାପ୍‌ସୁଲ୍‌ରେ ଫସି ଯାଇଛନ୍ତି।

Ukraine-Russia War- Zelensky Says Putin Will Reimburse Damages In Ukraine
ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ୟୁକ୍ରେନର ସବୁ କ୍ଷତି ଭରଣା କରିବ ଋଷିଆ !

ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ଆଜି ପର୍ଯ୍ୟନ୍ତ ଯାହା ବି କ୍ଷତି ହୋଇଛି ସବୁର କ୍ଷତି ପୂରଣ ଦେବ ଋଷିଆ ! ଯୁଦ୍ଧ ସମୟରେ ଏମିତି ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଜାଣନ୍ତୁ କଣ ରହିଛି ପୂରା ଘଟଣା

Ukraine-Russia War- China Was Aware About Russia\'s Invasion Plan
ଚୀନ ଇସାରା ପରେ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କଲା ଋଷିଆ !

ଚୀନର ଇସାରା ପରେ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କଲା ଋଷିଆ ! ୟୁକ୍ରେନ-ଋଷିଆ ମହାଯୁଦ୍ଧ ନେଇ ପୂର୍ବରୁ ସବୁ ପ୍ଲାନ ଜାଣିଥିଲା ବେଜିଂ? କେବଳ ଏହି ଦିନ ପରେ ଆକ୍ରମଣ କରିବାକୁ ପୁଟିନ୍‌ଙ୍କୁ ଅନୁରୋଧ କରିଥିଲେ ଜିନପିଙ୍ଗ୍‌

Ukraine-Russia War Crisis- Will Production Of Cars & Mobile Chips Get Affected ?
ପୂରା ବିଶ୍ୱ ଉପରେ ମହାଯୁଦ୍ଧର ପ୍ରଭାବ। ବନ୍ଦ ହୋଇଯାଇପାରେ କାର ଓ ମୋବାଇଲ ଉତ୍ପାଦନ

ଏବେଠୁ ମହାଯୁଦ୍ଧର ପଡ଼ିଲାଣି ପ୍ରଭାବ। ଚିପ୍‌ ମିଳୁନଥିବାରୁ ବିଶ୍ୱରେ ବନ୍ଦ ହୋଇପାରେ କାର ଓ ମୋବାଇଲ ଉତ୍ପାଦନ। ସେପଟେ ୩୦ ଟଙ୍କା ଉପରେ ବଢିଲା ତୈଳ ଦର