ଟ୍ୱିଟର ଅଧିଗ୍ରହଣ ଡିଲ୍କୁ ସାମୟିକ ସ୍ଥଗିତ ରଖିଲେ ଏଲନ ମସ୍କ ।
୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଲେ ଏଲନ ମସ୍କ। ଏହି ଟଙ୍କାରେ ଶ୍ରୀଲଙ୍କା ଋଣମୁକ୍ତ ହୋଇପାରେ। ଦୁଇ ବର୍ଷ ପାଇଁ ଭାରତରେ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଇପାରେ। AIIMS ପରି ୧୫୦ଟି ଡାକ୍ତରଖାନା ନିର୍ମାଣ ହୋଇପାରେ।