ରିପୋର୍ଟରେ ଦର୍ଶାଯାଇଛି ଯେ ଏଲୋନ୍ ମସ୍କ ଏଥିପାଇଁ ଟ୍ୱିଟର କମ୍ପାନୀକୁ ଏକ ଅଫର ଦେଇଛନ୍ତି । ଏଲୋନ୍ ମସ୍କ କହିଛନ୍ତି ଯେ, ଟ୍ୱିଟରରେ ଅନେକ ସମ୍ଭାବନା ଅଛି ଏବଂ ସେ ଏହାକୁ ଅନଲକ୍ କରିବାକୁ ଚାହୁଁଛନ୍ତି ।
ଏବେ ବିପଜ୍ଜନକ ହୋଇଯିବେ କି ଇମ୍ରାନ୍ ଖାନ୍ ? ନିଜେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ।
ମହାଯୁଦ୍ଧ ବେଳେ ପୁଟିନ୍ଙ୍କ ଖାସ୍ ଲୋକକୁ ବାନ୍ଧିନେଲା ୟୁକ୍ରେନ୍। ଚିନ୍ତାରେ ମସ୍କୋ...ପୁଟିନ୍ ସରକାର ଛାଡ଼ିବାକୁ ଦେଲା ପରାମର୍ଶ। ହେଲେ ଜେଲେନସ୍କି କହିଲେ ଯଦି ତୁମେ ଆମର ଏଇ କଥା ମାନିବ ତେବେ...ଜାଣନ୍ତୁ କଣ ସର୍ତ୍ତ ରଖିଲା ୟୁକ୍ରେନ୍
ୟୁକ୍ରେନ-ଋଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିରୋଧୀ ନେତା ଭିକ୍ଟର ମେଡ୍ଭେଡ୍ଚୁକ୍ (Viktor Medvedchuk)ଙ୍କୁ ୟୁକ୍ରେନ ହେପାଜତକୁ ନେଇଥିବା ଦାବି କରିଛି। ଏନେଇ ୟୁକ୍ରେନ ଗୁଇନ୍ଦା ଏଜେନ୍ସି SBU ପକ୍ଷରୁ କିଛି ଫଟୋ ଜାରି କରାଯାଇଛି।
ଶ୍ରୀଲଙ୍କାର ସ୍ଥିତି ପାଇଁ ସରକାର ହିଁ ଦାୟୀ : ବିରୋଧୀ ଦଳ ନେତା
ଶ୍ରୀଲଙ୍କା ବାହ୍ୟ ଋଣ ଶୁଝିପାରିବେନି ବୋଲି ସିଧାସଳଖ ଘୋଷଣା କରିଦେଇଛି କଲମ୍ବୋ ।
ପାକ୍ ଅଧିକୃତ କାଶ୍ମୀରେ ଗଣବଳାତ୍କାରର ଶିକାର ହୋଇଥିବା ଜଣେ ମହିଳା ମୋଦିଙ୍କ ସାହାଯ୍ୟ ଲୋଡିଛନ୍ତି ।
ପାକ୍ ପ୍ରଧାନମନ୍ତ୍ରୀଙ୍କୁ ନେଇ ବଢୁଛି ଚର୍ଚ୍ଚା। ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ପାଞ୍ଚ ପାଞ୍ଚ ବିବାହ କରିଛନ୍ତି ଶେହବାଜ୍ ସରିଫ୍। ପୁଣି କେଉଁ ସ୍ତ୍ରୀର ୫ ପିଲା ତ ଆଉ କେଉଁ ସ୍ତ୍ରୀର ପିଲା ସଂଖ୍ୟା...
ଶାହାବାଜ୍ ଶରିଫଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ପାକିସ୍ତାନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି । ଜଣେ ପ୍ରଧାନମନ୍ତ୍ରୀଙ୍କଠାରେ ଏହା ଶୋଭନୀୟ ନୁହେଁ ବୋଲି ଅନେକ ଉଲ୍ଲେଖ କରିଛନ୍ତି ।
ରୁଷିଆ-ୟୁକ୍ରେନ୍ ପ୍ରସଙ୍ଗରେ ନିଜସ୍ୱ ନିଷ୍ପତ୍ତି ନେବ ଭାରତ । ରାଷ୍ଟ୍ରପତି ବାଇଡେନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଭିଡିଓ କନ୍ଫେରେନ୍ସିଂରେ ଆଲୋଚନା ପରେ ହ୍ୱାଇଟ୍ହାଉସ ଏହା କହିଛି ।
ବର୍ତ୍ତମାନ ସମୟରେ ଡିଫଲଟର୍ ହୋଇଛି ଶ୍ରୀଲଙ୍କା । ଏମିତିକି ଆବଶ୍ୟକ ସାମଗ୍ରୀ ଆମଦାନୀ କରିବାକୁ ବି ଶ୍ରୀଲଙ୍କା ପାଖରେ ବୈଦେଶିକ ମୁଦ୍ରା ନିଅଣ୍ଟ ପଡ଼ୁଛି ।
ରୁଷିଆ- ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ରୁଷିଆକୁ ଆର୍ଥିକ ସ୍ତରରେ ଏକଘରିରିକିଆ କରି ଯୁଦ୍ଧ ବନ୍ଦ କରିବାର ସବୁ ପ୍ରକାର ଉଦ୍ୟମ କରୁଛି ଆମେରିକା ।
୭୦ ବର୍ଷୀୟ ଶାହବାଜ ଶରିଫ୍ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଏକ ପଞ୍ଜାବୀ ଭାଷାଭାଷି କାଶ୍ମୀରୀ ପରିବାରରେ ଜନ୍ମ ନେଇଥିଲେ । ସ୍ୱାଧୀନତା ପୂର୍ବରୁ ତାଙ୍କ ବାପା କାଶ୍ମୀର ଅନନ୍ତନାଗରୁ ପଞ୍ଜାବ ଅମୃତସର ଆସି ବ୍ୟବସାୟ କରୁଥିଲେ ଏବଂ ଦେଶ ବିଭାଜନ ପରେ ପୂରା ପରିବାର ଲାହୋର୍ ପଳାଇ ଯାଇଥିଲା
୪୨ ବର୍ଷିୟ ଅକ୍ଷତାଙ୍କ ପାଖରେ ଇନଫୋସିସରେ ପ୍ରାୟ ୧ ବିଲିୟନ ଡଲାରର ସେୟାର ରହିଛି । ଯେଉଁଥିଲାଗି ସେ ବ୍ରିଟେନ୍ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଠାରୁ ମଧ୍ୟ ଅଧିକ ଧନୀ ବୋଲି କୁହାଯାଉ
ଗତ ୯ ତାରିଖ ରାତି ପ୍ରାୟ ୧୦ଟା ବେଳେ ତାଙ୍କ ସରକାରୀ ବାସଭବନରେ ଓହ୍ଲାଇଥିଲା ଏକ ହେଲିକପ୍ଟର । ଏଥିରେ ଜେନେରାଲ ଫୟାଜ୍ ହମିଦ୍ ଆସିଥିବା ଇମ୍ରାନ ଅନୁମାନ କରୁଥିଲେ । ମାତ୍ର ଯେତେବେଳେ ଜେନେରାଲ ବାଜଓ୍ୱା ଓ ଆଇଏସଆଇ ଡିଜି ନଦୀମ୍ ଅଂଜୁମଙ୍କୁ ଦେଖି ଇମ୍ରାନଙ୍କ ହୋସ୍ ଉଡିଯାଇଥିଲା
ଭାରତ-ପାକିସ୍ତାନ ସଂପର୍କରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କାଶ୍ମୀର । କାଶ୍ମୀର ପ୍ରସଙ୍ଗକୁ ନେଇ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଏହାର ଆଭିମୁଖ୍ୟ ପରିବର୍ତ୍ତନ ନ କରିଛି, ସେପର୍ଯ୍ୟନ୍ତ ଦୁଇ ଦେଶର ସଂପର୍କ ସ୍ୱାଭାବିକ ହେବାର ପ୍ରଶ୍ନ ହିଁ ଉଠୁନି
ସୁନା ଗହଣା ଥିଲେ କଣ ହେବ? ତାକୁ ଦେଖିଲେ କଣ ପେଟ ପୂରିବ? ଏମିତି କହି ନିଜର ପିନ୍ଧା ସୁନା ଗହଣା ବିକି ଦେଉଛନ୍ତି ଶ୍ରୀଲଙ୍କା ଲୋକେ। କାରଣ ଏଠି ବଂଚିବା କଷ୍ଟକର ହୋଇ ପଡିଛି। ପେଟ ପାଇଁ ସୁନା ବିକି ଦେଉଛନ୍ତି ଏଠାକାର ଲୋକେ...
ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ ଶାହାବାଜ ସରିଫ୍ ।
ଋଷିଆ ବିରୋଧରେ ଆହୁରି କଠୋର ହୋଇଛି ଆମେରିକା। ଏଥର ଆମେରିକା ଟାର୍ଗେଟରେ ଋଷିଆର ରାଷ୍ଟ୍ରପତି ପୁଟିନଙ୍କ ଦୁଇ ଝିଅ। ସାର୍ବଜନୀନ ସ୍ଥାନରେ କମ୍ ନଜର ଆସୁଥିବା ପୁଟିନଙ୍କ ଦୁଇ ଝିଅଙ୍କୁ ଆମେରିକା କଟକଣାର ସାମ୍ନା କରିବାକୁ ପଡ଼ିଛି...
ରାଜଧାନୀ କିଭ୍ ସହର ରାସ୍ତାରେ ବୁଲୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି। ସାଙ୍ଗରେ ଅଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ପୁଣି ଚୀନରେ କାୟା ମେଲାଇଛି କରୋନା। ପରିସ୍ଥିତି ସାଙ୍ଘାତିକ ହେଉଥିବାରୁ ଲକଡାଉନର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ସାଙ୍ଘାଇ ସହରରେ ଜରୁରୀ ସାମଗ୍ରୀ ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଲୋକେ।
ବିଶ୍ୱକୁ ଡରାଇବା ଆରମ୍ଭ କରି ଦେଲେଣି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ପାଖେ ପାଖେ ଲଖୁଛନ୍ତି ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍। ପୁଟିନ୍ ଯୁଆଡେ ଯାଉଛନ୍ତି, ତାଙ୍କ ପଛେ ପଛେ ଜଣେ ବ୍ୟକ୍ତି କଳା ରଙ୍ଗର ବ୍ରିଫକେସ୍ ଧରି ବୁଲୁଛନ୍ତି।
ଋଷ-ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ମୂଳଦୁଆ ପକାଇଛି। ଏବେ ଦେଶ ଦେଶ ମଧ୍ୟରେ ଲାଗି ରହିଛି ମନାନ୍ତର ଓ ମତାନ୍ତର ପରିସ୍ଥିତି।
କଥାଟା ଟିକେ ଅଡୁଆ ଲାଗୁଥିଲେ ବି ପ୍ରକୃତ କଥା ଜାଣିଲେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ। ପୂରା ଘଟଣା ଜାଣିଲେ କେଇ ମିନିଟରେ ଆପଣଙ୍କ ଆଖିରୁ ଝରି ପଡିବ ଦୁଇ ଟୋପା ଲୁହ।
ପଡ଼ୋଶୀ ଦେଶର ରାଜନୈତିକ ଦୃଶ୍ୟପଟ୍ଟ ଲଗାତର ବିଗିଡ଼ିବାରେ ଲାଗିଛି । ଗୋଟିଏପଟେ ଆଜି ପାକିସ୍ତାନରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ରାସ୍ତାରେ ଇମ୍ରାନ ସମର୍ଥକଙ୍କ ଭିଡ ଜମିଛି ।