ସବୁବେଳେ ଚର୍ଚ୍ଚାରେ ରହିବାକୁ ଚାହେଁ ଚୀନ୍। ଏଇ ସୋମବାର ଦିନ ହଠାତ୍ ଚୀନର ଆକାଶ ହୋଇଗଲା ଲାଲ୍। ଯାହାକୁ ଦେଖି ତାଜୁବ ହୋଇଗଲେ ଲୋକେ। କାହିଁକି ଏମିତି ହେଲା?
ନିକଟରେ ଟ୍ୱିଟର କିଣିଥିବା ଏଲୋନ୍ ମସ୍କ ସ୍ପଷ୍ଟ କରିଛନ୍ତି , ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ରିଷ୍ଟୋର କରାଯିବ ।
ବିକ୍ଷୋଭ, ସଂଘର୍ଷ, ପୋଡ଼ାଜଳା, ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ସିଂହଳୀଙ୍କ ରାଗ ଚରମ ସୀମାରେ ପହଞ୍ଚିବା ଥିବା ବେଳେ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଉପଡିଛି ସ୍ଥିତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ, ନାରାବାଜି ଓ ହିଂସାକାଣ୍ଡ ଭିତରେ ମହିନ୍ଦା ରାଜପାକସେ ପଦରୁ ଇସ୍ତଫା ଦେଇଥିଲେ ।
ଜଳୁଛି ଶ୍ରୀଲଙ୍କା । ଉଗ୍ର ରୂପ ଧାରଣ କରିଛି ସରକାର ବିରୋଧୀ ଜନ ଆନ୍ଦୋଳନ । ଗତକାଲି ରାଜଧାନୀ କଲମ୍ବୋ ସମେତ ସାରା ଦେଶରେ ବ୍ୟାପକ ହିଂସା ଓ ପୋଡ଼ାଜଳା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକସେ ।
କିଛି କ୍ଷଣ ପାଇଁ ଖେଳାଳିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା , ହେଲେ ସେଭଳି କିଛି ବଡ ଘୋଷଣା କରାଯାଇନି ।
ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ସତ୍ତ୍ୱେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଚିନ୍ତା ବଢ଼ିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି।
ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ପ୍ରଧାନମନ୍ତ୍ରୀ ରାଜପକ୍ଷ ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି ।
ଜେଲେନ୍ସ୍କି ନିଜର ପ୍ରିୟ ଜ୍ୟାକେଟ୍କୁ ଲଣ୍ତନ୍ରେ ବିକ୍ରି କରି ଦେଶ ପାଇଁ କିଛି ପାଣ୍ଠି ସଂଗ୍ରହ କରିଛନ୍ତି ।
ଆମେରିକୀୟଙ୍କ ହୃଦୟ ୟୁକ୍ରେନବାସୀଙ୍କ ସହିତ ଅଛି। ୟୁକ୍ରେନ ସହିତ ଅଛି ଆମେରିକା।
କେନ୍ଦ୍ର ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟକୁ ସଂପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରିଦେଇଛନ୍ତି । ଏହା ତଥ୍ୟଭିତ୍ତିକ ଓ ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଇଛି ।
ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା । ଡଲାର ପିଛା ଟଙ୍କାର ମୂଲ୍ୟ ୬୬ ପଇସା ହ୍ରାସ ପାଇଛି ।
ଡ୍ରୋନ୍ ଆକ୍ରମଣରେ ରୁଷୀୟ ପାଟ୍ରୋଲିଂ ବୋଟ୍ରେ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।
ଜୁନ୍ ୨ରୁ ୫ ତାରିଖ, ଏହି ୪ ଦିନ ମହାରାଣୀଙ୍କ ଉଦ୍ଦେଶ୍ୟରେ ବଡ଼ ଧୁମଧାମରେ ପାଳନ ହେବ ପ୍ଲାଟିନମ୍ ଜୁବଲି ଉତ୍ସବ
ଜର୍ମାନୀରେ ଭାରତୀୟ ବାଦ୍ୟ, ନାଚ ଗୀତ ସହ ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଥିଲା ପରିବେଶ ।
ଆକାଶରେ ପତର ପରି ଉଡିଲା ଘର ଛପର । ଆମେରିକାର ଆଉ କିଛି ସହରରେ ମଧ୍ୟ ଘୂର୍ଣ୍ଣିଝଡ ହୋଇଛି ।
କେଲ୍ ଗାର୍ଡି ନାମକ ଏହି ବ୍ୟକ୍ତି ଆମେରିକାର କାଲିଫର୍ନିଆରେ ରହୁଛନ୍ତି । ତାଙ୍କର ବୟସ ମାତ୍ର ୩୦ । କେଲ ଦାବି କରିଛନ୍ତି ଯେ, ସେ ଖୁବ୍ଶୀଘ୍ର ୫୭ ସନ୍ତାନର ବାୟୋଲୋଜିକାଲ ପିତା ହେବାକୁ ଯାଉଛନ୍ତି ।
ପାକିସ୍ତାନକୁ ୮ ବିଲିୟନ ଡଲାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ରାଜି ହୋଇଛି ୟୁଏଇ ।
ଋଷିଆ ରାଷ୍ଟ୍ରପତି ଭ୍ଳାଦିମିର୍ ପୁଟିନ୍ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ପ୍ରେମ ପାଇଁ ତ ପୁଣି କେତେବେଳେ ରାଜନୀତି ପାଇଁ। ୨୦୧୬ରେ ଯେତେବେଳେ ଫୋର୍ବସ୍ ପକ୍ଷରୁ ପ୍ରକାଶିତ ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତି ତାଲିକା ପ୍ରକାଶ ପାଇଲା। ଶୀର୍ଷରେ ସ୍ଥାନରେ ପୁଟିନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ବିଶ୍ୱ...
ପୁଟିନଙ୍କ ଜୀବନ ପ୍ରତି ସବୁ ବେଳେ ରହିଛି ବିପଦ। ବିଶ୍ୱ ରାଜନୀତିରେ ବେଶ୍ ପ୍ରଭାବ ରଖିଥିବା ପୁଟିନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ବଢ଼ିଯାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଜାଣନ୍ତୁ, କେଉଁମାନେ ଅଛନ୍ତି ପୁଟିନଙ୍କ ସୁରକ୍ଷା ଦାୟିତ୍ୱରେ?
ଏୟାରପୋର୍ଟରେ ଅଫୁଟା ବୋମା, ଭୟରେ ଏପଟେ ସେପଟେ ଦୌଡ଼ିଲେ ଲୋକେ ।
ଝଡ଼ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ଏସବୁ କିଛି ବି ନୁହେଁ । ଆଗକୁ ଆସୁଛି ଆହୁରି ବିପଜ୍ଜନକ ସମୟ । ମାନବଜାତି ୨୦୩୦ ବେଳକୁ ବର୍ଷକୁ ୫୬୦ଟି ପ୍ରଳୟଙ୍କରୀ ଦୁର୍ବିପାକର ସାମ୍ନା କରିପାରେ ।
ଯୁଦ୍ଧର ପ୍ରଥମ ଦିନରେ ମେଜର ଷ୍ଟେପନ ୬ ଋଷୀୟ ବିମାନ ଉପରେ ଆକ୍ରମଣ କରିଥିଲେ। ହେଲେ ସେହି ସମୟରେ ତାଙ୍କର ନାଁକୁ ସାର୍ବଜନୀନ କରାଯାଇନଥିଲା ଓ ତାଙ୍କ ନାଁକୁ ଗୋପନ ରଖାଯାଇଥିଲା।
ଯୁଦ୍ଧ ପୋତକୁ ସମ୍ଭାବ୍ୟ ଅଣ୍ଡର୍ ଓ୍ୱାଟର୍ ବା ସମୁଦ୍ର ତଳ ଆକ୍ରମଣରୁ ସୁରକ୍ଷା ପ୍ରଦାନ ଲାଗି, ଋଷର ନୂଆ କୌଶଳ । ଶତ୍ରୁପକ୍ଷଙ୍କ ମାରଣାସ୍ତ୍ର ଉପରେ ନଜର ରଖିଛନ୍ତି ଡଲଫିନ୍