• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Kabul Blast
ସ୍କୁଲ ଛୁଟି ବେଳେ ଫୁଟିଲା ଗୋଟିଏ ପରେ ଗୋଟିଏ ବୋମା ! ଆତଙ୍କବାଦୀ ଆକ୍ରମଣ ସନ୍ଦେହ

କେତେ ମରିଛନ୍ତି ହିସାବ ନାହିଁ ! କୁହାଯାଉଛି ଯେ ପାଶ୍ମିମ କାବୁଲର ଦାସ୍ତ-ଏ-ବାର୍ଚ୍ଚି ଅଞ୍ଚଳରେ ଥିବା ଏକ ସ୍କୁଲରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ପରେ ଆଉ ଦୁଇଟି ବସ୍ଫୋରଣ ଘଟିଥିଲା ।

Joe Biden Has 'no Plans' To Visit Ukraine, Confirms White House Amid Russia-Ukraine War
ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନଙ୍କ ୟୁକ୍ରେନ୍ ଗସ୍ତ ନଥିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି ।

Earthquake In Indonesia
ସକାଳୁ ସକାଳୁ ଥରାଇ ଦେଲା ଭୂକମ୍ପ, ଭୟଭୀତ ଲୋକେ

ଥରିଲା ଇଣ୍ଡୋନେସିଆ। ମଙ୍ଗଳବାର ସକାଳୁ ସକାଳୁ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ଝଟ୍‌କା ଏତେ ଜୋର ଥିଲା ଯେ ଭୟଭୀତ ହୋଇ ଲୋକମାନେ ଘର ବାହାରକୁ ଚାଲି ଆସିଥିଲେ।

Ukraine Says 5
ଋଷ ୟୁକ୍ରେନ୍ ଯୁଦ୍ଧ: ୫ଟି ଶକ୍ତିଶୀଳୀ ମିଶାଇଲ ଦ୍ୱାରା ଋଷର ଆକ୍ରମଣ

ରୁଷିଆ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ଯୁଦ୍ଧକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ୟୁକ୍ରେନର ପଶ୍ଚିମ ସ୍ଥିତ ଲାଭିଭ୍ ସହରରେ ରୁଷିଆ ୫ଟି ଶକ୍ତିଶାଳୀ ମିଶାଇଲ୍‌ ଦ୍ୱାରା ଆକ୍ରମଣ କରିଛି ।

South Africa flood death toll missing number rescue operation photos
କରୋନା ପରେ ପୁଣି ଦକ୍ଷିଣ ଆଫ୍ରିକାରେ ହାହାକାର୍; ବେଘର ହେଲେ ୪୦ ହଜାର ଲୋକ

କରୋନା ପରେ ଏବେ ଦକ୍ଷିଣ ଆଫ୍ରିକାରେ ପୁଣି ହାହାକାର ପରିସ୍ଥିତି । ୪ ହଜାର ଘର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବା ସହ ୧୩ ହଜାର ୫୦୦ଟି ଘର କ୍ଷତିଗ୍ରସ୍ତ ଓ ୪୦ ହଜାର ଲୋକ ବେଘର ହୋଇଯାଇଛନ୍ତି ।

special report
ନୂଆ ପୃଥିବୀ ସନ୍ଧାନରେ ଚାଇନା; ଆରମ୍ଭ କରିବ ବଡ଼ ମିଶନ...

ସବୁ ବେଳେ ନୂଆ କିଛି କରିବାର ପ୍ରୟାସ ଚଳାଇଛି ଚୀନ୍। ଏବେ ଏ ପୃଥିବୀରେ ରହିବାକୁ ଚାହୁଁ ନାହିଁ ଚାଇନା। ନୂଆ ଏକ ପୃଥିବୀ ଖୋଜିବାରେ ଲାଗି ପଡିଛି। ଆସନ୍ତା ଜୁନ ମାସରୁ ଦ୍ୱିତୀୟ ପୃଥିବୀ ଖୋଜା ଅଭିଯାନ ଆରମ୍ଭ ହେଉଥିବା କୁହାଯାଉଛି...

pakistan
ପାକିସ୍ତାନରେ ଅସଲ ଚେହେରା : ଉପବାଚସ୍ପତିଙ୍କୁ ବି ମାନିଲେନି ନେତା... ଚୁଟି ଟାଣି ଚାପୁଡା ମାରିଲେ

ପାକିସ୍ତାନର ପଞ୍ଜାବ ବିଧାନସଭାରେ ଇମ୍ରାନ ଖାନଙ୍କ ଦଳ ପିଟିଆଇ ନେତାମାନେ ସବୁ ସୀମା ଟପି ଯାଇଛନ୍ତି।

Russia Ukraine War,
ମହାଯୁଦ୍ଧକୁ ବିତିଲାଣି ୫୦ ଦିନ, ହେଲେ ଏବେ ବି କମୁନି ଆକ୍ରମଣ…

ଋଷିଆ-ୟୁକ୍ରେନ ମହାଯୁଦ୍ଧକୁ ପୂରିଲାଣି ୫୦ ଦିନ। ହେଲେ ଏବେ ବି ଋଷ୍‌ ପକ୍ଷରୁ କମୁନି ଆକ୍ରମଣ। ଋଷିଆ ସୈନ୍ୟଙ୍କୁ ଦୃଢ ଯବାବ ଦେଉଛି ୟୁକ୍ରେନ ସେନା...

China On Mission To Find New Earth
ନୂଆ ପୃଥିବୀ ସନ୍ଧାନରେ ଚାଇନା, ଆରମ୍ଭ କରିବ ବଡ଼ ମିଶନ

ସବୁ ବେଳେ ନୂଆ କିଛି କରିବାର ପ୍ରୟାସ ଚଳାଇଛି ଚୀନ୍। ଏବେ ଏ ପୃଥିବୀରେ ରହିବାକୁ ଚାହୁଁ ନାହିଁ ଚାଇନା। ନୂଆ ଏକ ପୃଥିବୀ ଖୋଜିବାରେ ଲାଗି ପଡିଛି।

ବ୍ଲାକ୍ ସିରେ ରୁଷୀୟ ଯୁଦ୍ଧପୋତ ମୋସ୍କଭା
ମୋସ୍କଭା ବୁଡ଼ିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି: ରୁଷୀୟ ସରକାରୀ ଟିଭି

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ। 

Air Strike
ଆଫଗାନିସ୍ଥାନରେ ରାତି ଅଧରେ ଏୟାର ଷ୍ଟ୍ରାଇକ୍‌ କଲା ପାକିସ୍ତାନ୍‌: ୩୦ ନିହତ

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିଛି ପାକିସ୍ତାନ। ଆଫଗାନିସ୍ତାନର ସ୍ଥାନୀୟ ଅଧିକାରୀ ଏନେଇ ସ୍ପଷ୍ଟୀକରଣ କରିଛନ୍ତି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବା ନେଇ ସୂଚନା ଦେଇଛନ୍ତି।

Russia-Ukraine War
ଲଗାତାର ଭାବେ ଆକାଶରୁ ଅଗ୍ନି ବର୍ଷା କରୁଛି ଋଷ୍‌, ଧ୍ୱଂସ ସ୍ତୁପ ପାଲଟିଗଲାଣି ୟୁକ୍ରେନ

ଋଷିଆ-ୟୁକ୍ରେନ ଯୁଦ୍ଧକୁ ୫୦ ଦିନରୁ ଅଧିକ ବିତିଲାଣି, ତଥାପି ଥମିନି ଯୁଦ୍ଧ। ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି ଋଷୀୟ ସେନା। ଆଉ ଏହାର କଡ଼ା ଜବାବ ଦେଉଛି ୟୁକ୍ରେନ ସେନା। ଏହାରି ଭିତରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର ପୂର୍ବ ଏବଂ ପରର  ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି।

Pink Moon
ଆକାଶରେ ଦେଖିବାକୁ ମିଳିବ ପିଙ୍କ୍‌ ମୁନ

ଆମେରିକାର ବିଭିନ୍ନ ଉପତ୍ୟକା ଗୋଲାପୀ ରଙ୍ଗର ଫୁଲରେ ଆଚ୍ଛାଦିତ ହୋଇଥାଏ । ଯେଉଁଥିପାଇଁ ଏହି ପୂର୍ଣ୍ଣମୀ ଜହ୍ନକୁ ପିଙ୍କ ମୁନ କୁହାଯାଏ ।

Elon Musk
ସପ୍ତାହକ ମଧ୍ୟରେ ବଦଳିଗଲା ଗେମ୍‌ : ଟ୍ୱିଟରର ସବୁଠାରୁ ବଡ ଅଂଶୀଦାର ରହିଲେନି ଏଲନ୍ ମସ୍କ

ଟେସଲା ସିଇଓ ଏଲୋନ୍ ମସ୍କ ଆଉ ଟ୍ୱିଟରର ବଡ଼ ସେୟାର ହୋଲ୍ଡର ନାହାନ୍ତି

manpads
ଘାଇଲା କଲା ମ୍ୟାନପ୍ୟାଡ୍ସ : କାନ୍ଧରେ ଲଦି ପରାକ୍ରମ ଦେଖାଉଛନ୍ତି ୟୁକ୍ରେନ୍ ସେନା, ଟାର୍ଗେଟରେ ରୁଷୀୟ ଟ୍ୟାଙ୍କ୍ ଓ ହେଲିକପ୍ଟର

MANPADS କହିଲେ ମ୍ୟାନ୍ ପୋର୍ଟେବୁଲ ଏୟାର ଡିଫେନ୍ସ ସିଷ୍ଟମ । ମ୍ୟାନପ୍ୟାଡ୍ସ ହେଉଛି କାନ୍ଧ କିମ୍ବା ଭୂପୃଷ୍ଠରେ ରଖି ନିକ୍ଷେପ କରାଯାଇପାରୁଥିବା ଏକ କ୍ଷୁଦ୍ର କ୍ଷେପଣାସ୍ତ୍ର ।

Forbes richest person list 2022
ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ

ଫୋର୍ବସ୍ ପକ୍ଷରୁ ପ୍ରକାଶିତ ଟପ୍ ଟେନ୍ ଧନୀ ତାଲିକାରେ ଦୁଇ ଭାରତୀୟ ମୁକେଶ ଅମ୍ବାନୀଏବଂ ଗୌତମ ଆଦାନୀ । ତେବେ ମୁକେଶ ଅମ୍ବାନୀଙ୍କୁ ଟପି ଯାଇଛନ୍ତି ଗୌତମ ଆଦାନୀ । ଫୋର୍ବସ ଧନୀ ତାଲିକାର ଷଷ୍ଠ ସ୍ଥାନରେ ଆଦାନୀ ଥିବା ବେଳେ ଦଶମରେ ରହିଛନ୍ତି ଲାଏନ୍ସର ମୁଖ୍ୟ ମୁକେଶ ଅମ୍ବାନୀ  ା ତେବେ ବିଶ୍ୱର ଟପ୍ ଟେନ୍ ଧନୀମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ଦୁଇ ଭାରତୀୟ ଆଦାନୀ ଓ ଅମ୍ବାନୀଙ୍କୁ ନେଇ ଚର୍ଚ୍ଚା ହେଉଛି ।

  • Friday, 15 April 2022
Massive protest erupts in heart of Colombo amid economic crisis
ଅଡୁଆରେ ଶ୍ରୀଲଙ୍କା ସରକାର ! କଲମ୍ବୋ ରାସ୍ତାକୁ ଓହ୍ଲାଇଲେ ଲକ୍ଷାଧିକ ଲୋକ

ଶ୍ରୀଲଙ୍କାରେ ରାଜପକ୍ଷ ସରକାରଙ୍କ ବିରୋଧରେ ବଢ଼ୁଛି ବିରୋଧ । ଗତକାଲି ଲକ୍ଷାଧିକ ଲୋକ କଲମ୍ବୋରେ ରାସ୍ତା ଉପରକୁ ଓହ୍ଲାଇଥିଲେ । ରାସ୍ତାକୁ ଆସି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Russia Says Its Damaged Warship Moskva Sinks In Black Sea
ଅଡୁଆରେ ରୁଷ୍ ! କ୍ଷେପଣାସ୍ତ୍ରବାହୀ ଯୁଦ୍ଧପୋତରେ ବିସ୍ଫୋରଣ

ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷିଆକୁ ବଡ଼ ଧକ୍କା ଲାଗିଛି । କୃଷ୍ଣ ସାଗରରେ ମୁତୟନ ରୁଷର କ୍ଷେପଣାସ୍ତ୍ର ବାହୀ ଯୁଦ୍ଧପୋତ ମସ୍କଭାରେ ଭୟଙ୍କର ବିସ୍ଫୋରଣ ଘଟିଛି ।

Ukraine Arrests Russian Prez
ପୁଟିନ୍‌ଙ୍କ ଖାସ୍‌ ଲୋକକୁ କାବୁ କରି ଋଷକୁ ଧମକ ଦେଲା ୟୁକ୍ରେନ୍‌, କହିଲା..

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଖାସ୍‌ ଲୋକ କୁହାଯାଉଥିବା ବିକାଶ ମେଡଭେଡଚୁକଙ୍କୁ ଗିରଫ କରିଥିବା ଦାବି କରିଛି ୟୁକ୍ରେନ। ୟୁକ୍ରେନର ଗୁଇନ୍ଦା ଏଜେନ୍ସି ଏସବିୟୁ କିଛି ଫଟୋ ସେୟାର କରିଛି ଯେଉଁଥିରେ ମେଡଭେଡଚୁକଙ୍କ ହାତରେ ହ୍ୟାଣ୍ଡକଫ୍ ଲାଗିଥିବା ଦେଖିବାକୁ ମିଳିଛି ।

Elon Musk
ଟ୍ୱିଟର୍‌କୁ ସମ୍ପୂର୍ଣ୍ଣ କିଣିବାକୁ ଅଫର୍‌ ଦେଲେ ଏଲୋନ୍‌ ମସ୍କ, କହିଲେ ଆହୁରି ବଡ଼ ହୋଇପାରିବ

ରିପୋର୍ଟରେ ଦର୍ଶାଯାଇଛି ଯେ ଏଲୋନ୍ ମସ୍କ ଏଥିପାଇଁ ଟ୍ୱିଟର କମ୍ପାନୀକୁ ଏକ ଅଫର ଦେଇଛନ୍ତି । ଏଲୋନ୍ ମସ୍କ କହିଛନ୍ତି ଯେ, ଟ୍ୱିଟରରେ ଅନେକ ସମ୍ଭାବନା ଅଛି ଏବଂ ସେ ଏହାକୁ ଅନଲକ୍ କରିବାକୁ ଚାହୁଁଛନ୍ତି ।

Imran Khan
‘ସତ୍ତାରେ ଥିବା ସମୟରେ ବିପଜ୍ଜନକ ନଥିଲି, ଏବେ ଅଧିକ ବିପଜ୍ଜନକ ହୋଇଯିବି’

ଏବେ ବିପଜ୍ଜନକ ହୋଇଯିବେ କି ଇମ୍ରାନ୍‌ ଖାନ୍ ? ନିଜେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ।

Russia-Ukraine War – Ukraine Arrests Russian Prez Vladimir Putin\'s Aide
ୟୁକ୍ରେନ୍‌ ସେନା କବ୍‌ଜାରେ ପୁଟିନ୍‌ଙ୍କ ଖାସ୍‌ ଲୋକ। ଛାଡ଼ିବା ପାଇଁ କହିଲା ଋଷ୍‌, ହେଲେ...

ମହାଯୁଦ୍ଧ ବେଳେ ପୁଟିନ୍‌ଙ୍କ ଖାସ୍‌ ଲୋକକୁ ବାନ୍ଧିନେଲା ୟୁକ୍ରେନ୍‌। ଚିନ୍ତାରେ ମସ୍କୋ...ପୁଟିନ୍‌ ସରକାର ଛାଡ଼ିବାକୁ ଦେଲା ପରାମର୍ଶ। ହେଲେ ଜେଲେନସ୍କି କହିଲେ ଯଦି ତୁମେ ଆମର ଏଇ କଥା ମାନିବ ତେବେ...ଜାଣନ୍ତୁ କଣ ସର୍ତ୍ତ ରଖିଲା ୟୁକ୍ରେନ୍‌

Putin Close Ally Viktor Medvedchuk Deatined
ୟୁକ୍ରେନ କବ୍‌ଜାରେ ପୁଟିନଙ୍କ ଘନିଷ୍ଠ ବନ୍ଧୁ, ମୁକ୍ତି ବଦଳରେ ଏମିତି ଦାବି ରଖିଲେ ଜେଲେନସ୍କି

ୟୁକ୍ରେନ-ଋଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିରୋଧୀ ନେତା ଭିକ୍ଟର ମେଡ୍‌ଭେଡ୍‌ଚୁକ୍‌ (Viktor Medvedchuk)ଙ୍କୁ ୟୁକ୍ରେନ ହେପାଜତକୁ ନେଇଥିବା ଦାବି କରିଛି। ଏନେଇ ୟୁକ୍ରେନ ଗୁଇନ୍ଦା ଏଜେନ୍ସି SBU ପକ୍ଷରୁ କିଛି ଫଟୋ ଜାରି କରାଯାଇଛି।

economic crisis in Sri Lanka
ହାତ ଟେକିଦେଲା ଶ୍ରୀଲଙ୍କା ! ଋଣ ଶୁଝିପାରିବନି ବୋଲି କହିଲା କଲମ୍ବୋ

ଶ୍ରୀଲଙ୍କା ବାହ୍ୟ ଋଣ ଶୁଝିପାରିବେନି ବୋଲି ସିଧାସଳଖ ଘୋଷଣା କରିଦେଇଛି କଲମ୍ବୋ ।