୯୮ ମିଟର ଉଚ୍ଚର ଶକ୍ତିଶାଳୀ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ଦ୍ୱାରା ହେବ ଉତ୍କ୍ଷେପଣ । ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା ପଠାଯିବ ।