• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

UK PM Johnson visits Gandhi's Sabarmati Ashram
ସାବରମତୀ ଆଶ୍ରମରେ ସୂତା କାଟିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଗୁଜରାଟ ଅହମ୍ମଦାବାଦରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ସାବରମତୀ ଆଶ୍ରମ ପରିଶଦର୍ଶନରେ ଯାଇଥିଲେ। ସେଠାରେ ସେ ମହାତ୍ମାଗାନ୍ଧୀଙ୍କ ଚରଖା ଚଲେଇଥିଲେ। 

Pakistan Struggles To Buy Coal,
ପାକ୍‌ରେ କିଛି ନାହିଁ....ଖୁବଶୀଘ୍ର ଅନ୍ଧାର ହୋଇଯିବ ପୂରା ପାକିସ୍ତାନ

ପାକିସ୍ତାନରେ କିଛି ନାହିଁ...ବିଜୁଳି ଉତ୍ପାଦନ ବି ଠପ୍‌ ହେଲାଣି। ଅପାରଗ ସରକାର ପାଇଁ ଖୁବଶୀଘ୍ର ସଂପୂର୍ଣ୍ଣ ଅନ୍ଧାର ହୋଇଯିବ ପାକିସ୍ତାନ। ଏବେ ବିଜୁଳି ଖୁଣ୍ଟରେ ଚଢି ବିଜୁଳି କନେକ୍ସନ କାଟିବା ଲାଗି ବ୍ୟସ୍ତ ବିଜୁଳି କର୍ମଚାରୀ...ଚିନ୍ତାରେ ପାକିସ୍ତାନ ବାସୀ

Russia releases video of intercontinental ballistic missile launch
ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରି ପୁଣି ଶକ୍ତି ଦେଖାଲା ରୁଷ

ଋଷ୍‌ -ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଚାଲିଥିବା ସମୟରେ ନିଜର ଶକ୍ତି ପୁଣି ଦେଖାଇଛି ରୁଷ । ସଫଳତା ସହ ସରମାଟ୍ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି ରୁଷ ।

Sri Lankan
ଦୋଷ ସ୍ୱୀକାର କଲେ ଶ୍ରୀଲଙ୍କା ସରକାର : ଭୁଲ ନିଷ୍ପତ୍ତି ଯୋଗୁଁ ପରିଣାମ ଭୋଗୁଛନ୍ତି ଜନତା

ଶ୍ରୀଲଙ୍କାର ଋଣ ଭାର ରହିଛି ୨୫ ବିଲିୟନ ଡଲାର । ସେଥିରୁ ୭ ବିଲିୟନ୍ ଡଲାର ଚଳିତ ବର୍ଷ ଶେଷ ସୁଦ୍ଧା ସୁଝିବାକୁ ପଡିବ । ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ନାକେଦମ ହୋଇପଡୁଛନ୍ତି

Russia-Ukraine War
ସ୍ମାର୍ଟଫୋନ୍ ଯୋଗୁଁ ୟୁକ୍ରେନ୍ ସୈନ୍ୟଙ୍କ ଜୀବନ ବଞ୍ଚିଗଲା : ମୋବାଇଲରେ ବାଜି ଅଟକି ଗଲା ଗୁଳି

ୟୁକ୍ରେନ୍ ସୈନ୍ୟଙ୍କ ଜୀବନ ବଞ୍ଚାଇଦେଲା ସ୍ମାର୍ଟଫୋନ୍ । କ୍ଷଣିକରେ ଜୀବନ ଚାଲିଯାଇ ଥାଆନ୍ତା, ମୋବାଇରେ ବାଜି ଅଟକି ଗଲା ଗୁଳି ।

Severe Electricity Shortages
ଅନ୍ଧାର ଆଡ଼କୁ ମୁହାଁଉଛି ପାକିସ୍ତାନ! ବହୁ ଘରୁ କଟୁଛି ବିଦ୍ୟୁତ ସଂଯୋଗ, ଶିଳ୍ପ ସଂସ୍ଥା ପ୍ରଭାବିତ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପର ଠାରୁ ପାକିସ୍ତାନ ପାଇଁ ସମସ୍ୟା ଆହୁରି ବଢିଛି । ବାରମ୍ବାର ଇନ୍ଧନ ଦର ବୃଦ୍ଧି ପାକିସ୍ତାନ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି ।

Putin Might Use Nuclear Weapons
ପରମାଣୁ ବୋମା ପକାଇବେ କି ପୁଟିନ୍‌?

ଥମିବାରେ ନା ନେଉନି ମହାଯୁଦ୍ଧ: ପୁଟିନ୍‌ ପରମାଣୁ ବୋମା ପକାଇବା ନେଇ ଜୋର ଧରିଲା ଚର୍ଚ୍ଚା, ଜାଣନ୍ତ କଣ ରହିଛି ପୂରା ଘଟଣା

Sri Lanka
ଶ୍ରୀଲଙ୍କାରେ ସ୍ଥିତି ଅସମ୍ଭାଳ ! ଆନ୍ଦୋଳନକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଲା ପୋଲିସ

ନୂଆ ସରକାରରେ ନୂଆ ୧୭ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । କିଛି ଦିନ ତଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।

Nuclear Attack
ସତ ହେବ କି ଆମେରିକା ଗୁଇନ୍ଦା ସଂସ୍ଥାର ସତର୍କବାଣୀ?

ଆମେରିକା ଏହାକୁ ହାଲୁକା ଭାବେ ନେଇ ପାରିବ ନାହିଁ ବୋଲି କହିଥିଲେ ବର୍ଣ୍ଣସ।

Ukraine Russia War
ଜେଲେନସ୍କିଙ୍କୁ ହରାଇବା ପାଇଁ ଚରମ ପଦକ୍ଷେପ ନେବେ କି ପୁଟିନ୍‌?

ଋଷର ସମରସଜ୍ଜାକୁ ଦେଖି ଲାଗୁଥିଲା କିଭ୍‌ର ପତନ ଅବସମ୍ଭାବୀ।

Kabul Blast
ସ୍କୁଲ ଛୁଟି ବେଳେ ଫୁଟିଲା ଗୋଟିଏ ପରେ ଗୋଟିଏ ବୋମା ! ଆତଙ୍କବାଦୀ ଆକ୍ରମଣ ସନ୍ଦେହ

କେତେ ମରିଛନ୍ତି ହିସାବ ନାହିଁ ! କୁହାଯାଉଛି ଯେ ପାଶ୍ମିମ କାବୁଲର ଦାସ୍ତ-ଏ-ବାର୍ଚ୍ଚି ଅଞ୍ଚଳରେ ଥିବା ଏକ ସ୍କୁଲରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ପରେ ଆଉ ଦୁଇଟି ବସ୍ଫୋରଣ ଘଟିଥିଲା ।

Joe Biden Has 'no Plans' To Visit Ukraine, Confirms White House Amid Russia-Ukraine War
ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନଙ୍କ ୟୁକ୍ରେନ୍ ଗସ୍ତ ନଥିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି ।

Earthquake In Indonesia
ସକାଳୁ ସକାଳୁ ଥରାଇ ଦେଲା ଭୂକମ୍ପ, ଭୟଭୀତ ଲୋକେ

ଥରିଲା ଇଣ୍ଡୋନେସିଆ। ମଙ୍ଗଳବାର ସକାଳୁ ସକାଳୁ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ଝଟ୍‌କା ଏତେ ଜୋର ଥିଲା ଯେ ଭୟଭୀତ ହୋଇ ଲୋକମାନେ ଘର ବାହାରକୁ ଚାଲି ଆସିଥିଲେ।

Ukraine Says 5
ଋଷ ୟୁକ୍ରେନ୍ ଯୁଦ୍ଧ: ୫ଟି ଶକ୍ତିଶୀଳୀ ମିଶାଇଲ ଦ୍ୱାରା ଋଷର ଆକ୍ରମଣ

ରୁଷିଆ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ଯୁଦ୍ଧକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ୟୁକ୍ରେନର ପଶ୍ଚିମ ସ୍ଥିତ ଲାଭିଭ୍ ସହରରେ ରୁଷିଆ ୫ଟି ଶକ୍ତିଶାଳୀ ମିଶାଇଲ୍‌ ଦ୍ୱାରା ଆକ୍ରମଣ କରିଛି ।

South Africa flood death toll missing number rescue operation photos
କରୋନା ପରେ ପୁଣି ଦକ୍ଷିଣ ଆଫ୍ରିକାରେ ହାହାକାର୍; ବେଘର ହେଲେ ୪୦ ହଜାର ଲୋକ

କରୋନା ପରେ ଏବେ ଦକ୍ଷିଣ ଆଫ୍ରିକାରେ ପୁଣି ହାହାକାର ପରିସ୍ଥିତି । ୪ ହଜାର ଘର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବା ସହ ୧୩ ହଜାର ୫୦୦ଟି ଘର କ୍ଷତିଗ୍ରସ୍ତ ଓ ୪୦ ହଜାର ଲୋକ ବେଘର ହୋଇଯାଇଛନ୍ତି ।

special report
ନୂଆ ପୃଥିବୀ ସନ୍ଧାନରେ ଚାଇନା; ଆରମ୍ଭ କରିବ ବଡ଼ ମିଶନ...

ସବୁ ବେଳେ ନୂଆ କିଛି କରିବାର ପ୍ରୟାସ ଚଳାଇଛି ଚୀନ୍। ଏବେ ଏ ପୃଥିବୀରେ ରହିବାକୁ ଚାହୁଁ ନାହିଁ ଚାଇନା। ନୂଆ ଏକ ପୃଥିବୀ ଖୋଜିବାରେ ଲାଗି ପଡିଛି। ଆସନ୍ତା ଜୁନ ମାସରୁ ଦ୍ୱିତୀୟ ପୃଥିବୀ ଖୋଜା ଅଭିଯାନ ଆରମ୍ଭ ହେଉଥିବା କୁହାଯାଉଛି...

pakistan
ପାକିସ୍ତାନରେ ଅସଲ ଚେହେରା : ଉପବାଚସ୍ପତିଙ୍କୁ ବି ମାନିଲେନି ନେତା... ଚୁଟି ଟାଣି ଚାପୁଡା ମାରିଲେ

ପାକିସ୍ତାନର ପଞ୍ଜାବ ବିଧାନସଭାରେ ଇମ୍ରାନ ଖାନଙ୍କ ଦଳ ପିଟିଆଇ ନେତାମାନେ ସବୁ ସୀମା ଟପି ଯାଇଛନ୍ତି।

Russia Ukraine War,
ମହାଯୁଦ୍ଧକୁ ବିତିଲାଣି ୫୦ ଦିନ, ହେଲେ ଏବେ ବି କମୁନି ଆକ୍ରମଣ…

ଋଷିଆ-ୟୁକ୍ରେନ ମହାଯୁଦ୍ଧକୁ ପୂରିଲାଣି ୫୦ ଦିନ। ହେଲେ ଏବେ ବି ଋଷ୍‌ ପକ୍ଷରୁ କମୁନି ଆକ୍ରମଣ। ଋଷିଆ ସୈନ୍ୟଙ୍କୁ ଦୃଢ ଯବାବ ଦେଉଛି ୟୁକ୍ରେନ ସେନା...

China On Mission To Find New Earth
ନୂଆ ପୃଥିବୀ ସନ୍ଧାନରେ ଚାଇନା, ଆରମ୍ଭ କରିବ ବଡ଼ ମିଶନ

ସବୁ ବେଳେ ନୂଆ କିଛି କରିବାର ପ୍ରୟାସ ଚଳାଇଛି ଚୀନ୍। ଏବେ ଏ ପୃଥିବୀରେ ରହିବାକୁ ଚାହୁଁ ନାହିଁ ଚାଇନା। ନୂଆ ଏକ ପୃଥିବୀ ଖୋଜିବାରେ ଲାଗି ପଡିଛି।

ବ୍ଲାକ୍ ସିରେ ରୁଷୀୟ ଯୁଦ୍ଧପୋତ ମୋସ୍କଭା
ମୋସ୍କଭା ବୁଡ଼ିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି: ରୁଷୀୟ ସରକାରୀ ଟିଭି

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ। 

Air Strike
ଆଫଗାନିସ୍ଥାନରେ ରାତି ଅଧରେ ଏୟାର ଷ୍ଟ୍ରାଇକ୍‌ କଲା ପାକିସ୍ତାନ୍‌: ୩୦ ନିହତ

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିଛି ପାକିସ୍ତାନ। ଆଫଗାନିସ୍ତାନର ସ୍ଥାନୀୟ ଅଧିକାରୀ ଏନେଇ ସ୍ପଷ୍ଟୀକରଣ କରିଛନ୍ତି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବା ନେଇ ସୂଚନା ଦେଇଛନ୍ତି।

Russia-Ukraine War
ଲଗାତାର ଭାବେ ଆକାଶରୁ ଅଗ୍ନି ବର୍ଷା କରୁଛି ଋଷ୍‌, ଧ୍ୱଂସ ସ୍ତୁପ ପାଲଟିଗଲାଣି ୟୁକ୍ରେନ

ଋଷିଆ-ୟୁକ୍ରେନ ଯୁଦ୍ଧକୁ ୫୦ ଦିନରୁ ଅଧିକ ବିତିଲାଣି, ତଥାପି ଥମିନି ଯୁଦ୍ଧ। ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି ଋଷୀୟ ସେନା। ଆଉ ଏହାର କଡ଼ା ଜବାବ ଦେଉଛି ୟୁକ୍ରେନ ସେନା। ଏହାରି ଭିତରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର ପୂର୍ବ ଏବଂ ପରର  ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି।

Pink Moon
ଆକାଶରେ ଦେଖିବାକୁ ମିଳିବ ପିଙ୍କ୍‌ ମୁନ

ଆମେରିକାର ବିଭିନ୍ନ ଉପତ୍ୟକା ଗୋଲାପୀ ରଙ୍ଗର ଫୁଲରେ ଆଚ୍ଛାଦିତ ହୋଇଥାଏ । ଯେଉଁଥିପାଇଁ ଏହି ପୂର୍ଣ୍ଣମୀ ଜହ୍ନକୁ ପିଙ୍କ ମୁନ କୁହାଯାଏ ।

Elon Musk
ସପ୍ତାହକ ମଧ୍ୟରେ ବଦଳିଗଲା ଗେମ୍‌ : ଟ୍ୱିଟରର ସବୁଠାରୁ ବଡ ଅଂଶୀଦାର ରହିଲେନି ଏଲନ୍ ମସ୍କ

ଟେସଲା ସିଇଓ ଏଲୋନ୍ ମସ୍କ ଆଉ ଟ୍ୱିଟରର ବଡ଼ ସେୟାର ହୋଲ୍ଡର ନାହାନ୍ତି

manpads
ଘାଇଲା କଲା ମ୍ୟାନପ୍ୟାଡ୍ସ : କାନ୍ଧରେ ଲଦି ପରାକ୍ରମ ଦେଖାଉଛନ୍ତି ୟୁକ୍ରେନ୍ ସେନା, ଟାର୍ଗେଟରେ ରୁଷୀୟ ଟ୍ୟାଙ୍କ୍ ଓ ହେଲିକପ୍ଟର

MANPADS କହିଲେ ମ୍ୟାନ୍ ପୋର୍ଟେବୁଲ ଏୟାର ଡିଫେନ୍ସ ସିଷ୍ଟମ । ମ୍ୟାନପ୍ୟାଡ୍ସ ହେଉଛି କାନ୍ଧ କିମ୍ବା ଭୂପୃଷ୍ଠରେ ରଖି ନିକ୍ଷେପ କରାଯାଇପାରୁଥିବା ଏକ କ୍ଷୁଦ୍ର କ୍ଷେପଣାସ୍ତ୍ର ।