ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱ ଶୋକ ପ୍ରକାଶ କରୁଛି । ବିଶ୍ୱର ବିଭିନ୍ନ ଭାଗରୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଗଣ କୁଇନ୍ ଏଲିଜାବେଥ୍ଙ୍କ ସ୍ମୃତିଚାରଣ କରୁଛନ୍ତି । ସେପଟେ ସ୍କଟଲାଣ୍ଡର ବାଲମୋରରେ ଥିବା ରୟଲ୍ ଇଷ୍ଟେଟ୍ ଆଗରେ ଆଜି ସକାଳେ ଫୁଲତୋଡା ଦେଇ ଲୋକମାନେ ନିଜ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Published: Chandan Shishu
Last updated: 09 September 2022, 11:16 PM IST
ପୁଅ, ଭାଇ, ସ୍ୱାମୀର ପରିଚୟରୁ ଉପରକୁ ଉଠି ସେ ପିତାର ସମ୍ମାନ ଲାଭ କରେ । ନିଜ ଜୀବନର ଚରମ ସୁଖ ସେ ସନ୍ତାନ ଜନ୍ମ ପରେ ପ୍ରାପ୍ତ କରେ । କିନ୍ତୁ ସେହି ପିତା ଯେତେବେଳେ ନିଜ ସନ୍ତାନ ପାଇଁ କାଳ ପାଲଟେ, ସେତେବେଳେ ସ୍ୱଂୟ ଭଗବାନ ମଧ୍ୟ କ୍ଷମା କରନ୍ତି ନାହିଁ ।