୯୬ ବର୍ଷ ବୟସରେ ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ । ସାରା ବିଶ୍ୱ ଶୋକ ପ୍ରକାଶ କରୁଛି । ବିଶ୍ୱର ବିଭିନ୍ନ ଭାଗରୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଗଣ କୁଇନ୍ ଏଲିଜାବେଥ୍ଙ୍କ ସ୍ମୃତିଚାରଣ କରୁଛନ୍ତି ।