ପୁତିନ୍ ୟୁକ୍ରେନର ୪ ରାଜ୍ୟକୁ ନିଜ ଭୌଗୋଳିକ ସୀମାରେ ମିଶାଇଦେଇଛନ୍ତି। ତେବେ ପୁତିନ୍ ଏସବୁ କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। କ’ଣ ସେ କାରଣ ଆସନ୍ତୁ ନଜର ପକେଇବା।
କେବଳ ପରମ୍ପରା ପାଇଁ ବଙ୍ଗରେ ହୁଏନି ଦୁର୍ଗାପୂଜା ।
ଆମେରିକାର କାଲିଫର୍ଣ୍ଣିଆରେ ୪ ଜଣ ଭାରତୀୟ ନିଖୋଜ ଅଛନ୍ତି। ସେମାନଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଅପହୃତଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ବି ଅଛି।
ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।
ବୟସ କେବଳ ଏକ ସଂଖ୍ୟା। ନାମ ଆଉ ଗ୍ରାମ ପରି ବୟସ ମଧ୍ୟ ମଣିଷର ଏକ ପରିଚୟ। ବୟସ ଶରୀର ପାଇଁ ବେଡି ନୁହେଁ। ବୟସ ପାଇଁ କୌଣସି କାମ ଅଟକି ଯାଏନି। ଯଦି ଇଚ୍ଛାଶକ୍ତି ଥାଏ, କରିବାର ଆନ୍ତରିକତା ଥାଏ ତେବେ ବୟସ ଯେତେ ହେଉ ନା କାହିଁକି ମଣିଷ ତାହା କରି ଦେଖାଇଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ୭୧ ବର୍ଷ ବୟସର ଏହି ବ୍ୟକ୍ତି ଜଣକ।
ପ୍ରଥମ ପରୀକ୍ଷାରେ ହିଁ ନୂଆ ସରକାର ବିଫଳ ହୋଇଥିବା ଲୋକେ କହୁଛନ୍ତି
ଚଳିତ ବର୍ଷ ମେଡିସିନ୍ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର।
ପୁରାଣର କାହାଣୀଟିଏ ସମସ୍ତଙ୍କର ମନେ ଥିବ। ଦ୍ରୌପଦୀଙ୍କ ବିବାହ ସମୟରେ ପିତା ଦ୍ରୁପଦ ରଖିଥିଲେ ଅଦ୍ଭୂତ ସର୍ତ୍ତ। ଶ୍ରେଷ୍ଠ ଧନୁର୍ଦ୍ଧରଙ୍କୁ ବିବାହ ଦେବାପାଇଁ ଏମିତି କିଛି କଠୋର ପରୀକ୍ଷାର ଆୟୋଜନ କରିଥିଲେ। ଉପରେ ବୁଲୁଥିବ ଏକ ଚକ ।
ଇଣ୍ଡୋନେସିଆରେ ଫୁଟ୍ବଲ୍ ମ୍ୟାଚ୍ ପରେ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍ସି ଓ ପର୍ସେବାୟା ସୁରବାୟା ଟିମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।
ଏମିତି ବି ହୁଏ ପ୍ରେମ । ଚାକର(servant)କୁ ହୃଦୟ ଦେଇ ବିବାହ କଲେ ୨୦ ବର୍ଷୀୟ ଯୁବତୀ ।
ଦାନ୍ତ ନଥିବାରୁ କିଛି ଖାଇପାରୁ ନାହାନ୍ତି ଲେକ୍ସଜାଣ୍ଡାର୍ ଷ୍ଟୋଇଲୋଭ୍ । ଟଙ୍କା ଯୋଗାଡ଼ ନହେବାରୁ ଅପରେସନ୍ ସମ୍ଭବ ହେଉନି ।
ଇଣ୍ଡୋନେସିଆରେ ଫୁଟ୍ବଲ୍ ମ୍ୟାଚ୍ ପରେ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି।
ପ୍ରଗତି ମୈଦାନରେ 5G କ୍ରାନ୍ତିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଦିଲ୍ଲୀରେ ଷ୍ଟିୟରିଂ ଧରି ମୋଦି ଚଳାଇଲେ ସ୍ୱିଡେନ୍ କାର୍
ମସ୍କୋ ବିରୋଧରେ ସ୍ୱର ଲାଗି ନାଟୋ ସଦସ୍ୟଙ୍କୁ ଜେଲେନସ୍କିଙ୍କ ଆହ୍ୱାନ । ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଲେ ଋଷିଆ କଥା ଆଦୌ ମାନିବୁନି ।
ମୃତକଙ୍କ ମଧ୍ୟରେHazaras ଓ Shias ଗୋଷ୍ଠୀର ଛାତ୍ରଛାତ୍ରୀ ଅଧିକ ଅଛନ୍ତି।
ଜୋ ବାଇଡେନଙ୍କର କ’ଣ ହୋଇଛି ? ବାରମ୍ବାର କଥା ଭୁଲି ଯାଉଛନ୍ତି କାହିଁକି ?
ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଶିକ୍ଷାନୁଷ୍ଠାନ ଉପରେ ଆତ୍ମଘାତୀ ବିସ୍ଫୋରଣ(Suicide Attack) ହୋଇଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି।
National Hurricane Center(NHC)ର ସୂଚନା ଅନୁସାରେ, ‘ଇୟାନ’ ଘଣ୍ଟା ପ୍ରତି ୨୪୦ କି.ମି. ବେଗରେ ଫ୍ଲୋରିଡା ଉପକୂଳରେ ମାଡ଼ ହୋଇଥିଲା। ଳ୍ୟାଣ୍ଡଫଲ୍ କରିବା ପୂର୍ବରୁ ଏଠାରେ ପ୍ରବଳ ବର୍ଷା ହୋଇଥିଲା।
ଶିଞ୍ଜୋ ଆବେଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଅର୍ଥନୈତିକ ସହ ବୈଦେଶିକ ସଂପର୍କ କ୍ଷେତ୍ରରେ ଜାପାନ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ମଜଭୁତ କରିପାରିଥିଲା । ତାଙ୍କର ଦକ୍ଷ ଅର୍ଥନୈତିକ ପରିଚାଳନା ଯାହା ଆବେନିମିକ୍ସ ନାଁରେ ପରିଚିତ, ଜାପାନକୁ ଆର୍ଥିକ ରୂପେ ଅଧିକ ସୁଦୃଢ଼ କରିଥିଲା
ସି ଜିନପିଙ୍ଗ୍ ଅନ୍ତର୍ଦ୍ଧାନ ପଛର କାରଣ କଣ?
ଭାଇରାଲ୍ ହେଉଛି ବାଇଡେନ୍ଙ୍କ ଭାଷଣ ଭିଡିଓ । ମହିଳାଙ୍କୁ ଉଦ୍ଦେଶ୍ୟରେ କହିଲେ ଏମିତି କଥା ।
ସଫଳତାର ସହ ଗ୍ରହାଣୁ ଡିମୋରଫସ୍କୁ ଧକ୍କା ଦେଇଛି ନାସାର ସ୍ପେସକ୍ରାଫ୍ଟ୍ ।
ପରିଶ୍ରମର ମୂଲ୍ୟ କେବେ ବ୍ୟର୍ଥ ଯାଏ ନାହିଁ। ଦିନେ ନା ଦିନେ ତାହାର ଫଳ ତୁମକୁ ମିଳିଥାଏ । ନିଜର ଉଦ୍ୟମ, ନିଷ୍ଠା ଉପରେ ଭରସା ଥିବା ବ୍ୟକ୍ତି ନିଜ ରାସ୍ତା ନିଜେ ତିଆରି କରିଥାଏ। ଏଥିପାଇଁ ସେ ସମୟ, ସୁଯୋଗକୁ ଅପେକ୍ଷା କରି ନ ଥାଏ। ବେଳେବେଳେ ଭାଗ୍ୟ ସାଥ ନ ଦେଲେ ମଣିଷ ଅବଶ୍ୟ ଲକ୍ଷ୍ୟସ୍ଥଳରୁ ଦୂରେଇ ଯାଏ । କିନ୍ତୁ ଜିଦ୍ଖୋର ମଣିଷଙ୍କ ପାଖରେ ଏସବୁର ମାନେ କିଛି ନ ଥାଏ। ଯେମିତି ବି ହେଉ, ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି। ଏହି କଥାର ସତ୍ୟତା କେତେ, ତାହାର ଉଦାହରଣ ହେଉଛନ୍ତି ଏହି ବ୍ୟକ୍ତି ଜଣକ। ନିଜ ଉଦ୍ୟମ ଫଳରେ ନିଜର ସ୍ୱପ୍ନ ପୂରଣ କରି ସେ ଆଜି ସାଜିଛନ୍ତି ଅନ୍ୟପାଇଁ ପ୍ରେରଣା।
ମହାଳୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଯାଉଥିବାବେଳେ ଭୟଙ୍କର ନୌକା ଦୁର୍ଘଟଣାରେ ୨୪ ଜଣ ଲୋକଙ୍କର ଜୀବନ ଯାଇଛି। ଆହୁରି ଅନେକ ଶ୍ରଦ୍ଧାଳୁଙ୍କର ଏ ଯାଏ ପତ୍ତା ମିଳୁନି। ଏପରି ଛାତିଥରା ଘଟଣା ଘଟିଛି ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରତୋୟା ନଦୀରେ।
ଭବିଷ୍ୟତରେ ମହାକାଶରୁ ଆସୁଥିବା ବିପଦକୁ ମହାକାଶରେ ହିଁ ଧ୍ୱଂସ କରିଦେବା ଲାଗି ନାସା ପକ୍ଷରୁ ଯୋଜନା କରାଯାଇଛି। ଏଥିପାଇଁ ନାସାର ଡବଲ୍ ଏଷ୍ଟ୍ରୋଏଡ୍ ରେଡିଏସନ୍ ଟେଷ୍ଟ ବା DART ମିଶନ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଡିମୋର୍ଫୋସ୍ ସ୍ପେସ୍କ୍ରାଫ୍ଟ।