• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

 Know Which Country Will Celebrate New Year 2023 First
ନୂଆବର୍ଷ ସେଲିବ୍ରେସନ୍‌: ଜାଣନ୍ତୁ, କେଉଁ ଦେଶ ୨୦୨୩କୁ ପ୍ରଥମେ ସ୍ୱାଗତ କରିବ ଓ କିଏ ଶେଷରେ...

ଯଦିଓ ନୂଆବର୍ଷ- ୨୦୨୩ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି ହେଲେ କିଛି ସ୍ଥାନରେ ନୂଆବର୍ଷ ଆଗୁଆ ପାଳନ ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ବିଳମ୍ବରେ ପାଳନ ହେବ।

Covid Cases Surge In China
ଚୀନରେ ଆହୁରି ଭୟଙ୍କର ରୂପ ନେଇପାରେ କୋଭିଡ୍‌ ସଂକ୍ରମଣ, ୨୫ ହଜାର ଟପିପାରେ ଦୈନିକ ମୃତ୍ୟୁ !

ଚୀନରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।

2022
ସ୍ମୃତିରେ ୨୦୨୨ : ଯୁଦ୍ଧରୁ ବରଫ ଝଡ଼ ପର୍ଯ୍ୟନ୍ତ, ବିଶ୍ୱକୁ ବ୍ୟତିବ୍ୟସ୍ତ କରିପକାଇଥିବା କିଛି ପ୍ରମୁଖ ଘଟଣାବଳୀ

ନୂଆବର୍ଷ ଆସିବା ପରେ ପୁରୁଣା ବର୍ଷକୁ ସମସ୍ତେ ଭୁଲିଯିବେ । କିନ୍ତୁ ୨୦୨୨ରେ ହୋଇଥିବା କିଛି ଘଟଣା ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ।

Niagara Falls
ବରଫ ପାଲଟିଗଲା ପ୍ରସିଦ୍ଧ ନାଏଗ୍ରା ଜଳ ପ୍ରପାତ, ଜଣାପଡ଼ୁନି ଜଳ କି ସ୍ଥଳ; ଦେଖନ୍ତୁ ଏହାର ଫଟୋ-ଭିଡିଓ..

ନଦୀରେ ଜଳ ସ୍ରୋତ ପ୍ରଖର ଥିବାରୁ ସମ୍ପୂର୍ଣ୍ଣ ନଦୀ ଜଳ ବରଫ ପାଲଟିବା ଅସମ୍ଭବ ।

  • Thursday, 29 December 2022
crime
ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ବର୍ବର ହତ୍ୟା : ଗଣ୍ଡି-ମୁଣ୍ଡ ଅଲଗା କରି ଚମଡ଼ା ଉତାରି ଦେଲେ

ମହିଳାଙ୍କୁ ଏପରି ନୃଶଂସ ଭାବରେ ହତ୍ୟା କରାଯାଇଛି, ଶୁଣିଲେ ଲୋମ ଟାଙ୍କୁରି ଉଠିବ ।

people leap out of windows to escape massive fire
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବିକଳରେ ଛାତରୁ ଡେଇଁ ୧୦ ଜଣଙ୍କ ମୃତ୍ୟୁ

ନିଆଁରୁ ବର୍ତ୍ତିବା ପାଇଁ ଲୋକେ ଚିତ୍କାର କରୁଥିଲେ।

Pavel Antov
ରାୟଗଡ଼ାରେ କୋଟିପତି ଋଷ ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ, ରହିଛି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସମ୍ପୃକ୍ତି ?

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍‌ଙ୍କ ଯିଏ ଥିଲେ କଠୋର ସମାଲୋଚକ । ୟୁକ୍ରେନ୍-ରୁଷ୍ ଯୁଦ୍ଧକୁ ଯିଏ କହୁଥିଲେ ଏହା ପୁତିନ୍‌ଙ୍କ ଆତଙ୍କରାଜ୍, ଓଡ଼ିଶାରେ ରୁଷ୍‌ର ସେହି ସାହସୀ ରାଜନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ସାରା ବିଶ୍ୱରେ ହଟଚମଟ । ଦେଶର ହିତ ଉଦ୍ଦେଶ୍ୟରେ ରୁଷ୍‌ର ସଂସଦ ଭବନକୁ କମ୍ପାଉଥିବା କୋଟିପତି ସାଂସଦ ପାଭେଲ ଆଣ୍ଟୋଭଙ୍କ ରାୟଗଡ଼ାରେ ଅସ୍ୱାଭାବିକ ମୃତ୍ୟୁ, ରୁଷ୍‌ରେ ଚହଳ ପକାଇଛି ।

Pakistan Grocery hike
ପାକ୍‌ରେ ଭୋକରେ ଲୋକ...ଅଟା କିଲୋ ୧୨୫

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ କରାଚିରେ ବର୍ତ୍ତମାନ ସମୟରେ ଅଟା କିଲୋର ଦାମ୍‌ ୧୨୫ ଟଙ୍କା ରହିଛି। ଯାହାକି ଇସଲାମବାଦ ଓ ପଞ୍ଜାବ ପ୍ରଦେଶ ତୁଳନାରେ ପାଖାପାଖି ୧୦୦ ପ୍ରତିଶତ ଅଧିକ।

Elon Musk
‘୨୦୨୩ରେ ବଦଳିବ ବିଶ୍ୱର ରୂପରେଖ, ଏଲନ୍‌ ହେବେ US ରାଷ୍ଟ୍ରପତି’; ଦିମିତ୍ରୀଙ୍କ ଭବିଷ୍ୟବାଣୀ

ଏଭଳି କିଛି ଟ୍ୱିଟ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି ।

corona
କୋଭିଡ୍ କୋପରେ କମ୍ପୁଛି ଚୀନ୍ : ହାତ ଟେକିଦେଲେ ଜିନପିଙ୍ଗ୍‌ ସରକାର

ବ୍ୟବସ୍ଥା ନାଚାର୍, ଝେଜିଆଙ୍ଗ ପ୍ରଦେଶରେ ଦୈନିକ ୧୦ ଲକ୍ଷ ସଂକ୍ରମଣ

 bomb cyclone
ବମ୍ ସାଇକ୍ଲୋନରେ ଆମେରିକାରେ ଭୟଙ୍କର ସ୍ଥିତି : ୬୦ ମୃତ, ୧୫ ହଜାରରୁ ଅଧିକ ବିମାନ ବାତିଲ୍

ବରଫ ପାହାଡ଼ ତଳେ ଦେଶର ୬୦% । ପଶ୍ଚିମ ନ୍ୟୁୟର୍କର ବୁଫାଲୋ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

  • Tuesday, 27 December 2022
  • US
monkey
ଝପଟି ଆସି ମହିଳାଙ୍କ ଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼

ମହିଳାଙ୍କ ଠାରୁ ମାଙ୍କଡ଼ ନେଇଗଲା ଲକ୍ଷେ ଟଙ୍କା ଥିବା ବ୍ୟାଗ୍‌ । ଚିନ୍ତାରେ ପଡ଼ିଗଲେ ମହିଳା. ଆଉ ତା’ ପରେ

  • Monday, 26 December 2022
  • Monkey
Pakistan Grocery hike
ଭୟଙ୍କର ସ୍ଥିତି: ଅଟା ୨୦ କିଲୋକୁ ୨୫୦୦ ଟଙ୍କା

ପାକିସ୍ତାନ ସ୍ଥିତି ସଙ୍ଗୀନ...୨୦ କିଲୋ ଅଟାକୁ ୨୫ ଶହ ଟଙ୍କାରେ କିଣୁଛନ୍ତି ଲୋକ...ଚିନ୍ତାରେ ପାକ୍‌ବାସୀ

Cyclone Bomb
ବଡ଼ଦିନ ପୂର୍ବରୁ ଆସିଲା ବମ୍ ସାଇକ୍ଲୋନ୍

ହଠାତ୍ ମାଇନସ୍ ୪୮ ତଳକୁ ଖସିଗଲା ତାପମାତ୍ରା.. ସତେ ଯେମିତି ହିମଯୁଗ.. ରକ୍ତ ଜମାଇ ଦେବାଭଳି ଶୀତର ପ୍ରକୋପ.. ଏ ହିମ ବିପତ୍ତିକୁ କହୁଛନ୍ତି ବମ୍ବ ସାଇକ୍ଲୋନ୍ ।

  • Monday, 26 December 2022
  • US
Bomb cyclone
ବରଫ ଝଡ଼ ମାଡ଼ରେ ଘାଇଲା ଆମେରିକା : ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲସିୟସକୁ ଖସି ଆସିଛି

  • Monday, 26 December 2022
  • US
Huge ‘bomb cyclone’ storm hits US with life-threatening cold
ଆମେରିକାରେ ଆସିଲା କି ହିମଯୁଗ ? ନିମିଷକେ ବରଫ ପାଲଟିଯାଉଛି ତତଲା ପାଣି

ଭୟଙ୍କର ବରଫ ଝଡ଼ କୋପରେ ଗଲାଣି ୨୦ ଜୀବନ।

  • Sunday, 25 December 2022
  • US
Bomb Cyclone
ମାଡ଼ି ଆସିଲା ଭୟଙ୍କର ବରଫ ଝଡ଼ : ୧୮ରୁ ଅଧିକ ଲୋକଙ୍କ ମୃତ୍ୟୁ

ବିନା ବିଜୁଳିରେ ପ୍ରଭାବିତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ, ଏୟାରପୋର୍ଟରେ ଫସି ରହିଛନ୍ତି ହଜାର ହଜାର ଲୋକ

  • Sunday, 25 December 2022
fuel tanker explosion
ଭୟଙ୍କର ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ : ୧୦ ମୃତ, ୪୦ରୁ ଅଧିକ ଆହତ

ପୋଲ ତଳେ ଘଷି ହୋଇ ଫାଟିଗଲା ଗ୍ୟାସ ଟ୍ୟାଙ୍କର(fuel tanker explosion) , ୧୦ ଜଣଙ୍କର ଜୀବନ ଚାଲିଗଲା ।

  • Sunday, 25 December 2022
China reports 37 million Covid cases in a day, shattering global record
ଚୀନ୍‌ରେ ତାଣ୍ଡବ ରଚୁଛି କୋଭିଡ ଭୂତାଣୁ: ଦିନକରେ ୧୦ ଲକ୍ଷ ଲୋକ ସଂକ୍ରମିତ

ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି।

driver
ଡ୍ରାଇଭର ପାଲଟିଗଲେ କୋଟିପତି : ଜିତିଲେ ୩୩ କୋଟି ଟଙ୍କାର ଲଟେରୀ

ରାତାରାତି କୋଟିପତି ପାଲଟିଗଲେ ଭାରତୀୟ ଡ୍ରାଇଭର ।

Bomb cyclone alert in US, thousands of flights
ଆମେରିକାରେ 'ବମ୍ ସାଇକ୍ଲୋନ୍' ଆଲର୍ଟ; ହଜାର ହଜାର ଫ୍ଲାଇଟ୍ ବାତିଲ

ଖ୍ରୀଷ୍ଟମାସ ମଧ୍ୟରେ ଆମେରିକାରେ ବମ୍ ସାଇକ୍ଲୋନ୍ ବିପଦ ଦେଖାଦେଇଛି। ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ପାଞ୍ଚ ହଜାରରୁ ଅଧିକ ବିମାନ ବାତିଲ କରାଯାଇଛି। ଏହା ଖୁବ ଭୟଙ୍କର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Car Covers 1,000 Km In Single Charge
କାର୍ କଲା ବିଶ୍ୱ ରେକର୍ଡ! ଥରେ ଚାର୍ଜ ହେଲେ ଯିବ ୧୦୦୦କିମି

ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍‌ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେଲେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ। ଆସନ୍ତୁ ଜାଣିବା ଏହି କାର୍ ବିଷୟରେ।

Charles Sobhraj
ଶୋଭରାଜର ଭାରତ ଲିଙ୍କ୍ ! କିପରି ଥିଲା ଅପରାଧ ସାମ୍ରାଜ୍ୟ ?

କେବେ ପ୍ରଥମେ ଭାରତ ଆସିଥିଲା ବିକିନି କିଲର୍‌ ?