• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Turkey Earthquake
୩୬ ହଜାର ପାର୍‌ ମୃତ୍ୟୁସଂଖ୍ୟା ! ସପ୍ତାହକ ପରେ ବି ମୃତ୍ୟୁ ଉପତ୍ୟକାରେ ମିଳୁଛି ଜୀବନ

ଏତେ ଦିନ ପରେ ଜୀବନକୁ ନେଇ ଆଶ୍ଚର୍ଯ୍ୟ ଚକିତ ଉଦ୍ଧାରକାରୀ ଦଳ ।

Lawyer dies after his hidden gun goes off during MRI scan
ସେପଟେ ଚାଲିଥିଲା ମା’ର ଚିକିତ୍ସା, ଏପଟେ ଚାଲିଗଲା ପୁଅର ଜୀବନ

ହସ୍ପିଟାଲର ସ୍କାନିଂ ରୁମ୍‌ରେ ଫୁଟିଲା ଗୁଳି; ଚାଲିଗଲା ଓକିଲଙ୍କ ଜୀବନ

Earthquake death toll tops 33,000, Turkey
ପ୍ରଳୟଙ୍କାରୀ ଭୂକମ୍ପରେ ତୁର୍କୀ ଛାରଖାର, ଧ୍ୱଂସାବଶେଷ ତଳେ ଏବେ ବି ରାହା ଖୋଜୁଛି ଜୀବନ

ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା। କେବଳ ତୁର୍କୀରେ ୩୦ ହଜାର ଉପରେ ମୃତ୍ୟୁ ସଂଖ୍ୟା।

Turkey
ପ୍ରଳୟ ପଞ୍ଝାରେ ଛାରଖାର ତୁର୍କୀ-ସିରିୟା ! ମୃତ୍ୟୁ ସଂଖ୍ୟା ୫୦ ହଜାର ପାର୍...

ଅସହ୍ୟ ଥଣ୍ଡାରେ କଲବଲ ବିପନ୍ନ । ଭଗ୍ନାବଶେଷ ତଳୁ ୫ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ ।

search operation team rescued a new born baby
୫ ଦିନ ଚାପି ହୋଇ ରହିବା ପରେ ସୁରକ୍ଷିତ ଉଦ୍ଧାର ହେଲା ନବଜାତ ଶିଶୁ

ଭଗ୍ନାବଶେଷ ତଳୁ ଏକ ନବଜାତ ଶିଶୁକୁ ଜୀବନ୍ତ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍।

After Turkey's quake people are homeless
ତୁର୍କୀରେ ସ୍ଥିତି ହାହାକାର: ପେଟ ପାଇଁ ଦାନା ନାହିଁ, ମୁଣ୍ଡ ଉପରେ ଛାତ ନାହିଁ

ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁପାରେ ବୋଲି ମିଳିତ ଜାତିସଂଘ ଆକଳନ କରିଛି। ବିଶ୍ବର ବିଭିନ୍ନ ଦେଶର ବଛା ବଛା ରେସ୍କ୍ୟୁ ଟିମ୍ ଦିନ ରାତି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେପଟେ ତୁର୍କୀ ଓ ସିରିଆରେ ଥଇଥାନ ଓ ପୁନରୁଦ୍ଧାର ପାଇଁ ସ

Huge chunk of Sun’s surface breaks-off
ପୃଥିବୀ ପ୍ରତି ମାଡ଼ି ଆସିବ କି ବଡ଼ ବିପଦ ?

କାହିଁକି ଭାଙ୍ଗିଲା ସୂର୍ଯ୍ୟଙ୍କର ଏତେ ବଡ଼ ଅଂଶ ?

  • Saturday, 11 February 2023
Rescuers hold the 10-day old baby
ଭଙ୍ଗା କୋଠା ତଳେ ଶୁଭୁଥିଲା କୁଆଁକୁଆଁ ସ୍ୱର; ମା’ ଛୁଆଙ୍କୁ ଉଦ୍ଧାର କଲେ ଟିମ୍‌

ଭୂମିକମ୍ପ ପରେ ସାମ୍ନାକୁ ଆସିଲା ହୃଦୟ ବିଦାରକ ଚିତ୍ର

Turkey, Syria Earthquake
ତୁର୍କୀରେ ତାଣ୍ଡବ ରଚିଛି ଭୂମିକମ୍ପ; ଜୀବନ ବଞ୍ଚାଉଛି ଭାରତ

ଭାରତକୁ ବିପଦର ବନ୍ଧୁ କହିଲା ତୁର୍କୀ

Sun
ଚିନ୍ତାରେ ବୈଜ୍ଞାନିକ ! ସୂର୍ଯ୍ୟ ପୃଷ୍ଠରୁ ଖସିଲା ବିରାଟ ଅଗ୍ନି ପିଣ୍ଡୁଳା, ବୁଲୁଛି ମହାକାଶରେ

ବୈଜ୍ଞାନିକମାନେ ଏବେ ଏହି ନିଆଁ ପିଣ୍ଡୁଳା ଉପରେ ନଜର ରଖିଛନ୍ତି ଏବଂ ଏହାର ସ୍ଥିତିକୁ ନେଇ ତର୍ଜମା କରୁଛନ୍ତି ।

Turkey-Syria earthquakes
ତୁର୍କୀରେ ପ୍ରକୃତିର ତାଣ୍ଡବ ! ମାଟିରେ ମିଶିଯାଇଛି କୋଠାବାଡ଼ି, ଚାପି ହୋଇ ରହିଛି ଶହ ଶହ ଜୀବନ

ତୁର୍କୀର ମହାବିପତ୍ତି ବେଳେ, ସହଯୋଗର ହାତ ବଢ଼ାଇଛି ଭାରତ । ତୁର୍କୀକୁ ୨ଟି C-17 ଗ୍ଲୋବମାଷ୍ଟର ବିମାନରେ ୧୦୦ ଏନ୍‌ଡିଆରଏଫ୍ ଯବାନ, ସ୍ୱତନ୍ତ୍ର ପ୍ରଶିକ୍ଷିତ ଡଗ୍ ସ୍କ୍ବାଡ୍, ଡ୍ରିଲିଂ ମେସିନ, ରିଲିଫ ସାମଗ୍ରୀ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ଉପକରଣ ପଠାଯାଇଛି । ଅନ୍ୟପକ୍ଷରେ ଭାରତକୁ ବିପଦ ବେଳର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ତୁର୍କୀ ରାଷ୍ଟ୍ରଦୂତ ।

  • Thursday, 09 February 2023
  • India
everyone has their own plane
ଏହି ଗାଁରେ ସମସ୍ତେ ଧନୀ; ଘରୁ ବାହାରିଲେ ବିମାନରେ ଉଡୁଛନ୍ତି

ଦୈନନ୍ଦିନ କାର୍ଯ୍ୟ ପାଇଁ ଆବଶ୍ୟକ ପଡ଼େ ଫ୍ଲାଇଟ୍‌

Bill Gates In Love
ନୂଆ ପ୍ରେମରେ ପଡ଼ିଛନ୍ତି ବିଲ୍‌ ଗେଟ୍‌ସ, ଜାଣନ୍ତୁ କାହା ସହ କରୁଛନ୍ତି ଡେଟିଂ...

ନିକଟ ଅତୀତରେ ସେ ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ । 

Turkey Earthquake
ଧ୍ୱଂସର ତାଣ୍ଡବଲୀଳା ଭିତରେ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରିଆସିଲା କଅଁଳ ଜୀବନ

ଦଶନ୍ଧିର ସବୁଠୁ ବଡ ତଥା ଭୟଙ୍କର କୁହାଯାଉଥିବା ଏହି ଭୂକମ୍ପରେ ଉଭୟ ତୁର୍କୀ ଓ ସିରିୟା ଧ୍ବଂସସ୍ତୁପ ପାଲଟିଯାଇଛି।

Turkey Earthquake
ତୁର୍କୀରେ ପ୍ରକୃତିର ତାଣ୍ଡବ ! ମାଟିରେ ମିଶିଯାଇଛି କୋଠାବାଡ଼ି, ଚାପି ହୋଇ ରହିଛି ଶହ ଶହ ଜୀବନ

ଏନଡିଆରଏଫ୍ ଓ ମେଡିକାଲ ଟିମ୍ ପଠାଇଲା ଭାରତ । ତୁର୍କୀରେ ପହଞ୍ଚିଲା ବାୟୁସେନାର ସ୍ୱତନ୍ତ୍ର ବିମାନ ।

Turkey-Syria quake toll crosses 5,000
ମୃତ୍ୟୁର ଆଁରୁ ବର୍ତ୍ତିଆସିଥିବା କୁନି ଝିଅ ପଚାରୁଛି- 'ମୋ ମାଆ କାହିଁ?'

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ, ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୮ ଗୁଣ ବୃଦ୍ଧି ପାଇପାରେ।

Turkey
ଛାରଖାର ତୁର୍କୀରୁ ଛାତିଥରା ଚିତ୍ର

ଛାରଖାର ତୁର୍କୀରୁ ଛାତିଥରା ଚିତ୍ର। ଯୁଆଡେ ଦେଖିବ ସିଆଡେ ମାଳମାଳ ଶବ

  • Tuesday, 07 February 2023
Google engineer got laid off
ରାତି ୨ଟାରେ ଝିଅକୁ କ୍ଷୀର ପିଆଉଥିଲେ, ହଠାତ୍‌ ଆସିଲା ଛଟେଇ ମେସେଜ୍‌

କର୍ମଚାରୀ ଜଣଙ୍କ ପିତୃତ୍ୱ ଛୁଟିରେ ଥିଲେ ।

  • Tuesday, 07 February 2023
  • Google
Earthquake Kills Over 4 thousands In Turkey
ତୁର୍କୀ ଉପରେ ପ୍ରକୃତିର କୋପ: ୨୪ ଘଣ୍ଟାରେ ଭୂକମ୍ପର ୪ ଝଟ୍‌କା, ଗଲାଣି ୪ ହଜାରରୁ ଅଧିକ ଜୀବନ

ତୁର୍କୀରେ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୋମବାର ଦିନ ଭୂକମ୍ପର ୩ ଝଟ୍‌କା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଥରେ ଭୂକମ୍ପ ହୋଇଛି।

Turkey Earthquake
ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ

ମୁହୂର୍ତ୍ତକ ମଧ୍ୟରେ ଧରାଶାୟୀ ହେଉଛି ବିରାଟ ଅଟ୍ଟାଳିକା । ଦେଖୁ ଦେଖୁ ମାଟିରେ ମିଶିଯାଉଛି ୬ ତାଲା ବିଲଡିଂ । ଆଉ ତା’ଭିତରେ ଚାପି ହୋଇଯାଇଛନ୍ତି ଶତାଧିକ ଲୋକ । ତୁର୍କୀରେ ଏମିତି ତାଣ୍ଡବ ରଚିଛି ପ୍ରକୃତି । ଗୋଟିଏ କି ଯୋନିଏ ନୁହେଁ ଏଭଳି ଶହ ଶହ କୋଠା, ହଜାର ହଜାର ଘର ଭୁଶୁଡିପଡିଛି ଭୂକମ୍ପର ଝଟ୍‌କାରେ । ଆଖି ପିଛୁଳାକେ ଛାରଖାର ହୋଇଯାଇଛି ତୁର୍କୀର ଏକାଧିକ ସହର ।

  • Monday, 06 February 2023
  • India
Turkey Earthquake
ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ 

ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତୁର୍କୀ ସହ ସିରିୟାରେ ବି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି । ସେଠାରେ ବି ଶତାଧିକ ଲୋକଙ୍କ ଜୀବନ ଯାଇଛି।

Turkey
ଦିନ ସାରା ଥରୁଛି ତୁର୍କୀ, ଗୋଟିଏ ପରେ ଗୋଟିଏ ଭୂ-କମ୍ପ ଝଟ୍‌କା !

ତୁର୍କୀର ପ୍ରମୁଖ ଶିଳ୍ପ ଓ ଉତ୍ପାଦନ ହବ୍ ମଧ୍ୟରୁ ଗାଜିଆଣ୍ଟେପ୍‌ ହେଉଛି ଅନ୍ୟତମ ।

crime
ଠୁକରା କେ ମେରା ପ୍ୟାର୍‌ . . . ବେଦୀ ଉପରେ ବସିଥିବା କନ୍ୟାକୁ ଗୁଳି ମାରିଲା ପ୍ରେମିକ

ଧୁମଧାମରେ ବିବାହ ଚାଲିଥିବା ବେଳେ ପହଞ୍ଚିଗଲା ପ୍ରେମିକ । କନ୍ୟାକୁ ମାରିଲା ଗୁଳି . .

Strong Earthquake Hits In Turkey
ସକାଳୁ ସକାଳୁ ଭୟଙ୍କର ଭୂକମ୍ପ: ୧୦୦ରୁ ଅଧିକ ମୃତ, ଭୁଶୁଡ଼ିଲା ଘର

ଆଜି ସକାଳୁ ସକାଳୁ ଦକ୍ଷିଣ-ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଫଳରେ ଓସ୍‌ମାନିଆ ପ୍ରଦେଶର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। 

china
ଫୁସକି ଗଲା କି ଚୀନର ଚାଲାକି ?

ସନ୍ଦିଗ୍ଧ ବେଲୁନକୁ ମିଜାଇଲ୍ ମାରି ଖସାଇ ଦେଲା ଆମେରିକା

  • Sunday, 05 February 2023
  • US