• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

bobby deol and suriya movie kanguva release date announced
Kanguva: ଆସିଲା ‘କଙ୍ଗୁଭା’ର ରିଲିଜ୍ ତାରିଖ; ଏହିଦିନ ହେବ ବବି-ସୂର୍ଯ୍ୟାଙ୍କ ଲଢେଇ

ସାଉଥ୍‌ରୁ ଆସୁଛି ଆଉ ଏକ ଦମଦାର ଫିଲ୍ମ, ଜାହାର ଟାଇଟଲ୍ ହେଉଛି ‘କଙ୍ଗୁଭା’। ଏଥିରେ ‘ଆନିମଲ୍’ ଫେମ୍ ଅଭିନେତା ବବି ଦେଓଲ ‘ସିଂଘମ୍’ ଫେମ୍ ସୂର୍ଯ୍ୟାଙ୍କ ସହ ଲଢୁଥିବା ଦେଖିବାକୁ ମିଳିବ।

ayushmann khurrana rashmika mandanna team up for horror comedy film vampires of vijay nagar
ସିନେ ପ୍ରେମୀଙ୍କ ପାଇଁ ବଡ ଖବର; ପ୍ରଥମ ଥର ପାଇଁ ରଶ୍ମିକା ମନ୍ଦାନାଙ୍କ ସହ ରୋମାନ୍ସ କରିବେ ଆୟୁଷ୍ମାନ ଖୁରାନା

ଆଦିତ୍ୟ ସତ୍ୟପୋଦର ଏବଂ ଦୀନେଶ ଭିଜନ୍ ଅନ୍ୟ ଏକ ଅନନ୍ୟ ହରର୍-କମେଡି କରିବାକୁ ଆଗ୍ରହ ଦେଖାଇଛନ୍ତି। ସେ 'ୱେମ୍ପାୟାର୍ସ ଅଫ୍ ବିଜୟ ନଗର' ଶୀର୍ଷକରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏଥିରେ ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନାଙ୍କ ରୋମାନ୍ସ ଦେଖିବାକୁ ମିଳିବ।

Salman khan had crush on dharmendra second wife hema malini
Viral Video: ସଲମାନ ଖାନଙ୍କ ଖୁଲାସା; ଭାଇଜାନଙ୍କ ଠାରୁ ୧୭ ବର୍ଷ ବଡ଼ ଏହି ହିରୋଇନ୍ ଥିଲେ ଫାଷ୍ଟ୍ କ୍ରସ୍

ସଲମାନ ଖାନଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ତାଙ୍କର ଫାଷ୍ଟ୍ କ୍ରସ୍ ବିଷୟରେ କହୁଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ ଯାହାଙ୍କ ନାଁ କହିଛନ୍ତି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭିଡିଓ…

Chinese girl singing hindi songs in Chinese accent
Viral Video: ବଲିଉଡ୍‌ ପ୍ରେମରେ ଚାଇନା ଝିଅ; ସୁନ୍ଦର କଣ୍ଠରେ ବୋଲିଲେ ଶାହରୁଖଙ୍କ ଗୀତ

ଚାଇନାର ଜଣେ ଗାୟିକାଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ଶାହରୁଖ ଖାନଙ୍କ ହିଟ୍ ଚଳଚ୍ଚିତ୍ରର ହିଟ୍ ଗୀତ ଗାଉଥିବାର ନଜର ଆସିଛନ୍ତି।

Sadiya bulukiya song giving competition to maroon color sadiya
ଚର୍ଚ୍ଚାରେ ଭୋଜପୁରୀ ଗୀତ; ‘ମରୁନ କଲର୍‌ ଶାଢୀୟା’କୁ ଟକ୍କର ଦେବାକୁ ଆସିଲା ‘ଶାଢୀୟା ବୁଲୁକିୟା’

ବର୍ତ୍ତମାନ ଦୀନେଶ ଲାଲ ଯାଦବ ନିରହୁଆ ଏବଂ ଅମ୍ରାପାଲି ଦୁବେଙ୍କ ‘ମରୁନ କଲର୍‌ ଶାଢିୟା’ ହଇଚଇ କରୁଛି। କିନ୍ତୁ ଏହାରି ଭିତରେ ଆଉ ଏକ ଭୋଜପୁରୀ ଫିଲ୍ମର ପାୱାର୍ ଷ୍ଟାର ପୱନ ସିଂହ ଏବଂ ଶିବାନୀ ସିଂହଙ୍କ ନୂଆ ଭୋଜପୁରୀ ଗୀତ ‘ଶାଢୀୟା ବୁଲୁକିୟା’ ମୁକ୍ତିଲାଭ କରିଛି।

Sonakshi sinha and zaheer iqbal shared romantic pics from wedding reception
ବିବାହ କରି ଖୁସି ହେଲେ ସୋନାକ୍ଷୀ, କହିଲେ ସତେ ଯେମିତି ଦୁଇ ପ୍ରେମୀଙ୍କ ପାଇଁ ଏ ବ୍ରହ୍ମାଣ୍ଡ ଏକତ୍ରିତ ହୋଇଯାଇଛି

ବିବାହ ଫଟୋ ପରେ ବର୍ତ୍ତମାନ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ରିସେପସନ୍ ଲୁକରେ ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡିକ ଏତେ ସୁନ୍ଦର ହୋଇଛି ଯେ ଯାହାକୁ ଲୋକମାନେ ପ୍ରଶଂସା ନ କରି ରହିପାରୁ ନାହାନ୍ତି।

Stree 2 teaser released get ready to laugh and get scared again
Stree 2 Teaser: ରିଲିଜ୍ ହେଲା 'ସ୍ତ୍ରୀ ୨'ର ଟିଜର୍; କମେଡି ସହିତ ଭୟର ଏକ କମ୍ବୋ

୨୦୧୮ ରେ ମୁକ୍ତିଲାଭ କରିଥିବା ମ୍ୟାଡକ୍ ଫିଲ୍ମସ୍‌ର 'ସ୍ତ୍ରୀ' ବକ୍ସ ଅଫିସରେ ଖୁବ ହଙ୍ଗାମା ସୃଷ୍ଟି କରିଥିଲା। ଦର୍ଶକ ଏହି ଫିଲ୍ଲ୍ମକୁ ଏତେ ପସନ୍ଦ କରିଥିଲେ ଯେ ଏହା ରିଲିଜ୍ ହେବା ପରେ ପ୍ରେକ୍ଷାଳୟରେ ଲୋକପ୍ରିୟ ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

Sonakshi sinha got warm welcome by sister in law
Viral Video: ନୂଆ ବୋହୂ ସୋନାକ୍ଷୀ ସିହ୍ନାଙ୍କୁ ଶଶୁର ଘରକୁ ଦମଦାର ସ୍ୱାଗତ; ଭିଡିଓ ହେଲା ଭାଇରାଲ୍

ସୋନାକ୍ଷୀଙ୍କ ବିବାହକୁ ନେଇ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦମ୍ପତିଙ୍କୁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜହୀରଙ୍କ ଘରେ ତାଙ୍କ ଭଉଣୀ ଉଭୟଙ୍କୁ ସ୍ୱାଗତ କରୁଥିବା ଦେଖାଯାଏ। ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି ଏବଂ ପ୍ରଶଂସକଙ୍କ ଠାରୁ ପ୍ରେମ ପାଇବାରେ ଲାଗିଛି।

After marriage sonakshi sinha wearing red silk saari and applying vermilion like hindu woman
ଜହୀର ଇକ୍‌ବାଲ୍‌ଙ୍କ ପାଇଁ ସିନ୍ଦୁର ପିନ୍ଧିଲେ ସୋନାକ୍ଷୀ; ଦେଖାଯାଉଥିଲେ ହିନ୍ଦୁ ବୋହୂ ପରି

ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍‌ବାଲ୍‌ ପ୍ରାୟ ୮ବର୍ଷ ଧରି ଡେଟିଂ କରିବା ପରେ ଜୁନ୍ ୨୩ରେ ବିବାହ କରିଛନ୍ତି। ବିବାହ ପରେ ଏଛି ଯୋଡି କେବଳ ସେମାନଙ୍କ ବନ୍ଧୁ ଏବଂ ଘନିଷ୍ଠ ଲୋକଙ୍କୁ ଏକ ପାର୍ଟୀ ଦେଇଛନ୍ତି, ଯେଉଁଠାରେ ଉଭୟଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଦେଖିବାକୁ ମିଳିଛି। ଫଟୋରେ ସୋନାକ୍ଷୀ ସିହ୍ନା ତାଙ୍କ ସିନ୍ଥିରେ ସିନ୍ଦୁର ଏବଂ ଚୁଟିରେ ଗଜରା ପିନ୍ଧିଥିବାର ନଜର ଆସିଛନ୍ତି।

sonakshi sinha zaheer iqbal wedding party photos
ଜହୀର-ସୋନାକ୍ଷୀଙ୍କ ବିବାହରେ ସେଲିବ୍ରେଟିଙ୍କ ଭିଡ; ଅନିଲ୍ ଜିତିଲେ ହୃଦୟ

ଜହୀର ଇକ୍‌ବାଲ୍‌ଙ୍କ ସହ ବିବାହ ପରେ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଶ୍ରୀମତୀ ଜହୀର ଇକ୍‌ବାଲ୍‌ ହୋଇଯାଇଛନ୍ତି। ନିକଟରେ ଏହି ଯୋଡି ବିବାହ କରିଛନ୍ତି। ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ୍‌ ରିସେପସ୍‌ର ଆୟୋଜିତ ହୋଇଥିଲା। ଏହି ପାର୍ଟୀରେ ହୁମା କୁରେଶି, ଅନିଲ କପୁର, ତବୁ, ଅଜୟ ଦେବଗନ ଏବଂ ଚୁଙ୍କି ପାଣ୍ଡେଙ୍କ ସହ ଅନେକ ବଲିଉଡ୍‌ ତାରକା ଅଂଶଗ୍ରହଣ କରିଥିଲେ।

Race 3 producer ramesh taurani confirms script ready for race 4
ସଲମାନଙ୍କ ଏହି ଫିଲ୍ମର ହେବ ସିକ୍ୱେଲ୍; ନିର୍ମାତା କହିଲେ ସ୍କ୍ରିପ୍ଟ ରେଡି, ହିରୋ ଠିକ୍ ହୋଇନି

ଯଦିଓ 'ରେସ୍‌ ୩' ସମାଲୋଚକମାନଙ୍କ ଠାରୁ ନକାରାତ୍ମକ ସମୀକ୍ଷା ପାଇଥିଲା ତଥାପି ବକ୍ସ ଅଫିସରେ ଏହା ଭଲ ରୋଜଗାର କରିଥିଲା। ବର୍ତ୍ତମାନ ନିର୍ମାତା ଏହି ଫ୍ରାଞ୍ଚାଇଜ୍‌ର ଚତୁର୍ଥ ଫିଲ୍ମ ଆଣିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ 'ରେସ୍ ୪'ର ସ୍କ୍ରିପ୍ଟ ପ୍ରସ୍ତୁତ ଅଛି। ଏହା ସହିତ ସେ ଫିଲ୍ମ ବିଷୟରେ ଏକ ବଡ ଅପଡେଟ୍ ମଧ୍ୟ ଦେଇଛନ୍ତି।

If salman khan was not there sonakshi sinha and zaheer iqbal would never have been together
ଆଜି ସୋନାକ୍ଷୀ-ଜହୀର ଇକ୍‌ବାଲ୍‌ଙ୍କ ରେଜେଷ୍ଟ୍ରୀ ମ୍ୟାରେଜ୍; ପ୍ରେମ ପାଇଁ ସଲମାନ ଦାୟୀ!

ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ଜହୀର ଇକ୍‌ବାଲ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ପରସ୍ପରଙ୍କୁ ଡେଟ୍‌ କରିବା ପରେ ସେମାନେ ବର୍ତ୍ତମାନ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ ପୂର୍ବରୁ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍‌ବାଲ୍‌ଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

Sonakshi sinha zaheer iqbal wedding
ଜହୀର ଇକ୍‌ବାଲଙ୍କୁ ବାହାହେବେ ସୋନାକ୍ଷୀ ସିହ୍ନା; ଜାଣନ୍ତୁ କାହାର ସମ୍ପତ୍ତି ଅଧିକ

ସୋନାକ୍ଷୀ ସିହ୍ନା ତାଙ୍କ ପ୍ରେମିକ ଜହୀର ଇକ୍‌ବାଲଙ୍କୁ ଜୁନ୍ ୨୩ରେ ବିବାହ କରୁଛନ୍ତି। ଏନେଇ ଉଭୟ ପରିବାରରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରୋଜଗାର ଦୃଷ୍ଟିରୁ ସୋନାକ୍ଷୀ ସିହ୍ନା ବହୁତ ଧନୀ ଅଟନ୍ତି। ତେବେ ଆସନ୍ତୁ ଏହି ମୌକାରେ ଦୁହିଁ ସମ୍ପତ୍ତି ବିଷୟରେ ଜାଣିନେବା।

Film kalki 2898 ad broke previous record in north america
ଆମେରିକାରେ ରେକର୍ଡ କରୁଛି 'କଲ୍‌କୀ ୨୮୯୮ ଏଡି'; ଏବେଠୁ କଲାଣି ଏତେ ରୋଜଗାର

'କଲ୍‌କୀ ୨୮୯୮ ଏଡି'କୁ ନେଇ ଉତ୍ତର ଆମେରିକାରେ ଅତ୍ୟଧିକ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରି-ବୁକିଂ ଦୃଷ୍ଟିରୁ ଫିଲ୍ମ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ନିକଟରେ ଖବର ଆସିଛି ଯେ ଏହି ଫିଲ୍ମ ଉତ୍ତର ଆମେରିକାରେ ରିଲିଜ୍ ହେବା ପୂର୍ବରୁ ମୋଟା ଅଙ୍କର ରୋଜଗାର କରିସାରିଲାଣି।

Jackie shroff urged the photographers to not shout and breath
Viral Video: ପାପାରାଜୀଙ୍କ ଉପରେ ରାଗିଲେ ଜ୍ୟାକି ଶ୍ରଫ୍, କହିଲେ ଏତେ ଚିଲ୍ଲଉଛ…

ନିକଟରେ ବଲିଉଡ୍‌ର ଭେଟେରାନ୍ ଅଭିନେତା ଜ୍ୟାକି ଶ୍ରଫ୍ ମୁମ୍ବାଇରେ ପାପାରାଜିଙ୍କ ସାମ୍ନା ହୋଇଥିଲେ। ଏହି ସମୟରେ ସେ ସେମାନଙ୍କୁ କିଛି ପରାମର୍ଶ ଦେଉଥିବାର ଦେଖାଯାଏ।

Amitabh Bachhan
ଚାଲିଥିଲା ଫିଲ୍ମ ପ୍ରମୋସନ; ହଠାତ ପ୍ରଯୋଜକଙ୍କ ପାଦ ଧରିଲେ ଅମିତାଭ ବଚ୍ଚନ...ଭିଡିଓ ଭାଇରାଲ୍

ଅମିତାଭ ଫିଲ୍ମ ‘କଳକୀ’ ର ପ୍ରଯୋଜକ ଅଶ୍ୱିନ ଦତ୍ତଙ୍କ ପାଦ ଧରୁଥିବା ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Priyanka chopra gets huge cut during shooting for stunt scenes
ସୁଟିଂ ବେଳେ କଟିଗଲା ବେକ; ଟିକେ ଟିକେରେ ବଞ୍ଚିଗଲେ ଦେଶୀ ଗାର୍ଲ୍

ଗୋଟିଏ ପରେ ଗୋଟିଏ ଅନେକ ସିରିଜ୍‌ ଏବଂ ହଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସୁଥିବା ପ୍ରିୟଙ୍କା ହୁଏତ ଭାରତଠାରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ନିକଟରେ ସେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି।

kapi dev praised kartik aaryan chandu champion
'ଚନ୍ଦୁ ଚମ୍ପିଅନ୍' ଦେଖି କାନ୍ଦିପକେଇଲେ କପିଲ ଦେବ; କହିଲେ ଏମିତି…

ସାଧାରଣ ଦର୍ଶକଙ୍କ ସହ କାର୍ତ୍ତିକ ଆର୍ଯ୍ୟନଙ୍କ 'ଚନ୍ଦୁ ଚମ୍ପିଅନ୍' ଚଳଚ୍ଚିତ୍ରକୁ କିଛି ବିଶେଷ ଦର୍ଶକ ମଧ୍ୟ ପସନ୍ଦ କରୁଛନ୍ତି। ନିକଟରେ କପିଲ ଦେବ ଅଭିନେତାଙ୍କ ଏହି ଫିଲ୍ମ ଦେଖି ବହୁତ ଖୁସି ହୋଇଯାଇଛନ୍ତି। ଫିଲ୍ମ ଦେଖିବା ପରେ କପିଲ କାର୍ତ୍ତିକ ଆର୍ଯ୍ୟନଙ୍କୁ ବହୁତ ପ୍ରଶଂସା କରିଛନ୍ତି।

kangana ranaut gifts new house to cousin
କଙ୍ଗନାଙ୍କ ଭାଇ ପ୍ରେମ; ସାଂସଦ ହେଉ ହେଉ ସାନ ଭାଇକୁ ଆଲିଶାନ୍ ଘର ଉପହାର

ନିର୍ବାଚନରୁ ଅବସର ମିଳିବା ମାତ୍ରେ କଙ୍ଗନା ନିଜ ପରିବାର ସହିତ ଉତ୍ସବ ପାଳନ କରୁଛନ୍ତି ଏବଂ ବହୁ କ୍ୱାଲିଟି ଟାଇମ୍ ବିତାଉଛନ୍ତି। ତେବେ ସବୁଠାରୁ କୌତୁହଳର କଥା ହେଲା କଙ୍ଗନା ସାଂସଦ ହେଉ ହେଉ ନବ ବିବାହିତ ଦମ୍ପତିଙ୍କୁ ଚଣ୍ଡିଗଡ଼ରେ ଏକ ସୁନ୍ଦର ଘର ଉପହାର ଦେଇଛନ୍ତି।

munjya and chandu champion box office collection on Monday in india
'ମୁଞ୍ଜ୍ୟା'କୁ ଟକ୍କର ଦଉଛି 'ଚନ୍ଦୁ ଚମ୍ପିଅନ୍'; ଜାଣନ୍ତୁ କାହାର ରୋଜଗାର କେତେ

ଆଜିକାଲି ବକ୍ସ ଅଫିସରେ ଅଭୟ ବର୍ମା ଏବଂ ଶରବଭାରୀ ବାଘଙ୍କ ହରର-କମେଡି ଫିଲ୍ମ 'ମୁଞ୍ଜ୍ୟା' ପ୍ରାଧାନ୍ୟ ବିସ୍ତାର କରିଛି। ମାତ୍ର ୧୧ ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ୫୫ କୋଟି ଟଙ୍କା ଅତିକ୍ରମ କରିସାରିଛି। ଅନ୍ୟପକ୍ଷରେ ଗତ ଶୁକ୍ରବାର ମୁକ୍ତିଲାଭ କରିଥିବା କାର୍ତ୍ତିକ ଆର୍ଯ୍ୟନଙ୍କ କ୍ରୀଡ଼ା-ଡ୍ରାମା ଚଳଚ୍ଚିତ୍ର 'ଚନ୍ଦୁ ଚମ୍ପିଅନ୍' ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରୁଛି।

Pushpa 2
ଏ‍ବେ ରିଲିଜ୍‌ ହେବନି ‘ପୁଷ୍ପା-୨’; ଜାଣନ୍ତୁ ପରଦାକୁ ଆସୁଛି କେବେ ?

ପୁଷ୍ପା ଝୁକେଗା ନହିଁ ହେଲେ ଏବେ ପୁଷ୍ପା ଖାଲି ନଇନି ବରଂ ୪ ମାସ ଘୁଞ୍ଚି ଯାଇଛି । ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି । ପୁଷ୍ପା-୨ର ରିଲିଜ୍ ଡେଟକୁ ଘୁଞ୍ଚାଇଛିପ୍ରଯୋଜନା ସଂସ୍ଥା ।

Expensive Singer
ଶ୍ରେୟା, ସୁନିଧି କିମ୍ବା ମିକ୍କା ନୁହନ୍ତି... ଆଉ ଜଣେ ଗାୟକ ଯିଏ ନିଅନ୍ତି ୩ କୋଟି...

ଏଇ ଭାରତରେ ଏମିତି ଜଣେ ସିଙ୍ଗର ଅଛନ୍ତି, ଯିଏ କି ଗୋଟିଏ ଗୀତ ପାଇଁ ତିନି କୋଟି ଟଙ୍କା ଚାର୍ଜ କରିଥାନ୍ତି ।

Salman Khan
ସଲମାନ ଖାନଙ୍କୁ ୫ ମାସରେ ମିଳିଲାଣି ୩ ହତ୍ୟା ଧମକ; ଗିରଫ ହେଲା ୨୫ ବର୍ଷର ଯୁବକ

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ୫ ମାସରେ ମିଳିଲାଣି ୩ଟି ହତ୍ୟା ଧମକ । ଏହି ଘଟଣା ପରେ ମୁମ୍ବାଇ ସାଉଥ୍ ସାଇବର ଥାନାରେ ଏଫ୍‌ଆଇଆର୍ ପଞ୍ଜିକୃତ ହୋଇଛି । 

Kalki 2898ad in trouble before release
ଅଡୁଆରେ ‘କଲ୍‌କୀ ୨୮୯୮ ଏଡି’; ଡିଜାଇନ୍ ଚୋରି ହୋଇଥିବା ଅଭିଯୋଗ

‘କଲ୍‌କୀ ୨୮୯୮ ଏଡି’ର ନିର୍ମାତାଙ୍କ ପାଇଁ ଏକ ବଡ ସମସ୍ୟା ଉପୁଜିଛି। ଦକ୍ଷିଣ କୋରିଆର କନ୍‌ସେପ୍ଟ କଳାକାର ନିର୍ମାତାଙ୍କୁ ତାଙ୍କ ଡିଜାଇନ୍ ଚୋରି କରିଥିବା ଅଭିଯୋଗ କରିଛନ୍ତି। ପ୍ରମାଣ ପାଇଁ ଏକ ଫଟୋ ମଧ୍ୟ ଶେୟାର କରାଯାଇଛି, ଯାହା ପରେ ଲୋକମାନେ ତାଙ୍କୁ ଏକ କେସ୍ କରିବାକୁ ପରାମର୍ଶ ଦେଉଥିବା ଦେଖାଯାଏ।

tabu said romance is not just for youngs only
୫୦ ବର୍ଷରେ ରୋମାନ୍ସ କରିବେ ତବୁ; କହିଲେ ରୋମାନ୍ସ କେବଳ ଯୁବପିଢି ପାଇଁ ନୁହେଁ

'ଔରୋଁ ମେ କ୍ୟା ଦମ୍ ଥା'ର ଟ୍ରେଲର ଲଞ୍ଚ ସମୟରେ ତବୁ ଏବଂ ଅଜୟ ଦେବଗନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ସେମାନେ ୫୦ ବର୍ଷ ବୟସରେ ରୋମାନ୍ସକୁ ନେଇ ମତ ରଖିଥିଲେ। ତବୁ ଏହା ସ୍ପଷ୍ଟ କରିଛନ୍ତି ଯେ ରୋମାନ୍ସ କେବଳ ଯୁବପିଢି ଭିତରେ ସୀମିତ ନୁହେଁ।