ଜେଲରୁ ଫେରିଲେ Sorry କହିଲେ
ଆଇନ ଜାଲରେ ଛନ୍ଦି ହୋଇ ହାଇଦ୍ରାବାଦର ଚଞ୍ଚଲଗୁଡ଼ା ଜେଲରେ ଗୋଟିଏ ରାତି କାଟିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍। ସଂଧ୍ୟା ଥିଏଟର ଦଳଚକଟା ଘଟଣାରେ ଗତକାଲି ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କୁ ହାଇକୋର୍ଟ ବେଲ ଦେଇଥିଲେ । ଏହା ସତ୍ତ୍ବେ ଜେଲ କର୍ତ୍ତୃପକ୍ଷଙ୍କୁ ଅର୍ଡର କପି ମିଳିପାରିନଥିବାରୁ ଗୋଟିଏ ରାତି ଜେଲରେ କାଟିଛନ୍ତି ଅଲ୍ଲୁ । ଆଉ ଆଜି ଅଲ୍ଲୁ ଘରକୁ ପରେ ତାଙ୍କ ପରିବାରରେ ଖେଳିଛି ଖୁସି। ଆଶ୍ବସ୍ତ ହୋଇଛନ୍ତି ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ ଓ ସମଗ୍ର ସିନେ ଇଣ୍ଡଷ୍ଟ୍ରି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)