• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Saif Ali Khan Bhopal Property Case
Saif Ali Khan Bhopal Property Case: ସରକାରୀ ଖାତାକୁ ଯିବ ସୈଫଙ୍କ ୧୫୦୦୦ କୋଟି ସମ୍ପତ୍ତି; ଜାଣନ୍ତୁ କାହିଁକି...

କାହିଁକି ସରକାରୀ ଖାତାକୁ ଯିବ ସୈଫଙ୍କ ୧୫୦୦୦ କୋଟି ସମ୍ପତ୍ତି ? Enemy Property Act ଆକ୍ଟ କ’ଣ ? ସୈଫ୍ କେମିତି ବଞ୍ଚାଇବେ ସମ୍ପତ୍ତି ? ଜାଣନ୍ତୁ...

vicky kaushal
Vicky Kaushal : ଭିକି କୌଶଲଙ୍କୁ ମରାଠାଙ୍କ ବିରୋଧ, ଶମ୍ଭାଜୀ ରାଓଙ୍କ ଚରିତ୍ରରେ ନାଚିଥିଲେ

ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ଏହାର ଟ୍ରେଲରକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଥିଲେ।

Nora fatehi shared latest pics in shimmery saree
Nora Fatehi: ଝିଲିମିଲି ଶାଢିରେ ଲୋକଙ୍କ ମନ କିଣିଲେ ଡ୍ୟାନ୍ସ କ୍ୱିନ୍ ନୋରା ଫତେହୀ

ଅଭିନେତ୍ରୀ ନୋରା ଫତେହୀ, ତାଙ୍କ ଡ୍ୟାନ୍ସ ମୁଭ୍ସ ଏବଂ ବୋଲ୍ଡ ଫିଗର ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ବୋଲ୍ଡନେସରେ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ କେବେ ବି ହେଳା କରନ୍ତି ନାହିଁ।

ସୈଫ୍‌ କହିଲେ ରାତିରେ ସତ
Saif Ali Khan Attack Case: ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କେମିତି ହେଲା ଆକ୍ରମଣ ? ବାନ୍ଦ୍ରା ପୋଲିସ୍‌କୁ କହିଲେ ସେଇ କଳା ରାତିର କାହାଣୀ

ସଂଘର୍ଷ ସମୟରେ, ଅନୁପ୍ରବେଶକାରୀ ସୈଫ ଅଲ୍ଲୀ ଖାନଙ୍କ ପିଠି, ବେକ ଏବଂ ହାତରେ ଅନେକ ଥର ଛୁରୀରେ ଆକ୍ରମଣ କରିଚାଲିଥିଲେ । ତାଙ୍କର ଆଘାତ ସତ୍ତ୍ୱେ ସୈଫ୍ ଅଲ୍ଲୀ ଖାନ ଅନୁପ୍ରବେଶକାରୀଙ୍କୁ ସାମ୍ନା କରିବାରେ ସଫଳ ହୋଇଥିଲେ ।

kidney
Shahrukhs Co star : ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତା, ଶାହରୁଖ ଖାନଙ୍କ ସହ କରିଥିଲେ ଫିଲ୍ମ

ରାଜକୁମାର ହିରାନୀଙ୍କ ନିର୍ଦ୍ଦଶିତ ଫିଲ୍ମ ଡଙ୍କିରେ ଶାହରୁଖ ଖାନଙ୍କ କୋ ଷ୍ଟାର ରହିଥିବା ବରୁଣ କୁଲକର୍ଣ୍ଣୀ କିଡନୀ ଜନିତ ସମସ୍ୟାରେ ପଡି ଗୁରୁତର ଅଛନ୍ତି। ବରୁଣ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ ସପ୍ତାହରେ ଦୁଇ ଥର ଡାୟାଲିସିସର ଆବଶ୍ୟକତା ରହିଛି।

Saif Ali Khan Great Grandmother
Saif Ali Khan Great Grandmother: ଭାରତୀୟ ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା କୁଳପତି ଥିଲେ ସୈଫ୍‌ ଅଲ୍ଲୀ ଖାନଙ୍କ ଅଣ-ଜେଜେମା

ବଲିଉଡ ଅଭିନେତା ସୈଫ୍‌ ଅଲି ଖାନଙ୍କ ଅଣ ଜେଜେମା’ ଥିଲେ ଭାରତୀୟ ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା କୁଳପତି। ସେ ଭୋପାଳର ଶେଷ ମହିଳା ନବାବ ଥିଲେ ଏବଂ ସହରକୁ ଏକ ପ୍ରଗତିଶୀଳ ତଥା ଆଧୁନିକ ରାଜକୁମାରୀ ରାଜ୍ୟ କରିବା ପାଇଁ କାମ କରିଥିଲେ।

Tabu was cheated by sanjay kapoor
Tabu Love Story: ତବୁଙ୍କ ପ୍ରେମ କାହାଣୀ; ପ୍ରତାରଣା କରିଥିଲେ ଏହି ସୁପର୍‌ଷ୍ଟାର୍

ଅଧୁରା ରହିଗଲା ତବୁଙ୍କ ପ୍ରଥମ ପ୍ରେମ। ବଲିଉଡ୍‌ର ଜଣେ ସୁପର୍‌ଷ୍ଟାର୍ ତାଙ୍କୁ ଧୋକା ଦେଇଥିଲେ। ପରେ ତବୁ ଜଣେ ଫିଲ୍ମ ନିର୍ମାତା ଓ ଜଣେ ସାଉଥ୍ ସୁପର୍‌ଷ୍ଟାର୍‌ଙ୍କୁ ମଧ୍ୟ ମନ ଦେଇଥିଲେ।

Saif Ali Khan stabbing case
Saif Ali Khan stabbing case: ସୈଫଙ୍କୁ ଆକ୍ରମଣ କରି ଟଙ୍କା ନେଇ ଗାଏବ ହୋଇଯାଇଥାନ୍ତା ଅଭିଯୁକ୍ତ

ଧନୀ ବ୍ୟକ୍ତିଙ୍କ ଘରୁ ଲୁଟ୍‌ କରି ବାଂଲାଦେଶ ଚାଲିଯିବା ପାଇଁ ପ୍ଲାନ କରିଥିଲା ଅଭିଯୁକ୍ତ ।

Kapil Sharma
Kapil Sharma: କପିଲ ଶର୍ମାଙ୍କ ସହ ଏହି ସେଲିବ୍ରିଟିଙ୍କୁ ଆସିଲା ହତ୍ୟା ଧମକ; ୮ଘଣ୍ଟା ଭିତରେ ଯଦି...

ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ମୁମ୍ବାଇ ଅମ୍ବୋଲି ଥାନାରେ ମାମଲା ରୁଜୁ ହୋଇଛି। ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ। ପ୍ରାଥମିକ ତଦନ୍ତରୁ ଧମକପୂର୍ଣ୍ଣ ଇମେଲ୍ ପାକିସ୍ତାନରୁ ଆସିଛି ବୋଲି ଜଣାଯାଇଛି।

Tarang Plus New Webseries
Tarang Plus New Webseries: ‘ତରଙ୍ଗ ପ୍ଲସ୍‌’ର ନୂଆ ଧମାକା; ଶାଶୁ-ବୋହୂର ନିଆରା କାହାଣୀ; ଏହି ଦିନ ମାଗଣା ଷ୍ଟ୍ରିମିଂ

‘ତରଙ୍ଗ ପ୍ଲସ୍‌’ର ପ୍ଲାଟ୍‌ଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଉଛି ଶାଶୁ-ବୋହୂଙ୍କ ନିଆରା କାହାଣୀ। ଏକ ମଧ୍ୟବିତ୍ତ ପରିବାରର ସଂଘର୍ଷର କାହାଣୀ। ଜାଣନ୍ତୁ କେବେ ହେବ ଷ୍ଟ୍ରିମିଂ?

ଏତେ ଶୀଘ୍ର ଫିଟ୍‌ କେମିତି ?
Saif Ali Khan: ପିଠିରେ ପଶିଥିଲା ଛୁରୀ, ୬ ଘଣ୍ଟା ହୋଇଥିଲା ସର୍ଜରୀ...୫ ଦିନରେ କେମିତି ଏତେ ଫିଟ୍‌ ହେଲେ ସୈଫ୍‌ ?

କାଲି ଯେତେବେଳେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ତାଙ୍କୁ ଦେଖିଲେ ଲାଗୁନଥିଲା ଯେ ତାଙ୍କର ଏତେ ବଡ଼ ଅସ୍ତ୍ରୋପଚାର ହୋଇଛି। ଏପରି ପରିସ୍ଥିତିରେ, ଏବେ ଶିବସେନା ନେତା ଅଭିନେତା ସୈଫଙ୍କ ଉପରେ ଆକ୍ରମଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Avneet kaur look gorgeous in short black dress
Avneet Kaur: କଳା ଟପ୍ - ବାଦାମୀ ସର୍ଟସ୍‌ରେ ଅବନୀତ କୌର୍‌ଙ୍କ ଘାତକ ଲୁକ୍

ବଲିଉଡ୍‌ ଅଭିନେତ୍ରୀ ଅବନୀତ କୌର୍‌ ଅଭିନୟ ଅପେକ୍ଷା ନିଜର ଘାତକ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କୁ ଖୁବ ପ୍ରଭାବିତ କରନ୍ତି। ତାଙ୍କ ଷ୍ଟନିଂ ଅବତାର ଇଣ୍ଟରନେଟ୍‌ରେ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।

Rashmika mandanna limps at airport uses wheelchair to travel
Rashmika Mandanna: ରଶ୍ମିକା ମନ୍ଦାନାଙ୍କ ଗୋଡ଼ରେ ଆଘାତ; ବିମାନ ବନ୍ଦରରେ ଛୋଟେଇ ଛୋଟେଇ ଗଲେ

ହାଇଦ୍ରାବାଦରୁ ମୁମ୍ବାଇ ଯାଉଥିବାବେଳେ ରଶ୍ମିକା ମନ୍ଦାନାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ତାଙ୍କର ମୁହଁକୁ ଲୁଚାଇ ଦେଇଥିଲେ ଏବଂ ଛୋଟେଇ ଛୋଟେଇ ଚାଲୁଥିଲେ।

Kangana pained over Emergency film ban in Punjab
Kangana Ranaut Film Emergency Ban : ପଞ୍ଜାବରେ 'ଇମରଜେନ୍ସି' ବ୍ୟାନ୍‌ ପରେ କାହାକୁ ଟାର୍ଗେଟ କଲେ କଙ୍ଗନା ?

 ୧୩ଟି ସିନ୍ କାଟିବା ପରେ ମଧ୍ୟ ପଞ୍ଜାବରେ ଚଳଚ୍ଚିତ୍ରକୁ ଇମରଜେନ୍ସିକୁ ବ୍ୟାନ୍ କରାଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି କଙ୍ଗନା ।

KBC First Winner Harshvardhan Nawathe
KBC First Winner: ସ୍ୱପ୍ନ ଥିଲା IAS ଅଫିସର୍ ହେବା; KBC ଯୋଗୁଁ ହେଇପାରିଲେ ନାହିଁ

ଶୋ’ର ପ୍ରଥମ କୋଟିପତି ହର୍ଷବର୍ଦ୍ଧନ ନଭାଥେଙ୍କୁ ଦୀର୍ଘ ୨୫ ବର୍ଷ ପରେ 'କେବିସି'କୁ ଅଣାଯାଇଛି। ଏହି ଶୋ’ର ପ୍ରଥମ ବିଜେତା ହୋଇଥିବା ହର୍ଷବର୍ଦ୍ଧନ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବହୁତ ଉତ୍ସାହିତ ଦେଖାଯାଇଥିଲେ। ତାଙ୍କ ଅଭିଜ୍ଞତା ବାଣ୍ଟିବାବେଳେ ସେ କହିଥିଲେ ଯେ ଶୋ’ ତାଙ୍କ ଜୀବନକୁ ବଦଳାଇ ଦେଇଛି।

Saif ali Khan
Saif ali Khan Attack: ଆକ୍ରମଣକାରୀ ପଶିବା ସମୟରେ ନିଦରେ ଶୋଇଥିଲେ ସିକ୍ୟୁରିଟି ଗାର୍ଡ

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଆକ୍ରମଣ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆକ୍ରମଣକାରୀ ଘରେ ପଶିବା ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ଗାର୍ଡ ନିଦରେ ଶୋଇ ପଡିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

saif ali khan
Saif ali Khan Discharged: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ ଅଲୀ ଖାନ

ଛୁରା ମାଡ଼ ପରେ ହସ୍ପିଟାଲରେ ୬ ଦିନ ଧରି ଚିକିତ୍ସା ପରେ ମଙ୍ଗଳବାର ଡିସଚାର୍ଜ ହେଲେ ବଲିଉଡ ଅଭିନେତା ସୈଫ ଅଲୀ ଖାନ୍ । ସୁସ୍ଥ ହେବା ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ବାନ୍ଦ୍ରା ସ୍ଥିତ ଘରେ ପଶି ଦୁର୍ବୃତ୍ତ ଛୁରା ମାଡ଼ କରିବାରୁ ଗୁରୁତର ଆହତ ହୋଇଥିଲେ ସୈଫ ।

Saif Ali Khan Attack Case
Saif Ali Khan Attack Case: ସୈଫ୍‌ଙ୍କୁ ଆକ୍ରମଣ ନେଇ ବଡ଼ ଖୁଲାସା; ଏହି ବ୍ୟକ୍ତିଙ୍କ ସହାୟତାରେ ଭାରତ ଆସିଥିଲା ଆକ୍ରମଣକାରୀ

ପୋଲିସର ସୂଚନାନୁସାରେ, ସୈଫ୍‌ ଅଲି ଖାନଙ୍କ ଆକ୍ରମଣକାରୀ ବାଂଲାଦେଶୀ ନାଗରିକ ସରିଫୁଲ ଇସ୍‌ଲାମ୍‌ ସାତ ମାସ ପୂର୍ବରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା। ତେବେ ସେ କିପରି ଭାରତ ଆସିଲା ଆସନ୍ତୁ ଜାଣିବା।

Pushpa 2 makers in trouble as income tax department 50 team raid
Pushpa 2: ଭାରି ପଡିଲା କି ‘ପୁଷ୍ପା ୨’ର ରୋଜଗାର… ନିର୍ମାତାଙ୍କ ଘରେ ଆୟକର ବିଭାଗର ୫୦ ଟିମ୍ !

ବର୍ତ୍ତମାନ ସୁଦ୍ଧା ‘ପୁଷ୍ପା ୨’ ୧୮୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି। ଅଲ୍ଲୁ ଅର୍ଜୁନ ଏବଂ ଏହାର ନିର୍ମାତା ଫିଲ୍ମର ସଫଳତାକୁ ବେଶ ଉପଭୋଗ କରୁଛନ୍ତି। ଏହାରି ଭିତରେ ଆୟକର ବିଭାଗ ଫିଲ୍ମ ନିର୍ମାତାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି।

Kannappa First Glimpse of Akshay Kumar
Kannappa First Glimpse: ‘କନ୍ନପ୍ପା’ର ପ୍ରଥମ ଝଲକ: ଭୋଳା ବାବାଙ୍କ ଅବତାରରେ ଅକ୍ଷୟ କୁମାର

ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘କନ୍ନପ୍ପା’ର ପ୍ରଥମ ଝଲକକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି।

Neha Sharma shared latest look in ethnic outfit see her stunning poses
Neha Sharma: ଭାଇରାଲ୍ ହେଉଛି ନେହା ଶର୍ମାଙ୍କ ବୋଲ୍ଡ ଅବତାର

ବି-ଟାଉନର ଗ୍ଲାମରସ୍ ନାୟିକା ନେହା ଶର୍ମା ତାଙ୍କ ଫିଲ୍ମ ଅପେକ୍ଷା ନିଜର ହଟ୍‌ ଏବଂ ବୋଲ୍ଡନେସ୍ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି। ଯେତେବେଳେ ବି ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଫଟୋ ପୋଷ୍ଟ୍‌ କରନ୍ତି, ସେସବୁ କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୋଇଯାଏ।

pataudi
Saif Ali Khan Family: ବ୍ରିଟିଶରଙ୍କୁ ସାହାଯ୍ୟ କରିଥିଲେ ସୈଫ ଅଲୀ ଖାନଙ୍କ ଜେଜେବାପା

ପଟୌଦୀ ପରିବାରର ଇତିହାସକୁ ଦୃଷ୍ଟି ଦେଲେ ଏମାନେ ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼େ। ପଟୌଦୀ ଖାନଦାନର ପ୍ରତିଷ୍ଠାତା ଭାବେ ସୈଫଙ୍କ ଜେଜେବାପା ଫୈଜ ତଲବ ଖାନ ପ୍ରସିଦ୍ଧ। ତେବେ ବ୍ରିଟିଶରଙ୍କୁ ସାହାଯ୍ୟ କରିବା ପରେ ପଟୌଦୀ ଇଷ୍ଟେଟ ସ୍ଥାପନ କରିଥିଲେ ଫୈଜ।

Throwback video viral when rajamouli compared hrithik roshan with prabhas
Viral Video: ରାଜାମୌଲି କହିଲେ ‘ପ୍ରଭାସଙ୍କ ତୁଳନାରେ ହ୍ରିତିକ୍ ରୋଶନ କିଛି ନୁହେଁ’; ଅର୍ଶଦ କହିଲେ ପ୍ରଭାସ ଜୋକର୍

ଉଭୟ ବଲିଉଡ୍ ଓ ଟଲିଉଡ୍ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି। ଉଭୟ ପାର୍ଶ୍ୱର ଲୋକମାନେ ପରସ୍ପର ଉପରେ ବିରୋଧାତ୍ମକ ମତ ଦେଉଛନ୍ତି ଏବଂ ନିଜ ନିଜ ଶିଳ୍ପ ଏବଂ କଳାକାରମାନଙ୍କୁ ଭଲ ବୋଲି କହୁଛନ୍ତି।

Khandagiri Jatra 2025
Khandagiri Jatra 2025: ଯାତ୍ରାରେ ଅଶ୍ଳୀଳତା ବନ୍ଦ କରିବାକୁ କଠୋର ହେବେ ରାଜ୍ୟ ସରକାର

ଏଥର ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ଭଳି ବିବାଦୀୟ ଆଇଟମ ଡ୍ୟାନସର । ଯାତ୍ରା ପେଣ୍ଡାଲରେ ଏଥର ହେବନି ଅଙ୍ଗ ପ୍ରଦର୍ଶନ ।

Actress sakshi malik look gorgeous in saree see her revealing pics
Sakshi Malik: ସାକ୍ଷୀ ମଲିକଙ୍କ ନିଆଁଲଗା ଲୁକ୍; ହୋସ୍ ଉଡ଼େଇଲେ ପ୍ରଶଂସକ

ଅଭିନେତ୍ରୀ ସାକ୍ଷୀ ମଲିକ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରି ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ବୋଲ୍ଡ ଏବଂ ଘାତକ ଅବତାର ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ। ବର୍ତ୍ତମାନ ସେ ହୁଏତ କୌଣସି ଫିଲ୍ମରେ ନଜର ଆସି ନାହାନ୍ତି, କିନ୍ତୁ ସେ ତାଙ୍କ ଲୁକ୍ସ୍ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି।