/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737542585.jpg)
Avneet kaur look gorgeous in short black dress
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737542585.jpg)
1/6
ନିକଟରେ ଅଭିନେତ୍ରୀ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଚମତ୍କାର ଷ୍ଟାଇଲ୍ ଦେଖିବା ପରେ ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି। ଯେତେବେଳେ ବି ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋକୁ ହୃଦୟରୁ ପସନ୍ଦ କରନ୍ତି ଏବଂ ପ୍ରତିକ୍ରିୟା ଦିଅନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737542615.jpg)
2/6
ଏହି ଫଟୋଗୁଡ଼ିକରେ ଆପଣ ଦେଖିପାରିବେ ଅବନୀତ କୌର୍ ଏକ କଳା ରଙ୍ଗର ଟପ୍ ଏବଂ ବାଦାମୀ ରଙ୍ଗର ସର୍ଟସ୍ ପିନ୍ଧିଛନ୍ତି। ଏହି ପୋଷାକରେ ଅଭିନେତ୍ରୀଙ୍କ ଘାତକ ଲୁକ୍ ଦେଖି ପ୍ରଶଂସକମାନେ ପୁଣି ଥରେ ତାଙ୍କ ପ୍ରେମରେ ପଡିବାକୁ ବାଧ୍ୟ ହୋଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737542640.jpg)
3/6
ଅଭିନେତ୍ରୀ ଅବନୀତ କୌର ତାଙ୍କ କର୍ଲି ହେୟାର୍କୁ ଖୋଲି ଦେଇଛନ୍ତି। ସେ ହାଲୁକା ମେକ୍ଅପ୍ ସହିତ ହାତରେ ଏକ ଛୋଟ ବ୍ୟାଗ ଧରି, ହାଇ ହିଲ୍ ପିନ୍ଧି ଅତି ଚମତ୍କାର ଢଙ୍ଗରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737542670.jpg)
4/6
ଅଭିନେତ୍ରୀଙ୍କ ଏହି ଫଟୋ ଦେଖି ପ୍ରଶଂସକଙ୍କ ଆଖି ତାଙ୍କ ଉପରେ ଲାଗିଯାଇଛି। ଅବନୀତ କୌର୍ ଯେତେବେଳେ ବି ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ଫଟୋ ଶେୟାର କରନ୍ତି, ସେସବୁ ନିଆଁ ଭଳି ଭାଇରାଲ୍ ହୁଏ। ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଷ୍ଟାଇଲିସ୍ ଲୁକ୍କୁ ଅନୁସରଣ କରନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737542692.jpg)
5/6
ତେବେ ଅଭିନେତ୍ରୀଙ୍କୁ ଟ୍ରୋଲ୍ କରୁଥିବାବେଳେ ଜଣେ ଲେଖିଛନ୍ତି - ତାଙ୍କର କ’ଣ ହେଲା? ଆଉ ଜଣେ ଲେଖିଛନ୍ତି – ଜଣା ନାଇଁ ଏମାନେ କିପରି ଏମିତି ପୋଷାକ ପିନ୍ଧନ୍ତି। ଅନ୍ୟ ଜଣେ ଲେଖିଛନ୍ତି – ଲଜ୍ଜାର ସବୁ ସୀମା ପାର। ଏଥିସହିତ ଅନେକ ଲୋକ ମଧ୍ୟ ତାଙ୍କର ଏହି ବୋଲ୍ଡ ଅବତାରକୁ ପ୍ରଶଂସା କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737542716.jpg)
6/6
ତେବେ ସେ ଯାହା ହେଉନା କାହିଁ ଅବନୀତ କୌର୍ ତାଙ୍କ ବୋଲ୍ଡ ଲୁକ୍ରେ ପୁଣି ଥରେ ସୋସିଆଲ୍ ମିଡିଆର ତାପମାତ୍ରାକୁ ବଢାଇ ଦେଇଛନ୍ତି। କ୍ୟାମେରା ଆଗରେ ସେ ଗୋଟିଏ ପରେ ଗୋଟିଏ ଦମଦାର ପୋଜ୍ ଦେଇ ଲୋକଙ୍କ ନିଦ ହଜେଇ ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)