/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737722709.jpg)
Nora fatehi shared latest pics in shimmery saree
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737722709.jpg)
1/6
ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଲାଟେଷ୍ଟ ଲୁକ୍ର ଫଟୋ ଶେୟାର କରିଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737722738.jpg)
2/6
ଏହି ଫଟୋଗୁଡ଼ିକରେ ତାଙ୍କର ଷ୍ଟନିଂ ଅବତାର ଦେଖି ପ୍ରଶଂସକମାନେ ବେକାବୁ ହୋଇଛନ୍ତି। ଫଟୋଗୁଡ଼ିକରେ ଆପଣ ନୋରା ଫତେହୀଙ୍କୁ ବହୁତ ସୁନ୍ଦର ଝିଲିମିଲି ଶାଢି ପିନ୍ଧିଥିବାର ଦେଖିପାରିବେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737722767.jpg)
3/6
ତାଙ୍କ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ ହେଉ ହେଉ ପ୍ରଶଂସକମାନେ ତାଙ୍କ ଫଟୋରେ ଲାଇକ୍, ଶେୟାର, କମେଣ୍ଟ୍ କରୁଛନ୍ତି। ଇଣ୍ଟରନେଟରେ ଆସିବା ମାତ୍ରେ ତାଙ୍କର ଏହି ଘାତକ ଲୁକ୍ ଏକ ଆଲୋଡ଼ନ ସୃଷ୍ଟି କରିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737722794.jpg)
4/6
ଅଭିନେତ୍ରୀ ନୋରା ଫତେହୀ ତାଙ୍କ ଚୁଟିକୁ ଖୋଲା କରିଥିବା ବେଳେ ହାଲୁକା ମେକଅପ୍ ନେଇଛନ୍ତି। ଶାଢି ସହିତ ସେ ଏକ ମାଚିଂ ବ୍ଲାଉଜ୍ ମଧ୍ୟ ଫିନ୍ଧିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737722824.jpg)
5/6
ନୋରା ଫତେହୀଙ୍କ ଏହି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ ହେବାର ମାତ୍ର କିଛି ଘଣ୍ଟା ବିତିଛି ଏବଂ ଖବର ଲେଖା ହେବା ବେଳକୁ ୩ ଲକ୍ଷରୁ ଅଧିକ ଲୋକ ଏହି ଫଟୋକୁ ପସନ୍ଦ କରିଛନ୍ତି। ଏଥି ସହିତ ଏକ ହଜାରରୁ ଅଧିକ ଲୋକ କମେଣ୍ଟ୍ ମଧ୍ୟ ଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737722851.jpg)
6/6
ସୋସିଆଲ ମିଡିଆରେ ନୋରା ଫତେହୀ ବହୁତ ସକ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ୪୭ ମିଲିୟନରୁ ଅଧିକ ଫଲୋର୍ସ ଅଛନ୍ତି। ଯେତେବେଳେ ବି ସେ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫ୍ୟାଶନ୍ ଷ୍ଟେଟ୍ମେଣ୍ଟ ଦେଖିବା ପରେ ପ୍ରାୟତଃ ହୋସ୍ ଉଡାନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)