• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Avneet Kaur

Avneet Kaur flaunts figure in red monokini
Avneet Kaur: ଲାଲ୍ ମୋନୋକିନିରେ ବୋଲ୍ଡ୍ ଲୁକ୍ ଦେଲେ ଅବନୀତ କୌର୍

ଅବନୀତ କୌର୍ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ବର୍ତ୍ତମାନ ଅବନୀତ୍ ଇନଷ୍ଟାଗ୍ରାମରେ ମୋନୋକିନିରେ ତାଙ୍କ କିଛି ବୋଲ୍ଡ ଫଟୋ ପୋଷ୍ଟ କରିଛନ୍ତି, ଯାହା ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖି ଲୋକମାନେ କହୁଛନ୍ତି ଅଭିନେତ୍ରୀ ଅନୁଷ୍କା ସେନ୍‌ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Avneet kaur shared latest Kashmir vacation pics
Avneet Kaur: ସୁନ୍ଦର ହସରେ ଲୋକଙ୍କ ହୃଦୟ କିଣିଲେ ଅବନୀତ କୌର୍‌

ଟିଭି ଏବଂ ବଲିଉଡର ସୁନ୍ଦର ଅଭିନେତ୍ରୀ ଅବନୀତ କୌର୍‌ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରନ୍ତି। ତାଙ୍କର ପ୍ରତ୍ୟେକ ଲୁନ ସୋସିଆଲ୍ ମିଡିଆରେ ଖୁବ୍ ଲୋକପ୍ରିୟ ହୋଇଯାଏ।

Avneet Kaur look gorgeous in stylish attire see her stunning pics
Avneet Kaur: ସର୍ଟ-ସ୍କର୍ଟରେ ଦେଲେ ଘାତକ ଲୁକ୍; ଦିବାନା ହେଲେ ପ୍ରଶଂସକ

ବଲିଉଡ୍‌ ଅଭିନେତ୍ରୀ ଅବନୀତ କୌର୍‌ ପ୍ରାୟ ସମୟରେ ତାଙ୍କର ଗ୍ଲାମରସ୍ ଲୁକ୍‌ରେ ଲୋକଙ୍କୁ ଦିବାନା କରିଦିଅନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍‌ ସୋସିଆଲ୍ ମିଡିଆକୁ ଆସିବା ମାତ୍ରେ ଭାଇରାଲ୍ ହୁଏ। ସେ ଇନଷ୍ଟାଗ୍ରାମରେ ତାଙ୍କର ବୋଲ୍ଡ୍ ଲୁକ୍‌ରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି।

Avneet kaur look gorgeous in short black dress
Avneet Kaur: କଳା ଟପ୍ - ବାଦାମୀ ସର୍ଟସ୍‌ରେ ଅବନୀତ କୌର୍‌ଙ୍କ ଘାତକ ଲୁକ୍

ବଲିଉଡ୍‌ ଅଭିନେତ୍ରୀ ଅବନୀତ କୌର୍‌ ଅଭିନୟ ଅପେକ୍ଷା ନିଜର ଘାତକ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କୁ ଖୁବ ପ୍ରଭାବିତ କରନ୍ତି। ତାଙ୍କ ଷ୍ଟନିଂ ଅବତାର ଇଣ୍ଟରନେଟ୍‌ରେ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।

Actress avneet kaur shared latest pics in revealing outfit
Avneet Kaur: ସୋସିଆଲ୍ ମିଡିଆରେ ଲୋକଙ୍କୁ ଦିବାନା କରୁଥିବା ଅବନୀତ କୌର୍‌ଙ୍କ ଘାତକ ଲୁକ୍

ବଲିଉଡ୍‌ ଅଭିନେତ୍ରୀ ଅବନୀତ କୌର୍‌ ସୋସିଆଲ୍‌ ମିଡିଆରେ ବେଶ୍ ଲୋକପ୍ରିୟ। ଅଭିନେତ୍ରୀ ପ୍ରତିଦିନ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିଜର ଆଧିପତ୍ୟ ଜାରି ରଖିଛନ୍ତି। ସେ ଯେତେବେଳେ ବି ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ସେସବୁ କିଛି ମିନିଟ୍‌ରେ ଭାଇରାଲ୍ ହେବା ଆରମ୍ଭ କରେ।

Avneet kaur look beautiful in lehenga see her stunning pictures
Avneet Kaur: ଏଥ୍‌ନିକ୍ ଲୁକ୍‌ରେ ଅବନୀତ୍ କୌର୍‌; ଦିବାନା ହେଲେ ପ୍ରଶଂସକ

ଟିଭିରୁ ବଲିଉଡ୍‌ ଯାତ୍ରା କରିଥିବା ଅଭିନେତ୍ରୀ ଅବନୀତ୍ କୌର୍‌ଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କର ହଟ୍‌ ଏବଂ ଷ୍ଟାଇଲିସ୍ ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ୍ ସହିତ ପ୍ରଶଂସକମାନଙ୍କୁ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି ହେଳା କରନ୍ତି ନାହିଁ।

Avneet kaur look stunning in animal print outfit see her glamorous look
Avneet Kaur: ଗ୍ଲାମରସ ଲୁକ୍‌ରେ ପ୍ରଶଂସକଙ୍କୁ ପାଗଳ କଲେ ଅବନୀତ କୌର୍‌

ବଲିଉଡ୍‌ ଅଭିନେତ୍ରୀ ଅବନୀତ କୌର ନିଜର ବୋଲ୍ଡନେସ୍ ଏବଂ ହଟ୍‌ନେସ୍ ଯୋଗୁଁ ସୋସିଆଲ ମିଡିଆରେ ସର୍ବଦା ଲାଇମଲାଇଟରେ ରହିଥା’ନ୍ତି। ତାଙ୍କର ଘାତକ ଷ୍ଟାଇଲ୍ ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ଅଭିନେତ୍ରୀ ଜଣେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ପାଲଟିଯାଇଛନ୍ତି।

Avneet kaur look gorgeous in black outfit
ମିନି ସ୍କର୍ଟରେ ଅବନୀତ କୌର୍‌ଙ୍କ ଜଲ୍‌ୱା; ଲୋକେ ଦେଖି ଦିୱାନା

ବଲିଉଡ୍‌ ଅଭିନେତ୍ରୀ ଅବନୀତ କୌର୍‌ ପ୍ରତିଦିନ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଲାଟେଷ୍ଟ୍ ଫଟୋସୁଟ୍‌ର ଚିତ୍ର ପୋଷ୍ଟ କରିଥା’ନ୍ତି। ତାଙ୍କର ଘାତକ ଅବତାର ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ଚାରିଆଡେ ଛାଇଯାଏ। ବର୍ତ୍ତମାନ ଏହି ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଲାଟେଷ୍ଟ୍‌ ଫଟୋ ଶେୟାର କରି ପୁଣିଥରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

Kangana ranaut says movie mafia running fake reviews against tiku weds sheru
ମୁଭି ମାଫିଆମାନେ ମୋ ଚଳଚ୍ଚିତ୍ରର କ୍ଷତି କରିବା ପାଇଁ ସବୁକିଛି କରୁଛନ୍ତି; କଙ୍ଗନା ରାଣାୱତ

କଙ୍ଗନା ରାଣାୱତଙ୍କ ପ୍ରଥମ ପ୍ରଡକ୍ସନ୍ ଫିଲ୍ମ 'ଟିକୁ ୱେଡ୍ସ ଶେରୁ' ଶେଷରେ ମୁକ୍ତିଲାଭ କରିଛି ଏବଂ ଏହା ଦର୍ଶକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରୁଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା ଦାବି କରିଛନ୍ତି ଯେ ଫିଲ୍ମ ମାଫିଆ ତାଙ୍କ ଚଳଚ୍ଚିତ୍ରକୁ କ୍ଷତି ପହଞ୍ଚାଇବା ପାଇଁ ସବୁକିଛି କରୁଛନ୍ତି।