ଅଧୁରା ରହିଗଲା ତବୁଙ୍କ ପ୍ରଥମ ପ୍ରେମ। ବଲିଉଡ୍ର ଜଣେ ସୁପର୍ଷ୍ଟାର୍ ତାଙ୍କୁ ଧୋକା ଦେଇଥିଲେ। ପରେ ତବୁ ଜଣେ ଫିଲ୍ମ ନିର୍ମାତା ଓ ଜଣେ ସାଉଥ୍ ସୁପର୍ଷ୍ଟାର୍ଙ୍କୁ ମଧ୍ୟ ମନ ଦେଇଥିଲେ।
ଦକ୍ଷିଣ ଭାରତୀୟ ସିନେମାରେ ଅଭିନୟ କରି ରୋଜଗାର କରି ନାଗା ଚୈତନ୍ୟ ୨ କୋଟି ୧୦ ଲକ୍ଷ ଡଲାର ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ତାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ବାଇକ୍ ଅଛି। ତେବେ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଳାସପୂର୍ଣ୍ଣ ଜୀବନ ଉପରେ ନଜର ପକେଇବା।