୫୦ ବର୍ଷ ବିତିଗଲାଣି । ତଥାପି ବଲିଉଡରେ ‘ସୋଲେ’ ଫିଲ୍ମର ଚମକ କମିନି । ସମୟର ଚୋରାବାଲିରେ ହଜିଯାଇନି ଏହି ଚଳଚ୍ଚିତ୍ର ଅସ୍ତିତ୍ୱ । ପୀଢି ପରେ ପୀଢି ଯିଏ ଦେଖୁଛି ହଜି ଯାଉଛି, ମଜ୍ଜି ଯାଉଛି । ମନ କହୁଛି ପୁଣି ଥରେ ଦେଖିବାକୁ । ଫିଲ୍ମଟିକୁ ଯେତେବେଳେ ଦେଖିଲେ ଲାଗୁଛି ଯେମିତି ଏବେ ଏବେ ତିଆରି ହୋଇଛି । ୧୯୭୫ରେ ରମେଶ ସିପ୍ପିଙ୍କ ନିର୍ଦ୍ଦେଶତ ଫିଲ୍ମ ‘ସୋଲେ’ ଇତି ମଧ୍ୟରେ ୫୦ ବର୍ଷରେ ପାଦ ଦେଇଛି । ହେଲେ ଫିଲ୍ମର ଚରିତ୍ର ଜୟ, ବୀରୁ, ବସନ୍ତୀ, ଗବ୍ବରଙ୍କ ବୟସ ଦର୍ଶକଙ୍କ ମନରେ ସେମିତି ଚୀର ସବୁଜ ହୋଇ ରହି ଯାଇଛି ।
କୁମ୍ଭ ମେଳା ୨୦୨୫ରେ ନିଜର ଆଖି ପାଇଁ ରାତାରାତି ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। କୁମ୍ଭ ମେଳାରେ ଭାଇରାଲ ହେବା ପରେ ଘରକୁ ଫେରି ଆସିଥିବା ମୋନାଲିସା ଏବେ ନିଜର ପ୍ରଥମ ବଲିଉଡ ଫିଲ୍ମ ସାଇନ କରିଛନ୍ତି।
ସ୍ୱର୍ଗତ ବୃନ୍ଦାବନ ଜେନା ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି। ୮ଟି ଫିଲ୍ମ ପାଇଁ ଡାଇଲଗ୍ ଲେଖିଛନ୍ତି। ସେ ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ‘ଶାସ୍ତି’ ଓ ‘ବାଟଅବାଟ’ର ନିର୍ଦ୍ଦେଶନା ଦେଇଛନ୍ତି।
ମହାକୁମ୍ଭ ୨୦୨୫ରେ ବିଭିନ୍ନ ବାବାମାନଙ୍କ ବ୍ୟତୀତ ସବୁଠାରୁ ଯିଏ ଅଧିକ ଚର୍ଚ୍ଚାରେ ରହିଛି ସେ ଇନ୍ଦୋରର ମହେଶ୍ୱର ଗାଁରେ ରହୁଥିବା ମୋନାଲିସାଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଏବେ ତାଙ୍କୁ ଭିନ୍ନ ଲୁକ୍ରେ ଦେଖିବାକୁ ମିଳୁଛି।
ବଲିଉଡର ‘ଛେୟାଁ ଛେୟାଁ’ ଗର୍ଲ ମଲାଇକା ଅରୋରା ସୋସିଆଲ ମିଡିଆରେ ଖୁବ ସକ୍ରିୟ। ସେ ନିଜର ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ଚେହେରା ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ନିକଟରେ ସେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ୍ କରୁଛନ୍ତି।
ସାଉଥ୍ ସୁପର୍ଷ୍ଟାର୍ କମଲ ହାସନଙ୍କ ଝିଅ ଶ୍ରୁତି ହାସନ ଆଜି ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୮ ଜାନୁଆରୀ ୧୯୮୬ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ଶ୍ରୁତି ତାଙ୍କ ଅଭିନୟ ଅପେକ୍ଷା ସୌନ୍ଦର୍ଯ୍ୟ ପାଇଁ ଅଧିକ ଖବରରେ ଥାଆନ୍ତି। ତାଙ୍କର ଫିଲ୍ମ କ୍ୟାରିୟର୍ରେ ସେ ବିଶେଷ କିଛି ହୋଇ ନାହାନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରଶ୍ମିକା ଏବଂ ବିଜୟ ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ଗ୍ରହଣ କରିନାହାଁନ୍ତି, ତଥାପି ସେମାନଙ୍କ ମଧ୍ୟରେ ଥିବା ହାବଭାବ ଦର୍ଶାଏ ଯେ ସେମାନଙ୍କ ମଧ୍ୟରେ କିଛି ଖାସ୍ ଅଛି।
ଦୁଇଥର ପ୍ରେମର ଯନ୍ତ୍ରଣା ପରେ ରାଖୀ ଏବେ ପୁଣି ବିବାହ କରିବାକୁ ସ୍ଥିର କରିଛନ୍ତି। ଏଥର ଆଉ ଭାରତରେ ନୁହେଁ, ବାହାରେ କରିବେ ବିବାହ। କେଉଁଠି ହେବ ଏହି ବିବାହ, କିଏ ହେବେ ତାଙ୍କ ଜୀବନ ସାଥୀ ଆସନ୍ତୁ ଜାଣିବା।
'ଦଙ୍ଗଲ ଗାର୍ଲ' ଭାବେ ଜଣାଶୁଣା ଅଭିନେତ୍ରୀ ସାନ୍ୟା ମାଲହୋତ୍ରାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କ ଅଭିନୟରେ ତାଙ୍କ ପ୍ରଶଂସକଙ୍କୁ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ହେଳା କରନ୍ତି ନାହିଁ। ଯେତେବେଳେ ବି ସେ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, କେଇ ମିନିଟ୍ ଭିତରେ ତାହା ଭାଇରାଲ୍ ହେବା ଆରମ୍ଭ କରେ।
ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ହିଷ୍ଟୋରିକାଲ ଆକ୍ସନ ଡ୍ରାମା ଛାବାକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି। ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରରେ ରହିଥିବା ଡ୍ୟାନ୍ସ ସିକ୍ୟୁଏନ୍ସକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କ ସହିତ ଆଲୋଚନା ପରେ ଏହା ଘୋଷଣା କରିଛନ୍ତି ଉତ୍ତେକର।
ବଲିଉଡ୍ ଅଭିନେତ୍ରୀ ଶରବରୀ ବାଘ ତାଙ୍କ ଅଭିନୟ ଅପେକ୍ଷା ଗ୍ଲାମରସ୍ ଲୁକ୍ ଏବଂ ଫ୍ୟାଶନ୍ ଷ୍ଟେଟ୍ମେଣ୍ଟ୍ ପାଇଁ ଅଧିକ ଲାଇମଲାଇଟ୍ରେ ରୁହନ୍ତି। ସେ ନିଜର ବୋଲ୍ଡନେସ୍ ଏବଂ ହଟ୍ନେସ୍ରେ ଲୋକଙ୍କୁ ଏତେ ପାଗଳ କରିଦିଅନ୍ତି ଯେ ସେମାନ ତାଙ୍କୁ ପ୍ରଶଂସା ନ କରି ରହିପାରନ୍ତି ନାହିଁ। ତାଙ୍କ ଘାତକ ଲୁକ୍ ଇଣ୍ଟର୍ନେଟ୍ରେ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।
ଯେଉଁ ସିନେମା ପ୍ରେମୀମାନେ ହଲ୍କୁ ଯାଇ ‘ପୁଷ୍ପା ୨’ ଦେଖିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ‘ପୁଷ୍ପା ୨’ OTT ରେ ରିଲିଜ୍ ପାଇଁ ପ୍ରସ୍ତୁତ।
'ଛାଭା'ର ଟ୍ରେଲର୍ ରିଲିଜ୍ ପରେ ଏହାକୁ ଖୁବ ପ୍ରଶଂସା ମିଳୁଛି। ଏହାରି ଭିତରେ ଫିଲ୍ମକୁ ନେଇ ବିବାଦ ମଧ୍ୟ ଦେଖାଦେଲାଣି। ଏବେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ଦାବି କରିଛନ୍ତି ଯେ 'ଛାଭା'ର ରିଲିଜ୍ ପୂର୍ବରୁ ପ୍ରଥମେ ବିଶେଷଜ୍ଞଙ୍କୁ ଦେଖାଯାଉ।
ଲୋକଙ୍କ ମଧ୍ୟରେ ଟିଭି ଅଭିନେତ୍ରୀ ଅନୁଷ୍କା ସେନ୍ ବହୁତ ଲୋକପ୍ରିୟ। ସେ ତାଙ୍କ ଅଭିନୟ ଅପେକ୍ଷା ନିଜ ବୋଲ୍ଡ ଲୁକ୍ ସହିତ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରନ୍ତି। ଯେତେବେଳେ ବି ସେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ଫଟୋ ଶେୟାର କରନ୍ତି, ଏହା କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୁଏ।
ଏହି ଅଭିନେତ୍ରୀଙ୍କ ବୟସ ମାତ୍ର ୨୩ ବର୍ଷ ଏବଂ ତାଙ୍କର ସମ୍ପତ୍ତିର ମୂଲ୍ୟ ୨୫୦ କୋଟି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡ ବାଦ୍ଶାହା ଶାହରୁଖ ଖାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଏହି ୨୩ ବର୍ଷୀୟା ଅଭିନେତ୍ରୀ ।
ବଲିଉଡ୍ ଅଭିନେତ୍ରୀ ପୂଜା ହେଗ୍ଡେ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ୍ ଲୁକ୍ର ଫଟୋ ପୋଷ୍ଟ କରି ସବୁବେଳେ ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍ନେ୍ରେ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ। ନଜର ପକାନ୍ତୁ ତାଙ୍କର ଏହିସବୁ ଫଟୋ ଉପରେ।
ଆଜି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଦିଲ୍ଲୀ ଫାଇଲ୍ସ’ର ଟିଜର୍ ରିଲିଜ୍ ହୋଇଛି। ଦର୍ଶକମାନେ ଦୀର୍ଘ ଦିନ ଧରି 'ଦ ଦିଲ୍ଲୀ ଫାଇଲ୍ସ'କୁ ଅପେକ୍ଷା କରିଥିଲେ। ଫିଲ୍ମ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି।
ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନି ନିଜର ବୋଲ୍ଡନେସ୍ରେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଫିଲ୍ମ 'ଆଜାଦ' ସହିତ ବଲିଉଡ୍ରେ ଡେବ୍ୟୁ କରିସାରିଛନ୍ତି। ଯଦିଓ ଲୋକମାନେ ଏହି ଫିଲ୍ମକୁ ଅଧିକ ପସନ୍ଦ କରି ନାହାନ୍ତି, କିନ୍ତୁ ଲୋକମାନେ କୁହନ୍ତି ଯେ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ସେ ପଲକ ତିୱାରୀଙ୍କୁ ବି ପଛରେ ପକାଇଦେବେ।
ଅକ୍ଷୟ କୁମାରଙ୍କ 'ସ୍କାଏ ଫୋର୍ସ' ସମାଲୋଚକମାନଙ୍କ ଦ୍ୱାରା ମଧ୍ୟ ବହୁତ ପ୍ରଶଂସା ପାଇଛି। ଫିଲ୍ମର ବଜେଟ୍ ଅନୁଯାୟୀ ଏକ ଭଲ ଓପନିଂ କରିବାରେ ଏହା ସଫଳ ହୋଇଛି। ତେବେ ଆସନ୍ତୁ ଜାଣିବା ଦୁଇ ଦିନରେ ଏହାର ମୋଟ ରୋଜଗାର କେତେ ହୋଇଛି।
୯୦ ଦଶକର ଟିମ୍ ଆଣ୍ଡ ହଟ୍ ଆକ୍ଟ୍ରେସ୍ ମମତା କୁଲ୍କର୍ଣ୍ଣି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି। ସେ ମହାମଣ୍ଡଳେଶ୍ୱର ହେବା ସମୟର ଏକ ଭିଡ଼ିଓ ନିଜ ଅଫିସିଆଲ୍ ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି।
ଦିନେ ନିଜର ଅପୂର୍ବ ସୌନ୍ଦର୍ଯ୍ୟ ପାଇଁ ବଲିଉଡ଼ର ଚର୍ଚ୍ଚିତ ହିରୋଇନ୍ ମମତା କୁଲକର୍ଣ୍ଣି ଆଜି ହଠାତ୍ ଗେରୁଆ ବେଶରେ ଉପନୀତ। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରେ ଅଭିଷିକ୍ତ ହେଲେ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ଏଥିପାଇଁ କିନ୍ନର ଆଖଡ଼ା ତରଫରୁ ପ୍ରୟାଗରାଜରେ ହୋଇଥିଲା ବିଶେଷ ଆୟୋଜନ।
୯୦ ଦଶକର ଗ୍ଲାମର ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ବିଷୟରେ ଏକ ବଡ଼ ଖବର। ଅଭିନେତ୍ରୀ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଭାଗ ନେଇଥିଲେ। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ସନ୍ନ୍ୟାସିନୀ ଲୁକ୍ରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କର ଏହିସବୁ ଫଟୋ ଭାଇରାଲ୍ ହେଉଛି। ଦେଖନ୍ତୁ…
Actress Janhvi Kapoor Opens Up Marriage Plan- ଇଚ୍ଛା ଅଛି ୩ଟି ଛୁଆ ଜନ୍ମ କରି ତିରୁପତିରେ ଘର କରି ରହିବି
ଓସ୍କାର ୨୦୨୫ ପାଇଁ ଶ୍ରେଷ୍ଠ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ତାଲିକାରେ ନାମାଙ୍କିତ ହୋଇଛି ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ। ଏହା ଦୁଇ ଭଉଣୀଙ୍କ ପ୍ରେରଣାଦାୟକ କାହାଣୀ। ଖୁବ୍ ଶୀଘ୍ର ଆସିବ ଏହି OTT ପ୍ଲାଟ୍ଫର୍ମରେ।
ସରକାର ତହବିଲକୁ ଯିବ ସୈଫ୍ଙ୍କ ୧୫୦୦୦ କୋଟି ସମ୍ପତ୍ତି ! ଏନିମି ପ୍ରପଟି ଆକ୍ଟରେ ସରକାରୀ ସମ୍ପତ୍ତି ଘୋଷଣା ହେବ । ସୈଫ୍ ଙ୍କ ପଟୋଦୀ ରାଜ ପରିବାରର ୧୫ ହଜାର କୋଟି ସମ୍ପତ୍ତି ।