• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

special report
ଅଣ୍ଡା ସିଝାରୁ ଘଣ୍ଟା ପିଟା ସବୁ କରନ୍ତି ଦେବଜାନୀ ଦିଦି

ଇଏ ଆମ ଓଡ଼ିଶାର ଏମିତି ଏକ ସରକାରୀ ସ୍କୁଲ୍ ଯେଉଁଠି ପିଲା ପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ। ହେଲେ ପାଠ ପଢ଼ାଉଛନ୍ତି ଜଣିଏ ମାତ୍ର ଶିକ୍ଷୟିତ୍ରୀ। ଅଣ୍ଡା ସିଝାରୁ ସ୍କୁଲ୍ ଘଣ୍ଟା ପିଟା ଯାଏଁ ସବୁ କାମ ଦେବଜାନୀ ଦିଦିଙ୍କ ମୁଣ୍ଡରେ… 

Special story
ପିଣ୍ଡା ସାରା ଗୋବର ଗଦା : ପାଖରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି କୁନି କୁନି ପିଲା

ଏମିତି ଅବସ୍ଥାରେ ଖାଦ୍ୟ ଖାଇଲେ ଛାତ୍ରଛାତ୍ରୀଙ୍କୁ ରୋଗହେବା ଏକ ପ୍ରକାର ଥୟ ।

Special story
ବୁମ୍‌ ନୁହେଁ ହାତରେ ପ୍ଲାଷ୍ଟିକ୍‌ ବୋତଲ : ରିପୋର୍ଟର ହୋଇ ନିଜ ସ୍କୁଲର ପୋଲ୍‌ ଖୋଲିଦେଲା କୁନି ପିଲା

ମାଇକ୍ ପରି ସ୍କୁଲ ହତାରେ ବୁଲି ବୁଲି ଟିଭି ରିପୋର୍ଟର ପରି କୁନି ପିଲାଟିଏ ଗପୁଛି । ଏବେ ସେ ସାରା ଦେଶରେ ଭାଇରାଲ୍ ।

+2 Result
୮ ତାରିଖରେ ବାହାରିବ ଯୁକ୍ତ ଦୁଇ କଳା ରେଜଲ୍ଟ

ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Special Educator
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ ! ବିନା ସ୍ପେଶାଲ ଏଜୁକେଟରରେ ପଢୁଛନ୍ତି ୮୨ ହଜାର ଦିବ୍ୟାଙ୍ଗ

ନିଯୁକ୍ତି ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି କହିଲେ ମନ୍ତ୍ରୀ ।

samir dash
ଡ୍ରପ୍‌ ଆଉଟ୍‌ ରୋକିବାକୁ ଅପ୍‌ଗ୍ରେଡ୍‌ ହେବ ହାଇସ୍କୁଲ

ଡ୍ରପ୍‌ ଆଉଟ୍‌ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ।

special report
କନକ ଦିଦିଙ୍କୁ ଧରି ଭୋ ଭୋ କାନ୍ଦିଲେ କୁନି ପିଲା...କହିଲେ, ଦିଦି ତୁମେ ଯାଅନି...

୧୯ ବର୍ଷ ପରେ ସ୍କୁଲରୁ ଅବସର ନେଲା ବେଳେ ଭୋ ଭୋ କାନ୍ଦିଲେ ପିଲା।

Right To Education Act Dishonoured: Students Not Getting Admissions Under EWS Quota
ଶିକ୍ଷା ଅଧିକାର ଆଇନ୍‌କୁ ଫୁ: EWS କୋଟାରେ ୨୫% ପିଲାଙ୍କୁ ମିଳୁନି ଆଡମିଶନ

ତାଗିଦ ସତ୍ତ୍ୱେ ଆଡମିଶନ ଦେଉନାହାଁନ୍ତି ଘରୋଇ ସ୍କୁଲ୍ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ....

School has opened, books have not arrived
ଦେଢ଼ ମାସ ହେବ ସ୍କୁଲ ଖୋଲିଲାଣି, ହେଲେ ମାଟ୍ରିକ୍ ପିଲାଙ୍କ ପାଖରେ ଏଯାଏଁ ପହଞ୍ଚି ନାହିଁ ଜୀବ ବିଜ୍ଞାନ ଓ ଭୂଗୋଳ ବହି

ସେଇ କାରଣରୁ ବହି ଆସିବାରେ ଡେରି ହେଉଛି ନା ଅନ୍ୟ କିଛି କାରଣ ଅଛି? ଏହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ତାଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ।

School has opened, books have not arrived
ଖୋଲିଲାଣି ସ୍କୁଲ୍, ପହଞ୍ଚି ନାହିଁ ବହି

ଶିକ୍ଷାଦାନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ସରକାର ପ୍ରତିବର୍ଷ ନୂଆ ନୂଆ ପଦକ୍ଷେପ ନେଉଥିବା କହୁଛନ୍ତି ମାତ୍ର ବାସ୍ତବ କ୍ଷେତ୍ରରେ ଫଳ ଶୂନ। ଦେଢମାସ ହେଲା ସ୍କୁଲ ଖୋଲିଲାଣି, ପିଲାଙ୍କ ପାଖରେ ପହଞ୍ଚିନି ଜୀବ ବିଜ୍ଞାନ ଓ ଭୂଗୋଳ ବହି। ନୂଆ ବିଷୟ ସାମିଲ ପାଇଁ ବିଳମ୍ବ ନା ଅନ୍ୟ କାରଣ? ଏହାକୁ ବୋର୍ଡର ଅଜବ ଉତ୍ତର ବଜାରରେ ମିଳୁଛି।

Syllabus
ବଦଳିଯାଇଛି ସିଲାବସ୍, ହେଲେ ଏବେ ବି ପୁରୁଣା ବହି ପଢ଼ୁଛନ୍ତି ମାଟ୍ରିକ୍‌ ଛାତ୍ରଛାତ୍ରୀ

ଜୀବ ବିଜ୍ଞାନରେ କୋଭିଡ୍-୧୯ ଓ ଭୂଗୋଳ ବହିର ସିଲାବସରେ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଦୁଇଟି ନୂଆ ବିଷୟ ସ୍ଥାନ ପାଇଛି । ହେଲେ ଦୁଇ ମାସ ହେବ ପାଠ ପଢ଼ା ଆରମ୍ଭ ହୋଇସାରିଥିଲେ ବି ବହି ବଜାରକୁ ଆସିନି ।

OCS Prelims 20222
OCS ପ୍ରିଲିମ୍ ପରୀକ୍ଷା ପାଇଁ OPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି ।

CHSE Result
ବିଜ୍ଞାନ ଓ ବାଣିଜ୍ୟ ଦୁଇଟି ଯାକରେ ପୁଅଙ୍କୁ ପଛରେ ପକାଇଲେ ଝିଅ

୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ସାଙ୍ଗକୁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ଭଲ ରେଜଲ୍ଟ ଦେଇଛି । ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ରହିଛି ୯୪.୧୨% । ୪୫ ହଜାର ୫୮୭ ଛାତ୍ର ପାସ୍ କରିଥିବା ବେଳେ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ୩୨ ହଜାର ୫୧୯ ଛାତ୍ରୀ ପାସ୍ କରିଛନ୍ତି ।

Electrocution
ସ୍କୁଲ୍‌ରେ ବିଦ୍ୟୁତ୍‌ ସକ୍‌; ୨ ଛାତ୍ର ସମେତ ପ୍ରଧାନଶିକ୍ଷକ ଗୁରୁତର

ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍‌ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି।

plus  two result
ବାହାରିଲା +୨ ରେଜଲ୍ଟ : ବିଜ୍ଞାନରେ ୯୪.୧୨% ଏବଂ ବାଣିଜ୍ୟରେ ୮୯.୨୦% ପାସ୍

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

Plus 2 Science, Commerce And OJEE Results Today
ଆଜି ପ୍ରକାଶ ପାଇବ ଯୁକ୍ତ ୨ ଓ OJEE ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ୨ ଓ OJEE ରେଜଲ୍ଟ। ଅପରାହ୍ଣ ୪ଟାରେ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟାରେ OJEE ରେଜଲ୍ଟ ବାହାରିବ।

OJEE Exam Result
ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ(OJEE) ରେଜଲ୍ଟ

କାଲି ଦିନ ୧୧.୩୦ ରେ ପ୍ରକାଶ ପାଇବ OJEE ରେଜଲ୍ଟ ।

plus 2 result
ଆସନ୍ତାକାଲି ପ୍ରକାଶ ପାଇବ +୨ ଫଳ : ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

କାଲି +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ

special report
ମା’ର ମୃତ୍ୟୁ ପରେ ଘରୁ ବାହାର କରିଦେଲେ ବାପା : ଦଶମରେ ୯୯.୪ ପ୍ରତିଶତ ରଖି ଟପ୍ପର ହେଲା ଝିଅ

ମା ଚାଲିଗଲା ପରେ ନିଜର କଲେନି ବାପା, ଗୋଡ଼ରେ ଆଡ଼େଇ ଚାଲିଗଲେ । ଆଉ ସେହି ଝିଅ ଆଜି ୯୯.୪ ପ୍ରତିଶତ ନମ୍ବର ରଖି ନିଷ୍ଠୁର ବାପାଙ୍କୁ ଉଚିତ ଜବାବ ଦେଇଛନ୍ତି ।

Special story
ପରୀକ୍ଷାରେ ଝିଅ ରଖିଲା ଶତ ପ୍ରତିଶତ ନମ୍ବର, ଖୁସି ହେବା ପରିବର୍ତ୍ତେ ଚିନ୍ତାରେ ମା’

ଝିଅ ରଖିଛି ଶତ ପ୍ରତିଶତ ନମ୍ବର, ହେଲେ ଝିଅର ଏପରି ସଫଳତାରେ କାହିଁକି ଖୁସି ନୁହେଁ ମା’

CISCE ISC 12th Result 2022 Declared
ପ୍ରକାଶ ପାଇଲା CISCE ରେଜଲ୍ଟ

ପରୀକ୍ଷାରେ ମୋଟ୍ ପାସ୍ ହାର ୯୯.୩୮ ପ୍ରତିଶତ ରହିଛି...