ଏଏସ୍ଓ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଓପିଏସସି କଟ୍ ଅଫ୍ ମାର୍କ ନିର୍ଦ୍ଧାରଣ କରିପାରିବ କି ନାହିଁ। ଏହି ପ୍ରଶ୍ନକୁ ନେଇ ହାଇକୋର୍ଟରେ ମୁହାଁମୁହିଁ ଓପିଏସସି ଓ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ଯୁକ୍ତି ହେଲା- ଏଏସ୍ଓ ନିଯୁକ୍ତିର ଲିଖିତ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଅଲଗା ଅଲଗା ଭାବେ କଟ୍ ମାର୍କ ରଖିପାରିବ ନାହିଁ ଓପିଏସସି।
ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ଦ୍ୱାରା କରାଯାଉଥିବା ଏହି ନିଯୁକ୍ତିର ଲିଖିତ ପରୀକ୍ଷା ଗତ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା।
ବଢୁଛି ASO ରେଜଲ୍ଟ ବିଭ୍ରାଟ ଅସନ୍ତୋଷ : ଓପିଏସସି ଅଧ୍ୟକ୍ଷଙ୍କ ଅଫିସ୍ ଆଗରେ ଆଶାୟୀଙ୍କ ଧାରଣା
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ଗୁରୁବାର ତଥା ଅଗଷ୍ଟ ୨୧ (ରବିବାର) ୨୦୨୨ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ୨୭ରେ ହେବ ବୋଲି OPSC ଅଧ୍ୟକ୍ଷ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।