• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Special story
ମନ୍ଦିରରେ ସ୍କୁଲ : ଯେଉଁଠି ଭକ୍ତ ଆସି ପୂଜାପାଠ କରନ୍ତି, ସେଇଠି ବସି ପାଠ ପଢ଼ନ୍ତି ଛୋଟ ଛୋଟ ପିଲା

ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ ଭୋଜନ ହୁଏ ମନ୍ଦିର ପ୍ରାଙ୍ଗଣରେ।

OPSC ASO Exam 2022 To Be Held Today
ଆଜି ASO ପରୀକ୍ଷା, ୭୯୬ ପୋଷ୍ଟ୍‌କୁ ଅଢ଼େଇ ଲକ୍ଷ ଆଶାୟୀ

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

Geography Book Error
ଦଶମ ଶ୍ରେଣୀ ଭୂଗୋଳ ବହିରେ ବଡ଼ ତ୍ରୁଟି

ଦଶମ ଶ୍ରେଣୀର ଭୂଗୋଳ ବହିରେ ଭୁଲ୍। ଯାହା ଭୁଲ୍ ହୋଇଛି ତା’ ଓଡ଼ିଶା ଆନ୍ଧ୍ର ବିବାଦକୁ ଆଉ ଟିକେ ଖୋରାକ ଯୋଗାଇଛି। ଏହି ଭୁଲ୍ ଖୋଦ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀର ଭୂଗୋଳ ବହିରେ ହୋଇଛି।

Ragging Allegations
କଲେଜ ପରେ ଏବେ ସ୍କୁଲ୍‌ରେ ରାଗିଂ, ଅଶ୍ଲୀଳ ଭିଡିଓ ନଦେଖିବାରୁ ମାଡ଼ ମାରି ପିଆଇଲେ ପରିଶ୍ରା !

ନବରଙ୍ଗପୁର ଉମରକୋଟର ଗୁରୁକୃପା ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ । ୫ ସହପାଠୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଷ୍ଟମ ଶ୍ରେଣୀ ଛାତ୍ର ।

Keonjhar Medical College
କେନ୍ଦୁଝର ମେଡିକାଲ କଲେଜରେ ଏଥର ୧୦୦ ସିଟ୍‌ରେ ନାମଲେଖା

ଏହି ମେଡିକାଲ କଲେଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ।

Plus Two Exam
+2 ରେ ଏଥର ବି ହେବ ତ୍ରୈମାସିକ ପରୀକ୍ଷା

୨୦୨୨-୨୩ରେ ପ୍ଲସ୍ ଟୁ କ୍ୱାଟର୍‌ଲି ପରୀକ୍ଷା । CHSE କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ  ।

Student Locked
ସ୍କୁଲ୍‌ ଫି ନଦେବାରୁ ପିଲାଙ୍କୁ ବନ୍ଦୀ

ସ୍କୁଲ ଫି ନଦେବାରୁ ଗତକାଲି ୫ ଘଣ୍ଟା ଧରି ୩୪ ଜଣ ପିଲାଙ୍କୁ ସ୍କୁଲ ଘରେ କର୍ତ୍ତୃପକ୍ଷ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି ।

Odisha Plus 3 admission to start from today
ବଢ଼ିଲା +୨ ନାମ ଲେଖା ଅବଧି

ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।

ASO Exam
ବନ୍ୟା ଯୋଗୁ ଘୁଞ୍ଚିଥିବା ASO ପରୀକ୍ଷା ୨୭ ରେ ହେବ

ଗୁରୁବାର ତଥା ଅଗଷ୍ଟ ୨୧ (ରବିବାର) ୨୦୨୨ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ୨୭ରେ ହେବ ବୋଲି OPSC ଅଧ୍ୟକ୍ଷ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

Glitches During Computer Based Test For Odisha Police SI Exam
ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ !

ଟେକ୍ନିକାଲ ସମସ୍ୟା ଯୋଗୁ ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ ହୋଇପାରୁନାହିଁ। 

Special story
ଆଜି ଠାରୁ +୨ ପ୍ରଥମ ପର୍ଯ୍ୟାୟ ନାମଲେଖା : ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏଁ ଚାଲିବ ପ୍ରକ୍ରିୟା

ଯୋଗ୍ୟ ବିବେଚିତ ୪ଲକ୍ଷ ୪ ହଜାର ଛାତ୍ରଛାତ୍ରୀ ନାମ ଲେଖାଇବେ

OPSC postpones ASO exam
ବନ୍ୟା ସ୍ଥିତି ପାଇଁ ସ୍ଥଗିତ ରହିଲା ASO ଲିଖିତ ପରୀକ୍ଷା

ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।

samir das
ବନ୍ୟା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ପ୍ରସ୍ତୁତି

ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇପରେ । ପରେ ଏହାକୁ ଭରଣା ହେବ ।

Special story
ରାସ୍ତା କଡରେ ଚୁଡ଼ି ବିକ୍ରି କରନ୍ତି ବାପାମାଆ ! ଝିଅ ରମାଦେବୀ ଟପ୍ପର

ଗରିବ ବାପାର ଝିଅ ଆଜି ବାପାଙ୍କର ଟେକ ରଖିଛି । ମନିସା ଟପ୍ପର ହେବା ପରେ ଘରେ ଖୁସିର ମାହୋଲ ।

Special story
ପାଣି ପଶିବା ସମ୍ଭାବନା ଥିବାରୁ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିର୍ଦ୍ଦେଶ

ସମସ୍ତ ସ୍କୁଲ ବନ୍ଦ କରିବାକୁ ବିଇଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ହୋଇଛି ।

  • Tuesday, 16 August 2022
  • School
Odisha Universities, Higher Education in shambles
ବିନା ମୁରବୀରେ କେମିତି ଚାଲୁଛି ୟୁନିଭରସିଟି ?

ଖାଲି ଉଚ୍ଚଶିକ୍ଷା ନୁହେଁ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ, ବିପିୟୁଟି ଓ କୃଷି ବିଶ୍ୱବିଦ୍ୟାଳୟ, ଓୟୁଏଟିରେ ବି ସମାନ ସ୍ଥିତି।

Dilapidated School
ଗୋଟିଏ ଶ୍ରେଣୀରେ ପ୍ରଥମରୁ ଅଷ୍ଟମ ପାଠପଢ଼ା! ଯେଉଁଠି ପଢ଼ିବେ, ସେଇଠି ଚାଲିଛି ରୋଷେଇ..

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍‌କୁ ଯିବାକୁ ଲାଗିବ ଡର

Dilapidated School
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା...ଗୋଟିଏ ଶ୍ରେଣୀରେ ପ୍ରଥମରୁ ଅଷ୍ଟମ ପାଠ ପଢା !

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍‌କୁ ଯିବାକୁ ଲାଗିବ ଡର

Special story
ଶିକ୍ଷକ ନାହାନ୍ତି, ପିଲାଙ୍କୁ ଗଣିତ ପଢ଼ାଉଛନ୍ତି ସରପଞ୍ଚ ବାବୁ : ଦିନରେ ନେଉଛନ୍ତି ୨ଟି କ୍ଲାସ୍

ଗଣିତ ଶିକ୍ଷକ ନିଯୁକ୍ତି ଲାଗି ଶିକ୍ଷା ବିଭାଗକୁ ଲେଖିଲେ ଚିଠି

Odisha Plus 3 admission to start from today
ଆଜିଠୁ +୩ ନାମଲେଖା ଆରମ୍ଭ, ଅଗଷ୍ଟ ୩୧ରେ ବାହାରିବ ପ୍ରଥମ ମେରିଟ ଲିଷ୍ଟ

ଆଜିଠାରୁ +୩ ପାଇଁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାମ୍ସ ଓଡ଼ିଶା ୱେବ୍‌ସାଇଟ୍‌-  www.samsodisha.gov.in କୁ ଯାଇ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।  

Special story
ପ୍ରେରଣାଦାୟୀ କାହାଣୀ : କେରଳ ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷାରେ ମାଆ ପୁଅ କୃତକାର୍ଯ୍ୟ

ଉଭୟ ଏକାଠି ପ୍ରସ୍ତୁତ ହୋଇ ଗୋଟିଏ ବ୍ୟାଚରେ ଦେଇଥିଲେ ପରୀକ୍ଷା

Special story
ପାନ ଦୋକାନୀଙ୍କ ଝିଅ କଲେଜ ଟପ୍ପର : ଯୁକ୍ତ ଦୁଇ କଳାରେ ୫୧୯ ମାର୍କ ରଖିଲେ ରୁବିରାଣୀ

ଭୁବନେଶ୍ୱର ନୀଳକଣ୍ଠନଗର ମୁଣ୍ଡାସାହିର ଝିଅ ରୁବିରାଣୀ ବାପାମାଆଙ୍କ ଟେକ ରଖିଛନ୍ତି ।

special story
ହଷ୍ଟେଲ୍ ତ ନାହିଁ, କୋଟିଆରେ ଆଦର୍ଶ ବିଦ୍ୟାଳୟ କାହା ପାଇଁ?

କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ସଦାବେଳେ ଚର୍ଚ୍ଚାରେ। କେତେବେଳେ ସୀମା ବିବାଦକୁ ନେଇ ତ କେତେବେଳେ ଲୋକଙ୍କ ସମସ୍ୟା ପାଇଁ। ଆଉ ଏବେ କୋଟିଆର ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ୍ ସୁବିଧା ନ ଥିବାରୁ ପିଲାଙ୍କ ସମସ୍ୟା କେତେ ଦେଖନ୍ତୁ ଏହି ଭିଡିଓରେ।

+2 Arts Result
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ

ଏଥର ଦୁଇଟି ଢାଞ୍ଚାରେ ମାର୍କିଂ କରାଯାଇଛି।