• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Odisha Primary Teachers Protest
ଦାଶ କାଠିଆ ମାଧ୍ୟମରେ ଗୀତ ଗାଇ ହକ୍‌ ଦାବି କରୁଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ୍‌..

ହାତରେ ଦାଶ କାଠିଆ, ଆଉ ତାଳେ ତାଳେ ଗୀତ ବୋଲି ନିଜର ହକ୍‌ ଦାବି କରୁଛନ୍ତି ଶିକ୍ଷକ। ନିଜର ହକ୍‌ ପାଇଁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଥିବାବେଳେ ଦାଶ କାଠିଆ ମାଧ୍ୟମରେ କିଭଳି ଭାବେ ସରକାରଙ୍କୁ ସେମାନଙ୍କର ଦାବି ଜଣାଉଛନ୍ତି ତା’ର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

Members of Congress student wing gherao residence of Higher Education Minister
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତାତିଲା କଂଗ୍ରେସ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ।

Strike by Odisha primary school teachers
ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ...

ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ରାଜ୍ୟ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

All Schools In Bolangir Closed Due to Heavy Rain
ପ୍ରବଳ ବର୍ଷା: ଆଜି ଏହି ଜିଲ୍ଲାରେ ସବୁ ସ୍କୁଲ୍‌ ଛୁଟି ଘୋଷଣା

ରାଜ୍ୟରେ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଆଜି ବଲାଙ୍ଗିରରେ ସବୁ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। 

Student Election
ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ, ଗତ ୫ ବର୍ଷ ଧରି ହେଉ ନାହିଁ ନିର୍ବାଚନ

ଗଣତାନ୍ତ୍ରିକ ଅଧିକାରକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ସରକାର ? କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ ।

No Students’ Union election this year in Odisha
ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ !

ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ । କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ।

  • Wednesday, 13 September 2023
Divyang teacher in Odisha’s Udala teaches students for free
ଦିବ୍ୟାଙ୍ଗ ସାର୍‌ଙ୍କ ମାଗଣା ଟ୍ୟୁସନ୍‌...ପ୍ରଥମରୁ ପଂଚମ ସମସ୍ତେ ମାଗଣାରେ ପଢିବେ

ଜନ୍ମରୁ ଗୋଟିଏ ହାତ ନାହିଁ । ନିଜେ ଯୁକ୍ତ ୩ରେ ପଢୁଛନ୍ତି ପାଠ । ଗାଁର କୌଣସି ପିଲା ଯେମିତି ଅପାଠୁଆ ନରୁହନ୍ତି ସେଥିପାଇଁ ଦିବାରାତ୍ର କରୁଛନ୍ତି ପରିଶ୍ରମ । ସକାଳୁ ସଂଜ...ଅନେକ ପିଲାଙ୍କୁ ପଢାଉଛନ୍ତି ପାଠ

  • Wednesday, 13 September 2023
Teachers Protest
ଆଜିଠୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ। ଆଜିଠାରୁ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି।

Teacher Protest
ଆନ୍ଦୋଳନରେ ଶିକ୍ଷକ। ସ୍କୁଲରେ ତାଲା। ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରିଲେ ପିଲା।

ସରକାର ଏଯାଏ କୌଣସି ଆଲୋଚନା କରିନଥିବାରୁ ଧୀରେ ଧୀରେ ପ୍ରତିବାଦ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି।

Teacher Protest
ପ୍ରାଥମିକ ଶିକ୍ଷାର ବିଚିତ୍ର ଗତି ! ହକ୍ ପାଇଁ ଧାରଣାରେ ଶିକ୍ଷକ, ସ୍କୁଲରେ ତାଲା

୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ନେଇ ସରକାରଙ୍କ ବିଜ୍ଞାପନ ।

Online application for 20 thousands posts to begin on Sep 13 for Junior teacher recruitment
ଓଡ଼ିଶାରେ ନିଯୁକ୍ତି ପାଇବେ ୨୦ ହଜାର ଶିକ୍ଷକ, ବାହାରିଲା ବିଜ୍ଞପ୍ତି...

ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

On teachers day yogi to roll out scheme for tabs in govt schools
ଟାବଲେଟ୍‌ ପାଇବେ କୁନିକୁନି ପିଲା; ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଦେବେ ଏହି ସରକାର

କୁହାଯାଇଛି ଯେ, ଟ୍ୟାବଲେଟ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ, ଉପସ୍ଥାନ, ସଭା, ଲାଇବ୍ରେରୀ ଏବଂ କ୍ରୀଡା ଏବଂ ଅନ୍ୟାନ୍ୟ ପାଇଁ ରେଜିଷ୍ଟର ବଦଳାଇ ଏକ ଅନଲାଇନ୍ ଇକୋସିଷ୍ଟମ୍ ବ୍ୟବହାର କରାଯିବ।

Meet Sai Prakash Mohanty, a teacher in Baripada who teaches for free
ମାଗଣାରେ ପାଠ ପଢ଼ାନ୍ତି ସାଇ ସାର୍

ଉଚ୍ଚ ଶିକ୍ଷିତ ହୋଇ ରୋଜଗାର ଆଶା ନ ରଖି ମାଗଣାରେ ପାଠ ପଢ଼ାନ୍ତି ସାଇ ସାର୍...

  • Wednesday, 06 September 2023
School Dropout
ସରକାରଙ୍କୁ ଡ୍ରପଆଉଟ୍ ଚିନ୍ତା

ସ୍କୁଲ ଡ୍ରପଆଉଟ୍ ବି ହେବେ କୁଶଳୀ । ପାଲଟିବେ ଶିଳ୍ପକ୍ଷେତ୍ର ଲାଗି ଯୋଗ୍ୟ ମାନବସମ୍ବଳ । ରାଜ୍ୟରେ ଡ୍ରପ ଆଉଟ୍ ହାର ବଢ଼ିବା ପରେ ଏମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ ।

School Dropout
ମାଟ୍ରିକ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ କାର୍ଯ୍ୟଦକ୍ଷ କରିବାକୁ ବ୍ଲୁ ପ୍ରିଣ୍ଟ

ଉପାନ୍ତରୁ ଉପକୂଳ, ସବୁଠି ଡ୍ରପ ଆଉଟ୍ ହାର ବଢ଼ିବା ପରେ ଗଣଶିକ୍ଷା ବିଭାଗକୁ ଘାରିଛି ସେମାନଙ୍କ ଚିନ୍ତା। ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ CTTC ସହ ସହଭାଗିତା କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।

This College principle gives social service training to students in Odisha’s Sonepur
ପେଶା ଅଧ୍ୟାପିକା, ନିଶା ସମାଜସେବା

କଲେଜରେ ସେ ପ୍ରିନ୍ସିପାଲ । ଇତିହାସ ବିଭାଗରେ ପିଲାଙ୍କୁ ପଢାଉଛନ୍ତି ପାଠ...ପଢା ସାରିବା କ୍ଷଣି ସମାଜସେବା ସହ ପରିବେଶକୁ ସୁସ୍ଥ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ତାଲିମ । ଭୂରି ଭୂରି ପ୍ରଶଂସା କଲେ ଜିଲ୍ଲାପାଳ...

  • Saturday, 02 September 2023
Mukhyamantri Medhabi Chhatra Protsahan Yojana
ପୂରଣ ହେବ ଗରିବ ST/SC ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ! ମାଗଣାରେ ପାଠପଢ଼ିବେ ମେଡିକାଲ-ଇଂଜିନିୟରିଂ

ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମାଗଣାରେ ST/SC ପିଲାମାନେ ପାଠପଢ଼ିବେ । ଏଥିପାଇଁ ଅଭିଭାବକଙ୍କୁ କୌଣସି ଖର୍ଚ୍ଚ ବହନକରିବାକୁ ପଡ଼ିବନାହିଁ ।

Plus 3 Admission
ଆଡମିସନ୍ ଶେଷ, ତଥାପି ଡିଗ୍ରୀ କଲେଜରେ ସିଟ୍ ଫାଙ୍କା

ଜେନେରାଲ ଷ୍ଟ୍ରିମ୍‌ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ବି ଯୁକ୍ତ ତିନିରେ ଖାଲି ପଡିଛି ଲକ୍ଷ ଲକ୍ଷ ସିଟ୍ । ବୈଷୟିକ ଶିକ୍ଷା ଆଡ଼କୁ ଢଳୁଛନ୍ତି କି ଛାତ୍ରଛାତ୍ରୀ ?

Sans boundary wall, parents afraid to send their wards to school in Odisha’s Mohana
ବାଃ ବାଃରେ ପ୍ରଶାସନ: ୨୩ ପିଲାଙ୍କ ଲାଗି ୧୩ ଶୌଚାଳୟ

ଏଇଟା ସ୍କୁଲ ନା ଆଉ କଣ ? ମାତ୍ର ୨୩ ପିଲାଙ୍କ ଲାଗି ତିଆରି ହୋଇଛି ୧୩ ଶୌଚାଳୟ । ହେଲେ ବି ସ୍କୁଲକୁ ଆସୁନାହାନ୍ତି ପିଲା । ପାଚେରି ନଥିବାରୁ ପାଦେ ପାଦେ ରହିଛି ବିପଦ

  • Thursday, 31 August 2023
OCS EXAM
BIG BREAKING: ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା

ଏନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ ।

This school has 13 toilets for 23 students, but no boundary wall in Odisha’s Mohana
ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ୍‌ରେ ପାଚେରି ନାହିଁ...ହେଲେ ୨୩ ପିଲାଙ୍କୁ ୧୩ ଶୌଚାଳୟ

ସ୍କୁଲ୍‌ରେ ପିଲା ପଢୁଛନ୍ତି ମାତ୍ର ୨୩ ଜଣ, ହେଲେ ଶୌଚାଳୟ ଅଛି ୧୩ଟି। ହେଲେ ୧୦ ବର୍ଷ ହେଲାଣି ପିଲାଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ ହୋଇପାରିନି, କିନ୍ତୁ ବାରମ୍ବାର ତିଆରି ଚାଲିଛି ଏକାଧିକ ଶୌଚାଳୟ।

NCERT
NCERT ସପ୍ତମ ଶ୍ରେଣୀ ଇଂରାଜୀ ବହିରେ ଜାତୀୟ ଯୁଦ୍ଧ ସ୍ମାରକୀ ସ୍ଥଳ

ଯେଉଁଥିରୁ ସ୍ୱାଧିନତା ପରେ ଭାରତୀୟ ସେନା ବୀର ଓ ସାହସୀ ଯୋଦ୍ଧାଙ୍କ ବଳିଦାନ ସମ୍ପର୍କରେ ପିଲାଏ ଅବଗତ ହୋଇପାରିବେ।

  • Monday, 28 August 2023
  • NCERT
Business Odisha Award 2023
ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ଶିକ୍ଷା କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

  • Friday, 25 August 2023
Board Exam
ଆଗକୁ ଦଶମ-ଦ୍ୱାଦଶରେ ୨ଟି ବୋର୍ଡ ପରୀକ୍ଷା, ଅଧିକ ମାର୍କ ହେବ କାଉଣ୍ଟ

ଏଥିସହ ସେମିଷ୍ଟର ବ୍ୟବସ୍ଥା ବି ନୂଆକରି ଲାଗୁ ହେବ। ତାସହ କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍ ଛାତ୍ରଛାତ୍ରୀ ନିଜ ପସନ୍ଦର ଯେ କୌଣସି ବିଷୟ ନେଇ ପାରିବେ ।

  • Thursday, 24 August 2023
Board Exam
ଆଗକୁ ଦଶମ ଓ ଦ୍ବାଦଶରେ ୨ଟି ବୋର୍ଡ ପରୀକ୍ଷା । 

ବର୍ଷକୁ ଆଉ ଥରେ ନୁହେଁ ଦୁଇ ଥର ହେବ ଦଶମ ଓ ଦ୍ବାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ।