• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Plus 2 Admission
+୨ ନାମଲେଖା ଆରମ୍ଭ; ସାମସ ପୋର୍ଟାଲରେ ସମସ୍ୟାରୁ ଆଡମିଶନରେ ବାଧା

ଉପାନ୍ତ ଅଞ୍ଚଳରେ କଲେଜ ସଂଖ୍ୟା କମ୍ ଥିବାରୁ ଘର ପାଖ କଲେଜରେ ଆଡମିଶନ୍ ମିଳୁନି । ଫଳରେ କାହା ପାଠରେ ଡୋରି ବନ୍ଧା ହେବାକୁ ଯାଉଛି ତ ଆଉ କେଉଁ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ଦୂର କଲେଜରେ ପିଲାଙ୍କ ନାମ ଲେଖାଉଛନ୍ତି ।

Plus 2 Admission
ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା

ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ ।

 Ravenshaw emerges as 1st choice
+2 କଟ୍ ଅଫ୍ ତାଲିକା; ସବୁ ଷ୍ଟ୍ରିମରେ ଆଗରେ ରେଭେନ୍ସା, କାଲିଠୁ ପ୍ରଥମ ପର୍ଯ୍ୟାୟ ନାମଲେଖା

ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ତାଲିକା । ବିଜ୍ଞାନରେ ୯୧.୬୭% ସହ କଟକ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । ଦ୍ୱିତୀୟରେ ୯୦% ସହ ବାଲେଶ୍ୱର ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ୍ ଓ ୮୯% ସହ ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି ।

Revenshaw University
ପ୍ଲସ-ଟୁ ପାଇଁ ଛାତ୍ରଛାତ୍ରୀଙ୍କ ସବୁଠୁ ଅଧିକ ପସନ୍ଦ ରେଭେନ୍ସା

ସାଇନସରେ 91.67, କମର୍ସରେ 79.20 ଓ ଆର୍ଟସରେ 80 ପ୍ରତିଶତ ଫାଷ୍ଟ କଟ୍ଅଫ୍ ଲିଷ୍ଟ ।

First phase Plus 2 cut off marks for Arts, Commerce and Science stream out
ପ୍ରକାଶ ପାଇଲା +୨ ପ୍ରଥମ କଟ୍‌ଅଫ୍‌ ମାର୍କ

ପ୍ରକାଶ ପାଇଲା ଚଳିତ ବର୍ଷର +୨ ପ୍ରଥମ କଟ୍‌ଅଫ୍‌ ମାର୍କ । କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି । ରେଭେନ୍ସାରେ କଳାରେ ୮୦%, ବିଜ୍ଞାନରେ ୯୧.୬୭ କଟ୍‌ଅଫ୍‌ ମାର୍କ ରଖିଛନ୍ତି । ବାଣିଜ୍ୟରେ ୭୯.୨୦% କଟ୍‌ଅଫ୍‌ ସହ ରେଭେନ୍ସା ସବୁଠୁ ଆଗରେ ରହିଛି।

  • Thursday, 06 July 2023
CHSE Cut Off
ପ୍ରକାଶ ପାଇଲା +୨ ପ୍ରଥମ କଟ୍‌ଅଫ୍‌ ମାର୍କ; ଜାଣନ୍ତୁ କେଉଁ କଲେଜରେ କେତେ ?

କଳା, ବିଜ୍ଞାନ ଓ ବାଣିଜ୍ୟ କଟ୍‌ଅଫ୍‌ ମାର୍କରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି ।

OJEE counselling 2023
କାଲିଠୁ OJEE କାଉନସେଲିଂ; କ୍ୟାରିୟରକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

OJEE ରେଜଲ୍ଟ ପ୍ରକାଶନକୁ ମାସେ ପୁରିଲା । ହେଲେ ଆସନ୍ତାକାଲିଠାରୁ ଆରମ୍ଭ ହେବ କାଉନ୍ସେଲିଂ ।

Clash Between Student Groups
MKCG ବନାମ VIMSAR ! ‘ୟୁଫୋରିଆ’ ବେଳେ ଦୁଇ ଡାକ୍ତର ଛାତ୍ରଗୋଷ୍ଠୀ ମଧ୍ୟରେ ମାରପିଟ୍‌

ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ ।

Droupadi Murmu
ବୁଦ୍ଧଙ୍କ ଶିକ୍ଷା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ବୌଦ୍ଧ ଧର୍ମାବଲମ୍ବୀ ଯୋଗ ଦେଇଥିଲେ ।

Wrong Certificate
ବୋର୍ଡର ବିରାଟ ତ୍ରୁଟି ! ୬୯ ପିଲାଙ୍କ ସାର୍ଟିଫିକେଟରେ ଗୋଟିଏ ଫଟୋ

ଦଶମ ବୋର୍ଡ ସାର୍ଟିଫିକେଟରେ ସାଘାଂତିକ ତ୍ରୁଟି । ଆଡମିଶନକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ ।

  • Monday, 03 July 2023
Matric Supplementary Exam Begins From Today
ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୮୦ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା...

ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଟ୍ରିକରେ ୧,୩୧୧ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଛନ୍ତି। 

World University Rankings
ବିଶ୍ୱର ୧୫୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ IIT ବମ୍ବେ, କେତେ ତମ ସ୍ଥାନରେ IIT ଭୁବନେଶ୍ୱର ?

ଶୀର୍ଷରେ ଆମେରିକାର ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି, ୧୨ ବର୍ଷ ଧରି ଶୀର୍ଷରେ ରହି ଆସିଛି ଏହି ବିଶ୍ୱବିଦ୍ୟାଳୟ।

Education on the edge
ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଯାଉଛି ଭୁଲ୍ ପାଠ ?

ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍‌ ତଥ୍ୟ... ସେହି ଭୁଲକୁ ପଢି ପିଲାଏ ଶିଖିବେ କ’ଣ ?

Bag weight
କେଉଁ ଶ୍ରେଣୀ ପିଲା ନେବେ କେତେ ଓଜନର ସ୍କୁଲ ବ୍ୟାଗ୍‌ ? ନିୟମ ଆଣିଲେ ଏହି ସରକାର

୩ରୁ ୫ ଶ୍ରେଣୀର ପିଲାମାନଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ୨ରୁ ୩ କେଜି ଭିତରେ ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୩ରୁ ୪ କେ.ଜି ମଧ୍ୟରେ ସ୍କୁଲ ବ୍ୟାଗ ନେଇପାରିବେ ।

Schools reopen after summer vacation in Odisha
ବାହାନଗା ହାଇସ୍କୁଲରେ ହୋମଯଜ୍ଞ, ନୂଆ ଶ୍ରେଣୀଗୃହରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ଆଜି ପ୍ରଥମ ଦିନରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ, ତୃତୀୟରୁ ଦଶମ ପିଲା ବି ଖୁବ୍ କମ୍ ସଂଖ୍ୟାରେ ଆସିଥିଲେ। ୫୬୫ ପିଲାରୁ ଉପସ୍ଥିତ ଥିଲେ ମାତ୍ର ୧୧୨ ଜଣ। ପ୍ରାର୍ଥନା ପରେ ହୋଇଥିଲା ଶୋକସଭା।

School reopen
ଗ୍ରୀଷ୍ମକାଳୀନ ଅବକାଶ ଶେଷ, ଖୋଲିଲା ସ୍କୁଲ

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

School summer holiday extended two districts of odisha
ଓଡ଼ିଶାର ଏହି ୨ ଜିଲ୍ଲାରେ ବଢ଼ିଲା ଖରା ଛୁଟି, ଜାଣନ୍ତୁ କେବେ ଖୋଲିବ ସ୍କୁଲ୍‌...

୨ ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖ ସ୍କୁଲ୍‌ ଖୋଲିବା ନେଇ ନୋଟିସ୍‌ ଜାରି ହୋଇଛି। ଏହାସହ ସ୍କୁଲ୍‌ ଟାଇମିଂରେ ମଧ୍ୟ ପରିବର୍ତ୍ତନ ହୋଇଛି।

Career tips what not to do in job interview
Career Tips: ସାକ୍ଷାତକାର ଦେବା ସମୟରେ ଏହି ୩ ଭୁଲ୍ କେବେ ବି କରନ୍ତୁ ନାହିଁ

ଯଦି ଆପଣ ନିଜର ବର୍ତ୍ତମାନର ଚାକିରି ପ୍ରୋଫାଇଲ୍‌ରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆଉ ଏକ ନୂଆ ଚାକିରି ଖୋଜିବାକୁ ଚେଷ୍ଟା କରିବା ଜରୁରୀ। ତେବେ ନୂଆ ଚାକିରି ପାଇବା ମଧ୍ୟ ସହଜ ନୁହେଁ। ଆପଣ ପାଇଁ ଟିପ୍ସ।

NEET success story
୧୧ ବର୍ଷରେ ବାହାଘର; ୨୦ ବର୍ଷରେ ବାପା, ଆଉ ଏବେ ଡାକ୍ତର ହେବାକୁ ଯାଉଛନ୍ତି ଯୁବକ

ପ୍ରଥମେ ରାମଲାଲ୍‌ ୨୦୧୯ରେ NEET ପରୀକ୍ଷାରେ ପ୍ରଥମ ପ୍ରୟାସ କରିଥିଲେ । ହେଲେ ସେତେବେଳେ ସେ ସଫଳ ହୋଇପାରିନଥିଲେ । ମୋଟ୍‌ ୭୨୦ ମାର୍କରୁ ୩୫୦ ମାର୍କ ପାଇଥିଲେ ରାମଲାଲ୍‌ ।

JEE Advanced Results
ପ୍ରକାଶ ପାଇଲା JEE ଆଡଭାନସଡ ରେଜଲ୍ଟ; ଭି.ସି. ରେଡ୍ଡି ଟପ୍ପର

ଚଳିତବର୍ଷ ୩୬ ହଜାର ୨୦୪ ଜଣ ଛାତ୍ର ଓ ୭୫୦୯ ଜଣ ଛାତ୍ରୀ JEE ଆଡଭାନସଡ୍ ପରୀକ୍ଷାରେ ସଫଳ ହୋଇଛନ୍ତି ।

Summer Vacation
Breaking: ପିଲାଙ୍କର ବଢ଼ିଲା ଖରା ଛୁଟି

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ।

Neet 2023 exam result published
ପ୍ରକାଶ ପାଇଲା NEET-୨୦୨୩ ପରୀକ୍ଷା ଫଳ

ଟପ୍ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପସା ଚୌଧୁରୀ ଅଛନ୍ତି।

Plus 3 Admission
+୩ ଅନଲାଇନ୍‌ ଆଡମିଶନ ପାଇଁ ତାରିଖ ପ୍ରକାଶ; ଜାଣନ୍ତୁ ଆବେଦନର ତାରିଖ..

ସାମସ୍  ପୋର୍ଟାଲରେ ଯାଇ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

Plus II Arts Results
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ । ଏଥର ପାସ୍ ହାର ରହିଛି ୭୮.୮୮ ପ୍ରତିଶତ । ଯାହା ଗତବର୍ଷଠାରୁ ପାଖାପାଖି ୪ ପ୍ରତିଶତ କମ୍ । ଏଥସହ ମାତ୍ର ୨୪ ଜଣ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ।

Plus II Arts Results
Plus 2 ବିଜ୍ଞାନ ଓ ବାଣିଜ୍ୟ ପରେ ପ୍ରକାଶ ପାଇଲା କଳା ରେଜଲ୍ଟ; ଏଥର ବି ଝିଅ ଆଗରେ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ସପ୍ତାହେ ପରେ ପ୍ରକାଶ ପାଇଲା ଆର୍ଟସ ରେଜଲ୍ଟ ।  ଏଥର କଳାରେ ପାସ୍ ହାର ରହିଛି ୭୮.୮୮ ପ୍ରତିଶତ ।