• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

education system
କେମିତି ପଢିବୁ ? ସ୍କୁଲ୍ ଭିତରେ ବର୍ଷା ପାଣି

ବିଶ୍ୱସ୍ତରୀୟ ବ୍ୟବସ୍ଥା । ବାହାରେ ପାଣି ସ୍କୁଲ୍ ଭିତରେ ପାଣି । ଗୋଟିଏ ଶ୍ରେଣୀରେ ବାଧ୍ୟ ହୋଇ ପଢୁଛନ୍ତି ଏକାଧିକ ଶ୍ରେଣୀର ପିଲା।

JE Civil Main Written Exam
JE ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା OSSC

ଟ୍ୱିଟ୍‌ କରି ସୂଚନା ଦେଲେ OSSC ଚେୟାରମ୍ୟାନ ଅଭୟ

  • Sunday, 23 July 2023
CBSE students can now learn in 22 regional languages including Odia
ଏଣିକି CBSE ସ୍କୁଲରେ ଓଡ଼ିଆରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ

ଏମିତିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ଥିବା ପ୍ରତିବନ୍ଧକ ଦୂର ପାଇଁ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ NCERTକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ଭାଷାରେ ପୁସ୍ତକ ବି ଉପଲବ୍ଧ ହେବ।

  • Saturday, 22 July 2023
  • CBSE
VIMSAR
ନାଁକୁ ସ୍ୱୟଂଶାସିତ ଭୀମସାର ! ନିଜେ କରି ପାରୁନି ପରୀକ୍ଷା, ପ୍ରକାଶ କରିପାରୁନି ଫଳ

ଆର୍ଥିକ ଓ ପରିଚାଳନାଗତ ସ୍ୱାୟତ୍ତତା ବି ପାଇନି ଭୀମସାର

CBSE students
ଏଣିକି ଓଡ଼ିଆରେ ବି ପଢ଼ାଯିବ CBSE କୋର୍ସ..

‘ଯେଉଁ ପିଲାମାନେ ଚାହିଁବେ ଓଡ଼ିଆରେ ପଢ଼ିବାକୁ, ସ୍କୁଲ୍ ବ୍ୟବସ୍ଥା କରିବ’

Ramadevi University
ରମାଦେବୀ କର୍ତ୍ତୃପକ୍ଷଙ୍କ ଅଜବ ନିୟମ ! ପରୀକ୍ଷାର୍ଥୀ ଯିଏ ପରୀକ୍ଷା ନିୟନ୍ତ୍ରକ ସିଏ...

ପିଏଚ୍‌ଡି ଲାଗି କର୍ତ୍ତୃପକ୍ଷ ଚକ୍ରାନ୍ତ ଚଲାଇଥିବା ଅଭିଯୋଗ । ଆରଟିଆଇରୁ ଆସିଲା ସାଙ୍ଘାତିକ ତଥ୍ୟ ।

Human market, Koraput, SpecialStory
ରାତି ପାହିଲେ ବସୁଛି ମଣିଷ ହାଟ, ବସିବାକୁ ଜାଗା ନାହିଁ କି...

ଏମାନେ ସମସ୍ତେ ମଜୁରୀ ଖଟିଲେ ପରିବାର ଚଳେ । ନଖଟିଲେ ଉପବାସରେ ଦିନ କଟେ । କାମ ଖୋଜିବାକୁ ସକାଳ ହେଲେ ଏଇ ଛକରେ ଆସି ଜାମ୍‌ କରନ୍ତି..କିନ୍ତୁ ବସିବାକୁ ଜାଗା ନାହିଁ କି ବ୍ୟବସ୍ଥା କିଛି ହୋଇନି ।

Teaching Recruitment
RTI ତଥ୍ୟରୁ ଖୋଲିଲା ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ର

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି । ଉତ୍କଳରୁ ଆରମ୍ଭ କରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଯାଏଁ ସବୁଠି ସ୍ଥିତି ସଂଗୀନ । ରାଜ୍ୟର ସବୁଠୁ ପୁରୁଣା ୟୁନିଭର୍ସିଟି ଉତ୍କଳରେ ୧୨୯ ପଦବି ଖାଲି ପଡ଼ିଥିବା ବେଳେ ରେଭେନ୍ସାରେ ଖାଲି ପଦବି ସଂଖ୍ୟା ୧୨୦ରୁ ଅଧିକ ।

Teaching Recruitment
ବିଶ୍ୱବିଦ୍ୟାଳୟ ମାଳମାଳ ହେଲେ ଅଧ୍ୟାପକ ମରୁଡ଼ି; ଚୁକ୍ତିଭିତ୍ତିକ ଷ୍ଟାଫଙ୍କ ହାତରେ ପାଠପଢ଼ା ଭାର

ବିଶ୍ୱବିଦ୍ୟାଳୟ ମାଳମାଳ, ହେଲେ ସବୁଠି ଚୁକ୍ତିଭତ୍ତିକ ଷ୍ଟାଫଙ୍କ ହାତରେ ପାଠପଢା ଭାର । ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ରର ଗୁମର ଖୋଲିଛି RTI ତଥ୍ୟ।

Second cut-off marks for Plus II
+୨ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ, ମୋଟ ୭୦,୧୦୫ ପିଲା ମନୋନୀତ

ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଭିତରେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...

Camera captures unsmart pictures of Binika’s smart school after rain
ଶ୍ରେଣୀ ଗୃହ ସାରା ପାଣି...ଆଉ ପାଣି ଭିତରେ ଚାଲିଛି ପାଠପଢ଼ା

5T ଜମାନାରେ ଏମିତି ବି ସ୍କୁଲ ନଜର ଆଢୁଆଳରେ ରହିଯାଇଛି ଯେଉଁଠି ପାଣି ଭିତରେ ପିଲା ପଢ଼ନ୍ତି। ସୋନପୁର ବିନିକାରୁ ଆସିଥିବା ଏ ଚିତ୍ର ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡ଼ାଇଛି....

  • Wednesday, 19 July 2023
Bhubaneswar Unit 9 Govt Girls High School students protest against school merger
ଆନ୍ଦୋଳନ ବେଳେ ବେହୋସ ହୋଇଗଲେ ଛାତ୍ରୀ, ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରୁଥିଲେ...

ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ।

A teacher who is giving education by dancing the music
ଶିକ୍ଷାର ନୂଆ ଦିଗ ଜିତେନ୍ଦ୍ର ଶାର୍ଦ୍ଦୁଲ; ଶିକ୍ଷା ପ୍ରତି ଆଗ୍ରହୀ ହେଉଛନ୍ତି ଗରିବ ପିଲା

ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କୁ ଶିକ୍ଷା ପ୍ରତି ଆକର୍ଷଣ କରିବା ପାଇଁ ଜଣେ ଶିକ୍ଷକଙ୍କ ଅଭିନବ ପ୍ରୟାସ। ସେ ନାଚ, ଗୀତ ମାଧ୍ୟରେ ପିଲାମାନଙ୍କୁ ପାଠ ପଢଉଛନ୍ତି। ସେ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ଲଞ୍ଚ୍‌ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି।

Rama Devi Women's Junior College
ଏହି ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ

ୟୁନିଭରସିଟି କ୍ୟାମ୍ପସରୁ ହଟିବ ରମାଦେବୀ ଜୁନିୟର କଲେଜ,ଭୁବନେଶ୍ୱର ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ

  • Sunday, 16 July 2023
Plus 3 Cutt Off
+୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ; ବାଣିଜ୍ୟରେ ରେଭେନ୍ସା ଆଗରେ..

+୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । 

Students demand
ଡ୍ରେସ୍‌ ପଛରେ ଦେବ । ଆଗେ ଭିତ୍ତିଭୂମି ଦିଅ । ଏ ସ୍କୁଲରେ କିଛି ନାହିଁ ।

ଏମିତି ସ୍ଥିତିରେ ପିଲାଏ କହୁଛନ୍ତି ଡ୍ରେସ୍‌ ଦରକାର ନାହିଁ, ଭିତ୍ତିଭୂମି ଦିଅ ।

  • Friday, 14 July 2023
School Uniform
ଶିକ୍ଷାର ମାନ ନବଢ଼େଇ ପୋଷାକ ବଦଳେଇଲେ କଣ ହେବ ?

ଚଳିତ ଶିକ୍ଷା ବର୍ଷରୁ ବଦଳିଯିବ ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ । ଗାଢ ନୀଳ ରଙ୍ଗ ବଦଳରେ ଏଣିକି ପିଲା ପିନ୍ଧିବେ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ । ଛାତିରେ ଲେଖାଯିବ ’ଆମେ ଗଢିବୁ ନୂଆ ଓଡିଶା’ ।

School Uniform
ବଦଳିବ ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ; ନୀଳ ପ୍ୟାଣ୍ଟ-ଧଳା ସାର୍ଟ ବଦଳରେ ହଣ୍ଟର ଗ୍ରୀନ ପ୍ୟାଣ୍ଟ-ଚେକ୍ ସାର୍ଟ

ଛାତ୍ରଙ୍କ ପାଇଁ ହ୍ୱାଇଟ ଗ୍ରୀନ ଚେକ୍ ସାର୍ଟ , କଳା ଜୋତା ଏବଂ ଧଳା ମୋଜା । ସେହିପରି ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ।

Odisha govt to provide uniforms for class 9 and 10 students
ଏଣିକି ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍‌ ୟୁନିଫର୍ମ 

ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଭଳି ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ  ସ୍କୁଲ୍‌ ୟୁନିଫର୍ମ ମିଳିବ। ଜଣେ ଶିକ୍ଷାର୍ଥୀଙ୍କୁ ୧ ହଜାର ଟଙ୍କା ମୂଲ୍ୟର ୟୁନିଫର୍ମ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ପିଜିଆଇ ରିପୋର୍ଟ
ପିଜିଆଇ ରିପୋର୍ଟରୁ ଖୋଲିଗଲା ସ୍କୁଲ ଶିକ୍ଷାର ପୋଲ

ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ସୂଚକାଙ୍କର ରିପୋର୍ଟରେ ଯାହା ଖୋଲି ଦେଇଛି ରାଜ୍ୟରେ ଡିଣ୍ଡିମ ପିଟା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ।

Govt releases report on Performance Grading Index
ଶିକ୍ଷାରେ ତଳକୁ ଖସିଲା ଓଡ଼ିଶା, ୧୦ରୁ ସିଧା ୨୪...

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି।

  • Saturday, 08 July 2023
Plus 2 Admission
+୨ ନାମଲେଖା ଆରମ୍ଭ; ସାମସ ପୋର୍ଟାଲରେ ସମସ୍ୟାରୁ ଆଡମିଶନରେ ବାଧା

ଉପାନ୍ତ ଅଞ୍ଚଳରେ କଲେଜ ସଂଖ୍ୟା କମ୍ ଥିବାରୁ ଘର ପାଖ କଲେଜରେ ଆଡମିଶନ୍ ମିଳୁନି । ଫଳରେ କାହା ପାଠରେ ଡୋରି ବନ୍ଧା ହେବାକୁ ଯାଉଛି ତ ଆଉ କେଉଁ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ଦୂର କଲେଜରେ ପିଲାଙ୍କ ନାମ ଲେଖାଉଛନ୍ତି ।

Plus 2 Admission
+୨ ନାମଲେଖା ଆରମ୍ଭ; ସାମସ ପୋର୍ଟାଲରେ ସମସ୍ୟାରୁ ଆଡମିଶନରେ ବାଧା

ଉପାନ୍ତ ଅଞ୍ଚଳରେ କଲେଜ ସଂଖ୍ୟା କମ୍ ଥିବାରୁ ଘର ପାଖ କଲେଜରେ ଆଡମିଶନ୍ ମିଳୁନି । ଫଳରେ କାହା ପାଠରେ ଡୋରି ବନ୍ଧା ହେବାକୁ ଯାଉଛି ତ ଆଉ କେଉଁ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ଦୂର କଲେଜରେ ପିଲାଙ୍କ ନାମ ଲେଖାଉଛନ୍ତି ।

Plus 2 Admission
ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା

ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ ।

 Ravenshaw emerges as 1st choice
+2 କଟ୍ ଅଫ୍ ତାଲିକା; ସବୁ ଷ୍ଟ୍ରିମରେ ଆଗରେ ରେଭେନ୍ସା, କାଲିଠୁ ପ୍ରଥମ ପର୍ଯ୍ୟାୟ ନାମଲେଖା

ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ତାଲିକା । ବିଜ୍ଞାନରେ ୯୧.୬୭% ସହ କଟକ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । ଦ୍ୱିତୀୟରେ ୯୦% ସହ ବାଲେଶ୍ୱର ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ୍ ଓ ୮୯% ସହ ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି ।