Advertisment

ଚକାଚକ୍ କୋଠା, ଲ୍ୟାବ୍, ସାଇନ୍ସ ରୁମ, କମ୍ପ୍ୟୁଟର ଥିଲେ କଣ ହେବ, ଶିକ୍ଷକ ନାହାନ୍ତି !

୩୮ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ-ଟି ଅଧୀନରେ ଏହି ସ୍କୁଲର ରୂପାନ୍ତରଣ ହୋଇଛି। ପୁରା ଚକାଚକ୍।

author-image
Satyendu Shekher Mishra

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ରୀ ଲିପାରାଣୀ । ଚକାଚକ୍ କୋଠା, ଲ୍ୟାବ୍, ସାଇନ୍ସ ରୁମ, କମ୍ପ୍ୟୁଟର ଥିଲେ କଣ ହେବ। ଶିକ୍ଷକ ନାହାନ୍ତି। ପାଠ ପଢ଼ା ହେବ କେମିତି, କୋର୍ସ ସରିବ କେମିତି। ୧୯୭୬ ମସିହାରେ ଭଦ୍ରକ ଚାନ୍ଦବାଲି ବ୍ଲକରେ ପ୍ରତିଷ୍ଠା ହୋଇଛି ବାଂଶଡ଼ା ହାଇସ୍କୁଲ। ୩୮ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ-ଟି ଅଧୀନରେ ଏହି ସ୍କୁଲର ରୂପାନ୍ତରଣ ହୋଇଛି। ପୁରା ଚକାଚକ୍।

Advertisment
Advertisment
Advertisment