୭ ବର୍ଷ ହେଲାଣି ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍ । ଦିନ ୧୦ ବାଜିଲେ ଲୋକଙ୍କର ଲାଗୁଛି ଗହଳି...ଏମିତି ହଟ୍ଟଗୋଳ ଭିତରେ ପିଲାମାନେ ପଢିବେ କେମିତି ?
ଶ୍ରେଣୀଗୃହରେ ଟେକ୍ସଟ ବୁକ୍ ଶେଷ ଚାପ ହ୍ରାସ ପାଇବ । ଟେକ୍ସଟ ବୁକ୍କୁ ୨୦୨୪ରୁ ଉନ୍ନତ କରିବାକୁ ଘୋଷଣ ।
ସାମାଜିକ କାର୍ଯ୍ୟରେ ଭାଗ ନେଇପାରୁନଥିବା ଅଭିଯୋଗ । କର୍ତ୍ତୃପକ୍ଷଙ୍କ ଆକଟ ଲାଗି ଘଟୁନି ପିଲାଙ୍କ ବୌଦ୍ଧିକ ବିକାଶ !
ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି।
ମାଟ୍ରିକ୍ ପରେ ପ୍ଲସ୍ ଟୁ । ନିର୍ବାଚନୀ ବର୍ଷର ଆରମ୍ଭ ଫେବ୍ରୁଆରୀରେ ହେବ ଦୁଇ ଦୁଇଟି ବୋର୍ଡ ପରୀକ୍ଷା । ୬ ମାସ ଆଗରୁ ଟାଇମଲାଇନ୍ ଘୋଷଣାକୁ ଛାତ୍ରଛାତ୍ରୀଙ୍କ ସ୍ବାଗତ, ହେଲେ ଆନ୍ଦୋଳନରତ ଅଧ୍ୟାପକଙ୍କ ପରୀକ୍ଷା ବର୍ଜନ ଚେତାବନୀକୁ ନେଇ ବଢୁଛି ଚିନ୍ତା
୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗତକାଲି ବୈଠକରେ ଉପସ୍ଥିତ ନଥିଲେ ଆଜି ପ୍ରିନ୍ସପାଲ ସେମାନଙ୍କୁ ଶ୍ରେଣୀ ଗୃହ ବାହାରକୁ କାଢ଼ି ଦେଇଥିଲେ।
୪ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଅଧିକାଂଶ ପିଲା ପ୍ରତିଯୋଗିତାମୂଳକ ପରୀକ୍ଷାର ନାମକୁ କେବଳ ସର୍ଟ ଫର୍ମ ଭାବେ ଜାଣନ୍ତି। କଥାବାର୍ତ୍ତାରେ ଆମେ ପ୍ରାୟତଃ ସର୍ଟ ଫର୍ମ ବ୍ୟବହାର କରୁ। କିନ୍ତୁ ଆପଣ ଯଦି କୋଣସି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ସମସ୍ତ ପରୀକ୍ଷାର ଫୁଲ ଫର୍ମ ମଧ୍ୟ ଜାଣିନେବା ଉଚିତ।
ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା । CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଏନେଇ ଉଲ୍ଲେଖ କରାଯାଇଛି ।
ଅଧ୍ୟାପକଙ୍କ ପାଠ ପଢାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଅନଲାଇନ୍ ଫିଡବ୍ୟାକ୍ ବ୍ୟବସ୍ଥାରେ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗ
ଶିକ୍ଷାନୁଷ୍ଠାନ ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ଲେକଚରଙ୍କ ବିରୋଧରେ ବଢ଼ୁଛି ପିଲାଙ୍କ ନକରାତ୍ମକ ଫିଡ୍ ବ୍ୟାକ୍ ।
୧୪୨ ପିଲାଙ୍କ ଭବିଷ୍ୟତ କେମିତି ଗଢା ଚାଲିଛି ଦେଖନ୍ତୁ.. ପ୍ରାଥମିକ ଶିକ୍ଷାର ଏଭଳି ବିକଳ ଚିତ୍ର ଦେଖି ଆପଣଙ୍କ ମନରେ ପ୍ରଶ୍ନ ଉଠୁନି କି ଓଡ଼ିଶାର ଭବିଷ୍ୟତ କ’ଣ, ଆଉ ଆମ ଶିକ୍ଷାର ଗତି କୁଆଡ଼େ ?
ଜରୁରୀକାଳୀନ କାର୍ଯ୍ୟ ପାଇଁ ହେଲ୍ପଲାଇନ୍ର ବ୍ୟବସ୍ଥା କରିବାକୁ ସରକାର କହିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ଯେ, ହେଲ୍ପ ଲାଇନ୍ ଜରିଆରେ ଅଭିଭାବକମାନେ ସ୍କୁଲ ସହିତ ହୋଗାଯୋଗ କରିପାରିବେ ।
୩୬୨୦ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ପିଲା ଉପକୃତ ହେବେ। ଏଥିପାଇଁ ବାର୍ଷିକ ୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
ରାଜ୍ୟର ୧୬ଟି ଜିଲ୍ଲାର ସରକାରୀ ସ୍କୁଲ୍ ଶ୍ରେଣୀ ଗୃହର ହେବ ନବକଳେବର। ଦରିରେ ବସିବେ ଛାତ୍ରଛାତ୍ରୀ ଏବଂ ରଙ୍ଗୀନ ଡେସ୍କରେ କରିବେ ଲେଖାପଢ଼ା।
ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ
ସେହପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ଅଛି ।
ଯୁକ୍ତ ଦୁଇ ଆଡମିଶନରେ ବଡ଼ ହେରଫେର୍ । ବାଦ ପଡିଲେ ମେଧାବୀ, ନାଁ ଲେଖାଇଲେ କମ୍ ମାର୍କ ଧାରୀ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ, ସାମ୍ସର ସ୍ୱଚ୍ଛତା ଉପରେ ସାଂଘାତିକ ପ୍ରଶ୍ନଚିହ୍ନ ବାଲେଶ୍ୱର ଫକୀର ମୋହନ ଜୁନିୟର କଲେଜରୁ ଆସିଛି ଏଭଳି ଅଭିଯୋଗ ।
ସରକାରୀ ସ୍କୁଲ୍ ହେଲେ ଶୁକ୍ରବାର ଛୁଟି, ରବିବାର ଖୋଲା ରହୁଛି । ପିଲାମାନେ ପାଠ ପଢୁଛନ୍ତି କିନ୍ତୁ ଅଭିଭାବକ ଅସନ୍ତୋଷ ଝାଡୁଛନ୍ତି । ପୂରା ଘଟଣା ଜାଣିଲେ..
ଟିଣ ଘରେ ରହୁଛନ୍ତି.. ବାରଣ୍ଡାରେ ପଢୁଛନ୍ତି.. ଗୁହାଳ ଭଳି ସ୍ଥାନରେ ଚାଲିଛି ପାଠପଢା.. ନା ହୋଇଛି ପଞ୍ଜୀକରଣ ନା ଅଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା..
ମାଲକାନଗିରି ଜିଲ୍ଲାରେ ସଭିଏ ପଢନ୍ତୁ, ସଭିଏ ବଢନ୍ତୁ ନାରା...ଆଉ ମୋ ସ୍କୁଲ୍ କେମିତି ଚାଲିଛି ଦେଖନ୍ତୁ
୧୧ ଜିଲ୍ଲାର ସରକାରୀ ଓ ଘରୋଇ ସ୍କୁଲ ଛୁଟି ରହିବ । ସ୍କୁଲ ବନ୍ଦ ଲାଗି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।
ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା
ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ।