• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Plus II Arts Results
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ । ଏଥର ପାସ୍ ହାର ରହିଛି ୭୮.୮୮ ପ୍ରତିଶତ । ଯାହା ଗତବର୍ଷଠାରୁ ପାଖାପାଖି ୪ ପ୍ରତିଶତ କମ୍ । ଏଥସହ ମାତ୍ର ୨୪ ଜଣ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ।

Plus II Arts Results
Plus 2 ବିଜ୍ଞାନ ଓ ବାଣିଜ୍ୟ ପରେ ପ୍ରକାଶ ପାଇଲା କଳା ରେଜଲ୍ଟ; ଏଥର ବି ଝିଅ ଆଗରେ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ସପ୍ତାହେ ପରେ ପ୍ରକାଶ ପାଇଲା ଆର୍ଟସ ରେଜଲ୍ଟ ।  ଏଥର କଳାରେ ପାସ୍ ହାର ରହିଛି ୭୮.୮୮ ପ୍ରତିଶତ ।

plus two arts result
ପ୍ରକାଶ ପାଇଲା ଯୁକ୍ତ ୨ କଳା ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇଛି।। www.orissaresults.nic.in ରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। +୨ କଳାରେ ପାସ୍ ହାର ୭୮.୮୮ % ରହିଛି।

  • Thursday, 08 June 2023
plus two arts result
ପ୍ରକାଶ ପାଇଲା ଯୁକ୍ତ ୨ କଳା ରେଜଲ୍ଟ

ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

CHSE, Odisha to announce Plus 2 Arts results today afternoon
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ । କଳା ସହିତ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ।

  • Thursday, 08 June 2023
Plus II Arts Results
ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ

କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । www.chseresults.nic.inରେ ଜାଣି ହେବ ରେଜଲ୍ଟ ।

Plus 2 Results
ଆସନ୍ତାକାଲି ପ୍ରକାଶ ପାଇବ +2 କଳା ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ମେ’ ୩୧ ରେ ଯୁକ୍ତ ଦୁଇ ବି‌ଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।

Plus 2 Results
ଆସନ୍ତାକାଲି ପ୍ରକାଶ ପାଇବ +2 କଳା ରେଜଲ୍ଟ

କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ ।

NIRF Ranking Utkal University
NIRF Ranking 2023: ୧ ନମ୍ବର ସ୍ଥାନରେ IIT ମାଡ୍ରାସ

NIRF ରାଙ୍କିଙ୍ଗରେ ଇଞ୍ଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ, ଆଇନ, ଫାର୍ମାସି, କୃଷି ବିଜ୍ଞାନ ଭଳି ଶିକ୍ଷାନୁଷ୍ଠାନ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ମାନ ନିର୍ଦ୍ଧାରଣ କରାଯାଇଛି ।

OJEE
ପ୍ରକାଶ ପାଇଲା OJEE ରେଜଲ୍ଟ, ବି-ଫାର୍ମରେ ସୌରଭ ପତି ଟପ୍ପର

ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ଓଜେଇଇ ପରୀକ୍ଷା। ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ।

OJEE 2023 Results to be declared today
ଆଜି ପ୍ରକାଶ ପାଇବ OJEE ରେଜଲ୍ଟ

ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ, ଓଜେଇଇ ୱେବସାଇଟ ଜରିଆରେ ରେଜଲ୍ଟ ମିଳିପାରିବ

OJEE results
ଆସନ୍ତାକାଲି ପ୍ରକାଶ ପାଇବ OJEE ରେଜଲ୍ଟ

ପୂର୍ବାହ୍ନ ୧୧ଟାରେ OJEE ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । OJEE ୱେବସାଇଟ ଜରିଆରେ ରେଜଲ୍ଟ ଦେଖିହେବ ।

CHSE result
ବିବାଦ ଓ ବିଭ୍ରାଟ ଭିତରେ ଆସିଲା ଯୁକ୍ତ ଦୁଇ ଫଳ,୨ ଘଣ୍ଟା ପରେ ବି ୱେବସାଇଟରେ ମିଳିଲାନି ରେଜଲ୍ଟ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦିଆଯାଇଥିବା ୱେବସାଇଟ orissaresults.nic.inରେ ରେଜଲ୍ଟ ଦୀର୍ଘ ସମୟ ଯାଏଁ ଉପଲବ୍ଧ ନହେବାରୁ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢିଯାଇଥିଲା

CHSE result
ବିବାଦ ଓ ବିଭ୍ରାଟ ଭିତରେ ଆସିଲା ଯୁକ୍ତ ଦୁଇ ଫଳ,୨ ଘଣ୍ଟା ପରେ ବି ୱେବସାଇଟରେ ମିଳିଲାନି ରେଜଲ୍ଟ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦିଆଯାଇଥିବା ୱେବସାଇଟ orissaresults.nic.inରେ ରେଜଲ୍ଟ ଦୀର୍ଘ ସମୟ ଯାଏଁ ଉପଲବ୍ଧ ନହେବାରୁ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢିଯାଇଥିଲା

Plus II Arts Results
୮ ସୁଦ୍ଧା ପ୍ରକାଶ ପାଇପାରେ +2 କଳା ରେଜଲ୍ଟ

ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କାଉନସିଲ୍ ପ୍ରକ୍ରିୟା ଆରମ୍ଭ କରିଛି।

Odisha CHSE Plus 2 Result 2023
ଖୋଲିଲା ୱେବସାଇଟ୍‌; ୨ ଘଣ୍ଟା ପରେ ରେଜଲ୍ଟ ଦେଖିପାରିଲେ ପିଲା

ଦେଢ଼ ଘଣ୍ଟା କାଳ ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା ।

Odisha Plus 2 Results
ଖୋଲୁନି ୱେବସାଇଟ୍‌; ଦେଢ଼ ଘଣ୍ଟା ହେଲା ରେଜଲ୍ଟ ଦେଖି ପାରୁନାହାନ୍ତି ପିଲା

ଦିନ ୧୧ଟାରୁ ରେଜଲ୍ଟ ଘୋଷଣା ହୋଇଥିଲେ ବି ଏଯାଏ ରେଜଲ୍ଟ ଦେଖିହେଉନି ।

Odisha Plus 2 Results
CHSE +2 ରେଜଲ୍ଟ: ଏଥର ବି ଝିଅ ଆଗରେ

ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।

 CHSE Declared Science And Commerce Results
ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଆଜି ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହୋଇଛି। 

Odisha Plus 2 Science And Commerce Results To Be Announced Today
ଆଜି ବାହାରିବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହେବ।

Plus 2 Result
ଦିନ ୧୧ଟାରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ-ବାଣିଜ୍ୟ ରେଜଲ୍ଟ

କାଲି ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଫଳ । କଳା ଓ ଧନ୍ଦାମୂଳକ ଫଳ ପ୍ରକାଶନରେ ଆହୁରି ଡେରି । ​​​​​​​ପରିଷଦର ବ୍ୟବସ୍ଥାଗତ ତ୍ରୁଟିକୁ ଦାୟୀ କଲେ ଶିକ୍ଷାବିତ୍ ।

  • Tuesday, 30 May 2023
Odisha Plus 2 Results
କାଲି ପ୍ରକାଶ ପାଇବ +୨ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ।

Odisha decides to increase Plus 2 seats after high matric pass percentage
ବଢ଼ିବ +୨ ସିଟ୍‌, ଚଳିତ ବର୍ଷ ଶେଷ ସୁଦ୍ଧା ସବୁ ହାଇସ୍କୁଲ୍‌ରେ ଉପଲ୍ଲବ୍ଧ ହେବ ଆଇଟି ଲ୍ୟାବ୍‌

୨୦୨୩-୨୪ ଅର୍ଥାତ୍‌ ଚଳିତ ବର୍ଷରୁ +୨ ସିଟ୍ ବଢ଼ାଇବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲ୍‌ରେ ଆଇଟି ଲ୍ୟାବ୍‌ ଉପଲ୍ଲବ୍ଧ ହେବ। 

  • Tuesday, 30 May 2023
CHSE
ମେ’ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଏନେଇ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଛନ୍ତି। 

  • Monday, 29 May 2023
  • CHSE
Plus 2 Admission
ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆଜିଠୁ ଆବେଦନ ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ ୨୦ ଯାଏ ଆବେଦନ କରିପାରିବେ । ୨୮ ଜୁନରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ।