/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700025780.jpg)
Mo school campaign
ରାଜ୍ୟର ଶିକ୍ଷା କ୍ଷେତ୍ରରେ ଲାଗୁ ହେବ 5C । କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ, କୋପରେସନ । ରାଜ୍ୟ ସରକାରଙ୍କ 5T ପରେ ଏବେ 5C ଯୋଜନା ‘ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ ହେବା ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱଥି ।
ଏହା କୌଣସି ନୂଆ ସ୍କିମ୍ ନୁହେଁ କେବଳ ଏକ ନୂତନ ଚିନ୍ତାଧାରା । ଯାହା ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରଯାଇପାରିବା ଏବେ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟରେ 5C ଅଧିନରେ କାମ ଚାଲୁଛି ।
#5T_ପରେ_5C
ରାଜ୍ୟର ଶିକ୍ଷାକ୍ଷେତ୍ରରେ ଲାଗୁ ହେବ 5C- କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ, କୋପରେସନ । ରାଜ୍ୟ ସରକାରଙ୍କ 5T ପରେ ଏବେ 5C ଯୋଜନା ‘ମୋ ସ୍କୁଲ ଅଭିଯାନ’ର ଏକ ଅଂଶବିଶେଷ ହେବ...#5T#5C#Odishapic.twitter.com/LG5CPV24Ps— ଓଟିଭି (@otvkhabar) November 15, 2023
ଆସନ୍ତା ବର୍ଷକୁ ଏହାକୁ ଅଧିକ ବ୍ୟାପକ କରାଯିବାକୁ ସମସ୍ତଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)