ରାଜ୍ୟର ଶିକ୍ଷା କ୍ଷେତ୍ରରେ ଲାଗୁ ହେବ 5C । କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ, କୋପରେସନ । ରାଜ୍ୟ ସରକାରଙ୍କ 5T ପରେ ଏବେ 5C ଯୋଜନା ‘ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ ହେବା ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱଥି ।
ଏହା କୌଣସି ନୂଆ ସ୍କିମ୍ ନୁହେଁ କେବଳ ଏକ ନୂତନ ଚିନ୍ତାଧାରା । ଯାହା ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରଯାଇପାରିବା ଏବେ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟରେ 5C ଅଧିନରେ କାମ ଚାଲୁଛି ।
Also Read
#5T_ପରେ_5C
— ଓଟିଭି (@otvkhabar) November 15, 2023
ରାଜ୍ୟର ଶିକ୍ଷାକ୍ଷେତ୍ରରେ ଲାଗୁ ହେବ 5C- କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ, କୋପରେସନ । ରାଜ୍ୟ ସରକାରଙ୍କ 5T ପରେ ଏବେ 5C ଯୋଜନା ‘ମୋ ସ୍କୁଲ ଅଭିଯାନ’ର ଏକ ଅଂଶବିଶେଷ ହେବ...#5T #5C #Odisha pic.twitter.com/LG5CPV24Ps
ଆସନ୍ତା ବର୍ଷକୁ ଏହାକୁ ଅଧିକ ବ୍ୟାପକ କରାଯିବାକୁ ସମସ୍ତଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯିବ ।