• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Mahanga Double Murder
ମାହାଙ୍ଗା ଡବଲ ମର୍ଡର: ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ସାଲେପୁର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଆସନ୍ତା ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାସହ ମାମଲାରେ ସଂପୃକ୍ତି ନେଇ ୩ ଜଣଙ୍କ ସିଡିଆର୍ ରିପୋର୍ଟ କୋର୍ଟ ମାଗିଛନ୍ତି। ୨୯ ତାରିଖ ସୁଦ୍ଧା ପୋଲିସ୍ ଏସବୁ କୋର୍ଟରେ ଦାଖଲ କରିବ।

Shruti Panigrahi Questioned By ED
ପ୍ରଦୀପଙ୍କ ଝିଅ ଶ୍ରୁତିଙ୍କୁ ଇଡିର ୬ ଘଣ୍ଟା ଧରି ଜେରା

ବାପାଙ୍କ ପରେ ଝିଅ । ଇଡ଼ିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତିଙ୍କୁ ଇଡିର ୬ ଘଣ୍ଟା ଧରି ଜେରା । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ପଚରା ଉଚୁରା କରାଯାଇଥିଲା ।

Mahanga Double murder case
ମାହାଙ୍ଗା ଡବଲ ମର୍ଡର: ପୋଲିସ ହାତରେ ୩ ଦିନ ସମୟ !

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ସେତେବେଳେ ନୂଆ ମୋଡ଼ ନେଇଥିଲା ଯେତେବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। 

cutting palm was taken to a hospital
ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ

ଢେଙ୍କାନାଳ: ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ୍‌ ଅନ୍ତର୍ଗତ ରାଜକିଶୋରପୁର ଗାଁରେ।

Vigilance Unearths
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଘରୁ ମିଳିଲା ନଗଦ ୪୧ ଲକ୍ଷ ଟଙ୍କା

ବାରିପଦା: ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ କଲେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷ( ITDA)ର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ। ଭିଜିଲାନ୍ସ ରେଡ୍‌ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ ସମସ୍ତଙ୍କୁ ଟପି ଯାଇଛନ୍ତି। ସନ୍ତୋଷଙ୍କ ଘରୁ ଭିଜିଲାନ୍ସ ଟିମ୍‌ ନଗଦ ୪୧ ଲକ୍ଷ ୭୭ ହଜାର ଠାବ କରିଛି।

CCTV Footage Of Horrific Murder
ହତ୍ୟାର ଛାତିଥରା ଦୃଶ୍ୟ, ସାଙ୍ଗକୁ ହତ୍ୟା କଲେ, ଜାଳିଲେ

ବଲାଙ୍ଗିର: ମାରିଲେ, ଜାଳିଲେ ଓ LIVE ଭିଡିଓ କଲେ। ହତ୍ୟାକାରୀ ସାଜିଲା ସାଙ୍ଗ। ୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍‌ ଭିଡିଓ ମଧ୍ୟ କରିଥିଲେ। ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପଛ ପଟେ ଛାତ୍ର ବିଶ୍ୱଦେବ ସାହୁଙ୍କୁ ହତ୍ୟାର ଛାତିଥରା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Youth reportedly murdered by his friends
ସାଙ୍ଗକୁ ହତ୍ୟା କଲେ, ଜାଳିଲେ; LIVE ଭିଡିଓରେ କହିଲେ-‘ଅବ୍‌ ତେରି ବାରି’

୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍‌ ଭିଡିଓ ମଧ୍ୟ କରିଥିଲେ। ହତ୍ୟାର ଛାତିଥରା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

bike fire
ରାଗ ରଖି ଗାଡ଼ିରେ ନିଆଁ ଲଗେଇଦେଲେ

ମୟୂରଭଞ୍ଜ ଯଶିପୁର ବ୍ଲକ ରାଜସ୍ୱ ନିରୀକ୍ଷକଙ୍କ ଗାଡ଼ିକୁ ଦୁର୍ବୃତ୍ତମାନେ ରାଗ ରଖି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି

deadbody
ଗଛରୁ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।

No End To Brahma Nagar Marriage Drama Case
ସୁମିତ ମାନିଲେ ତପସ୍ୱିନୀ ତାଙ୍କର ହିଁ ସ୍ତ୍ରୀ

ଦିନ ଗଡୁଛି, ବିବାଦ ବଢୁଛି। ୩ ଦିନ ହେଲା ଥମୁନି ଚର୍ଚ୍ଚା। ନିଜକୁ ବୋହୁ ଦାବି କରି ଘର ଆଗରେ ସେମିତି ବସି ରହିଛନ୍ତି ତପସ୍ୱିନୀ। ହେଲେ ଆଜି ସାମ୍ନାକୁ ଆସିଛି ଘଟଣା ପଛର ଅସଲ କଥା। କ୍ୟାମେରା ସାମ୍ନାରେ ତପସ୍ୱିନୀଙ୍କୁ ସ୍ତ୍ରୀ ବୋଲି ମାନିଛନ୍ତି ଡାକ୍ତର ସୁମିତ କୁମାର ସାହୁ।

Road Accident
ପ୍ରସେସନ୍‌ ବେଳେ ମାଡ଼ିଗଲା ଟ୍ରକ୍, ବରପିତାଙ୍କ ମୃତ୍ୟୁ

ଦୁର୍ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

One man having 3 wife
ସ୍ୱାମୀ ଥିଲା ରସିକନାଗର, ସାଜିଥିଲା କଳିଯୁଗ କୃଷ୍ଣ

ସ୍ୱାମୀ ସାଜିଥିଲା କଳିଯୁଗର କୃଷ୍ଣ। ଏକାଧିକ ମହିଳାଙ୍କ ସହ କରୁଥିଲା ରାସଲୀଳା। ଦୁଇ ପତ୍ନୀ ମିଶି ଖୋଲିଦେଲେ ସ୍ୱାମୀର ଭଦ୍ରମୁଖା।

ଅଟକ ସ୍ୱାମୀ ଆଲୋକ ଜେନା
ଏକାଧିକ ସ୍ତ୍ରୀ କଥା ମିଛ ବୋଲି କହିଲେ ସ୍ୱାମୀ

ଜଣେ ଯୁବକ ପ୍ରଥମ ପତ୍ନୀଙ୍କ ଅଜାଣତରେ ଆଉ ଜଣକୁ ପ୍ରେମ କରି ବିବାହ କରିଥିଲେ। ସେହିପରି ଦ୍ୱିତୀୟ ପତ୍ନୀଙ୍କ ଅଜାଣତରେ ତୃତୀୟ ଝିଅକୁ ମଧ୍ୟ ପ୍ରେମ ସପର୍କ ରଖିଥିବା ଜଣାପଡିଥିଲା। ତେବେ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ ଏକାଠି ହୋଇ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିଥିଲେ। ଏନେଇ କଣ କହୁଛନ୍ତି ରସିକିଆ ସ୍ୱାମୀ ପଢନ୍ତୁ

Miscreants Lift Mobile Phone From Customer In Petrol Pump In Odisha’s Baliguda
ପେଟ୍ରୋଲ ପମ୍ପରେ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ !

ପେଟ୍ରୋଲ୍‌ ପମ୍ପରୁ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଏକ ପେଟ୍ରୋଲ ପମ୍ପରେ ଜଣେ ଚୋର ଦିନ ଦ୍ଵିପହରରେ ଗାଡି ଭିତରେ ଥିବା ମୋବାଇଲକୁ ଅତି ସତର୍କତାର ସହ ଚୋରି କରି ଚମ୍ପଟ ମାରୁଥିବାର ଦେଖିବାକୁ ମିଳିଛି ।

ACB Raids Residence Of PWD Junior Engineer In Karnataka
ରେଡ଼୍‌କୁ ଡରି ପାଇଖାନା ପାଇପ୍‌ରେ ଟଙ୍କା ପୂରାଇ ଦେଲେ କନିଷ୍ଠ ଯନ୍ତ୍ରୀ

PWD ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍‌ ମାରିଲା #ACB । ଆଉ ରେଡ୍‌ର ଖବର ପାଇ ପାଇଖାନା ପାଇପ୍‌ ଭିତରେ ୫୦୦ ଟଙ୍କିଆ ବିଡ଼ା ପୂରାଇ ଦେଲେ ସରକାରୀ ବାବୁ...ଆଉ ତା'ପରେ ଯେତେ କାଢିଲେ ସରିବାର ନା ଧରିଲା ନାହିଁ ଟଙ୍କା...ଦେଖନ୍ତୁ ଏହି ଭିଡ଼ିଓ

Miscreants Lift Mobile Phone From Customer In Petrol Pump In Odisha’s Baliguda
ପେଟ୍ରୋଲ ପମ୍ପରେ ଦିନ ଦ୍ୱିପ୍ରହରରେ ଚୋରି, ଚୋର ମୁହଁ ଅଛି ସିସିଟିଭିରେ

ଦିନ ବେଳେ ପେଟ୍ରୋଲ ପମ୍ପରେ ଲୋକ ଅଛନ୍ତି । ସତର୍କତାର ସହ ଚୋର ଆସିଲା । ଚୋରି କଲା । କେହି ଦେଖିପାରିଲେନି । କିନ୍ତୁ ଧରିଛି ସିସିଟିଭି ।

Man Marrying 3 Women
ଧରାପଡ଼ିଲା ସ୍ୱାମୀ-୪୨୦: ଏକାଧିକ ଯୁବତୀଙ୍କୁ ବାହା ହୋଇ ଅଲଗା ଅଲଗା ରଖିଥିଲା

ପଦାରେ ପଡ଼ିଲା ରସିକିଆ ସ୍ୱାମୀର କଳା କାରନାମା। ଏକାଧିକ ଯୁବତୀଙ୍କୁ ବିବାହ କରି ଅଲଗା ଅଲଗା ରଖିଥିଲା। କେହି କାହା ବିଷୟରେ ଜାଣିନଥିଲେ। ଯେତେବେଳେ ଜାଣିଗଲେ, ସ୍ୱାମୀର ଅକଲ ଗୁଡ଼ୁମ।

Bride Dharana In front of Groom's House In Berhampur
ଧାରଣାରେ ବସିଥିବା ନବବିବାହିତାଙ୍କ ବାପା, ଭାଇଙ୍କୁ ଉଠାଇନେଲା ପୋଲିସ

ତେବେ ଉଭୟଙ୍କୁ କେଉଁଠିକୁ ଓ କାହିଁକି ନିଆଗଲା ସେ ସମ୍ପର୍କରେ ଜଣାପଡ଼ିନି। ଗତକାଲିଠୁ ଯୁବତୀ ଜଣକ ଜଣେ ଯୁବକଙ୍କୁ ନିଜ ସ୍ୱାମୀ ଦାବି କରି ଧାରଣାରେ ବସିଛନ୍ତି।  

Odia Student Dies At Coffee Shop In Surat
ସୁରତ୍‌ରେ ଓଡ଼ିଆ ଛାତ୍ରୀଙ୍କୁ ମାରିଲା କିଏ?

ସୁରତର ଏକ କଫି ସପରେ ପ୍ରବାସୀ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଲେ ଓଡ଼ିଶାର ମଧୁସ୍ମିତା ସାହୁ। ଅଚେତ ଅବସ୍ତାରେ ଥିବା ବେଳେ ମଧୁସ୍ମିତାଙ୍କୁ ମେଡିକାଲ ନେଇଥିଲେ ତାଙ୍କ ସାଙ୍ଗରେ ଥିବା ଛାତ୍ରୀ।

Bikers Loot Valuables From Woman
ରିଷ୍ଟ ଖଣ୍ଡନ କଥା କହିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍‌ କରିନେଲେ

ରିଷ୍ଟ ଖଣ୍ଡନ କଥା କହିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍‌ କରିନେଲେ ଦୁର୍ବୃତ୍ତ, ଜାଣନ୍ତୁ କଣ ରହିଛି ଘଟଣା

Student Death Mystery
କଫି ସପ୍‌ରେ ଓଡ଼ିଆ ଝିଅର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ପୋଲିସ ଘଟଣାର ଛାନଭିନ କରୁଛି  ସେପଟେ ଅଭିଯୁକ୍ତ ଧରାନପିଡିବା ଯାଏଁ ପରିବାର ଲୋକେ ଶବ ଗ୍ରହଣ କରିବେନି ବୋଲି କହିଛନ୍ତି।

son hacks mother
ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ; ମା’କୁ ମାରିଦେଲା ପୁଅ

ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।

Loot from woman
ଜ୍ୟୋତିଷ ହୋଇ ଆସିଲେ, ସବୁ ନେଇ ଚାଲିଗଲେ

ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଦୁଇ ଜଣ। ସେଇ ଦୁଇ ଜଣ ମହିଳାଙ୍କୁ ତାଙ୍କ ଭବିଷ୍ୟତ ବିଷୟରେ ନାନା କଥା କହିବା ସହ ବହୁତ ଅସୁବିଧା ଥିବା ଜଣାଇଥିଲେ।

son killed mom After She Refuses To Cook Egg Curry
ଅଣ୍ତା ରୋଷେଇ ନ କରିବାରୁ ମା’କୁ ହାଣିଲା ପୁଅ

ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ । ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।

OCAC CEO Cyber Fraud Case
OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌: ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍‌

OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି।