ସମ୍ବଲପୁରରେ ମଣପୁରମ finance limited ଅଫିସରୁ ସୁନା ଓ ଟଙ୍କା ଲୁଟ ଘଟଣାରେ ଚୋରକୁ ଧରାଇଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର। ଏଭଳି ଏକ ପଦକ୍ଷେପ ନେଇଛି ପୋଲିସ।
ସମ୍ବଲପୁରରୁ ଲୁଟ୍ ଟଙ୍କା ଦେବଗଡ଼ ବନକାଲୋ ଅଞ୍ଚଳରୁ ଜବତ । ତାହା ପୁଣି ମାଟି ତଳୁ । ଆଉ ଖୋଳୁ ଖୋଳୁ ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ୍ ବ୍ୟାଣ୍ଡେଲ ।
ଜମତରା ଗ୍ୟାଙ୍ଗର ସଦସ୍ୟଙ୍କୁ ଟ୍ରାକ୍ କରୁ କରୁ ୪ ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଠାଇନେଲା ସମ୍ବଲପୁର ପୋଲିସ । ପୋଲିସ ସନ୍ଦେହ କରୁଛି, ଏହି ଇଂଜିନିୟରିଂ ଛାତ୍ରମାନେ ଜମତରା ଗ୍ୟାଙ୍ଗ ସହିତ ସଂପୃକ୍ତ ଥାଇପାରନ୍ତି ।