• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

16 Arrested For Murdering Youth In Balasore\'s Kuruda
ଯୁବକଙ୍କୁ ହତ୍ୟା ମାମଲା : ୧୬ ଜଣଙ୍କୁ ଗିରଫ କଲା ପୋଲିସ୍‌

ଯୁବକଙ୍କୁ ହତ୍ୟା ମାମଲାରେ ୧୬ ଜଣଙ୍କୁ ଗିରଫ କଲା ପୋଲିସ୍‌

Jajpur
ପ୍ରେମିକାର ଜିଦ୍‌, ‘ମୋତେ ବାହା ହୁଅ.. ମୁଁ ବୋହୂ ହେବି.. ଶାଶୁ ଘରକୁ ଯିବି’

ଭୁବନେଶ୍ୱର ଜାଗମରା ଅଞ୍ଚଳର ଯୁବତୀ ମାଧୁରୀ (ଛଦ୍ମନାମ)ଙ୍କୁ କୋରେଇ ଥାନା ରଗଡି ଅଞ୍ଚଳର କୁନା ଆଚାର୍ଯ୍ୟଙ୍କୁ ଭଲ ପାଉଥିଲେ। ମାଧୁରୀ ମଧ୍ୟ ତାଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ। କୁନା ପ୍ରେମରେ ପାଗଳ ହୋଇଯାଇଥିଲେ ମାଧୁରୀ।

  • Friday, 10 December 2021
Puri Srimandir Senior Servitor ‘Sexually Assaults’ Minor Servitor
ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଯୌନ ନିର୍ଯ୍ୟାତନା

ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଅନ୍ୟ ଜଣେ ବରିଷ୍ଠ ସେବାୟତ ଯୌନ ନିର୍ଯାତନା ଦେଇଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । କିଛି ଦିନ ହେଲା ବରିଷ୍ଠ ସେବାୟତ ଏମିତି ନିର୍ଯାତନା ଦେଇ ଆସୁଥିବା ନେଇ ନାବାଳକ ସେବାୟତଙ୍କ ବାପା ଅଭିଯୋଗ କରିଛନ୍ତି ।

Puri Srimandir Senior Servitor ‘Sexually Assaults’ Minor Servitor
ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଯୌନ ନିର୍ଯ୍ୟାତନା

ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଯୌନ ନିର୍ଯ୍ୟାତନା । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଭିଡିଓରୁ ଶୁଣନ୍ତୁ ପୁରା ଘଟଣା ।

Mahanga double murder case: IIC appears in court
ମାହାଙ୍ଗା ଡବଲ ମର୍ଡର ମାମଲା : କୋର୍ଟରେ ହାଜର ହେଲେ IIC

ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ହାଜର ହୋଇଛନ୍ତି IIC। ପୁନଃତଦନ୍ତ ରିପୋର୍ଟ ସହ ସିଡିଆର୍ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ତେବେ କୋର୍ଟରେ ଆଜି କ’ଣ ତଥ୍ୟ ରଖୁଛନ୍ତି ଥାନାଧିକାରୀ ତା’ ଉପରେ ନଜର ରହିଛି।

Woman’s Half-Burnt Body Found In Bolangir- Police Release Sketch Of Deceased For Identification
୬ ବର୍ଷ ପରେ କେସ୍ ରିଓପନ... ଅର୍ଦ୍ଧଦଗ୍ଧ ମହିଳାଙ୍କର ସ୍କେଚ ଜାରି

ସଇଁତଳା ବରଗାଁରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ୬ ବର୍ଷ ପରେ କେସ୍ ରିଓପନ କରି ପୋଲିସର ତଦନ୍ତ ଆରମ୍ଭ । ମୃତ ମହିଳାଙ୍କ ପରିଚୟ ଜାଣିବା ଲାଗି ସ୍କେଚ୍ ଜାରି ।

Dead Body
୬ ବର୍ଷ ହେବ ମୃତ ମହିଳାଙ୍କୁ ଚିହ୍ନଟ କରିପାରୁନି ପୋଲିସ୍‌, ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ...

ମହିଳାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ ହତ୍ୟାକାରୀ। ମହିଳାଙ୍କୁ ପୋଡ଼ି ଦିଆଯାଇଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ନଥିଲା। ପ୍ରାୟ ୬ ବର୍ଷ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୃତ ମହିଳାଙ୍କୁ ଚିହ୍ନଟ କରିପାରି ନାହିଁ ପୋଲିସ୍‌।

Special Story
କଟକ ମହାନଗର ନିଗମରେ ଭତ୍ତା କେଳେଙ୍କାରୀ

ମଫସଲ ନୁହଁ ସହରରେ ବି ହେଉଛି ଘୋଟାଲା। ପଂଚାୟତ ନୁହେଁ ମହାନଗରରେ ହେଉଛି କେଳେଙ୍କାରୀ। ଯେମିତି କଟକରେ। ମଧୁବାବୁ ପେନସନ ଯୋଜନାରେ ହେଉଥିବା ଅନିୟମିତତାର ଅସଲ ଚିତ୍ର ପଦାକୁ ଆସିଛି..

Cyber Frauds
ଲୁଟ କରିବାର ନୂଆ ତରିକା, ଗିଫ୍ଟ ନାଁରେ ଟଙ୍କା ମାଗି ଚାଲିଲେ

ମଣିଷ ଏତେ ସରଳ ହେବା ଉଚିତ ନୁହେଁ। ବେଳେ ବେଳେ ଆପଣଙ୍କର ସରଳତାର ସୁଯୋଗ ନେଇଥାନ୍ତି ସାଇବର ଠକ। ଗିଫ୍ଟ ଦେବାକୁ କହି ନିଅନ୍ତି ଏମିତି ଅନେକ ଟଙ୍କା...

Wild Animal Hides Recovered From Poachers In Sambalpur
୫ ଲକ୍ଷ ଡିଲ୍ ବେଳେ ଧରାପଡିଲେ

ସମ୍ବଲପୁର ବାମନା ବନଖଣ୍ଡ ଅଂଚଳରୁ ବାଘଚମଡ଼ା ଜବତ..ବିକ୍ରି ପାଇଁ ଡିଲ ବେଳେ ରେଡ୍ କରି ଧରିଲା ବନବିଭାଗ...ମାମଲାରେ ୨ ଜଣଙ୍କୁ ଗିରଫ କରିବା ସହ ଚାଲିଛି ତନାଘନା.

Maoists Kidnap Man, Set Ablaze Vehicles In Odisha-Chhattisgarh Border
୫ଟି ଗାଡ଼ି ଜାଳିଲେ, ଜଣଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ୫ଟି ଗାଡ଼ି ଜାଳିଦେଲେ, ଜଣଙ୍କୁ ଅପହରଣ କରିଲେ ।

Illegal Quarrying Of Granite
ଚୋରା ପଥରର କାରବାରର ମାଷ୍ଟରମାଇଣ୍ଟ କିଏ ?

ଯାଜପୁର ଧର୍ମଶାଳା ଚୋରା ପଥର କାରବାରର ପାଲଟିଛି ପେଣ୍ଠସ୍ଥଳ । ଜାଲ୍ ଓ୍ୱାଇ-ଫର୍ମ ଦେଖାଇ ଚାଲିଛି ପଥର କାରବାର । ତେବେ ଏଠି ପ୍ରଶ୍ନ ଉଠୁଛି ଫର୍ମ କେଉଁଠୁ ଆସୁଛି, ମାଷ୍ଟରମାଇଣ୍ଟ କିଏ ?

Cyber Fraud
ବନ୍ଧୁ ବାନ୍ଧିଥିଲି ବିଦେଶୀ ସହ, ଗିଫ୍ଟ ଦେବାକୁ କହି ଲୁଟିଲେ ଟଙ୍କା

ଖ୍ରୀଷ୍ଟମାସ ଗିଫ୍ଟ ଦେବାକୁ କହିଲେ। ମୁଁ ରାଜି ହୋଇଗଲି। ତାପରେ ଆସିଲା ମୋ ପାଖକୁ ଗୋଟିଏ ଫୋନ କଲ୍। ସେଥିରେ କହିଲେ ଆମେ ଆମ୍ୱାସିକୁ କହୁଛୁ। ଆମ ପାଖକୁ ଟଙ୍କା ପଠାଅ। ଆଉ ତାପରେ...

Tapaswini and Sumit
ସରିଲା ବ୍ରହ୍ମପୁରର ଦମ୍ପତିଙ୍କ ୭ ଦିନିଆ ମହଲତ: ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି

ଗତ ଡିସେମ୍ବର ୨ ତାରିଖରେ ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର SDJMଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଇଥିଲେ କୋର୍ଟ।

Maoist
୫ ଗାଡ଼ିକୁ ଜାଳିଦେଇ ସୁପରଭାଇଜରଙ୍କୁ ଅପହରଣ କରିନେଲେ ମାଓବାଦୀ

କାମରେ ନିୟୋଜିତ ୫ରୁ ଅଧିକ ଗାଡି ଜାଳିଦେଇଥିଲେ । କେବଳ ସେତିକି ନୁହେଁ ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଥିବା ସୁପରଭାଇଜରଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ।

24 Lakh Seized
କଟକ ରେଲ୍‌ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି।

କଟକ ରେଲ୍‌ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍‌ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି। 

  • Wednesday, 08 December 2021
Mahanga Murder
ମାହାଙ୍ଗା ଡବଲ ମର୍ଡର: ପୋଲିସକୁ ଝଟକା

ମାହାଙ୍ଗା ଡବଲ ମର୍ଡର: ପୋଲିସକୁ ଝଟକା । ତଳକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦାୟର ରିଭିଜନ ପିଟିସନ ଖାରଜ । ପୋଲିସ ପକ୍ଷରୁ ଦାୟର ପିଟିସନ ଖାରଜ କଲେ ସାଲେପୁର ଏଡିଜେ ।

Loot In Twin City
ଦୁର୍ବଳ ରହିଛି କି ବ୍ୟାଙ୍କ ଏବଂ ଏଟିଏମ୍ ସୁରକ୍ଷା ? କମିଶନରେଟ୍‌ ପୋଲିସ୍‌କୁ ଘାରିଲା ଚିନ୍ତା

ବ୍ୟାଙ୍କ ଓ ଏଟିଏମ୍‌ ସୁରକ୍ଷାକୁ ନେଇ କମିଶନରେଟ ପୋଲିସକୁ ଚିନ୍ତା ଘାରିଛି। ଏଣିକି ବ୍ୟାଙ୍କ, ଏଟିଏମ୍ ସିକ୍ୟୁରିଟି ଅଡିଟ୍‌ କରିବା ପାଇଁ ପୋଲିସ ଆପଣାଇଛି ଷ୍ଟ୍ରାଟେଜି।

Rayagada Murder
କ’ଣ ଜୀବନର ମୂଲ୍ୟ ଏତେ ଶସ୍ତା ? ମାତ୍ର ୩୧ ଟଙ୍କା ପାଇଁ ଜଣେ ଜଣକ ଜୀବନ ନେଇପାରେ ?

କୁହାଯାଏ କ୍ରୋଧ ବ୍ରହ୍ମ ଚଣ୍ଡାଳ । ରାଗିଗଲେ ମଣିଷ କିଛି ବି ଅନର୍ଥ କରିପାରେ । ତେଣୁ ସବୁବେଳେ ନିଜ କ୍ରୋଧକୁ ବସ କରିବାର ଶକ୍ତି ରଖିବା ଉଚିତ୍‌ । ମଣିଷ ଜୀବନରେ ସହନଶିଳତା ଏକ ଗୁରତ୍ୱପୂର୍ଣ୍ଣ ଅଙ୍ଗ ।

Vigilance Raids OSAP Sepoy\'s House In Cuttack
ସିପାହୀଙ୍କ ଘରୁ ପୁଳା ପୁଳା ଟଙ୍କା

ସ୍ପେଶାଲ୍ ସର୍ଚ୍ଚ ଓ୍ୱାରେଣ୍ଟ ବଳରେ OSAP ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି.. ଏକାକାଳୀନ ୫ଟି ଯାଗାରେ ଚଢାଉ କରି ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି..

Loot In Bhubaneswar - Over Rs 1 Crore Jewellery Shop Heist Rocks Odisha Capital
୩ ଘଣ୍ଟା ଧରି ମନଇଚ୍ଛା ଲୁଟିଲେ

ଭୁବନେଶ୍ୱର ଛାତି ଉପରେ ରାତି ଅଧିଆ ଲୁଟ୍ ପରେସନ କରି କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା ଗ୍ୟାଙ୍ଗ ।

Gajapati Forester In Dock For Amassing Disproportionate Assets
ଫରେଷ୍ଟର ବାବୁଙ୍କ ଘରେ ପଶିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ.. ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରି ଖୋଳତାଡ଼ କରୁଛି..

Child
ଓଃ କି ନିଷ୍ଠୁର ! ଗର୍ଭବତୀଙ୍କୁ ବିଧା ଗୋଇଠା ମାରି ନଷ୍ଟ କରିଦେଲେ ଗର୍ଭ

ନୟାଗଡ଼ ଫତେଗଡ଼ରେ ଘଟିଛି ଏକ ଅମାନବୀୟ କାଣ୍ଡ । ଜଣେ ଗର୍ଭବତୀଙ୍କୁ କିଛି ଲୋକ ବିଧା ଗୋଇଠା ମାରି ତାଙ୍କ ଗର୍ଭ ନଷ୍ଟ କରିଦେଇଛନ୍ତି । ଯାହା କି ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Man Posing As MBBS Student Dupes Odisha Women
ଲାଗୁଛନ୍ତି ବଡ଼ବଡ଼ିଆ କିନ୍ତୁ କାମ ପୂରା ବରବାଦିଆ

ଲାଗୁଛନ୍ତି ବଡ଼ବଡ଼ିଆ କିନ୍ତୁ କାମ ପୂରା ବରବାଦିଆ.....୪ର୍ଥ ଶ୍ରେଣୀ ପାଠ ପଢିଛନ୍ତି କିନ୍ତୁ ଝିଅଙ୍କୁ ଫସାଇବାର କୌଶଳ ଜାଣିଛନ୍ତି.....ସାମ୍ନାକୁ ଆସିଲା କଳାକାହାଣୀ

Jhankarpali PEO In Vigilance Net
ସମ୍ବଲପୁର ଯୁଯୁମୁରାର PEOଙ୍କ ଘରେ ରେଡ୍

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧତ୍କାରୀ। ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି PEOଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ।