କେବଳ ପଞ୍ଜୀକୃତ ଭେଣ୍ଡର ହିଁ ବିକିବେ ସିମ୍ କାର୍ଡ । ଖିଲାପ କଲେ ଟେଲିକମ୍ କମ୍ପାନୀ ଦେବେ ୧୦ ଲକ୍ଷ ଟଙ୍କା ଜରିମାନା ।
କେଉଁ ଉପାୟରେ ଓଟିପି ନେଇ ଆଇଏସଆଇ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଅପରେଟ୍ କରୁଥିଲେ ଓଡ଼ିଶା ଫୋନ୍ ନମ୍ବର ? ରାକେଟର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାକୁ ଆସନ୍ତାକାଲି ରିମାଣ୍ଡରେ ଆଣି ଗୋଟି ଗୋଟି କରି ସତ ଓଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍।
ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି ।