ମହଙ୍ଗା ପଡ଼ିଲା ମହିଳା ହୋମଗାର୍ଡଙ୍କ ନିର୍ଯାତନା ଅଭିଯୋଗ । ଉତ୍ତର କେନ୍ଦ୍ରାଞ୍ଚଳ DIG ବ୍ରିଜେଶ ରାଏଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।
ଭିଡିଓରେ ଦେଖାଯାଇଛି ଯେ, ବ୍ରିଜେଶ ଏବଂ ତାଙ୍କ ସାଙ୍ଗମାନେ ବାର୍ ବାହାରକୁ ଆସୁଛନ୍ତି । ସେହି ସମୟରେ ମଲ୍ର କିଛି କର୍ମଚାରୀ ଏବଂ ବାଉନ୍ସରମାନଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହେଉଛି ।