ବିଦେଶରେ ନିଜ ସ୍ତ୍ରୀକୁ ହତ୍ୟା କଲା । ପରେ ପୁଅକୁ ଆଣି ଭାରତ ଫେରିଲା । ମନ ବୁଝିଲାନି ଯେ, ପୁଅକୁ ନେଇ ସ୍ତ୍ରୀ ବାପଘରେ ଛାଡ଼ିବା ପରେ ନିଜ ଅପରାଧ ସ୍ୱୀକାର କରି ଫେରାର ହୋଇଗଲା । ଏପରି ଏକ ଅତି ଲଜ୍ଜାଜନକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ ।
ସୀମା ଟପିଲା ବର୍ବରତା । ମହିଳାଙ୍କୁ ପିଟି ପିଟି ମାରିଦେଲେ । ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ । ଜଣେ ମହିଳାଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ପିଟି ପିଟି ମାରିଦେଇଛନ୍ତି ।
ଶାଶୁ ଘର ଲୋକଙ୍କ ନିର୍ଯାତନା ସହିନପାରି ଶେଷରେ ଜୀବନ ହାରିଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି।
ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି।
ଭଲ ପାଇ ବାହା ହୋଇଥିଲେ, ହେଲେ ଚାରି ମାସ ବି ତିଷ୍ଠି ପାରିଲାନି ପ୍ରେମ ବିବାହ। ବିବାହର ୪ ମାସ ପରେ ନବବଧୂଙ୍କ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ନବବଧୂଙ୍କ ମୃତଦେହ।